ଆଜିର ରାଶିଫଳ, ୨୩ ଜାନୁୟାରୀ ୨୦୨୦, ଗୁରୁବାର, ମା ଲକ୍ଷ୍ମୀ ଏହି ୪ଟି ରାଶି ଉପରେ କୃପା କରିବେ

ଆଜି ଗୁରୁବାର ୨୩ ଜାନୁୟାରୀର ଦିନ ଆପଣଙ୍କ ପାଇଁ କେମିତି ରହିବ ? ରାଶିଫଳ ଆମ ସମସ୍ତଙ୍କ ଜୀବନରେ ବହୁତ ମହତ୍ଵ ରଖିଥାଏ । କହିବାକୁ ଗଲେ ଗ୍ରହମାନଙ୍କର ନିରନ୍ତର ଗତି ପରିବର୍ତ୍ତନ କାରଣରୁ ଆମର ଦୈନିକ ଜୀବନରେ ବିଭିନ୍ନ ପ୍ରକାରର ପରିସ୍ଥିତି ଉତ୍ପନ୍ନ ହୋଇଥାଏ । ଏହି ଆଧାରରେ ଆଜିର ଦିନ ଆପଣଙ୍କ ଜୀବନରେ କେଉଁ ସବୁ ପରିସ୍ଥିତି ନେଇ ଆସିବ ତାହା ବିଷୟରେ ଜାଣିବା ପାଇଁ ଆମର ଏହି ରାଶିଫଳ ପଢନ୍ତୁ ।

୧ – ମେଷ

ଆଜି ମାନସିକ ଉଦାସରେ ରହିବ । ଉତ୍ସାହ ଭଙ୍ଗ ହେବ । ବ୍ୟବସାୟିକ ମାମଲାରେ ଜୋଖିମ ଉଠାନ୍ତୁ ନାହିଁ । ସନ୍ତାନ ପକ୍ଷରୁ ସହଯୋଗ ପ୍ରାପ୍ତ ହେବ । ମହିଲା ମିତ୍ରଙ୍କ ସହ ସାକ୍ଷାତ ହୋଇପାରେ । ଯାତ୍ରାର ସ୍ଥିତି ସୁଖଦ ଓ ଲାଭପ୍ରଦ ହେବ ନାହିଁ । କାର୍ଯ୍ୟରେ ବାଧା ଆସିପାରେ । ପାରିବାରିକ ଦାୟିତ୍ଵ ବଢିପାରେ । ସ୍ୱାସ୍ଥ୍ୟ ସାଧାରଣ ରହିବ । ଆପଣଙ୍କ ଜୀବନସାଥୀଙ୍କ ସ୍ଵଭାବ ଆଜି ଭଲ ରହିବ ।

୨ – ବୃଷ

କାମକାର୍ଯ୍ୟରେ ବହୁ ଦିନ ହେବ ଚାଲୁଥିବା ସମସ୍ୟା ଆଜି ଶେଷ ହୋଇଯିବ । ଆଜି ଆପଣ ବ୍ୟବସ୍ଥିତ ଅନ୍ଦାଜ ଓ ଏକାଗ୍ରତାର ସହ କାମ କରିବେ । ତେବେ ପ୍ରାୟତଃ ସମସ୍ୟା ସମାପ୍ତ ହେବ । କୌଣସି ବି ସମସ୍ୟା ହେଲେ ତାହାକୁ କଥାବାର୍ତ୍ତା ଦ୍ଵାରା ସମଧାନ କରନ୍ତୁ । ଟଙ୍କା ମାମଲାରେ ସମ୍ଭାଳି କରି ଚାଳନ୍ତୁ । ସ୍ୱାସ୍ଥ୍ୟ ଆଜି ଠିକ ରହିବ । ଛୋଟ ଛୋଟ ଅସୁବିଧା ଆସିପାରେ ।

