ଭାରତ ଚୀନ ବିପକ୍ଷରେ ଏହି ବଡ ଜିନିଷ ଉପରେ ଲାଗାଇଲା ପ୍ରତିବନ୍ଧ, ଚୀନକୁ ହେବ କୋଟି କୋଟି ଟଙ୍କାର କ୍ଷତି

ସାଧାରଣତଃ ସମସ୍ତେ ଜାଣିଥିବେ କି ଭାରତ ଓ ଚୀନ ମଧ୍ୟରେ ସୀମା ଉପରେ ବିବାଦ ଲାଗି ରହିଛି । ଯେମିତିକି ତାହା ଦେପସଂଗ୍ ହେଉ କି ପେଙ୍ଗୋଝିଲ୍ ହେଉ ଯେଉଁଠାରେ କି ଚୀନ ସେନା କମାଣ୍ଡର ଓ ଭାରତୀୟ କମାଣ୍ଡରଙ୍କ ମଧ୍ୟରେ ବିବାଦତା ହେଉଛି ଯାହାଫଳରେ କେହିବି ସେଠାରୁ ହଟି ଯାଉ ନାହାନ୍ତି । ଏହାଛଡା ଚୀନ ଯେଉଁ ଭାରତୀୟ ସେନା ବିରୋଧରେ ନୂଆ ନୂଆ ସେନା ତିଆରି କରୁଚି ।

ଭାରତ ମଧ୍ୟ ଏଥିରେ ପଛାଇ ଯାଇନାହିଁ । ଭାରତ ସେନାକୁ ମଜଭୁତ କରିବା ସହ ଚୀନକୁ ଆର୍ଥିକ ସ୍ଥରରେ ମଧ୍ୟ କମାଇବାକୁ ଚାହୁଁଚି । ଚୀନ ଉପରେ ଭାରତ ବହୁତ ବଡ଼ ପ୍ରେସର ଲଗାଇଛି ଯାହାଫଳରେ ଚୀନ ଉପରେ ପ୍ରଭାବ ପଡ଼ିବ କାରଣ ଚୀନ ଭାରତ ଠାରୁ ବହୁତ ଡ଼ଲାର ଇନିକମ କରୁଥିଲା । ଏହା କୌଣସି ଜିନିଷ ବିକିକି ନୁହେଁ କେବେଳ ଭଡା ସ୍ୱରୂପ ନେଇକି । କଣ ଭଡା ନେଉଥିଲା ତାହା ଆମେ ଆପଣଙ୍କୁ ଜଣାଉଛୁ ।

ଆପଣମାନେ ତ ଜାଣି ସାରିଥିବେ ଭାରତ ଚୀନ ଉପରେ ବିଭିନ୍ନ ପ୍ରକାର ପ୍ରତିବନ୍ଧକ ଲଗାଇ ସାରିଚି ଯେପରିକି ତାହା ଚୀନର ଆପ ହେଉ କି କିଛି ଚାଇନିଜ ଇମ୍ପୋର୍ଟ ଉପରେ ଟ୍ୟାକ୍ସ ବଢ଼ାଇଛି ଯାହାଫଳରେ ଏହାର ମୂଲ୍ୟ ଭାରତ ବଜାରରେ ବଢ଼ି ଯାଇଛି । ଏହାଛଡା ଚୀନକୁ ଆଇପିଏଲରୁ ମଧ୍ୟ ଅଲଗା କରି ଦିଆଯାଇଛି ଯାହାଫଳରେ ଅତ୍ୟଧିକ କ୍ଷତି ସହିବାକୁ ପଡୁଛି ।

ଆପଣ ମାନେ ହୁଏତ ଜାଣି ନଥିବେ ଚୀନ ଭାରତକୁ କୌଣସି ଜିନିଷ ବିକୁଥିଲା ନା କିଣୁଥିଲା କିନ୍ତୁ ଭାରତ ଠାରୁ ଅନେକ ଡଲାର ଇନକମ କରୁଥିଲା । ଆପଣମାନଙ୍କ ମନରେ ସାଧାରଣତଃ ପ୍ରଶ୍ନ ଆସୁଥିବ ତେବେ କିପରି ଚୀନ ଏପରି ଅନେକ ଡଲାର ଇନକମ କରୁଥିଲା । ଆସନ୍ତୁ ଆପଣଙ୍କୁ ସେ ସମ୍ବନ୍ଧରେ କହୁଚି ।

ଭାରତ ପ୍ରତିବର୍ଷ ଅସଂଖ୍ୟ ଡଲାରର ଟେଲୀଇମ୍ପୋର୍ଟ କରେ ଗଲ୍ଫ ଦେଶକୁ । ପରିବହନ ପାଇଁ ଚୀନ ଟ୍ୟାଙ୍କର ସବୁ ବ୍ୟବହାର କରାଯାଉଥିଲା ଯାହା ଫଳରେ ଭାରତ ଓ ଗଲ୍ଫ ଠାରୁ ଅନେକ ଡଲାରର ଭଡା ନେଇଥାଏ ଚୀନ । ବର୍ତ୍ତମାନ ଭାରତ ମନା କରିଛିକି ଯେଉଁ ଟ୍ୟାଙ୍କରରେ ଚୀନ ପତାକା ଚିହ୍ନ ଥିବା ସେ ଟ୍ୟାଙ୍କରରେ ପରିବହନ ହେବନାହିଁ ।

ଏହା ସହିତ କେବଳ ପତାକା ନୁହେଁ ସେ ଟ୍ୟାଙ୍କର ବି କୌଣସି ଚୀନ ବ୍ୟକ୍ତିଙ୍କର ହୋଇ ନଥିବ । ଏହା ଫଳରେ ଭାରତ ଓ ଗଲ୍ଫ ୨ଦେଶର ନିଜର ତେଲ ବ୍ୟବସାୟ ସହିତ ନିଜ ଦେଶର ଗାଡ଼ି ଓ ଚାଳକ ନିୟୋଜିତ ହେବେ । ଏହା ଫଳରେ କାହାକୁ ବି ଭଡା ଦେବାକୁ ପଡ଼ିବ ନାହିଁ ନିଜ ଦେଶର ଅର୍ଥ ନିଜ ଦେଶରେ ହିଁ ନିୟୋଜିତ ହେବ । ଏହି ପରି ବଡ଼ ପଦକ୍ଷେପ ଭାରତ ନେଇଛି ।

ଯଦି ଆପଣ ଏହି ପଦକ୍ଷେପରେ ସହମତ ତେବେ ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବେ । ଆମର ଆଶା କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମେ ଏହି ପେଜରେ ଦୈନିକ ନ୍ୟୁଜ, ମନୋରଞ୍ଜନ, ବିଶେଷ, ଖେଳ, ସ୍ୱାସ୍ଥ୍ୟ, ଜୀବନଶୈଳୀ, ଜ୍ୟୋତିଷ ସମ୍ବଧୀୟ ତଥ୍ୟ ସବୁବଳେ ଆଣିଥାଉ । ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ, ଧନ୍ୟବାଦ ।