ହୁଏତ ଆପଣ ଜାଣି ନଥିବେ! ହେଲେ ଆପଣଙ୍କ ପାଖରେ ରହିଛି ଏହି ସବୁ ଅଧିକାର।

ହୁଏତ ଆପଣ ଜାଣି ନଥିବେ! ହେଲେ ଆପଣଙ୍କ ପାଖରେ ରହିଛି ଏହି ସବୁ ଅଧିକାର।

୧. ଆପଣ କୌଣସି ଲୋକ ସମାଗମ ଜାଗାରେ ଚୁମ୍ବନ କିମ୍ବା ଆଲିଙ୍ଗନ କରି ପାରିବେ ।

୨. କର୍ମ କ୍ଷେତ୍ରରେ ପୁରୁଷ ଏବଂ ନାରୀ କୁ ସମାନ ଦରମା ଦିଆଯାଇଥାଏ ।

 

ଆପଣଙ୍କ ପାଖରେ ରହିଛି ଏହି ସବୁ ଅଧିକାର

୩. ବିବାହିତ ଦଂପତି ସମାନ ଲିଙ୍ଗ ଯାଆଁଳା ଶିଶୁକୁ ଗ୍ରହଣ କରିପାରିବେ ନାହିଁ ।

୪. ଜଣେ ଏକାକୀ ପୁରୁଷ ଗୋଟେ କନ୍ୟାକୁ ପୋଷ୍ୟ ପୁତ୍ରୀ ଗ୍ରହଣ କରିପାରିବ ନାହିଁ ।

୫. ଯଦି କୌଣସି ଦୋଷୀ କୁ ଗିରଫ କରାଯାଏ ,ତାର ଜାଣିବାର ସଂପୂର୍ଣ ଅଧିକାର ଅଛି ଯେ ସେ କାହିଁକି ଗିରଫ ହୋଇଛି ।

୬. [sociallocker id=”87″]ଯଦି କୌଣସି ମହିଳା ନିଜ ଇଚ୍ଛାରେ ଅନ୍ୟ ପୁରୁଷ ସହିତ ଯୌନ ସଂପର୍କ ରଖେ ,ତା ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରଯାଇ ପାରିବ ନାହିଁ ।

୭. ଯଦି କେହି ବିବାହିତ ପୁରୁଷ ଜଣେ ବିବାହିତ ନାରୀ ସହ ଯୌନ ସଂପର୍କ ରଖେ ,ତେବେ ତା ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରଯାଇ ପାରିବ ନାହିଁ ।

୮. ଧର୍ଷଣ ଉପରେ ଡାକ୍ତରଙ୍କ ମତାମତ ଶେଷ ମତାମତ ନୁହେଁ ।

୯. ଜଣେ ନାରୀ ଯେକୌଣସି ଥାନା ରେ F.I.R ଦେଲେ ତାଙ୍କୁ କୌଣସ ପୋଲିସ ଅଧିକାରୀ ମନା କରିପାରିବେ ନାହିଁ ।

୧୦. ପୋଲିସ ଅପରାଧୀ କୁ ଗିରଫ କରିବାର ୨୪ ଘଣ୍ଟା ମଧ୍ୟରେ ତାକୁ କୋର୍ଟରେ ହାଜରକରିବାକୁ ପଡିଥାଏ ।
[/sociallocker]

୧୧. କୌଣସି ନାରୀକୁ ପ୍ରଶ୍ନ ପଚାରିବାକୁ କୋର୍ଟ ଆସିବାକୁ ବାଧ୍ୟ କରାଯାଇ ପାରିବ ନାହିଁ । ବଦଳରେ ତାକୁ ତା ଘରେ ପଚରାଯାଇ ପାରିବ ।

୧୨. ଯେକୌଣସି ଲୋକ ଉପରେ ଯଦି ପୋଲିସ ନିଶା ସେବନର ସନ୍ଦେହ କରେ ଏବଂ ଟେଷ୍ଟ କରିବାକୁ କହେ ଯଦି ସେ ମନା କରେ ତେବେ ବିନା Warrantରେ ପୋଲିସ ତାକୁ ଗିରଫ କରିପାରିବ ।

୧୩. ଜଣେ ନାରୀକୁ ସୂର୍ଯ୍ୟଉଦୟ ପୂର୍ବରୁ ଏବଂ ସୂର୍ଯ୍ୟାସ୍ତ ପରେ ଗିରଫ କରାଯାଇ ପାରିବ ନାହିଁ ।

୧୪. କୌଣସି ବି ଲୋକ ଯେକୌଣସି ହୋଟେଲରେ ମାଗଣାରେ ପାଣି ପିଇ ପାରିବ ଓ Washroom ବ୍ୟବହାର କରିପାରିବେ ।

୧୫. ଧର୍ଷିତା ନାରୀକୁ ପୋଲିସ ବାଧ୍ୟ କରି Statement ନେବା ପାଇଁ ଥାନାକୁ ଡାକି ପାରିବ ନାହିଁ ।

୧୬. ଜଣେ ଧର୍ଷିତା ବିନା F.I.R ରେ ଡାକ୍ତରୀ ମଇନା କରାଇ ପାରିବ ।

୧୭. ଯଦି କୌଣସି ପୋଲିସ ଅଧିକାରୀ ଆପଣଙ୍କ ଅଭିଯୋଗ ଗ୍ରହଣ ନ କରେ ତେବେ ତାଙ୍କୁ ୬ ମାସ ରୁ ୨ ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡାଦେଶ ହୋଇପାରେ ।

୧୮. ଉଭୟ ପୁତ୍ର ଓ କନ୍ୟା ସନ୍ତାନର ଉତ୍ତରାଧିକାରୀ ହେବାର ସମାନ ଅଧିକାର ଅଛି ।

୧୯. ବିନା ୟୁନିଫର୍ମ ରେ କୌଣସ ପୋଲିସ ଅଧିକାରୀ ଆପଣଙ୍କୁ ଗିରଫ କରିପାରିବ ନାହିଁ ।

୨୦. ନାରୀ ଅପରାଧୀଙ୍କୁ କେବଳ ନାରୀ ପୋଲିସ ଅଧିକାରୀ ହିଁ ଗିରଫ କରି ପାରିବେ ।

୨୧. ଗର୍ଭବତୀ ମହିଳାଙ୍କୁ ତାଙ୍କ ବସ କଂପାନିରୁ ବାହାର କରିପାରିବେ ନାହିଁ ।

୨୨. ଜଣେ ଧର୍ଷିତାଙ୍କୁ ମାଗଣାରେ ସମସ୍ତ ଆଇନଗତ ସୁବିଧା ଯୋଗାଇ ଦିଆଯାଇଥାଏ ।

୨୩. ଆଇନ କେବେ କହି ନାହିଁ ଯେ ଅବିବାହିତ ପୁରୁଷ ଓ ନାରୀ ଗୋଟିଏ ହୋଟେଲରେ ରହିପାରିବେ ନାହିଁ ।

୨୪. ଫୋନ ରେକର୍ଡ କୁ ଆଇନଗତ ପ୍ରମାଣ ଭାବେ ଗ୍ରହଣ କରାଯାଇପାରେ ।