କେଉଁ ଦେଶରେ ୧ ଟଙ୍କାରେ ୧ କିଲୋ ସୁନା ମିଳିଥାଏ ? ଏହା ସହିତ ଆହୁରି 15 GK ପ୍ରଶ୍ନ ଓ ଉତ୍ତର

ଆଜି କାଲି ର ଯୁବ ପିଢ଼ୀଙ୍କ ଗୋଟେ ହିଁ ସ୍ଵପ୍ନ କି କିପରି ଭଲ ପାଠ ପଢିବେ ଏବଂ IAS ଅଫିସର ହେବେ । କିନ୍ତୁ ଆଇଏସ ଅଫିସର ହେବା ଏତେ ସହଜ ନୁହେଁ ଏଥି ପାଇଁ ବହୁତ ପରିଶ୍ରମ ଏବଂ ପରୀକ୍ଷା ଦେବାକୁ ପଡିଥାଏ । IAS ହେବା ପାଇଁ UPSC ପରୀକ୍ଷା ଦେବାକୁ ପଡେ । UPSC ଦେଶ ର ସବୁଠୁ କଠିନ ପରୀକ୍ଷା ଅଟେ । IAS ପରୀକ୍ଷା ରେ ପଚରା ଯାଉଥିବା ପ୍ରଶ୍ନ ଶୁଣିଲେ ଆପଣଙ୍କ ମୁଣ୍ଡ ବୁଲାଇ ଦେବ । ଆଜି ଆମେ ଆପଣଙ୍କ ପାଇଁ ଏହା ର କିଛି ପ୍ରଶ୍ନ ଉତ୍ତର ନେଇ ଆସିଛୁ ଯାହା ଆପଣଙ୍କୁ ବହୁତ ସାହାଯ୍ୟ କରିବ ।

ପ୍ରଶ୍ନ-୧

PBUG ର Fullform କଣ ଅଟେ ।

ଉତ୍ତର – Player Unknown’s Battle ground

ପ୍ରଶ୍ନ-୨

ସଂସାରର ସବୁଠୁ ବୃହତ କଇଁଚ କେଉଁଠି ମିଳିଥାଏ ?

ଉତ୍ତର- ଅଷ୍ଟ୍ରେଲିଆ ଦେଶରେ ୧୨ ଫୁଟର କଇଁଚ ଦେଖିବାକୁ ମିଳିଥାଏ ।

ପ୍ରଶ୍ନ-୩

ଭାରତର କେଉଁ ରାଜ୍ୟରେ ସବୁଠୁ ଅଧିକ ମନ୍ଦିର ରହିଛି ?

ଉତ୍ତର- ତାମିଲନାଡୁରେ ସବୁଠୁ ଅଧିକ ମନ୍ଦିର ରହିଛି ।

ପ୍ରଶ୍ନ-୪

ଟିକି ଟିକି ସାନ ଝରକା ଦୁଇଟି ଖୋଲିଲେ ଦୁନିଆ ଦିଶେ ବନ୍ଦ କରିଦେଲେ ଟିକିଏ ତାହାକୁ ଅନ୍ଧାର ମାଡି ଆସେ?

ଉତ୍ତର:- ଆମର ଦୁଇଟି ଆଖି

ପ୍ରଶ୍ନ-୫

ବିଶ୍ୱର କେଉଁ ନଦୀର ପାଣି ଗରମ ଅଟେ ?

ଉତ୍ତର – ନୀଳ ନଦୀ

ପ୍ରଶ୍ନ-୬

ଭଗବାନ ଶ୍ରୀ ରାମଙ୍କୁ କେତେ ବର୍ଷ ବନବାସ କରିଥିଲେ ?

ଉତ୍ତର- ୧୪ ବର୍ଷ

ପ୍ରଶ୍ନ-୭

ଭାରତର ସବୁଠୁ ପ୍ରଥମ ସୌର ଉର୍ଜ୍ଜା ରେ ସଞ୍ଚାଳିତ ବିମାନ ବନ୍ଦର କିଏ ଅଟେ ?

ଉତ୍ତର – କୋଚିନ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦର (କେରଳ)

ପ୍ରଶ୍ନ-୮

୧ କୋସ ରେ କେତେ କିଲୋମିଟର ଥାଏ ?

ଉତ୍ତର – ୩.୧୨ କିଲୋମିଟର

ପ୍ରଶ୍ନ-୯

ଇଂରେଜ ଭାରତକୁ କେଉଁ ଉଦେଶ୍ୟରେ ଆସିଥିଲେ ?

ଉତ୍ତର – ବ୍ୟାପାର ଉଦ୍ଦେଶ୍ୟରେ

ପ୍ରଶ୍ନ-୧୦

ମୁଣ୍ଡ ଅଛି ଲାଞ୍ଜ ଅଛି ହେଲେ ପାଦ ନାହିଁ, ପେଟ ଅଛି ଆଖି ଅଛି ହେଲେ କାନ ନାହିଁ ?

ଉତ୍ତର- ସାପ

ପ୍ରଶ୍ନ-୧୧

ଚନ୍ଦ୍ରରେ ପାଣିର ସନ୍ଧାନ କେଉଁ ଦେଶ କରିଥିଲା ?

ଉତ୍ତର- ଭାରତ ଦେଶ

ପ୍ରଶ୍ନ-୧୨

ମୁ ନିର୍ଜୀବ ଅଟେ ହେଲେ ମୋ ସାମ୍ନାକୁ ଯେଉଁ ଲୋକ ଆସେ ସେ ହସିଥାଏ, କୁହ ମୁ କିଏ ?

ଉତ୍ତର- କ୍ୟାମେରା

ପ୍ରଶ୍ନ-୧୩

ଶରୀରର ମେରୁଦଣ୍ଡ ହାଡରେ କେତୋଟି ହାଡ ରହିଥାଏ ?

ଉତ୍ତର- ୩୩ ଟି ହାଡ

ପ୍ରଶ୍ନ-୧୪

ଏମିତି କେଉଁ ଜିନିଷ ଅଛି ଯାହାକୁ ଖାଇଥାଉ ହେଲେ ଦେଖିପାରି ନଥାଉ ?

ଉତ୍ତର- ପ୍ରମିଜ

ପ୍ରଶ୍ନ-୧୫

କେଉଁ ଦେଶରେ ୧ ଟଙ୍କା ରେ ୧ କିଲୋ ସୁନା ମିଳିଥାଏ ?

ଉତ୍ତର – Cripus ଦେଶରେ

ଆଶାକରୁଛୁ ଆମର ଏହି ପ୍ରଶ୍ନ ଉତ୍ତର ସବୁ ଆପଣଙ୍କୁ ଭଲ ଲାଗିଥିବ । ଆଗକୁ ଏମିତି ଅନେକ ନୂଆ ନୂଆ ପୋସ୍ଟପାଇଁ ପେଜକୁ ଲାଇକ କରନ୍ତୁ ।