ଆଜିର ରାଶିଫଳ, 8 ନଭେମ୍ବର 2022, ମଙ୍ଗଳବାର, ବଜରଙ୍ଗବଲିଙ୍କ ଆଶୀର୍ବାଦ ରହିବ ଏହି ୫ ଟି ରାଶି ଉପରେ, ହେବ ଧନଲାଭ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୮ ନଭେମ୍ବର ୨୦୨୨ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : ଆର୍ଥିକ ରୂପରେ ଆଜି ଦିନ ଟି ସାନଦାର ରହିବ । ପ୍ରେମ ସମ୍ପର୍କରେ ଚାଲିଥିବା ସମସ୍ଯା ଆଜି ଦୂର ହେବ । ଚାକିରି କରୁଥିବା ଜାତକ ଙ୍କର ମଧ୍ୟ ମେହନତର ଭଲ ପରିଣାମ ମିଳିବ । ବରିଷ୍ଠ ଆପଣଙ୍କ ଦ୍ଵାରା କରା ଯାଇଥିବା କାମର ପ୍ରଶଂସା କରିବେ । ଆର୍ଥିକ ସ୍ଥିତି ଭଲ ରହିବ । ଆପଣଙ୍କ ଜମା ପୁଞ୍ଜି ରେ ଫାଇଦା ହୋଇପାରେ । ମାତା ପିତା ଓ ଗୁରୁଜନଙ୍କ ସହ ସମ୍ପର୍କ ମଧୁର ରହିବ । ଆପଣ ସମ୍ପତି ମାମଲାକୁ  ନେଇ ଚର୍ଚ୍ଚା କରିବେ ।

ବୃଷ ରାଶି : ଆଜି ଆପଣ ସବୁ କାମ ପୁରା ମନ ଦେଇ କରିବେ । କାହାକୁ ନିଜ କଥା ଜବରଦସ୍ତି ମନାଇବାକୁ ଚେଷ୍ଟା କରନ୍ତୁ ନାହି । ଅଯଥା କଥା ଠାରୁ ନିଜକୁ ଦୂରେଇ ରଖନ୍ତୁ । ନିଜ କାମ ଉପରେ ଫୋକସ କରନ୍ତୁ । ବେପାର କରୁଥିବା ଜାତକ ଙ୍କ ପାଇଁ ଦିନ ଭଲ ରହିବାର ଅଛି । ଜୀବନ ସାଥିଙ୍କ ସହ ସମ୍ପର୍କ ମଜବୁତ ହେବ । ସମ୍ପର୍କୀୟ ଙ୍କ ସହ ମଧୁର ସମ୍ପର୍କ ରହିବ । ମିଳିମିଶି କରିଥିବା କାମରେ ବହୁତ ଅଧିକ ସଫଳତା ମିଳିବ । ଛାତ୍ର ଙ୍କ ପାଇଁ ଦିନ ବେହତର ରହିବ ।

ମିଥୁନ ରାଶି : ଭାଇ ଭଉଣୀ ଓ ବଡ ମାନଙ୍କ ସହ ସମ୍ପର୍କ ସୌହାର୍ଦ୍ୟ ପୂର୍ଣ୍ଣ ଓ ପ୍ରେମ ପୂର୍ଣ୍ଣ ରହିବ । ଅଧୁରା କାମ ପୁରା ହେବ । ବିଜେନେସ ବା ଚାକିରି କରୁଥିବା ଜାତକ ଙ୍କ ପାଇଁ ଯାତ୍ରା କରିବାର ଯୋଗ ଅଛି । ସନ୍ତାନ ଙ୍କ ପ୍ରଗତି ପାଇଁ ସନ୍ତୋଷ ହେବେ । ଆପଣ ଓ ଆପଣଙ୍କ ପରିବାର ମଧ୍ୟରେ କେହି ତୃତୀୟ ବ୍ୟକ୍ତି ହସ୍ତକ୍ଷେପ କରି ପାରନ୍ତି । ତେଣୁ ସତର୍କ ରୁହନ୍ତୁ । ମନ ଓ ସ୍ଵଭାବ ସ୍ଥିର ରହିବ । କାମ ପୁରା ହେବ । ପାରିବାରିକ କାମରେ ପିତାଙ୍କ ସହଯୋଗ ପାଇବେ ।

