2023 ରେ ଘଟିବ ଏହି ବଡ ବଡ ଭୟଙ୍କର ଘଟଣା, ମାଳିକାରେ ପୂର୍ବରୁ ରହିଛି ଏନେଇ ସୂଚନା, ଶୀଘ୍ର ଦେଖନ୍ତୁ ସବୁ ବରବାଦ ହେଇଯିବ !

ନମସ୍କାର ବନ୍ଧୁଗଣ, ଯୁଗ ଶେଷ ହେବାର ସମୟ ଧୀରେ ଧୀରେ ପାଖେଇ ଆସୁଛି । ନୂତନ ବର୍ଷର ଆରମ୍ଭ ତ ହୋଇସାରିଛି । ତା ସହ ଲୋକମାନଙ୍କୁ ଭୟଭୀତ ହେବାର ଅନେକ ସଙ୍କେତ ଏହି ନୂତନ ବର୍ଷଟି ଦେବାକୁ ଯାଉଛି । ମାଳିକାର ଅନେକ କଥା ସତ ହେବାର ସଙ୍କେତ ଏହି ୨୦୨୩ ବର୍ଷଟି ଲୋକଙ୍କୁ ଦେବାକୁ ଯାଉଛି । ତେଣୁ ଆଜି ଆମେ ଆପଣ ମାନଙ୍କୁ ଜଣାଇବା ପାଇଁ ଯାଉଛୁ ମାଲିକାରେ ଉଲ୍ଲେଖ ଥିବା ୨୦୨୩ରେ ଘଟିବାକୁ ଯାଉଥିବା ସମସ୍ତ ଘଟଣା ସମ୍ପର୍କରେ । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ।

୨୦୨୩ ମସିହାରେ ଅଚିହ୍ନା ଜ୍ଵର ଆସିବା ପାଇଁ ଯାଉଛି । ଯାହାକୁ କେହି ମଧ୍ୟ ଜାଣି ପାରିବେ ନାହିଁ । ଆପଣ ଜର ପାଇଁ ଯାହା ପରକ୍ଷା କରିବେ କିଛି ବାହାରିବ ନାହିଁ କିନ୍ତୁ ଆପଣଙ୍କ ଦେହରୁ ଜର ଛାଡିବ ନାହିଁ । ଯାହା ସମସ୍ତଙ୍କୁ ଚିନ୍ତାରେ ପକାଇଦେବ । ପଶୁ ମାନଙ୍କ ଦେହରେ ଭାଇରସ ପ୍ରବେଶ କରିବ ଯାହାଫଳରେ ପଶୁମାନେ ମୃତ୍ୟୁ ମୁଖରେ ପଡିବେ । ଅନେକ ସ୍ଥାନରେ ସୁନାମୀ ଆସିବ ।

ଶରତ ଋତୁରେ, ମାର୍ଗଶିର ମାସରେ  ଭୂମି କମ୍ପ ଦେଖା ଦେବ । ମାର୍ଗଶିର ମାସରେ ଭୂମିକମ୍ପ ଦେଖାଦେବାର କଥା ମଧ୍ୟ ସତ୍ୟ ହୋଇସାରିଛି କାରଣ ଆଫଗାନିସ୍ତାନରେ ବହୁତ ବଡ ଭୂମିକମ୍ପ ଏହି ମାର୍ଗଶିର ମାସରେ ହିଁ ଦେଖା ଦେଇଛି । ସମୁଦ୍ରରୁ ପାଣି ଉଛୁଳି ଘର ଦ୍ଵାର ଭିତରେ ପଶିବ । ଚୋରା ଡକାୟତ ମାନେ ଘରେ ପସିବାକୁ ଲାଗିବେ ।

ଦେଶରେ ବିପତ୍ତି ଲାଗି ରହିବା କାରଣରୁ ସେମାନେ ଧନ ଲୁଟିବାର ଉପାୟ ପାଇଯିବେ ଏବଂ ରାଜସ୍ୱ ଧନ ଲୁଟିବାକୁ ଲାଗିବେ । ଏହି ବର୍ଷ ମଣିଷର ଚରିତ୍ର ବଦଳିବାକୁ ଲାଗିବ । ମଣିଷର ମନବୃତିରେ ପରିବର୍ତ୍ତନ ଆସିବ । ବିଶ୍ଵାସ ଭାଙ୍ଗିବାକୁ ଲାଗିବ । କେହି କାହାକୁ ମଧ୍ୟ ବିଶ୍ଵାସ କରିବେ ନାହିଁ । ଧୀରେ ଧୀରେ ସମସ୍ତଙ୍କ ଉପରୁ ବିଶ୍ଵାସ ଭରସା ଉଠିବାକୁ ଲାଗିବ ।

ଉପରେ ମିଠା ମିଠା କଥା କହିବେ କିନ୍ତୁ ଭିତରେ ଚେର କାଟିବା ପାଇଁ ଲାଗିବେ । କଳିଯୁଗରେ ଅନେକ ବିଶ୍ଵାସ ଘାତକ କରିବା ବାଲା ଜନ୍ମ ନେବେ । କାମ ସରିଯିବା ପରେ ପାଦରେ ଏଡାଇ ଦେବେ । ମଣିଷ ମଣିଷର ମୂଲ୍ୟ ବୁଝିବ ନାହିଁ କିମ୍ବା ସମ୍ମାନ ଦେବ ନାହିଁ । ଉପରେ ତ ଭଲେଇ ହେବେ କିନ୍ତୁ ଭିତରେ ଆପଣଙ୍କ କଥା ଚାରିଆଡେ ପ୍ରଘଟ କରିବେ । ଆପଣଙ୍କ ନିନ୍ଦା ସବୁଆଡେ ଗାଇବେ ।

ଉନ୍ନତି ଆଡକୁ ଯାଉଥିବା ଲୋକର ପାଦ ଟାଣି ଧରିବେ । କେହି ଆଉ କାହାର ଉନ୍ନତିକୁ ସହ୍ୟ କରିପାରିବେ ନାହିଁ । ଈର୍ଷାରେ ଜଳିବା ପାଇଁ ଲାଗିବେ । ପରସ୍ପର ମଧ୍ୟରେ କଲି ଝଗଡା ଲାଗି ରହିବ । ସୁଖ ଶାନ୍ତି ଦୂରେଇ ଯିବ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ ଶେୟାର କରିବାକୁ ଜମା ବି ଭୁଲିବେନି ।