ଗୋଟିଏ ଦିନ ପାଇଁ ଭାରତର ରାଜଧାନୀ କେଉଁ ରାଜ୍ୟ ହୋଇଥିଲା ? ଏହା ସହିତ ଆହୁରି 19 GK Questions ଓ Answers

କହିବାକୁ ଗଲେ ସମସ୍ତେ ନିଜ ଜୀବନରେ କୌଣସି ନା କୌଣସି ପ୍ରତିଯୋଗୀତା ପରୀକ୍ଷାରେ ଭାଗ ନେଇଥାନ୍ତି ଓ ଭବିଷ୍ୟତରେ ଭାଗ ନେବା ପାଇଁ ପ୍ରସ୍ତୁତି ବି କରିଥାନ୍ତି । ଏହି ଆଧାରରେ ପ୍ରତିଯୋଗୀତା ପରୀକ୍ଷାରେ ପଚରାଯାଇଥିବା ସାଧାରଣଜ୍ଞାନର କିଛି ପ୍ରଶ୍ନ ଓ ତାହର ଉତ୍ତର ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ । ଏହି ସବୁ ମହତ୍ଵପୂର୍ଣ୍ଣ ପ୍ରଶ୍ନ ସବୁ ପ୍ରତିଯୋଗୀତା ପରୀକ୍ଷାରେ ଯେମିତି କି IAS, RAS, SSC, Railway ଭଳି ଅନ୍ୟ କେତେକ ପରୀକ୍ଷାରେ ବି ଆସିଥାଏ । ଯାହାକି ଆପଣଙ୍କ ପାଇଁ ବହୁତ ମହତ୍ଵପୂର୍ଣ୍ଣ ହୋଇଥାଏ ।

ପ୍ରଶ୍ନ- କେଉଁ ଦେଶରେ ୨୦୨୩ର ବିଶ୍ଵକପ ହେବ ?

ଉତ୍ତର- ଭାରତରେ

ପ୍ରଶ୍ନ- କେଉଁ ବର୍ଷ ଠାରୁ ଭାରତର ନୋଟ ଉପରେ ଗାନ୍ଧୀଜୀ ଫଟୋ ଦିଆ ଯାଇଥିଲା ?

ଉତ୍ତର- ୧୯୯୬ ରୁ

ପ୍ରଶ୍ନ- ଦୁନିଆରେ ଏମିତି ଯେଉଁ ଦେଶ ଅଛି ଯାହାର ସବୁଠୁ ଅଧିକା ସୀମା ସ୍ଥଳ ଅଛି ?

ଉତ୍ତର- ଚୀନର (୧୩ ଦେଶରେ)

ପ୍ରଶ୍ନ- ଗୋଟିଏ ଦିନ ପାଇଁ ଭାରତର ରାଜଧାନୀ କେଉଁ ରାଜ୍ୟ ହୋଇଥିଲା ?

ଉତ୍ତର- ଇଲାହାବାଦ

ପ୍ରଶ୍ନ- ଦୁନିଆରେ ପ୍ରଥମେ ନୋଟ ବନ୍ଦୀ କେଉଁ ଦେଶରେ ହୋଇଥିଲା ?

ଉତ୍ତର- ଦକ୍ଷିଣ ଆଫ୍ରିକାର ଘାନାରେ

ପ୍ରଶ୍ନ- ମହାନ ଲେଖକ ମୁନସି ପ୍ରେମଚନ୍ଦରଙ୍କର ଅସଲି ନାମ କଣ ଅଟେ ?

ଉତ୍ତର- ଧନପତ ରାୟ

ପ୍ରଶ୍ନ- ବିହାରର ପୁରୁଣା ନାମ କଣ ଅଟେ ?

ଉତ୍ତର- ମଗଧ

ପ୍ରଶ୍ନ- କେଉଁ ବର୍ଷରେ ପ୍ରସାର ଭାରତୀ ସ୍ଥାପନ ହୋଇଥିଲା ?

ଉତ୍ତର- ୧୫ ସେପ୍ଟେମ୍ବରେ ୧୯୯୫ରେ

ପ୍ରଶ୍ନ- ମଇଁଷି ଅନୁସନ୍ଧାନ କେନ୍ଦ୍ର କେଉଁଠାରେ ଅଛି ?

