ଏହି କେତୋଟି ରାଶିର ଝିଅମାନଙ୍କ ଠାରୁ ଦୂରେଇ ରହିବା ଆପଣଙ୍କ ପାଇଁ ଭଲ ହେବ।

ଏହି କେତୋଟି ରାଶିର ଝିଅମାନଙ୍କ ଠାରୁ ଦୂରେଇ ରହିବା ଆପଣଙ୍କ ପାଇଁ ଭଲ ହେବ।

ଯେବେବି କୌଣସି ପୁଅ କୌଣସି ଝିଅକୁ ଦେଖି ଥାଏ ତାହା ଆଡକୁ ଆକର୍ଷିତ ହୋଇ ତାହାର ପ୍ରେମରେ ପଡିଥାଏ ସେହି ବ୍ୟସ୍ତତା ହିଁ ଆଗକୁ ଯାଇକି ବହୁତ ସମସ୍ୟା ସୃଷ୍ଟି କରିଥାଏ. ଏହା ଜରୁରୀ  ଆପଣ ସମସ୍ତଙ୍କ ସାଙ୍ଗରେ ଖୁସିରେ ରହିବେ ବହୁତ ଝିଅଙ୍କ ସ୍ଵଭାଵ ଏତେ ଖରାପ ହୋଇଥାଏକି ସେମାନଙ୍କୁ ପ୍ରେମ କରିବା ବହୁତ ମହଙ୍ଗା ପଡିପାରେ.  ଆଜି ଆମେ ଏମିତି କିଛି ରାଶି ର ଝିଅ ଙ୍କ ବିଷୟରେ କହିବୁ ଯାହାଙ୍କୁ ପ୍ରେମ କଲେ ପଡିପାରେ ମହଙ୍ଗା.

 

ଝିଅମାନଙ୍କ ଠାରୁ ଦୂରେଇ ରହିବା

କୁମ୍ଭ ରାଶି – ଯେଉଁ ଝିଅଙ୍କ ରାଶି କୁମ୍ଭ ହୋଇଥାଏ  ସ୍ଵଭାଵ ରେ ତ ବହୁତ ଭଲ ହେଇଥାନ୍ତି କିନ୍ତୁ ଯଦି ଆପଣ ତାଙ୍କ ସାଙ୍ଗରେ କିଛି ଖରାପ କରିବାକୁ ଭାବୁଛନ୍ତି କି କରୁଛନ୍ତି ତ ସେମାନଙ୍କ ଠାରୁ  ନାହିଁ . କୁମ୍ଭ ରାଶିର ଝିଅ ମାନେ ବହୁତ ଚାଲାଖ ହୋଇଥାନ୍ତି  ଯୋଉଥି ପାଇଁ ଏମାନେ କାହାକୁ ଭି ଫଶେଇ ପାରନ୍ତି.

ସିଂହ ରାଶି- ଏହି ରାଶିର ଝିଅ ପ୍ରେମରେ ଏତେ ପାଗଳ  ହୋଇଯାନ୍ତି କି ଏମାନେ ପ୍ରେମ ପାଇଁ କିଛି ବି କରି ପାରନ୍ତି. ଏମାନେ ଆପଣଙ୍କୁ ସବୁବେଳେ ଆଖ ପାଖରେ ଦେଖିବା ପାଇଁ ଚାହାନ୍ତି.

ବିଛା ରାଶି- ବିଛା ରାଶିର ଝିଅ ମାନଙ୍କର ସ୍ଵଭାଵ ବହୁତ ଉଗ୍ର ହୋଇଥାଏ ଏମାନଙ୍କୁ ଛୋଟ ଛୋଟ ଭୁଲ ରେ ବି କ୍ରୋଦ୍ଧ କରନ୍ତି. ଏହି ରାଶିର ସ୍ତ୍ରୀ ଆପଣଙ୍କୁ ଆପଣଙ୍କ ସାଙ୍ଗ ମାନଙ୍କ ଠୁ ବି ଅଲଗା କରିପାରନ୍ତି.

ମିନ ରାଶି- 
ଏହି ରାଶିର ଝିଅ ନିଜେ ନିଜର ନିୟନ୍ତ୍ରଣରେ ରହିନଥାନ୍ତି ଯେତେବେଳେ ରାଗିଯାନ୍ତି ନିଜ ନିଜର ମଧ୍ୟ କ୍ଷତି କରିଦିଅନ୍ତି. ଯଦି ଆପଣ ଭି ଏମିତି ଝିଅକୁ ପ୍ରେମ କରୁଛନ୍ତି ତା ସାବଧାନ ହେଇଥାନ୍ତୁ.