ଅତ୍ୟନ୍ତ ହୃଦୟ ବିଦାରକ ! 14 ବର୍ଷ ତଳର ଘଟଣା ପୁନରାବୃତ୍ତି କଲା କରମଣ୍ଡଳ ଏକ୍ସପ୍ରେସ ! ସେଦିନ ବି ଥିଲା ସେଇ ଶୁକ୍ରବାର !

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ପୁଣି ମନେ ପକାଇଦେଲା ୨୦୦୯ ର ଘଟଣା ! କରମଣ୍ଡଳ ସହ ଘଟିଥିଲା ସେଦିନ ଏକ ଭୟଙ୍କର ଦୁର୍ଘଟଣା । ୨୦୦୯ ମସିହାର ସେହି ଛାତିଥରା ଦୃଶ୍ୟକୁ ପୁଣି ଆଉ ଥରେ ମନେ ପକାଇ ଦେଲା ଗତକାଲିର ରେଳ ଦୁର୍ଘଟଣା । ସେଦିନ ମଧ୍ୟ ଶୁକ୍ରବାର ଥିଲା । ହେଲେ ଏହି ୨ ଟ୍ରେନ ଦୁର୍ଘଟଣା ମଧ୍ୟରେ ଆକାଶ ପାତାଳ ତଫାତ ରହିଛି । କାରଣ ସେହି ୨୦୦୯ ମସିହା କରମଣ୍ଡଳ ରେଳ ଦୁର୍ଘଟଣାରେ ମୃ- ତ୍ୟୁ ସଂଖ୍ୟା ରହିଥିଲା ମାତ୍ର ୧୬ ।

ହେଲେ ଗତ କାଲି ଘଟିଥିବା କରମଣ୍ଡଲ ରେଳ ଦୁର୍ଘଟଣାରେ ୨୮୮ ରୁ ମଧ୍ୟ ଅଧିକ ରହିଅଛି । ଏବେ ପର୍ଯ୍ୟନ୍ତ ମଧ୍ୟ ଉଦ୍ଧାରକାରୀ ଟିମ ରେଶକ୍ୟୁ ଅପରେସନ ଜାରୀ ରଖିଛନ୍ତି । ତେବେ ଘଟଣା ସ୍ତଳରେ ଯେଉଁ ମନେ ଗୁରୁତର ଭାବେ ଆହାତ ହୋଇଛନ୍ତି । ସେମାନେ ଏବେ କଟକ ବଡ ମେଡିକାଲ ସମେତ ଅନ୍ୟ କିଛି ମେଡିକାଲରେ ମଧ୍ୟ ଚିକିତ୍ସିତ ଅବସ୍ଥାରେ ରହିଛନ୍ତି । କରମଣ୍ଡଳ ପୁଣି ଥରେ ୧୪ ବର୍ଷ ତଳର ଛାତିଥରା ଦୃଶ୍ୟର ପୁବରାବୃତ୍ତି କରିଛି ।

ତେବେ ୧୪ ବର୍ଷ ତଳେ ଅର୍ଥାତ ୨୦୦୯ ମସିହାରେ ଯାଜପୁର ଠାରେ କରମଣ୍ଡଳ ଏକ୍ସପ୍ରେସ ଗତକାଲି ଭଳି ଅନ୍ୟ ଏକ ଟ୍ରେନ ସହ ଦୁର୍ଘଟଣା ଘଟାଇ ଥିଲା । ସେଦିନ ଟ୍ରେନଟି ଅତି ଦ୍ରୁତ ଗତିରେ ହାୱଡାରୁ ଚେନ୍ନାଇ ଅଭିମୁଖେ ଯାଉଥିବା ବେଳେ ୧୩ ଟି ବଗୀ ଲାଇନଚ୍ୟୁତ ହୋଇଯାଇଥିଲା । ସେଥିରେ ୧୧ ଟି ସୁପର ଓ ୨ ଟି ଜେନେରାଲ ବଗୀ ରହିଥିଲା । ତେବେ ଗତକାଲି ମଧ୍ୟ ସନ୍ଧ୍ଯା ୬ ଟା ବାଜି ୫୧ ରୁ ୫୪ ମିନିଟ ମଧ୍ୟରେ ସେଜିଭଳି କିଛି ବଡ ଦୁର୍ଘଟଣା ଘଟି ଯାଇଛି ।

ଯେଉଁଥିରେ ଘଣ୍ଟାକୁ ଘଣ୍ଟା ମୃ-ତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ଏହା ସହ ଅଧିକାଂଶ ଆହତ ହୋଇ ମେଡିକାଲକୁ ଯାଉଛନ୍ତି । ମାନ୍ୟବର ମୁଖ୍ୟମନ୍ତ୍ରୀ ମଧ୍ୟ ଘଟଣା ସ୍ତଳକୁ ଆସି ଘଟଣାର ସମୀକ୍ଷା କରିଛନ୍ତି । ଏଥି ସହ ଘଟଣାର ଉଦ୍ଧାର କାର୍ଯ୍ୟକୁ କିଭଳି ଦ୍ରୁତ ଗତିରେ ତ୍ବରାନିତ କରାଯାଇ ଅନେକଙ୍କର ପ୍ରାଣର ସୁରକ୍ଷା କରାଜୀବ ।

ସେଥିପ୍ରତି ଅଧିକରୁ ଅଧିକ ଲୋକଙ୍କୁ କାର୍ଯ୍ୟକାରୀ କରୁଛନ୍ତି । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ଅଧିକ ଖବର ନିମନ୍ତେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