କେଉଁ ରାଜା ନିଜ ମା ସହିତ ବିବାହ କରିଥିଲେ ? ଏହା ସହିତ ଆହୁରି 20 ଟି GK Question ଓ Answer

ଆଜି କାଲିର ଯୁବାପିଢୀଙ୍କ ଗୋଟିଏ ହିଁ ସ୍ବପ୍ନ କି ସେମାନେ କେମିତି ଭଲ ପାଠ ପଢି IAS ଓ IPS ଅଫିସର ହେବେ । କିନ୍ତୁ IAS ଓ IPS ଅଫିସର ହେବା ଏତେ ସହଜ ନୁହଁ ଏଥିପାଇଁ ବହୁତ ପରିଶ୍ରମ ଓ ବହୁତ ପରୀକ୍ଷା ଦେବାକୁ ପଡିଥାଏ । IAS ଓ IPS ହେବା ପାଇଁ UPSC ପରୀକ୍ଷା ଦେବାକୁ ପଡେ ଓ ଯେମିତି କି ଆପଣ ସମସ୍ତେ ଜାଣିଛନ୍ତି କି UPSC ଦେଶର ସବୁଠୁ କଠିନ ପରୀକ୍ଷା ଅଟେ ।

ଏହି ପରୀକ୍ଷା ପାସ କରିବା ଯେତିକି କଠିନ ତା ଠାରୁ ଏହାର ଇଣ୍ଟରଭିୟୁ ପାସ କରିବା ଆହୁରି କଠିନ ଅଟେ । IAS ଓ IPS ପରୀକ୍ଷାରେ ପଚରା ଯାଉଥିବା ପ୍ରଶ୍ନ ଶୁଣି ଆପଣଙ୍କ ମୁଣ୍ଡ ବୁଲାଇ ଦେବ । ଆଜି କିନ୍ତୁ ଆମେ ଆପଣଙ୍କୁ ଏହିଭଳି କିଛି ପ୍ରଶ୍ନ ଓ ଉତ୍ତର ଦେବୁ ଯାହା ଆପଣଙ୍କୁ ବହୁତ ସାହାଯ୍ୟ କରିବ ।

୧- ଏମିତି କେଉଁ ଦେଶ ଅଛି ଯାହାର ସୀମାକୁ ୧୪ ଦେଶ ଘେରି ରହିଛନ୍ତି ?

ଉତ୍ତର- ଚୀନ ଦେଶର ସୀମାକୁ ୧୪ଟି ଦେଶ ଘେରି ରହିଛନ୍ତି ।

୨- ଏମିତି କେଉଁ ଜିନିଷ ଅଛି ଯାହାକୁ ଫ୍ରିଜ ଭିତରେ ରଖିଲା ପରେ ସେହି ଜିନିଷଟି ଜଳିବାକୁ ଲାଗେ ?

ଉତ୍ତର- ଚୂନ ପଥରକୁ ଫ୍ରିଜରେ ରଖିବା ପରେ ସେ ଜଳିବାକୁ ଲାଗେ ।

୩- ଭାରତରେ କେଉଁ ରାଜ୍ୟ ଉପରେ ବେଶି ରୁଣ ଅଛି ?

ଉତ୍ତର- କେରଳ ରାଜ୍ୟ ଉପରେ ଅଧିକ ରୁଣ ଅଛି ।

୪- ଦୁନିଆର ସବୁଠାରୁ ଆଲିଶାନ ଦେଶ କାହାକୁ କୁହାଯାଏ ?

ଉତ୍ତର- ଦୁନିଆର ସବୁଠୁ ଆଲିଶାନ ଦେଶ ଇଣ୍ଡୋନେସିୟା ଅଟେ ।

୫- ସୂର୍ଯ୍ୟ କେଉଁ ଦେଶରେ ପ୍ରଥମେ ଅସ୍ତ ହୋଇଥାଏ ?

ଉତ୍ତର- ସୂର୍ଯ୍ୟ ପ୍ରଥମେ ନ୍ୟୁଜିଲ୍ୟାଣ୍ଡ ଦେଶରେ ଅସ୍ତ ହୋଇଥାଏ ।

୬- ଦୁନିଆର ସବୁଠୁ ଅଧିକ ଛୁଆ ଜନ୍ମ କରିବା ବାଲା ମହିଳା କିଏ ?

