ଇଲେକ୍ସନ ଅପଡେଟ: ଆସିଲା ୧୪ ଟି ରାଜ୍ୟର ୨୯୪ ଟି ସିଟ ପାଇଁ ସର୍ବେ, ଫଳାଫଳ ଦେଖି କଂଗ୍ରେସ – ବିଜେପି ହେଲେ ଆଶ୍ଚର୍ଯ୍ୟ

ଲୋକସଭା ନିର୍ବାଚନର ପ୍ରଥମ ଚରଣ ଭୋଟିଂ ପାଇଁ ଆଉ କିଛି ଦିନ ହିଁ ବାକି ଅଛି । କିନ୍ତୁ ଏହା ପୂର୍ବରୁ ମିଡିଆମାନେ ବିଭିନ୍ନ ନିର୍ବାଚନ ସର୍ବେ କରୁଛନ୍ତି । ଯେଉଁଥିରେ ଦେଶର ନାଗରିକ ମାନଙ୍କର ମତାମତ ଜାଣିବା ପାଇଁ ଚେଷ୍ଟା କରାଯାଉଛି । ଭୋଟିଙ୍ଗ ପୂର୍ବରୁ ସମସ୍ତେ ଜାଣି ବାକୁ ଚାହୁଁଛନ୍ତି କି ଏଥର କାହାର ସରକାର କେନ୍ଦ୍ରରେ ଆସିବ । ଏହି ପ୍ରଶ୍ନ କେବଳ ଜନତାଙ୍କୁ ନୁହେଁ, ରାଜନେତାଙ୍କୁ ମଧ୍ୟ ଚିନ୍ତାରେ ପକାଇଛି ।

ଆଜି ଆମେ ସମସ୍ତ ମିଡିଆ ଚ୍ୟାନେଲ, ଖବର କାଗଜ ଏବଂ ୱେବସାଇଟ ଦ୍ଵାରା ଭିନ୍ନ ଭିନ୍ନ ପ୍ରକାରରେ କରାଯାଇଥିବା ସର୍ବେ ରିପୋର୍ଟକୁ ଆପଣଙ୍କ ସାମ୍ନାରେ ରଖିବାକୁ ଯାଉଛୁ । କହିଦେଉଛୁ କି ୧୪ ଟି ରାଜ୍ୟରୁ ଆସିଥିବା ସର୍ବେ ରିପୋର୍ଟ ବହୁତ ଆଶ୍ଚର୍ଯ୍ୟକର ଅଟେ ।

କେଉଁ ୧୪ ଟି ରାଜ୍ୟରେ କରାଯାଇଛି ସର୍ବେ ?

ପ୍ରଥମେ କହିଦେଉଛୁ କି ଏହି ସର୍ବେ ଛତିଶଗଡ, ମଧ୍ୟପ୍ରଦେଶ, ପଞ୍ଜାବ, ହରିୟାଣା, ବଂଗାଲ, ହିମାଚଳ, ଉତ୍ତରାଖଣ୍ଡ, ଜମ୍ମୁ-କାଶ୍ମୀର, ଓଡିଶା, ଝାରଖଣ୍ଡ, ରାଜସ୍ଥାନ, ବିହାର, ଗୁଜରାଟ ଓ ମହାରାଷ୍ଟ୍ରରେ କରାଯାଇଛି । ଏହି ୧୪ ଟି ରାଜ୍ୟରେ ଲୋକସଭାର ୨୯୪ଟି ସିଟ ଅଛି, ଯେଉଁଥିରେ ଜନତା ନିଜର ମତ ରଖିଛନ୍ତି । ଯାହାର ଫଳାଫଳ କିଛି ଏହିଭଳି ହୋଇପାରେ ।

କେଉଁ ରାଜ୍ୟରେ କାହାର ପଲଡା ଭାରି ?

୧. ରାଜସ୍ଥାନ : ବିଜେପି ୧୯, କଂଗ୍ରେସ ୬

୨. ମଧ୍ୟପ୍ରଦେଶ : ବିଜେପି ୨୪, କଂଗ୍ରେସ ୫

୩. ଛତିଶଗଡ : ବିଜେପି ୩, କଂଗ୍ରେସ ୮

୪. ପଞ୍ଜାବ : ବିଜେପି – ଅକାଳୀ ୨ – ୨ ଓ କଂଗ୍ରେସ ୯

୫. ହରିୟାଣା : ବିଜେପି ୮, କଂଗ୍ରେସ ୨

୬. ଉତ୍ତରାଖଣ୍ଡ :ବିଜେପି ୪, କଂଗ୍ରେସ ୧

୭. ହିମାଚଳ ପ୍ରଦେଶ : ସମସ୍ତ ୪ଟି ସିଟ ବିଜେପି

୮. ଝାରଖଣ୍ଡ : ଏନଡୀଏ ୯, ୟୂପୀଏ ୫

୯. ବିହାର : ଏନଡୀଏ ୩୪, ୟୂପୀଏ ୬

୧୦. ଗୁଜୁରାଟ : ବିଜେପି ୨୦, କଂଗ୍ରେସ ୬

୧୧. ମହାରଷ୍ଟ୍ର : ଏନଡୀଏ ୩୭, ୟୂପୀଏ ୧୧

୧୨. ଓଡିଶା : ବିଜେପି ୧୩, ବିଜେଡି ୭ ଏବଂ କଂଗ୍ରେସ ୧

୧୩. ବଙ୍ଗାଲ : ଟୀଏମସୀ ୩୧, ବିଜେପି ୮, କଂଗ୍ରେସ ୩

୧୪. ଜମ୍ମୁ କାଶ୍ମୀର : ନେଶନଲ କଂଗ୍ରେସ ୩, ବିଜେପି ୨ ଓ କଂଗ୍ରେସ ୧