ଆଜିର ରାଶିଫଳ, ୨୨ ଜାନୁୟାରୀ ୨୦୨୦, ବୁଧବାର, ମହାଦେବ ଙ୍କ କୃପା ରହିବ ଏହି ୫ଟି ରାଶି ଉପରେ

ଆଜି ବୁଧବାର ୨୨ ଜାନୁୟାରୀର ଦିନ ଆପଣଙ୍କ ପାଇଁ କେମିତି ରହିବ ? କହିବାକୁ ଗଲେ ରାଶିଫଳ ମାଧ୍ୟମରେ ଆପଣ କାହାର ବି ଭବିଷ୍ୟତ ବିଷୟରେ ଆଭାସ ଲଗାଇ ପାରିବେ । ସବୁଦିନ ଗ୍ରହର ସ୍ଥିତି ହିସାବରେ ହିଁ ଆମର ଭବିଷ୍ୟତ ପ୍ରସ୍ତୁତ ହୋଇଥାଏ । ଏହି ରାଶିଫଳରେ ଆପଣ ଚାକିରି, ବ୍ୟବସାୟ, ସ୍ୱାସ୍ଥ୍ୟ, ଶିକ୍ଷା, ବୈବାହିକ ଓ ପ୍ରେମ ଜୀବନ ସହ ଜଡିତ ସୂଚନା ହାସଲ କରି ପାରିବେ ।

୧ – ମେଷ

ଆପଣ ନିଜର ଆହାର ଉପରେ ନିୟନ୍ତ୍ରଣ ରଖନ୍ତୁ ଓ ଫିଟ ରହିବା ପାଇଁ ନିୟମିତ ବ୍ୟାୟମ କରନ୍ତୁ । ଆର୍ଥିକ ମାମଲାରେ ଅତିରିକ୍ତ ସାବଧାନ ହୋଇ ରୁହନ୍ତୁ । ଆଜି ଆପଣ ଧର୍ଯ୍ୟର ସହ କାମ କରନ୍ତୁ । ସମାଜରେ ମାନ ସମ୍ମାନ ମିଳିବ । ମିତ୍ରମାନଙ୍କ ସହିତ ସାକ୍ଷାତ ହୋଇପାରେ । ତାଙ୍କ ସହିତ ବୁଲିବାକୁ ବି ଯାଇ ପାରନ୍ତି । ସ୍ୱାସ୍ଥ୍ୟ ଭଲ ରହିବ । ଭାଗୀଦାରୀ ଲାଭଦାୟକ ରହିବ ।

୨ – ବୃଷ

ବହୁତ ସମୟ ହେବ ଚାଲୁଥିବା ସମସ୍ୟାରୁ ମୁକ୍ତି ମିଳିବ । ସନ୍ଧ୍ୟା ସମୟରେ ଅଳ୍ପ ଅସୁବିଧା ଆସିପାରେ । ପୁରୁଣା ନିବେଶ ଦ୍ଵାରା ବର୍ତ୍ତମାନ ଲାଭ ପାଇବେ । ଆଜି ସମାଜରେ ସମ୍ମାନ ଓ ପ୍ରତିଷ୍ଠାରେ ବୁଦ୍ଧି ହେବ । ମିତ୍ରମାନଙ୍କ ତରଫରୁ ଲାଭ ମିଳିବାର ଯୋଗ ଅଛି ଓ ତାଙ୍କ ପଛରେ ଟଙ୍କା ଖର୍ଚ ବି କରିବେ । ସୁନ୍ଦର ଜାଗାକୁ ବୁଲିବାକୁ ଯାଇ ପାରାନ୍ତି । ଜୀବନସାଥୀଙ୍କ ବାଛିବା ପାଇଁ ଯୁବକମାନଙ୍କ ପାଇଁ ଅନୁକୂଳ ସ୍ଥିତି ଅଛି । ପରିଶ୍ରମରେ ଅନୁକୂଳ ଲାଭ ମିଳିବ ।

୩ – ମିଥୁନ

ଆଜିର ଦିନ ଆପଣଙ୍କ ପାଇଁ ଅନୁକୂଳ ରହିବ । କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କୁ ବହୁତ ପ୍ରଶଂସା ମିଳିପାରେ । କାର୍ଯ୍ୟ ସଫଳତାର ସହ ପୁରା ହେବ । ସରକାରୀ କାର୍ଯ୍ୟରେ ଲାଭ ମିଳିବ । ଗୃହସ୍ତ ଜୀବନରେ ସୁଧାର ଆସିବ । ଆପଣଙ୍କ ପାଇଁ ଦିନ ସାମାନ୍ୟ ରହିବ । ଚାକିରି ଓ ନିଜର ସ୍ଥିତି ଉପରେ ବିଚାର କରିବାକୁ ପଡିପାରେ । ଚିନ୍ତା କରିଥିବା କାମ ଭଲ ଭାବରେ ପୁରା ହୋଇଯିବ ।

