ଆଜିର ରାଶିଫଳ, 26 ଜାନୁୟାରୀ 2019, ଶନିବାର – ଆଜିଠୁ ଶନି ଦେବ ଏହି ୫ଟି ରାଶିକୁ ସବୁ ଶକ୍ତି ଦେବେ

ମେଷ :

ଛୋଟ ଯାତ୍ରାରେ ଆନନ୍ଦପ୍ରଦ ପର୍ଯ୍ୟଟନ ହେବ । ସମାଜିକ ମାନ-ସମ୍ମାନରେ ବୃଦ୍ଧି ହେବ । ବାହନସୁଖ ପ୍ରାପ୍ତ ହେବ । ଭାଗିଦାରୀରେ ଲାଭ ହେବ । ସ୍ଵାସ୍ଥ୍ୟ ଭଲ ରହିବ । ମାନସିକ ରୂପରେ ପ୍ରସନ୍ନତା ରହିବ । ସାହିତ୍ୟ କଳା କ୍ଷେତ୍ରରେ ମଧ୍ୟ ଆପଣ ନିଜର ସୃଜନାତ୍ମକତା ପ୍ରସ୍ତୁତ କରିବେ । ଘରେ ଶାନ୍ତିପୂର୍ଣ୍ଣ ବାତାବରଣ ରହିବ । ଦୈନିକ କାର୍ଯ୍ୟଗୁଡ଼ିକରେ କିଛି ଅବରୋଧ ଆସିପାରେ । ବ୍ୟବସାୟ କ୍ଷେତ୍ରରେ ଉଚ୍ଚ ଅଧିକାରୀଗଣଙ୍କ ସହିତ ତାଳମେଳ ବନାଇ ରଖିବେ । ପ୍ରତିକାର:- ଦିନ ଦୁଃଖୀଙ୍କୁ ଅନ୍ନ ଦାନ ଦିଅନ୍ତୁ ।

ବୃଷ :

ମାତାଙ୍କର ସ୍ଵାସ୍ଥ୍ୟକୁ ନେଇ ଚିନ୍ତା ହୋଇପାରେ । ସ୍ଥାୟୀ ସଂପତ୍ତିର କାଗଜପତ୍ର ଉପରେ ଆଜି ହସ୍ତାକ୍ଷର କରନ୍ତୁ ନାହିଁ ପରେ ଦେଖିଚାହିଁ କରିବେ । ନକାରାତ୍ମକ ବିଚାରରୁ ଦୂରରେ ରୁହନ୍ତୁ । ଆପଣଙ୍କ ଶାରୀରିକ ଏବଂ ମାନସିକ ସ୍ଵାସ୍ଥ୍ୟରେ ସୁଧାର ହେବ । ବିଦ୍ୟାର୍ଥିମାନଙ୍କପାଇଁ ସମୟ ଅନୁକୂଳ ଅଟେ । ରଚନାତ୍ମକ କ୍ଷମତା ଭଲ ରହିବ । ପ୍ରତିକାର- ପଙ୍ଗୁ ଭିକାରୀଙ୍କୁ ଖାଦ୍ୟ ଦିଅନ୍ତୁ ।

ମିଥୁନ :

ମାନସିକ ରୂପରେ ଆଳସ୍ୟ ଅନୁଭବ କରିପାରନ୍ତି । ପରିଶ୍ରମ ତୁଳନାରେ ଫଳ ପ୍ରାପ୍ତି କମ ହେବ । କିନ୍ତୁ ପରିଶ୍ରମ କରିବା ବନ୍ଦ କରନ୍ତୁ ନାହିଁ, ଫଳ ନିଶ୍ଚିତ ମିଳିବ । ସନ୍ତାନମାନଙ୍କ ବିଷୟରେ ଆପଣଙ୍କୁ ଚିନ୍ତା ହୋଇପାରେ । ସରକାରୀ କାର୍ଯ୍ୟରେ ସଫଳତା ମିଳିବ । ପ୍ରତିକାର- ବୃଦ୍ଧ, ବୃଦ୍ଧାଙ୍କୁ ଭୋଜନ ଦିଅନ୍ତୁ