୩ – ମିଥୁନ

ଆଜିର ଦିନରେ ଆପଣଙ୍କ କାମ ଉପରେରେ ସମସ୍ତଙ୍କ ଧ୍ୟାନ ରହିବ । ସଫଳତା ଆପଣଙ୍କ ଗୋଡ ତଳେ ଆସି ଲାଗିବ । ଆପଣଙ୍କ ଆୟରେ ବୁଦ୍ଧି ଓ ବ୍ୟାପାରରେ ଲାଭ ମିଳିବ । କାରୋବାର ଓ ପରିବାରରେ ସାମଞ୍ଜସ୍ୟ ରହିବ । ଯଦି କୌଣସି ବାହାର ଜାଗାକୁ ଯିବାକୁ ଚାହୁଁଛନ୍ତି ତେବେ ତାହା ଟଳି ପାରେ । ମନୋରଞ୍ଜନ କାମରେ ଦରକାର ଠାରୁ ଅଧିକ ଖର୍ଚ କରନ୍ତୁ ନାହିଁ ।

୪ – କର୍କଟ

ଆଜି ସମୟ ବିତାଇବାର କୌଣସି ନୂଆ ବୁଦ୍ଧି ମୁଣ୍ଡକୁ ଆସିବ । ଧନ ଲାଭ ହେବ । ପୁରୁଣା କାମ ଆଜି ଆରମ୍ଭ ହେବ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । କୌଣସି ନୂଆ କାମ କରିବା ଦ୍ଵାରା ପ୍ରଥମ କୌଣସି ଅନୁଭବି ବ୍ୟକ୍ତି ଠାରୁ ଉପଦେଶ ନିଅନ୍ତୁ । ପ୍ରତିଦ୍ଵନ୍ଦୀ ସକ୍ରିୟ ରହିବେ । କାର୍ଯ୍ୟକ୍ଷେତ୍ରରେ ସବୁ ସମସ୍ୟା ଦୂର ହେବ । ଆଜି ଆପଣଙ୍କୁ ସମ୍ଭାଳି କରି ଚାଲିବାକୁ ପଡିବ । ଅନ୍ୟଥା କୌଣସି ସମସ୍ୟାରେ ପଡି ପାରନ୍ତି ।

୫ – ସିଂହ

ଆଜି ଆପଣ ସଫଳତା ପାଇଁ ପୁରା ଚେଷ୍ଟା କରିବେ । ମନୋରଞ୍ଜନର କୌଣସି କାର୍ଯ୍ୟକ୍ରମରେ ଆପଣ ଯୋଗଦାନ କରି ପାରନ୍ତି । ଯେଉଁ କଥା କେହି ବୁଝି ପାରିବେ ନାହିଁ କିନ୍ତୁ ଆପଣ ସେହି କଥାକୁ ବୁଝି ଯିବେ । ଲୋକମାନେ ଆପଣଙ୍କ ଠାରୁ କୌଣସି ପ୍ରକାରର ଉପଦେଶ ନେଇ ପାରାନ୍ତି । ଆପଣ ବୁଦ୍ଧିମାନର ସହ କାମ କରିବେ । ନିଜର ବ୍ୟକ୍ତିତ୍ବକୁ ବିକଶିତ କରିବାର ପ୍ରୟାସ କରନ୍ତୁ ।

