ଆଜି କାଲି ର ଯୁବ ପିଢ଼ୀଙ୍କ ଗୋଟେ ହିଁ ସ୍ଵପ୍ନ କି କିପରି ଭଲ ପାଠ ପଢିବେ ଏବଂ IAS ଅଫିସର ହେବେ । କିନ୍ତୁ ଆଇଏସ ଅଫିସର ହେବା ଏତେ ସହଜ ନୁହେଁ ଏଥି ପାଇଁ ବହୁତ ପରିଶ୍ରମ ଏବଂ ପରୀକ୍ଷା ଦେବାକୁ ପଡିଥାଏ । IAS ହେବା ପାଇଁ UPSC ପରୀକ୍ଷା ଦେବାକୁ ପଡେ । UPSC ଦେଶ ର ସବୁଠୁ କଠିନ ପରୀକ୍ଷା ଅଟେ । IAS ପରୀକ୍ଷା ରେ ପଚରା ଯାଉଥିବା ପ୍ରଶ୍ନ ଶୁଣିଲେ ଆପଣଙ୍କ ମୁଣ୍ଡ ବୁଲାଇ ଦେବ । ଆଜି ଆମେ ଆପଣଙ୍କ ପାଇଁ ଏହା ର କିଛି ପ୍ରଶ୍ନ ଉତ୍ତର ନେଇ ଆସିଛୁ ଯାହା ଆପଣଙ୍କୁ ବହୁତ ସାହାଯ୍ୟ କରିବ ।
ପ୍ରଶ୍ନ-୧
PBUG ର Fullform କଣ ଅଟେ ।
ଉତ୍ତର – Player Unknown’s Battle ground
ପ୍ରଶ୍ନ-୨
ସଂସାରର ସବୁଠୁ ବୃହତ କଇଁଚ କେଉଁଠି ମିଳିଥାଏ ?
ଉତ୍ତର- ଅଷ୍ଟ୍ରେଲିଆ ଦେଶରେ ୧୨ ଫୁଟର କଇଁଚ ଦେଖିବାକୁ ମିଳିଥାଏ ।
ପ୍ରଶ୍ନ-୩
ଭାରତର କେଉଁ ରାଜ୍ୟରେ ସବୁଠୁ ଅଧିକ ମନ୍ଦିର ରହିଛି ?
ଉତ୍ତର- ତାମିଲନାଡୁରେ ସବୁଠୁ ଅଧିକ ମନ୍ଦିର ରହିଛି ।
ପ୍ରଶ୍ନ-୪
ଟିକି ଟିକି ସାନ ଝରକା ଦୁଇଟି ଖୋଲିଲେ ଦୁନିଆ ଦିଶେ ବନ୍ଦ କରିଦେଲେ ଟିକିଏ ତାହାକୁ ଅନ୍ଧାର ମାଡି ଆସେ?
ଉତ୍ତର:- ଆମର ଦୁଇଟି ଆଖି
ପ୍ରଶ୍ନ-୫
ବିଶ୍ୱର କେଉଁ ନଦୀର ପାଣି ଗରମ ଅଟେ ?
ଉତ୍ତର – ନୀଳ ନଦୀ
ପ୍ରଶ୍ନ-୬
ଭଗବାନ ଶ୍ରୀ ରାମଙ୍କୁ କେତେ ବର୍ଷ ବନବାସ କରିଥିଲେ ?
ଉତ୍ତର- ୧୪ ବର୍ଷ
ପ୍ରଶ୍ନ-୭
ଭାରତର ସବୁଠୁ ପ୍ରଥମ ସୌର ଉର୍ଜ୍ଜା ରେ ସଞ୍ଚାଳିତ ବିମାନ ବନ୍ଦର କିଏ ଅଟେ ?
ଉତ୍ତର – କୋଚିନ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦର (କେରଳ)
ପ୍ରଶ୍ନ-୮
୧ କୋସ ରେ କେତେ କିଲୋମିଟର ଥାଏ ?
ଉତ୍ତର – ୩.୧୨ କିଲୋମିଟର
ପ୍ରଶ୍ନ-୯
ଇଂରେଜ ଭାରତକୁ କେଉଁ ଉଦେଶ୍ୟରେ ଆସିଥିଲେ ?
ଉତ୍ତର – ବ୍ୟାପାର ଉଦ୍ଦେଶ୍ୟରେ
ପ୍ରଶ୍ନ-୧୦
ମୁଣ୍ଡ ଅଛି ଲାଞ୍ଜ ଅଛି ହେଲେ ପାଦ ନାହିଁ, ପେଟ ଅଛି ଆଖି ଅଛି ହେଲେ କାନ ନାହିଁ ?
ଉତ୍ତର- ସାପ
ପ୍ରଶ୍ନ-୧୧
ଚନ୍ଦ୍ରରେ ପାଣିର ସନ୍ଧାନ କେଉଁ ଦେଶ କରିଥିଲା ?
ଉତ୍ତର- ଭାରତ ଦେଶ
ପ୍ରଶ୍ନ-୧୨
ମୁ ନିର୍ଜୀବ ଅଟେ ହେଲେ ମୋ ସାମ୍ନାକୁ ଯେଉଁ ଲୋକ ଆସେ ସେ ହସିଥାଏ, କୁହ ମୁ କିଏ ?
ଉତ୍ତର- କ୍ୟାମେରା
ପ୍ରଶ୍ନ-୧୩
ଶରୀରର ମେରୁଦଣ୍ଡ ହାଡରେ କେତୋଟି ହାଡ ରହିଥାଏ ?
ଉତ୍ତର- ୩୩ ଟି ହାଡ
ପ୍ରଶ୍ନ-୧୪
ଏମିତି କେଉଁ ଜିନିଷ ଅଛି ଯାହାକୁ ଖାଇଥାଉ ହେଲେ ଦେଖିପାରି ନଥାଉ ?
ଉତ୍ତର- ପ୍ରମିଜ
ପ୍ରଶ୍ନ-୧୫
କେଉଁ ଦେଶରେ ୧ ଟଙ୍କା ରେ ୧ କିଲୋ ସୁନା ମିଳିଥାଏ ?
ଉତ୍ତର – Cripus ଦେଶରେ
ଆଶାକରୁଛୁ ଆମର ଏହି ପ୍ରଶ୍ନ ଉତ୍ତର ସବୁ ଆପଣଙ୍କୁ ଭଲ ଲାଗିଥିବ । ଆଗକୁ ଏମିତି ଅନେକ ନୂଆ ନୂଆ ପୋସ୍ଟପାଇଁ ପେଜକୁ ଲାଇକ କରନ୍ତୁ ।