କେଉଁ ପଶୁ ର କ୍ଷୀର କେବେ ମଧ୍ୟ ଛିଡି ନଥାଏ? 10 ଟି GK Question ଓ Answer

ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ IAS, IPS, UPSC ଭଳି ପରୀକ୍ଷାରେ ଆସିଥିବା ୧୦ ଟି ପ୍ରଶ୍ନ ଉତ୍ତର । ଯଦି ଆପଣ IAS, IPS, UPSC ଭଳି ପରୀକ୍ଷା ପାଇଁ ପ୍ରସ୍ତୁତି କରୁଛନ୍ତି ତେବେ ନିଶ୍ଚିନ୍ତ ଭାବରେ ଏହି ପ୍ରଶ୍ନ ଉତ୍ତର ଗୁଡ଼ିକୁ ପଢନ୍ତୁ । ଆଶା କରୁଛୁ ଆପଣଙ୍କୁ ଏହି ପ୍ରଶ୍ନ ଉତ୍ତର ଆଗାମୀ ସମୟରେ ସାହାଯ୍ୟ କରିବ । ତେବେ ଚାଲନ୍ତୁ ଜାଣିବା ।

ପ୍ରଶ୍ନ ୧:-ଏମିତି କେଉଁ ଜୀବ ଅଛି ଯିଏ ପାଣି ଭିତରେ ରୁହେ କିନ୍ତୁ ପାଣି ପିଏ ନାହିଁ?

ଉତ୍ତର:- ବେଙ୍ଗ ପାଣି ଭିତରେ ରହିଥାଏ କିନ୍ତୁ ପାଣି ପିଏ ନାହିଁ ।

ପ୍ରଶ୍ନ ୨:-କେଉଁ ଦେଶରେ ସବୁଠାରୁ ବେଶି ପୋଲିସ ଅଛନ୍ତି?

ଉତ୍ତର:-ଆମେରିକା ରେ ସବୁ ଠାରୁ ବେଶି ପୋଲିସ ଅଛନ୍ତି ।

ପ୍ରଶ୍ନ ୩:-ଲାଲକିଲା ଭାରତ ଛଡା ଅନ୍ୟ କେଉଁ ଦେଶରେ ଅଛି?

ଉତ୍ତର:-ପାକିସ୍ଥାନ

ପ୍ରଶ୍ନ ୪:-ସିନ୍ଧୁ ସଭ୍ୟତା ର କେଉଁ ସ୍ଥାନ ଭାରତରେ ଅଛି?

ଉତ୍ତର:-ଲୋଥଲ

ପ୍ରଶ୍ନ ୫:-ମୃତ୍ୟୁ ପରେ ମନୁଷ୍ୟ ଶରୀରର କେତେ ଓଜନ କମି ଯାଇଥାଏ?

ଉତ୍ତର:-୨୧ ଗ୍ରାମ, ମୃତ୍ୟୁ ପରେ ମଣିଷ ଶରୀରର ୨୧ ଗ୍ରାମ କମି ଯାଇଥାଏ ।

ପ୍ରଶ୍ନ ୬:-କେଉଁ ଦେଶ ର ଲୋକ ସବୁଠୁ କମ ମାଂସ ଖାଇଥାନ୍ତି?

ଉତ୍ତର:- ଭୁଟାନ ଦେଶର ଲୋକ ସବୁଠୁ କମ ମାଂସ ଖାଇଥାନ୍ତି ।

ପ୍ରଶ୍ନ ୭:- କେଉଁ ଦେଶରେ ସିଗାରେଟ୍ ପେଇଲେ ଫାଶୀ ଦଣ୍ଡ ମିଳିଥାଏ?

ଉତ୍ତର:-କାନାଡା ରେ ସିଗାରେଟ ପିଇଲେ ଫାଶୀ ଦଣ୍ଡ ମିଳେ ।

ପ୍ରଶ୍ନ ୮:-ହାତୀ ଗୋଟେ ଥର ରେ କେତେ ଲିଟର ପାଣି ପିଇ ଥାଏ?

ଉତ୍ତର:- ହାତୀ ଗୋଟେ ଥର ରେ ୧୪ ଲିଟର ପାଣି ପିଇଥାଏ ।

ପ୍ରଶ୍ନ ୯:-କେଉଁ ପରିବା ଖାଇଲେ ଦାନ୍ତ ସଫା ହୋଇଥାଏ?

ଉତ୍ତର:-ଅମୃତଭଣ୍ଡା ଖାଇଲେ ଦାନ୍ତ ସଫା ହୁଏ ।

ପ୍ରଶ୍ନ ୧୦:-କେଉଁ ପଶୁ ର କ୍ଷୀର କେବେ ମଧ୍ୟ ଛିଡି ନଥାଏ?

ଉତ୍ତର:-ଓଟ ର କ୍ଷୀର କେବେ ଛିଡିନଥାଏ ।

ଏହି ଥିଲା ୧୦ ଟି ମଜାଦାର GK ପ୍ରଶ୍ନ ଉତ୍ତର ଯାହା ଆପଣଙ୍କୁ ଆଗାମୀ ସମୟରେ ନିଶ୍ଚିନ୍ତ କାମରେ ଆସିବ । ଏହି ପ୍ରଶ୍ନ ଗୁଡିକର ଉତ୍ତର ଦିଅନ୍ତୁ ଏବଂ ନିଜର IQ ଲେବେଲ୍ ବଢାନ୍ତୁ । ଏହି ପରି ପ୍ରଶ୍ନ ଉତ୍ତର ଜାଣିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।