ବୟସ୍କ ବ୍ୟକ୍ତିଙ୍କୁ ପାଣି ସହିତ ରୁଟି ଖାଉଥିବାର ଦେଖି ଭାବୁକ ହୋଇଗଲା ଇଣ୍ଟରନେଟ, ଦେଖନ୍ତୁ ଭିଡିଓ

ଯଦି ଖାଦ୍ୟ ଫୋପାଡିବା ଆପଣଙ୍କର ଅଭ୍ୟାସ ଅଛି, ତେବେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏହି ଭିଡିଓକୁ ଥରେ ନିଶ୍ଚିତ ଦେଖି ନିଅନ୍ତୁ । କାରଣ ପ୍ରାୟତଃ ଲୋକମାନେ ଏହି ଭିଡିଓକୁ ଦେଖି ଭାବୁକ ହୋଇ ସାରିଛନ୍ତି । ଭିଡିଓରେ ଗୋଟିଏ ବୟସ୍କ ସିକ୍ୟୋରିଟୀ ଗାର୍ଡ ପାଣି ସହିତ ରୁଟି ଖାଉଥିବାର ଦେଖା ଯାଉଛନ୍ତି । ବର୍ତ୍ତମାନ ଏହି ଭିଡିଓ ପଛରେ ଥିବା ସତ୍ୟତା କଣ ଅଟେ, ସେହି ବିଷୟରେ ତ କିଛି ଜଣା ନାହିଁ । କିନ୍ତୁ ଏହି ଭିଡିଓକୁ ଶେୟାର କରୁଥିବା ଲୋକମାନଙ୍କୁ ଗୁଜାରିଶ କରାଯାଉଛି କି ଖାଦ୍ୟକୁ ବର୍ବାଦ କରନ୍ତୁ ନାହିଁ ।

ପାଣି ସହିତ ରୁଟି ଖାଉଛନ୍ତି ଏହି ବ୍ୟକ୍ତି ଜଣଙ୍କ

ଏହି ଭିଡିଓକୁ ଫେସବୁକ ଉପରେ Vasant Christy ନାମକ ଜଣେ ୟୁଜର ୪ ସେପ୍ଟେମ୍ବର ଦିନ ସେୟାର କରିଥିଲେ । ସେ ଏହାକୁ ସେୟାର କରି ଲେଖିଛନ୍ତି କି, ଦୟାକରି ଖାଦ୍ୟକୁ ବର୍ବାଦ କରନ୍ତୁ ନାହିଁ । ୧୨ ଘଣ୍ଟା ଚାକିରି କରିବା ପରେ ଏହି ବ୍ୟକ୍ତି ଜଣକ ପାଣି ସହିତ ରୁଟି ଖାଉଛନ୍ତି ।

୫୩ ହଜାରରୁ ବି ଅଧିକ ଶେୟାର କରାଯାଇଛି

ଏହି ଭିଡିଓକୁ ଫେସବୁକରେ ୬୬ ଲକ୍ଷରୁ ବି ଅଧିକ ଲୋକମାନେ ଦେଖି ସାରିଛନ୍ତି । ୫୩ ହଜାରରରୁ ଉର୍ଦ୍ଧ ଲୋକମାନେ ଏହାକୁ ସେୟାର କରିଛନ୍ତି ଓ ୧୦ ହଜାରରୁ ଅଧିକ କମେଣ୍ଟ ମିଳି ସାରିଛି ।