କର୍କଟ :

ପରିଜନମାନଙ୍କ ସହିତ ବାତାବରଣ ଚିନ୍ତାପୂର୍ଣ୍ଣ ହୋଇପାରେ । ନିର୍ଦ୍ଧାରିତ କାର୍ଯ୍ୟଗୁଡ଼ିକରେ ବିଚାର ଅପେକ୍ଷା କମ ସଫଳତା ମିଳିବ । ମଧ୍ୟାହ୍ନ ପରେ ଆପଣଙ୍କ ସମୟ ଭଲ ରହିବ । ଶାରୀରିକ ଏବଂ ମାନସିକ ସ୍ଵାସ୍ଥ୍ୟ ଭଲ ରହିବ । ଭାଇ-ଭଉଣୀମାନଙ୍କଠାରୁ ଆପଣଙ୍କୁ ଲାଭ ମିଳିବ । ଚାକିରିରେ ପ୍ରତିଷ୍ଠା ବଢ଼ିବ । ପ୍ରତିକାର- କେଶର ହଳଦୀ ଚନ୍ଦନ ମସ୍ତକରେ ଧାରଣ କରନ୍ତୁ ।

ସିଂହ :

ନୂଆ ଯୋଜନାର ପ୍ରାରମ୍ଭ ପାଇଁ ଆଜି ଅନୁକୂଳ ଦିନ । ସରକାରୀ ଲାଭ ତଥା ଉଚ୍ଚାଧିକାରିମାନଙ୍କ କାର୍ଯ୍ୟର ଉଚିତ ଫଳ ମିଳିପାରେ । ଭାଇ-ବନ୍ଧୁମାନଙ୍କମଧ୍ୟରେ ଥିବା ମନମାଳିନ୍ୟ ଦୂର ହୋଇପାରେ । ବୈଚାରିକ ରୂପରେ ପରିବର୍ତ୍ତନର ସମ୍ଭାବନା ଅଛି । ଆର୍ଥିକ ବିଷୟଗୁଡ଼ିକରେ ସାବଧାନ ରୁହନ୍ତୁ । ଆଜି ଆପଣଙ୍କ ମଧ୍ୟରେ ଦୃଢ ମନୋବଳ ଏବଂ ଆତ୍ମବିଶ୍ଵାସର ସଞ୍ଚାର ହେବ । ସ୍ୱାସ୍ଥ୍ୟ ଭଲ ରହିବ । ଘରେ ଶାନ୍ତି ଏବଂ ଆନନ୍ଦର ବାତାବରଣ ରହିବ । ଦୈନିକ କାର୍ଯ୍ୟ ଭଲ ଭାବରେ କରି ପାରିବେ । ପ୍ରତିଦ୍ୱନ୍ଦ୍ୱୀମାନଙ୍କ ଆଗରେ ବିଜୟ ପ୍ରାପ୍ତ ହେବ । ସହକର୍ମିମାନଙ୍କର ସହଯୋଗ ମିଳିବ । ପ୍ରତିକାର- ମାଗଣାରେ କୌଣସି ଦ୍ରବ୍ୟ ଗ୍ରହଣ କରନ୍ତୁ ନାହିଁ ।

କନ୍ୟା :

ଆଜି ସମ୍ପୂର୍ଣ୍ଣ ଆତ୍ମବିଶ୍ଵାସ ରହିବ । କୌଣସି କାର୍ଯ୍ୟକୁ କରିବା ପାଇଁ ଆପଣ ତ୍ଵରିତ ନିର୍ଣ୍ଣୟ ନେଇପାରନ୍ତି । ପିତାଙ୍କ ତରଫରୁ ଲାଭ ହେବ । ସାମାଜିକ ମାନ-ପ୍ରତିଷ୍ଠାରେ ବୃଦ୍ଧି ହୋଇପାରେ । କ୍ରୋଧ ଉପରେ ନିୟନ୍ତ୍ରଣ ରଖିବେ । ସ୍ୱାସ୍ଥ୍ୟର ଧ୍ୟାନ ରଖିବେ । ପ୍ରତିକାର- କୁକୁରକୁ ଖାଇବାକୁ ଦିଅନ୍ତୁ