୬ – କନ୍ୟା

ଆଜି କୌଣସି କଥାକୁ ନେଇ ଆପଣ ଚିନ୍ତାରେ ରହିବେ । କାହାର ବି ବିରୋଧ କରନ୍ତୁ ନାହିଁ । ଆଜି କିଛି କାମ ଆପଣଙ୍କ ଇଚ୍ଛା ଅନୁସାରେ ହୋଇ ପାରିବ ନାହିଁ । ଚିନ୍ତିତ ହୁଅନ୍ତୁ ନାହିଁ । ଆପଣ କୌଣସି ସମସ୍ୟା ମଧ୍ୟରେ ଫସି ପାରନ୍ତି । ଆତ୍ମବିଶ୍ଵାସରେ କମି ଆସିବ ଏବଂ ସଫଳତା ବି ମିଳିବାର ଅସୁବିଧା ହୋଇପାରେ । ପୂର୍ବରୁ ହୋଇଥିବା ଭୁଲକୁ ସୁଧାରିବାରେ ଚାନ୍ସ ମିଳିବ । ଆଜି ଆପଣ ନିଜର ପରିବାର ଲୋକମାନଙ୍କ ସହିତ ଝଗଡା କରି ପାରାନ୍ତି ।

୭ – ତୁଳା

କ୍ରୋଧ ବଦଳରେ ପ୍ରେମର ସହିତ କାମ କରିବାକୁ ଚେଷ୍ଟା କରନ୍ତୁ । ପ୍ରତିଯୋଗୀ ପରୀକ୍ଷାରେ ସଫଳ ହେବେ । ଜୀବନସାଥୀଙ୍କ ସହଯୋଗ ଦ୍ଵାରା ଜୀବନରେ ପ୍ରତିକୂଳ ଅବସ୍ଥା ରହିବ । ରାସ୍ତାରେ ବେକାବୁ ହୋଇ ଗାଡି ଚଲାନ୍ତୁ ନାହିଁ । ବିଦ୍ୟାର୍ଥୀମାନେ ଅଧ୍ୟୟନରେ ଉତ୍ତମ ପ୍ରଦର୍ଶନ କରିବେ । କଳାକାର ଓ ଖେଳାଳିମାନଙ୍କୁ ନିଜର ପ୍ରତିଭା ଦେଖିବାର ଏହା ଉତ୍ତମ ସମୟ ଅଟେ ।

୮ – ବିଚ୍ଛା

ଆଜିର ଦିନ ଆପଣ ପାଇଁ ବହୁତ ଲାଭକାରୀ ଅଟେ । ଆପଣଙ୍କ ଆୟରେ ବୁଦ୍ଧି ହେବ । କୌଣସି ଅନ୍ୟ ଉପାୟରେ ଆର୍ଥିକ ଲାଭ ହେବ । ମିତ୍ରମାନଙ୍କ ସହିତ ସାକ୍ଷାତ ହେବ । ମହିଳାମାନେ ମିତ୍ରମାନଙ୍କ ଠାରୁ ବିଶେଷ ଲାଭ ଉଠାଇବେ । ସନ୍ତାନ ଓ ଜୀବନସାଥୀଙ୍କ ଠାରୁ ଖୁସି ଖବର ମିଳିବ । ଅବିବାହିତ ଲୋକମାନଙ୍କ ପାଇଁ ନୂତନ ବିବାହ ପ୍ରସ୍ତାବ ଆସିବ । ବ୍ୟାପାରରେ ଲାଭ ହେବ ।

୯ – ଧନୁ

ଆପଣ ପୁରା ଦିନ ଶାରୀରିକ ଓ ମାନସିକ ଥକାନ ଅନୁଭବ କରିବେ । ପରିଶ୍ରମ ଅପେକ୍ଷା କମ ସଫଳତା ମିଳିବାର ଆଶଙ୍କା ଅଛି । ପ୍ରୟୋଗ ଓ ପ୍ରୟାସ ପାଇଁ ଭଲ ସମୟ ଅଟେ । ସଫଳତାରେ ସମୟ ପ୍ରତିକୂଳ ଭଲ ରହିବ । ହର୍ଷ ଆନନ୍ଦ ଦ୍ଵାରା ସମୟ ବ୍ୟତୀତ ହେବ । ସ୍ୱାସ୍ଥ୍ୟ ମାମଲାରେ ବୁଝାମଣା କରନ୍ତୁ ନାହିଁ । ହର୍ଷ ଆନନ୍ଦର ସହ ସମୟ ବିତାଇବେ । ସ୍ୱାସ୍ଥ୍ୟ ମାମଲାରେ ଧ୍ୟାନ ଦିଅନ୍ତୁ । ଯାତ୍ରା କରନ୍ତୁ ନାହିଁ ।

