( 14 ଡିସେମ୍ବର ) ସୂର୍ଯ୍ୟ ପରାଗ, 5 ରାଶିର ହେବ ଟଙ୍କା ବର୍ଷା, 7 ରାଶିରେ ଭୟଙ୍କର କଥା

୧୪ ଡିସେମ୍ବରକୁ ରାତିକୁ ବର୍ଷର ଅନ୍ତିମ ସୂର୍ଯ୍ୟଗ୍ରହଣ । ମଙ୍ଗଳ ରାଶି ବିଛାରେ ଲାଗିବାକୁ ଯାଉଛି । ଏହି ଗ୍ରହଣ ଭାରତରେ ଦେଖିବାକୁ ମିଳିବନି କିନ୍ତୁ ଏହାର ପ୍ରଭାବ ସମସ୍ତ ରାଶି ଉପରେ ଦେଖିବାକୁ ମିଳିବ । ଗ୍ରହଣଦ୍ବାରା ବିଛା ରାଶିରେ ସୂର୍ଯ୍ୟ ସହିତ ବୁଧ, ଶୁକ୍ର, କେତୁ ଏବଂ ଚନ୍ଦ୍ରମା ମଧ୍ୟ ରହିବେ । ଏମିତିରେ ବିଛା ରାଶିରେ ୫ଗ୍ରହ ଉପସ୍ଥିତ ରହିବେ । ଏହି ସୂର୍ଯ୍ୟଗ୍ରହଣରେ କିଛି ରାଶି ପାଇଁ ଖୁସି ଖବର ନେଇ ଆସିବ ଆଉ କିଛି ରାଶି ପାଇଁ କୁପ୍ରଭାବ ପକାଇବାର ସମ୍ଭାବନା ରହିଛି । ତେବେ ଆସନ୍ତୁ ଜାଣିବା ସେହି ରାଶି ମାନଙ୍କ ବିଷୟରେ ।

ମେଷ ରାଶି : ମେଷ ରାଶି ବ୍ୟକ୍ତିଙ୍କ ପାଇଁ ଭାଗ୍ୟର ଦ୍ଵାର ଖୋଲିବାକୁ ଯାଉଛି । ଏଥିରୁ ଆପଣ ଅନୁଭବ କରିବେ ଆପଣଙ୍କ ସାଥିର ଭଲପାଇବା ବହୁତ ଗଭୀର ଅଟେ । ଏହା ଦ୍ବାରା ଆପଣଙ୍କର ବ୍ୟବସାୟରେ ବହୁତ ଲାଭବାନ ହେବେ ଏବଂ ଆପଣଙ୍କ ମନ ଶାନ୍ତ ରହିବ ଏବଂ ବିକଶିତରେ ସୁଧାର ହେବ ।

ବୃଷ ରାଶି : ବୃଷ ରାଶି ପାଇଁ ଏହି ଗ୍ରହଣ ବହୁତ ଲାଭଦାୟକ ହୋଇପାରେ । ଆପଣଙ୍କ ଜୀବନରେ ଧନର ଆଗମନ ହେବ ଏବଂ ଆପଣଙ୍କ ବ୍ୟବସାୟ ବଢିବ । ଏହି ଗ୍ରହଣ ଛାତ୍ରମାନଙ୍କ ପାଇଁ ବହୁତ ଉପଯୋଗୀ ରହିବ, ଏହା ଦ୍ବାରା କିଛି ଖୁସି ଖବର ମିଳିପାରେ । ପଇସା ଅଧିକ ଖର୍ଚ୍ଚ ହୋଇପାରେ । ଯେଉଁମାନେ ବେରୋଜଗାର ଅଛନ୍ତି ସେମାନଙ୍କୁ ନୂଆ ଚାକିରି ମିଳିପାରେ ।

ମିଥୁନ ରାଶି : ସୂର୍ଯ୍ୟଗ୍ରହଣ ଆପଣଙ୍କ ରାଶିର ଷଷ୍ଠ ସ୍ଥାନରେ ଲାଗିବାକୁ ଯାଉଛି । ଏହାଦ୍ବାରା ଶତ୍ରୁ ଆପଣଙ୍କୁ ହଇରାଣ କରିବାକୁ ଚେଷ୍ଟା କରିବେ କିନ୍ତୁ ସମସ୍ତ ଅସୁବିଧାର ସମ୍ମୁଖୀନ କରି ଆପଣ ଶତ୍ରୁକୁ ପରାସ୍ତ କରିବେ । ଆର୍ଥିକ ଅବସ୍ଥା ଭଲ ରହିବ ଏବଂ ବେରୋଜଗାର ଲୋକ ଚାକିରି ପାଇ ପାରନ୍ତି ।