ତୁଳା :

ଆଜିର ଦିନ ଶୁଭଫଳଦାୟୀ ଅଟେ । ବିଭିନ୍ନ କ୍ଷେତ୍ରରେ ଲାଭ ହେବାର ସମ୍ଭାବନା ଅଛି । ମିତ୍ରମାନଙ୍କ ସହିତ ମିଳାମିଶା ଏବଂ ଯାତ୍ରାର ମଧ୍ୟ ଯୋଗ ଅଛି । ଗୃହସ୍ଥ ଜୀବନରେ ସନ୍ତାନ ଏବଂ ଜୀବନସାଥୀଙ୍କର ସୁଖ ପ୍ରାପ୍ତି ହେବ । ଧନପ୍ରାପ୍ତିର ଯୋଗ ଅଛି । ମିତ୍ରମାନଙ୍କଠାରୁ ଲାଭ ମିଳିବାର ଯୋଗ ଅଛି । ବ୍ୟାପାର କ୍ଷେତ୍ରରେ ଆପଣଙ୍କୁ ଲାଭ ହେବ । ସନ୍ତାନମାନଙ୍କ ସହିତ ସମ୍ବନ୍ଧ ସୁମଧୁର ରହିବ । ମଧ୍ୟାହ୍ନ ପରେ ମାନସିକ ଏବଂ ଶାରୀରିକ ସ୍ଵାସ୍ଥ୍ୟ ଖରାପ ହୋଇପାରେ, ଧ୍ୟାନ ରଖିବେ । ଉଗ୍ର ଚର୍ଚ୍ଚା-ବିବାଦରୁ ଦୂରରେ ରୁହନ୍ତୁ ।  ପ୍ରତିକାର- କେଶର ହଳଦୀ ଚନ୍ଦନ ମସ୍ତକରେ ଧାରଣ କରନ୍ତୁ ।

ବିଚ୍ଛା :

ମାନସିକ ରୂପରେ ଆଳସ୍ୟ ଅନୁଭବ କରିପାରନ୍ତି । ପରିଶ୍ରମ ତୁଳନାରେ ଫଳ ପ୍ରାପ୍ତି କମ ହେବ । କିନ୍ତୁ ପରିଶ୍ରମ କରିବା ବନ୍ଦ କରନ୍ତୁ ନାହିଁ, ଫଳ ନିଶ୍ଚିତ ମିଳିବ । ସନ୍ତାନମାନଙ୍କ ବିଷୟରେ ଆପଣଙ୍କୁ ଚିନ୍ତା ହୋଇପାରେ । ସରକାରୀ କାର୍ଯ୍ୟରେ ସଫଳତା ମିଳିବ । ଦୃଢ଼ ମନୋବଳ ଏବଂ ଆତ୍ମବିଶ୍ଵାସରେ ଆପଣ ପ୍ରତ୍ୟେକ କାର୍ଯ୍ୟ ଆଜି ସରଳତା ପୂର୍ବକ ସମ୍ପୂର୍ଣ୍ଣ କରିବେ । ବ୍ୟବସାୟ ଏବଂ ବ୍ୟାପାର କ୍ଷେତ୍ରରେ ମଧ୍ୟ ଆପଣଙ୍କ ବୁଦ୍ଧି ପ୍ରତିଭାକୁ ପ୍ରଶଂସିତ କରାଯିବ । ଉଚ୍ଚ ଅଧିକାରୀଗଣ ଆପଣଙ୍କ କାର୍ଯ୍ୟରେ ଆନନ୍ଦିତ ହେବେ । ଆର୍ଥିକ ଲାଭ ହେବାର ଯୋଗଅଛି । ପ୍ରତିକାର- କୁକୁରକୁ ଖାଇବାକୁ ଦିଅନ୍ତୁ