୧୦ – ମକର

ଆଜି ଚାକିରି କରୁଥିବା ଲୋକମାନଙ୍କୁ ଅସୁବିଧାର ସାମ୍ନା କରିବାକୁ ପଡିପାରେ । ମହିଳା ତଥା ଛାତ୍ରବର୍ଗଙ୍କୁ ସଫଳତାର ବିଶେଷ ମିଳିବ । ନୂଆ ଯୋଜନା ତିଆରି କରିବେ । ନୂଆ କାର୍ଯ୍ୟ ପ୍ରଣାଳୀରେ ସୁଧାର ଆସିବ । ମାନ ସମ୍ମାନ ବଢିବ । ପତ୍ନୀଙ୍କୁ ଆଶ୍ୱାସନ ଦେଇ ତାଙ୍କର କାମ ପୁରା କରନ୍ତୁ । ବ୍ୟବସାୟରେ ଭଲ ପରିଣାମ ମିଳିବ । ପୈତୃକ ସମ୍ପତି ବି ପ୍ରାପ୍ତ ହୋଇପାରେ ।

୧୧ – କୁମ୍ଭ

ଆଜି ଆପଣଙ୍କ ସମୟ ବହୁତ ଜଲ୍ଦି ଆଗକୁ ବଢିବ । ବହୁତ ସଂଘର୍ଷ ପରେ ଆପଣ ନିଜ ସମସ୍ୟାରୁ ମୁକ୍ତି ପାଇବେ । ବର୍ତ୍ତମାନ ଧୀରେ ଧୀରେ ଆପଣଙ୍କ ଭାଗ୍ୟ ଆପଣଙ୍କ ସାଥ ଦେବ । ବଢୁଥିବା ଆର୍ଥିକ କଷ୍ଟରୁ ମୁକ୍ତି ମିଳିବ । ସନ୍ଧ୍ୟା ସମୟରେ କୌଣସି ଅତିଥି ଘରେ ଆଗମନ କରି ପାରାନ୍ତି । ଚାକିରି ଓ ବ୍ୟବସାୟ ଇତ୍ୟାଦି କ୍ଷେତ୍ରରେ ଯଦି ଆପଣ ପୂର୍ଣ ସୁଧାର ଚାହୁଁଛନ୍ତି ତେବେ ଆପଣଙ୍କୁ ଆଳସ୍ୟ ତ୍ୟାଗ କରିବାକୁ ପଡିବ ।

୧୨ – ମୀନ

ଆଜିର ଦିନ ଆପଣ ପାଇଁ ଭଲ ନୁହେଁ । ସେଥିପାଇଁ ହାତରେ ଆସିଥିବା ଅବସରକୁ ଛାଡନ୍ତୁ ନାହିଁ । ଆଜି କୌଣସି କାମକୁ ଆରମ୍ଭ କରନ୍ତୁ ନାହିଁ । ଭାଇ ଭଉଣୀଙ୍କ ସହିତ ସମ୍ବନ୍ଧ ପ୍ରେମ ଓ ସହକାରର ଭାବନା ରହିବ । ବୈବାହିକ ସମ୍ବନ୍ଧରେ ସମ୍ଭାଳି କରି ଚାଳନ୍ତୁ । ଜୀବନସାଥୀଙ୍କ ସହିତ ବିବାଦ ଦେଖା ଯାଇପାରେ । ସଠିକ ଉପାୟରେ କାର୍ଯ୍ୟ କରୁଥିବା ଲୋକମାନଙ୍କୁ ଭାଗ୍ୟର ସାଥ ମିଳିବ ।