୪ – କର୍କଟ

ଆଜି ଆପଣ ପୁରା ଦିନ ସକ୍ରିୟ ରହିବ । ଆଜି ଆପଣଙ୍କୁ ଲାଭ ବି ମିଳିପାରେ । କୌଣସି କଥା ଦ୍ଵାରା ଆପଣ ଚିନ୍ତିତ ରହି ପାରନ୍ତି । କିଛି ଲୋକମାନେ ଆପଣଙ୍କ ବିରୋଧି ହୋଇ ପାରାନ୍ତି । ଆଜି ବୋଧେ କୌଣସି ମିତ୍ର କିମ୍ବା ସହକର୍ମୀ ଠାରୁ କୌଣସି ସାହାର୍ଯ୍ୟ ମିଳିପାରେ । ଆପଣ କୌଣସି କଥାକୁ ନେଇ ନିରାଶ ବି ହୋଇପାରନ୍ତି ।

୫ – ସିଂହ

ଆଜି ଆପଣଙ୍କ ବିଚାରଧାରା କୌଣସି ଗୋଟିଏ କଥାରେ ସ୍ଥିର ରହିବ ନାହିଁ । ସେଥିରେ ଲଗାତାର ପରିବର୍ତ୍ତନ ଆସିବ । ମିତ୍ରମାନଙ୍କ ଠାରୁ ସହଯୋଗ ମିଳିପାରେ । ସ୍ତ୍ରୀମାନେ ନିଜ ବାଣୀ ଉପରେ କାବୁ ରଖିବେ । ସ୍ୱାସ୍ଥ୍ୟରେ ସୁଧାର ଆସିବ । ଆତ୍ମବଳ ବଢିବ ଓ ଆପଣଙ୍କ ମହତ୍ୱାକାଂକ୍ଷାରେ ବି ଉନ୍ନତି ଆସିବ । ଆପଣଙ୍କ କାର୍ଯ୍ୟ କରିବାର କ୍ଷମତାରେ ବି ଉନ୍ନତି ଆସିବ ।

୬ – କନ୍ୟା

ଆଜି ଆପଣ ନିଜର କଲ୍ପନାଶୀଲ ଓ ମହତ୍ୱାକାଂକ୍ଷୀ ମନକୁ ନେଇ ଆଗକୁ ବଢିବେ । ଓକିଲ ପାଖକୁ ଯାଇ କୌଣସି ଆଇନ ମାମଲାରେ ଉପଦେଶ ନେବା ପାଇଁ ଭଲ ଦିନ ଅଟେ । କୌଣସି ବି ସମାଜ କାର୍ଯ୍ୟରେ ଟଙ୍କା ଖର୍ଚ ହେବ । ଆପଣଙ୍କ ଖର୍ଚ ଓ ଆୟରେ ବୁଦ୍ଧି ହେବ । ପରିବାର ପ୍ରତି ଆପଣଙ୍କ ମନ ଉଦାରତା ଭରା ରହିବ । ନୂଆ ନୂଆ ଯୋଜନା ପ୍ରତି ଗମ୍ଭୀରଟାର ସହ ବିଚାର କରି ନିର୍ଣୟ ନିଅନ୍ତୁ ।

୭ – ତୁଳା

ଆଜିର ଦିନ ଆପଣଙ୍କ ଜୀବନରେ ଖୁସି ନେଇ ଆସିବ । ଯଦି ଆପଣଙ୍କ ଜୀବନସାଥୀ କୌଣସି କଥାକୁ ନେଇ ରାଗି ଅଛନ୍ତି ତେବେ ଆପଣଙ୍କ ହସ ତାଙ୍କର କ୍ରୋଧକୁ ଦୂର କରିଦେବ । ନିଜର ସମୟକୁ ସକାରାତ୍ମକ କାମରେ ଲଗାନ୍ତୁ । ସଫଳତା ନିଶ୍ଚିତ ମିଳିବ । ଏହି ରାଶିର ଛାତ୍ରମାନେ ସଙ୍ଗୀତ ସହ ଜଡିତ ରହିବେ । ୱୈଚାରିକ ଦୃଷ୍ଟିକୋଣ ସକାରାତ୍ମକ ଲାଭ ମିଳିବ ।

୮ – ବିଚ୍ଛା

ଆଜି ଚାକିରିରେ ଉନ୍ନତି କିମ୍ବା ବେତନରେ ବୁଦ୍ଧିର ମାମଲାରେ କିଛି ଦିନ ଆଗକୁ ବଢିପାରେ । ଅଫିସରେ ଆପଣ ଗୁପ୍ତ ରୂପରେ କାମରେ ବ୍ୟସ୍ତ ରହିବେ । ଅଳ୍ପ ସାବଧାନ ହୋଇ ଯାଆନ୍ତୁ । କୌଣସି ସୁବିଧାଜନକ ସ୍ଥିତି ଅଚାନକ ହୋଇପାରେ । ନିଜର ହସ ହସ ଚେହେରା ଦ୍ଵାରା ନିଜର ପ୍ରେମୀକୁ ଖୁସି କରନ୍ତୁ । କାମ କାର୍ଯ୍ୟରେ ଅଳ୍ପ ଅସୁବିଧା ଆସିପାରେ ।