ଉତ୍ତର- କରନାଲ (ହରିୟାନା)

ପ୍ରଶ୍ନ- ଭାତତରେ ଏମିତି କେଉଁ ମହିଳା ଥିଲେ ସେ ଅଶୋକ ଚକ୍ର ପାଇଥିଲେ ?

ଉତ୍ତର- ନିରାଜ ଭନୋଟ

ପ୍ରଶ୍ନ- “ସର୍ଫ୍ରୋସୀ କି ତମାନ୍ନା ଅବ ହମାରେ ଦିଲ ମେ ହେ” ଏହା କିଏ କହିଥିଲେ ?

ଉତ୍ତର- ରାମ ପ୍ରସାଦ ବିଷମିଲ

ପ୍ରଶ୍ନ- ବିଶ୍ବରେ ସବୁଠୁ ଅଧିକା ଗରମ ସ୍ଥାନ କେଉଁ ଠାରେ ଅବସ୍ଥିତ ?

ଉତ୍ତର- ଆଲ୍ଜିଜୀୟା

ପ୍ରଶ୍ନ- ଆଗ୍ରା ରେ ଆତ୍ମାଛେଲାର ମସ୍ଜିଦ କିଏ ବନାଇଥିଲେ ?

ଉତ୍ତର – ନୁରଜାହଁ କରିଥିଲେ

ପ୍ରଶ୍ନ- ପୃଥିବୀରେ ପ୍ରସିଦ୍ଧ ପେଟିଙ୍ଗ “ମୋନାଲିସା” କାହାର କୃତି ଅଟେ ?

ଉତ୍ତର- ଲିଆନାଡୋ ଦା ଭିନ୍ସି

ପ୍ରଶ୍ନ- ଏମିତି କେଉଁ ପ୍ରଧାନମନ୍ତ୍ରୀ ଥିଲେ ସେ ଭାରତରେ ପ୍ରଥମ ସୁପ୍ରିମ କୋଟରେ ଜଜ ହୋଇଥିଲେ ?

ଉତ୍ତର- ଫାତିମା ବିବି

ପ୍ରଶ୍ନ- ବେଗୋଟା କେଉଁ ଦେଶର ରାଜଧାନୀ ଅଟେ ?

ଉତ୍ତର- କୋଲୋମ୍ବିଆ

ପ୍ରଶ୍ନ- ସହିଦ ଚନ୍ଦ୍ରଶେଖର ଆଜାଦଙ୍କର ଜନ୍ମ ସ୍ଥାନ କେଉଁଠାରେ ଅବସ୍ଥିତ ?

ଉତ୍ତର- ଭାବରା ଗାଁ, ଜିଲ୍ଲା ଝାବୁଆ, (ମଧ୍ୟପ୍ରଦେଶ)

ପ୍ରଶ୍ନ- ଏମିତି କେଉଁ ଜିନିଷ ଅଛି କି ଯାହା ପାଣିରେ ତିଆରି ହୋଇଥାଏ, କିନ୍ତୁ ତାହା ଉପରେ ସୂର୍ଯ୍ୟ କିରଣ ପଡିଲେ ତାହା ସୁଖୀ ନଥାଏ ?

ଉତ୍ତର- ଝାଳ

ପ୍ରଶ୍ନ- ଅନ୍ଧ ର ସ୍ତ୍ରୀ କୁ କାଲ ନେଇ ପଳାଇ ଯାଉଥିଲା, ତ ମୁକ ତାକୁ ଦେଖିନେଲା ତେବେ ମୁକ ଅନ୍ଧକୁ କେମିତି କହିବ ?

ଉତ୍ତର- ମୁକ କୁ ଏହା ଏକ କାଗଜରେ ଲେଖିବାକୁ ହେବ ଓ କୌଣସି ବ୍ୟକ୍ତି କୁ ଅନ୍ଧ ପାଇଁ ପଢି ଦେଇ କହିବାକୁ ପଡିବ ।

ଆଶକରୁଛୁ ଆମର ଏହି ପ୍ରଶ୍ନ ଉତ୍ତର ସବୁ ଆପଣଙ୍କୁ ଭଲ ଲାଗିଥିବ । ଆଗକୁ ଏମିତି ଅନେକ ନୂଆ ନୂଆ ପୋସ୍ଟପାଇଁ ପେଜକୁ ଲାଇକ କରନ୍ତୁ ।