ଉତ୍ତର- ମରିୟମ ସ୍କୋବା ହେଉଛନ୍ତି ଦୁନିଆର ସବୁଠୁ ଅଧିକ ଛୁଆ ଜନ୍ମ କରିବା ବାଲା ମହିଳା ।

୭- କେଉଁ ଦେଶରେ ପେଟ୍ରୋଲ ପାଣି ଠାରୁ ବି ଶସ୍ତା ଅଟେ ?

ଉତ୍ତର- କୁଏତ ଦେଶରେ ପେଟ୍ରୋଲ ପାଣି ଠାରୁ ବି ଶସ୍ତା ଅଟେ ।

୮- ଅନ୍ତରିକ୍ଷରେ ପ୍ରଥମ ଦୁର୍ଘଟଣା କେବେ ହୋଇଥିଲା ?

ଉତ୍ତର-୧୯୬୭ରେ ଅନ୍ତରୀକ୍ଷରେ ପ୍ରଥମ ଦୁର୍ଘଟଣା ହୋଇଥିଲା ।

୯- ଭାରତରତ୍ନ ସାର୍ଟିଫିକେଟରେ କିଏ ଦସ୍ତଖତ କରିଥାନ୍ତି ?

ଉତ୍ତର- ଭାରତ ରତ୍ନ ସାର୍ଟିଫିକେଟରେ ରାଷ୍ଟ୍ରପତି ଦସ୍ତଖତ କରିଥାନ୍ତି ।

୧୦- ଆସାମର ରାଜକୀୟ ପଶୁର ନାମ କଣ ?

ଉତ୍ତର- ଆସାମର ରାଜକୀୟ ପଶୁ ଏକ ସିଙ୍ଗ ବାଲା ଗେଣ୍ଡା ଅଟେ ।

୧୧- କମ୍ପୁଟରର ମସ୍ତିସ୍କ ଭାବେ କିଏ କାର୍ଯ୍ୟ କରି ଥାଏ ?

ଉତ୍ତର- CPU କମ୍ପୁଟରର ମସ୍ତିସ୍କ ଭାବେ କାର୍ଯ୍ୟ କରିଥାଏ ।

୧୨- ଭାରତର ସମ୍ବିଧାନରେ ଭାରତର ଦ୍ଵିତୀୟ ନାମ କଣ ଅଟେ ?

ଉତ୍ତର- ଭାରତର ସମ୍ବିଧାନରେ ଭାରତର ଦ୍ଵିତୀୟ ନାମ ଇଣ୍ଡିଆ ଅଟେ ।

୧୩- ବାୟୋଗ୍ୟାସର ଅଧିକ ମାତ୍ରା କେଉଁ ଗ୍ୟାସରେ ମିଳିଥାଏ ?

ଉତ୍ତର- ବୟୋଗ୍ୟାସର ଅଧିକ ମାତ୍ରାରେ ମିଥେନ ଗ୍ୟାସ ମିଳିଥାଏ ।

୧୪- ମାର୍ବଳର ରାସାୟନିକ ସୂତ୍ର କଣ ଅଟେ ?

ଉତ୍ତର- CaCo3

୧୫- ଟୁଥପେଷ୍ଟ ତିଆରି କରିବାରେ କାହାର ପ୍ରୟୋଗ କରାଯାଏ ?

ଉତ୍ତର- Calcium Phosphate

୧୬- Policeକୁ ଓଡିଆରେ କଣ କୁହାଯାଏ ?

ଉତ୍ତର- ରାଜକୀୟ ଜନରକ୍ଷକ

୧୭- ଅଧିକ ଭୂମିକମ୍ପ କେଉଁ ଦେଶରେ ହୋଇଥାଏ ?

ଉତ୍ତର- ଜାପାନ ଦେଶରେ

୧୮- ଏମିତି କେଉଁ ପକ୍ଷୀ ଅଛି ଯାହାକି କେବେ ବି ନିଜର ବସା ବନାଏ ନାହିଁ ?

ଉତ୍ତର- କୋଇଲି

୧୯- ଗାନ୍ଧୀଜୀର ଫଟୋ ନୋଟ ଉପରେ କେବେ ଆସିବାର ଆରମ୍ଭ ହେଲା ?

ଉତ୍ତର- ୧୯୯୬ ମସିହାରେ

୨୦- କେଉଁ ରାଜା ନିଜ ମା ସହିତ ବିବାହ କରିଥିଲେ ?

ଉତ୍ତର- Oedipus