କର୍କଟ ରାଶି : ଯଦି ଆମେ କଥା ହେବା କର୍କଟ ରାଶିର ସୂର୍ଯ୍ୟଗ୍ରହଣ ଆପଣଙ୍କ ରାଶିରେ ପଞ୍ଚମ ସ୍ଥାନରେ ଲାଗିବାକୁ ଯାଉଛି । ଗ୍ରହଣ ଦ୍ବାରା ପ୍ରେମର କାରକ ଶୁକ୍ର ସୂର୍ଯ୍ୟ ସହିତ ଉପସ୍ଥିତ ରହିବେ ଯାହାଦ୍ଵାରା ଆପଣଙ୍କ ପ୍ରେମ ଜୀବନରେ ପ୍ରଭାବିତ କରିପାରେ କିନ୍ତୁ ଏହା ଦ୍ବାରା ଆପଣ ଏକ ଭଲ କଳାକାର ରୁପରେ ସାବ୍ୟସ୍ତ ହେବେ ଏବଂ ଅତୀତ ସମସ୍ୟାରୁ ଆପଣଙ୍କୁ ମୁକ୍ତି ମିଳିବ ।

ସିଂହ ରାଶି : ସିଂହ ରାଶିର ଏହି ସମୟ ବହୁତ ଭଲ ରହିବ । ନୂଆ କାର୍ଯ୍ୟକୁ ଆରମ୍ଭ କରିବା ପାଇଁ ଏହା ବହୁତ ଭଲ ସମୟ । ବନ୍ଧୁ ଏବଂ ପରିବାର ତରଫରୁ କିଛି ଉପହାର ମିଳିପାରେ । ଏହି ଗ୍ରହଣ ଆପଣଙ୍କ ପାଇଁ ବହୁତ ଖୁସି ନେଇ ଆସିବ ଏବଂ ଅଧା କାର୍ଯ୍ୟ ମଧ୍ୟ ସମ୍ପୂର୍ଣ୍ଣ ହେବ‌ ।

କନ୍ୟା ରାଶି : ଜଦି ଆମେ କଥା ହେବା କନ୍ୟା ରାଶିର ଏହି ରାଶିର ସୂର୍ଯ୍ୟଗ୍ରହଣ ତୃତୀୟ ସ୍ଥାନରେ ଲାଗିବାକୁ ଯାଉଛି । ଘରେ ମନାନ୍ତର ହୋଇପାରେ ଏଥିପ୍ରତି ଧ୍ୟାନ ରଖିବେ । କିନ୍ତୁ ଏହି ଗ୍ରହଣରେ ଚାକିରୀରେ ପଦୋନ୍ନତି ଏବଂ ବ୍ୟବସାୟରେ ସଫଳତା ମିଳିବ । ଏହା ଦ୍ବାରା ଆପଣଙ୍କୁ କୈାଣସି ବଡ଼ ଖୁସି ଖବର ଶୁଣିବାକୁ ମିଳିପାରେ । ନିଜ କଥାବାର୍ତ୍ତାରେ ନିୟନ୍ତ୍ରଣ ରଖନ୍ତୁ । ଜଦି ଆପଣଙ୍କ ବ୍ୟବହାର ଭଲ ରହିବ ତେବେ ଆପଣ ଲାଭରେ ରହିବ ।

ତୁଳା ରାଶି : ଏହି ରାଶିର ଲୋକମାନେ ବହୁତ ଖୁସିରେ ରହିବେ । ଆପଣ ନିଜ ଜୀବନର ପ୍ରଗତିରେ ଆଗକୁ ବଢିବେ ଏବଂ ଆପଣଙ୍କ ଉତ୍ସାହ ଆପଣଙ୍କୁ ଛୋଟ ଛୋଟ ଘଟଣାକୁ ଅଣଦେଖା କରିବ ଯାହା ଆପଣଙ୍କୁ କମଜୋର କରୁଥିଲା ।