୯ – ଧନୁ

ପ୍ରେମର ଦୃଷ୍ଟିକୋଣରେ ଉତ୍ତମ ଦିନ ଅଟେ । ଆଜି ଆପଣ କାହାର ହୃଦୟ ଭାଙ୍ଗିବା ଠାରୁ ବଞ୍ଚନ୍ତୁ । ଲୁଚି ଥିବା ଶତ୍ରୁ ଆପଣଙ୍କ ବିଷୟରେ ମିଛ କଥା ସମସ୍ତଙ୍କୁ କହିବେ । ବାଦ – ବିବାଦ ଠାରୁ ବଞ୍ଚନ୍ତୁ । ଆଜି ସ୍ୱାସ୍ଥ୍ୟ ସହ ସମ୍ବନ୍ଧିତ ସମସ୍ୟା ବଢିପାରେ । ଯଦି କୌଣସି ସମସ୍ୟା ଅଛି, ତେବେ ତାକୁ ଶାନ୍ତିର ସହ ସମଧାନ କରନ୍ତୁ । ଲୋକମାନଙ୍କ ସାମ୍ନାରେ ଭଲ ବ୍ୟବହାର କରନ୍ତୁ ।

୧୦ – ମକର

ସାମାଜିକ ଓ ଧାର୍ମିକ ସମାରୋହ ପାଇଁ ଦିନ ଭଲ ଅଟେ । ଆଜି ଆପଣଙ୍କୁ ବହୁତ ପରିଶ୍ରମ କରିବାକୁ ପଡିବ । ଦୁଖର କଥା ଏହା ଅଟେ କି ବହୁତ ପରିଶ୍ରମ କରିବା ସତ୍ବେ ବି ଆପଣଙ୍କୁ ଅସୁବିଧାର ସାମ୍ନା କରିବାକୁ ପଡିପାରେ । ପ୍ରେମ ଓ ଇଚ୍ଛା ଶକ୍ତି ଆପଣଙ୍କ ଉପରେ ଛାଇ ରହିବ । ବାହାର ଲୋକମାନଙ୍କ ହସ୍ତକ୍ଷପ ଆପଣଙ୍କ ବୈବାହିକ ଜୀବନରେ ଅସୁବିଧା ଉତ୍ପନ୍ନ କରିପାରେ ।

୧୧ – କୁମ୍ଭ

ଆଜି ମାନସିକ ଶାନ୍ତି ରହିବ । କିନ୍ତୁ ସ୍ଵଭାବରେ ଚିଡ଼ଚିଡ଼ାପନ ରହିବ । ଜୀବନସାଥୀଙ୍କ ସହଯୋଗ ମିଳିବ । ଶିକ୍ଷା କ୍ଷେତ୍ରରେ ସଫଳତା ମିଳିବ । ନିଜ ମଧ୍ୟରେ ଥିବା ମତଭେଦକୁ ଦୂର କରିବାକୁ ଚେଷ୍ଟା କରନ୍ତୁ । ମନ ଉପରେ ନକାରାତ୍ମକ ଚିନ୍ତା ପ୍ରଭାବ ପଡିପାରେ । ଆପଣ କୌଣସି ପ୍ରତିଯୋଗୀତାରେ ଭାଗ ନେଇ ପାରନ୍ତି । ଆର୍ଥିକ ନେବା ଦେବାରେ ଆପଣ ଫସି ପାରନ୍ତି ।

୧୨ – ମୀନ

ଇଶ୍ଵରର ନାମ ସ୍ମରଣ କରି ଆପଣଙ୍କ ଦିନ ଶୁଭାରମ୍ଭ କରନ୍ତୁ । ଧାର୍ମିକ କାର୍ଯ୍ୟ ଓ ପୂଜା – ପାଠରେ ବ୍ୟସ୍ତ ରହିବେ । ଆତ୍ମବଳରେ ଉନ୍ନତି ଆସିବ । ଆପଣ ବହୁତ ଉତ୍ସାହିତ ରହିବେ ଓ ବହୁ ପରିଶ୍ରମ ବି କରିବେ । ବଡ ବଡ ନିର୍ଣୟ ନେବେ । ଦୂର ଯାତ୍ରା ଠାରୁ ବଞ୍ଚନ୍ତୁ । ଜୀବନସାଥିର ସ୍ୱାସ୍ଥ୍ୟ ପ୍ରତି ନଜରଅନ୍ଦାଜ କରନ୍ତୁ ନାହିଁ । ଗୃହସ୍ତ ଜୀବନରେ ଆନନ୍ଦମୟ ବାତାବରଣ ରହିବ । ଆପଣଙ୍କୁ ସମତ କାର୍ଯ୍ୟରେ ସଫଳତା ମିଳିବ ।