20ଦିନ ହେଲାଣି ମୁଁ ତା ସହ କଥା ହୋଇନି କି ଦେଖା କରିନି…ତାଙ୍କ ଘରକୁ ଯାଇଥିଲି ବାପାମା ମତେ ଦେଖା କରେଇ ଦେଲେନି

ନମସ୍କାର ବନ୍ଧୁଗଣ । ଆପଣ ମାନେ ଜାଣିଥିବେ ଶୁଭଲକ୍ଷ୍ମୀ ଙ୍କ ମୃତ୍ୟୁକୁ ନେଇ ଏବେ ବିବାଦ ଲାଗି ରହିଛି । ଏ ନେଇ ତାଙ୍କ ପୁରୁଷ ବନ୍ଧୁ ଗଣମାଧ୍ୟମରେ ଶୁଭଲକ୍ଷ୍ମୀଙ୍କ ସହ ତାଙ୍କର ସମ୍ପର୍କକୁ ନେଇ ବଡ ଖୁଲାସା କରିଛନ୍ତି । ଶୁଭଲକ୍ଷ୍ମୀଙ୍କ ପୁରୁଷ ବନ୍ଧୁ କହିଛନ୍ତି ଯେ “ମୁଁ ତା ଘରକୁ ଯାଇଥିଲି ଯେବେ ସେ ଘରକୁ ପଳାଇ ଥିଲା । ତାଙ୍କ ଘରେ ପହଞ୍ଚିବା ପରେ ତା ବାପା ମା କହିଲେ ସେ ଆଉ ଯିବ ନାହିଁ । ତୁମେ ଫେରି ଯାଅ ।

ମୁଁ ସେଦିନ ସକାଳୁ କାନ୍ଦି କାନ୍ଦି ଆସିଛି । କାହିଁକି ଆସିଲି କାରଣ ତା ପାଇଁ ମୋର ଫିଲିଙ୍ଗ୍ସ ସେତିକି ରହିଛି । 5 ତାରିଖ ଦିନ ମୁଁ ଶୁଣିଲି କି ଶୁଭଲକ୍ଷ୍ମୀ ର ମୃତ୍ୟୁ ହୋଇଛି । ମୁଁ ଆଉ ରହି ପାରିଲିନି ଚାଲି ଆସିଥିଲି ତାକୁ ଟିକେ ଦେଖିବା ପାଇଁ । କିନ୍ତୁ କେହି ଦେଖିବାକୁ ଦେଲେ ନାହିଁ । ମୃତ୍ୟୁର 20 ଦିନ ପରେ ମୁଁ ତା ସହ କଥା ହୋଇ ନାହିଁ ।

ବାପା ମା ଅନୁମତି ଦେବା ପରେ ଯାଇ ଶୁଭଲକ୍ଷ୍ମୀ ବାହାରକୁ ଆସିଲା ନା ସେ କଣ ନିଜେ ଆସିଛି କି ? ମୁଁ ତାକୁ ରାଗି କି ଟିକେ କଣ କହି ଦେଇଥିଲି । ସେଥିପାଇଁ ସେ ରାଗି କି ତାଙ୍କ ଘରକୁ ପଳାଇ ଥିଲା । ଆଉ ତା ପରେ ଯେବେ ସେ ଭୁବନେଶ୍ଵର ଆସିଥିଲା ସେ ଅନ୍ୟ ଜଣେ ପୁଅ ସହ କଥା ହେବା ଆରମ୍ଭ କରି ଦେଇଥିଲା । ଯାହା ପାଇଁ ମୋତେ ସେ ଇଗନୋର କରିଲା ।

ସେହି ପୁଅ ସହ ଲୁଚି ଲୁଚି କଥା ହୁଏ ମୁଁ ଜାଣିପାରେ ନାହିଁ । ଦିନେ ମୁଁ ଧରିଥିଲି ଶୁଭଲକ୍ଷ୍ମୀ ସେ ପୁଅ ସହ କଥା ହେବା ବେଳେ । ତାପରେ ସେ ମୋତେ ଭୁଲ ମାଗିଥିଲା ଆଉ କହିଥିଲା ସେମିତି କିଛି ଆଉ କରିବନି । କିନ୍ତୁ ଏତେ ସିରିଏସ ହୋଇ କଥା ହେବା ଓ ତା ପାଖରେ ରହିଯିବ ମୁଁ ଜାଣି ନ ଥିଲି । ଆଉ ତା ବାପା ମା ମଧ୍ୟ ଏ ବିଷୟରେ ଜାଣିଥିଲେ । ମୁଁ ଜାଣି ନ ଥିଲି ତା ପାଖରେ 2ଟା ଫୋନ ଥିଲା ।

ମୁଁ କେବଳ ଗୋଟେ ନମ୍ବର ର ହିଁ ଶୁଭଲକ୍ଷ୍ମୀ ସହ କଥା ହୁଏ । ଗତ 20 ଦିନ ହେବ ମୁଁ ତା ସହ କଥା ହୋଇନି । ସେ କେମିତି ହୋଟେଲକୁ ଗଲା କାହିଁକି ସେଠାରେ ରହିଲା ମୁଁ କିଛି ବି ଜାଣିନି । ତା ବାପା ମା ମୋ ନାଁ ରେ କାହିଁକି ଅଭିଯୋଗ ଆଣୁଛନ୍ତି ମୁଁ ସେଟା ଜାଣିନି । ଶୁଭଲକ୍ଷ୍ମୀ ର ମା ଅନିଲ ବିଷୟରେ ସବୁ କିଛି ଜାଣିଛି ।

ମୁଁ ସେଦିନ କାନ୍ଦିଥିଲି କାରଣ ମୋ ଫିଲିଙ୍ଗ ହାର୍ଟ ହେଲା କାରଣ ମୁଁ ତାକୁ ଗାଳି ଦେଇଥିଲି । ଟା ବାପା ମା ମୋ ମୁହଁ ର ଏ ମନା କରି ଦେଲେ ଆମ ଝିଅ ଆଉ ତୁମ ସହ ରହିବନି । ମୁଁ କାନ୍ଦି କାନ୍ଦି ଆସିଛି” । ତା ହେଲେ ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।