ଧନୁ :

କୌଣସି ଧାର୍ମିକ କିମ୍ବା ମାଙ୍ଗଳିକ ପ୍ରସଂଗରେ ଉପସ୍ଥିତ ରହିବେ । ଆପଣଙ୍କ ବ୍ୟବହାର ମଧ୍ୟ ଆଜି କିଛି ନ୍ୟାୟପ୍ରିୟ ରହିବ । ହାନିକାରକ କାର୍ଯ୍ୟରୁ ଦୂରରେ ରୁହନ୍ତୁ । କ୍ରୋଧ ଉପରେ ନିୟନ୍ତ୍ରଣ ରଖିବେ । କିନ୍ତୁ ମଧ୍ୟାହ୍ନ ପରେ ଆପଣଙ୍କ ଦିନ ବହୁତ ଭଲ ଏବଂ ସଫଳତା ଭରା ରହିବ । ଆପଣଙ୍କ କାର୍ଯ୍ୟ ସରଳତା ପୂର୍ବକ ସମ୍ପୂର୍ଣ୍ଣ ହେବ । ପ୍ରତିକାର- କେଶର ହଳଦୀ ଚନ୍ଦନ ମସ୍ତକରେ ଧାରଣ କରନ୍ତୁ ।

ମକର :

ଆଜିର ଦିନ ସମ୍ଭାଳିକରି ଚାଲନ୍ତୁ । ସ୍ଵାସ୍ଥ୍ୟ ବିଷୟରେ ଦାୟିତ୍ୱହୀନ ହୁଅନ୍ତୁ ନାହିଁ ଏବଂ ନିଷେଧାତ୍ମକ ବିଚାରକୁ ନିଜ ଉପରେ ପ୍ରଭାବୀ ହେବାପାଇଁ ଦିଅନ୍ତୁ ନାହିଁ । ଆକସ୍ମିକ ବ୍ୟୟ ପାଇଁ ମାନସିକ ରୂପରେ ପ୍ରସ୍ତୁତ ରୁହନ୍ତୁ । ଧାର୍ମିକ ସ୍ଥାନର ଯାତ୍ରା କରିପାରନ୍ତି ।

କୁମ୍ଭ :

ଆର୍ଥିକ ଯୋଜନା କରି ପାରିବେ । ଶାରୀରିକ ଏବଂ ମାନସିକ ରୂପରେ ସୁସ୍ଥତା ଅନୁଭବ କରିବେ । ପ୍ରିୟଜନମାନଙ୍କଠାରୁ ସୁଖ ଏବଂ ଆନନ୍ଦ ମିଳିବ । ଆଜି କରାଯାଇଥିବା କାର୍ଯ୍ୟରେ ସଫଳତା ପ୍ରାପ୍ତ ହେବାର ଯୋଗ ଅଛି । ସାମାଜିକ ଦୃଷ୍ଟିରୁ ଅପମାନିତ ନହେବାପାଇଁ ଧ୍ୟାନ ରଖିବେ । ପ୍ରତିକାର- କୁକୁରକୁ ଖାଇବାକୁ ଦିଅନ୍ତୁ

ମୀନ :

ଆପଣଙ୍କ କାର୍ଯ୍ୟରେ ବିଘ୍ନ ଉପସ୍ଥିତ ହେବାରୁ କାର୍ଯ୍ୟପୂର୍ତ୍ତି ହେବାରେ ବିଳମ୍ବ ହୋଇପାରେ । ସହକର୍ମିମାନଙ୍କ ସହଯୋଗରେ ବାଧା ଆସିବ । ଦାମ୍ପତ୍ୟଜୀବନରେ ଅଶାନ୍ତିର ବାତାବରଣ ଲମ୍ବା ସମୟ ପର୍ଯ୍ୟନ୍ତ ନ ରହୁ ଏହାର ଧ୍ୟାନ ରଖିବେ । ବ୍ୟାପାରରେ ପାର୍ଟନର ସହିତ ସମ୍ଭାଳିକରି ରୁହନ୍ତୁ ।