ହୁଏତ ଆପଣ ଜାଣି ନଥିବେ! ହେଲେ ଆପଣଙ୍କ ପାଖରେ ରହିଛି ଏହି ସବୁ ଅଧିକାର।
୧. ଆପଣ କୌଣସି ଲୋକ ସମାଗମ ଜାଗାରେ ଚୁମ୍ବନ କିମ୍ବା ଆଲିଙ୍ଗନ କରି ପାରିବେ ।
୨. କର୍ମ କ୍ଷେତ୍ରରେ ପୁରୁଷ ଏବଂ ନାରୀ କୁ ସମାନ ଦରମା ଦିଆଯାଇଥାଏ ।
୩. ବିବାହିତ ଦଂପତି ସମାନ ଲିଙ୍ଗ ଯାଆଁଳା ଶିଶୁକୁ ଗ୍ରହଣ କରିପାରିବେ ନାହିଁ ।
୪. ଜଣେ ଏକାକୀ ପୁରୁଷ ଗୋଟେ କନ୍ୟାକୁ ପୋଷ୍ୟ ପୁତ୍ରୀ ଗ୍ରହଣ କରିପାରିବ ନାହିଁ ।
୫. ଯଦି କୌଣସି ଦୋଷୀ କୁ ଗିରଫ କରାଯାଏ ,ତାର ଜାଣିବାର ସଂପୂର୍ଣ ଅଧିକାର ଅଛି ଯେ ସେ କାହିଁକି ଗିରଫ ହୋଇଛି ।
୬. [sociallocker id=”87″]ଯଦି କୌଣସି ମହିଳା ନିଜ ଇଚ୍ଛାରେ ଅନ୍ୟ ପୁରୁଷ ସହିତ ଯୌନ ସଂପର୍କ ରଖେ ,ତା ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରଯାଇ ପାରିବ ନାହିଁ ।
୭. ଯଦି କେହି ବିବାହିତ ପୁରୁଷ ଜଣେ ବିବାହିତ ନାରୀ ସହ ଯୌନ ସଂପର୍କ ରଖେ ,ତେବେ ତା ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରଯାଇ ପାରିବ ନାହିଁ ।
୮. ଧର୍ଷଣ ଉପରେ ଡାକ୍ତରଙ୍କ ମତାମତ ଶେଷ ମତାମତ ନୁହେଁ ।
୯. ଜଣେ ନାରୀ ଯେକୌଣସି ଥାନା ରେ F.I.R ଦେଲେ ତାଙ୍କୁ କୌଣସ ପୋଲିସ ଅଧିକାରୀ ମନା କରିପାରିବେ ନାହିଁ ।
୧୦. ପୋଲିସ ଅପରାଧୀ କୁ ଗିରଫ କରିବାର ୨୪ ଘଣ୍ଟା ମଧ୍ୟରେ ତାକୁ କୋର୍ଟରେ ହାଜରକରିବାକୁ ପଡିଥାଏ ।
[/sociallocker]
୧୧. କୌଣସି ନାରୀକୁ ପ୍ରଶ୍ନ ପଚାରିବାକୁ କୋର୍ଟ ଆସିବାକୁ ବାଧ୍ୟ କରାଯାଇ ପାରିବ ନାହିଁ । ବଦଳରେ ତାକୁ ତା ଘରେ ପଚରାଯାଇ ପାରିବ ।
୧୨. ଯେକୌଣସି ଲୋକ ଉପରେ ଯଦି ପୋଲିସ ନିଶା ସେବନର ସନ୍ଦେହ କରେ ଏବଂ ଟେଷ୍ଟ କରିବାକୁ କହେ ଯଦି ସେ ମନା କରେ ତେବେ ବିନା Warrantରେ ପୋଲିସ ତାକୁ ଗିରଫ କରିପାରିବ ।
୧୩. ଜଣେ ନାରୀକୁ ସୂର୍ଯ୍ୟଉଦୟ ପୂର୍ବରୁ ଏବଂ ସୂର୍ଯ୍ୟାସ୍ତ ପରେ ଗିରଫ କରାଯାଇ ପାରିବ ନାହିଁ ।
୧୪. କୌଣସି ବି ଲୋକ ଯେକୌଣସି ହୋଟେଲରେ ମାଗଣାରେ ପାଣି ପିଇ ପାରିବ ଓ Washroom ବ୍ୟବହାର କରିପାରିବେ ।
୧୫. ଧର୍ଷିତା ନାରୀକୁ ପୋଲିସ ବାଧ୍ୟ କରି Statement ନେବା ପାଇଁ ଥାନାକୁ ଡାକି ପାରିବ ନାହିଁ ।
୧୬. ଜଣେ ଧର୍ଷିତା ବିନା F.I.R ରେ ଡାକ୍ତରୀ ମଇନା କରାଇ ପାରିବ ।
୧୭. ଯଦି କୌଣସି ପୋଲିସ ଅଧିକାରୀ ଆପଣଙ୍କ ଅଭିଯୋଗ ଗ୍ରହଣ ନ କରେ ତେବେ ତାଙ୍କୁ ୬ ମାସ ରୁ ୨ ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡାଦେଶ ହୋଇପାରେ ।
୧୮. ଉଭୟ ପୁତ୍ର ଓ କନ୍ୟା ସନ୍ତାନର ଉତ୍ତରାଧିକାରୀ ହେବାର ସମାନ ଅଧିକାର ଅଛି ।
୧୯. ବିନା ୟୁନିଫର୍ମ ରେ କୌଣସ ପୋଲିସ ଅଧିକାରୀ ଆପଣଙ୍କୁ ଗିରଫ କରିପାରିବ ନାହିଁ ।
୨୦. ନାରୀ ଅପରାଧୀଙ୍କୁ କେବଳ ନାରୀ ପୋଲିସ ଅଧିକାରୀ ହିଁ ଗିରଫ କରି ପାରିବେ ।
୨୧. ଗର୍ଭବତୀ ମହିଳାଙ୍କୁ ତାଙ୍କ ବସ କଂପାନିରୁ ବାହାର କରିପାରିବେ ନାହିଁ ।
୨୨. ଜଣେ ଧର୍ଷିତାଙ୍କୁ ମାଗଣାରେ ସମସ୍ତ ଆଇନଗତ ସୁବିଧା ଯୋଗାଇ ଦିଆଯାଇଥାଏ ।
୨୩. ଆଇନ କେବେ କହି ନାହିଁ ଯେ ଅବିବାହିତ ପୁରୁଷ ଓ ନାରୀ ଗୋଟିଏ ହୋଟେଲରେ ରହିପାରିବେ ନାହିଁ ।
୨୪. ଫୋନ ରେକର୍ଡ କୁ ଆଇନଗତ ପ୍ରମାଣ ଭାବେ ଗ୍ରହଣ କରାଯାଇପାରେ ।