ବିଛା ରାଶି : ବିଛା ରାଶିରେ ଗ୍ରହଣ ଲାଗିବା କାରଣରୁ ବିଛା ରାଶିର ଲୋକମାନେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ସୂର୍ଯ୍ୟରେ କମଜୋରୀ ହେତୁ ମାନ ସମ୍ମାନରେ ହାନି ହୋଇପାରେ । ଶରୀର ପ୍ରତି ଧ୍ୟାନ ଦିଅନ୍ତୁ । ଘରେ ମନାନ୍ତର ହୋଇପାରେ ସେଥିପ୍ରତି ଧ୍ୟାନ ଦିଅନ୍ତୁ । ଭଗବାନ ବିଷ୍ଣୁଙ୍କୁ ଆରାଧନା କଲେ ସବୁ ସମସ୍ୟାର ସମାଧାନ ହେବ ।

ଧନୁ ରାଶି : ସୂର୍ଯ୍ୟଗ୍ରହଣ ପରେ ଏହି ରାଶିର ଭାଗ୍ୟ ଖୋଲିବାକୁ ଯାଉଛି । ଏବଂ ଏମାନଙ୍କ ଉପରେ ପଇସାର ବର୍ଷା ହେବାକୁ ଯାଉଛି । ଆପଣଙ୍କ ଉଦାସ ଜୀବନରେ ଏବେ ସମସ୍ତ ଅସୁବିଧା ଦୂର ହେବାକୁ ଯାଉଛି କେବଳ ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ ।

ମକର ରାଶି : ମକର ରାଶି ପାଇଁ ଏହି ସମୟ ବହୁତ ଖୁସି ଆଣିବ କିନ୍ତୁ ଆପଣଙ୍କ ଖର୍ଚ୍ଚ ବୃଦ୍ଧି ହୋଇପାରେ । ଏହା ଦ୍ବାରା ଆପଣଙ୍କ ପ୍ରେମ ଜୀବନ ଏବଂ ଦାମ୍ପତ୍ୟ ଜୀବନ ସୁଖମୟ ରହିବ ।

କୂମ୍ଭ ରାଶି : ସୂର୍ଯ୍ୟଗ୍ରହଣ ଏହି ରାଶିର ଦଶମ ସ୍ଥାନରେ ଲାଗିବାକୁ ଯାଉଛି । ଏହା ଦ୍ବାରା ଆପଣଙ୍କୁ ବିଦେଶରୁ ଶୁଭ ଖବର ଶୁଣିବାକୁ ମିଳିବ । କାମ କରୁଥିବା ଚେଷ୍ଟାରୁ ଆପଣ ସଫଳ ହେବେ ଏବଂ କାର୍ଯ୍ୟ କ୍ଷେତ୍ରରେ ପଦବୀ ହାସଲ କରିବେ ଯାହାଦ୍ଵାରା ଭବିଷ୍ୟତ ଯୋଜନାରୁ ଉତ୍ସାହ ମିଳିବ । ଧର୍ମ କାର୍ଯ୍ୟରେ ମନ ଲଗାନ୍ତୁ ସମସ୍ତ କାର୍ଯ୍ୟରେ ସଫଳ ହେବେ ।

ମୀନ ରାଶି : ସୂର୍ଯ୍ୟଗ୍ରହଣ ଆପଣଙ୍କ ରାଶିରେ ନବମ ସ୍ଥାନରେ ଲାଗିବାକୁ ଯାଉଛି ଯାହା ଆପଣଙ୍କ ଭାଗ୍ୟର ସ୍ଥାନ । ଘର ପ୍ରତି ଧ୍ୟାନ ଦିଅନ୍ତୁ । ଏହି ସୂର୍ଯ୍ୟଗ୍ରହଣ ଆପଣଙ୍କୁ ଅଧିକ ପ୍ରଭାବିତ କରିବ ନାହିଁ କିନ୍ତୁ ଏହାର ସମସ୍ତ କ୍ରେଡିଟ ଆପଣଙ୍କ କାର୍ଯ୍ୟକୁ ଯିବ । ଆପଣ ଭାଗ୍ୟ ଭରସାରେ ରୁହନ୍ତୁ ନାହିଁ ଅନ୍ୟଥା ଆପଣଙ୍କର କ୍ଷତି ହବ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।