କର୍କଟ ରାଶି : ପରିବାର ଛୋଟ ମାନ ସହ ଯାତ୍ରା ବା ଭ୍ରମଣ ର ଯୋଜନା ହୋଇପାରେ । ବାହନ ଚଲାଇବା ସମୟରେ ସତର୍କ ରୁହନ୍ତୁ । ମାନସିକ ରୂପରେ ମଧ୍ୟ ଅସୁସ୍ଥତା ଅନୁଭବ କରିବେ । ମନୋରଞ୍ଜନ ଓ ଆନନ୍ଦ ପଛରେ ଖର୍ଚ୍ଚ ଅଧିକ ହେବ । ସମ୍ପର୍କୀୟ ମାନଙ୍କ ସହ ସମ୍ପର୍କ ବେହତର ରହିବ । ପଠନ ପାଠନ ଲେଖନ ଇତ୍ୟାଦି କାର୍ଯ୍ୟ ରେ ମନ ଲଗାଇ କାମ କରନ୍ତୁ । ସହ କର୍ମୀ ମାନଙ୍କ ସାଥ ମିଳିବ ।

ସିଂହ ରାଶି : ଆଜି ଆପଣଙ୍କୁ ଆପଣଙ୍କର ସଚ୍ଚା ପ୍ରେମ ମିଳିବାର ସମ୍ଭାବନା ରହିଛି । ପାରିବାରିକ ଜୀବନ ଆରାମଦାୟକ ଓ ଶାନ୍ତି ପୂର୍ଣ୍ଣ ରହିବ । ଆଜି ଆପଣ ପାରିବାରିକ ସମ୍ପର୍କ କ ମହତ୍ଵ ଦେବେ । ଶିଂଗଲ ଲୋକଙ୍କ ପାଇଁ ବିବାହ ପ୍ରସ୍ତାବ ଆସିପାରେ । କୌଣସି ବନ୍ଧୁ ବା ବିଜେନ୍ସ ସାଥି ପଇସା କମାଇବା ପାଇଁ ନୂଆ ଉପାୟ କହିବେ । ଆପଣଙ୍କ ପାଖରେ ନୂଆ ଅଧିଗ୍ରହଣ ହୋଇପାରେ । ନିଜର ଜୀବନ ଶୈଳୀ ରେ ସୁଧାର କରିବେ । ବ୍ୟାପାରୀ ଙ୍କୁ ଆର୍ଥିକ ସମସ୍ଯା ହୋଇପାରେ ।

କନ୍ୟା ରାଶି : ପଇସାକୁ ନେଇ ସତର୍କ ରୁହନ୍ତୁ । ଅଯଥା ଖର୍ଚ୍ଚ ହେବାର ସମ୍ଭାବନା ରହିଛି । ଛୋଟ ବ୍ୟାପାରୀ ଙ୍କୁ ଆଜି ଲାଭ ହେବାର ନଜର ଆସୁଛି । ସ୍ୱାସ୍ଥ୍ୟ ଭଲ ରହିବ । ନୂଆ ପ୍ରଡ଼କ୍ଟ ବୁଝି ବିଚାରୀ ପ୍ରୟୋଗ କରନ୍ତୁ । ଆପଣଙ୍କ ପାଇଁ କିଛି ଖାସ କାମ ସମ୍ଭବ ହୋଇପାରେ । କାରୋବାର ର ସ୍ଥିତି ସନ୍ତୋଷଜନକ ରହିବ । ଲାଭ ର ଅବସର ମିଳିବ । ଘର ପରିବାର ରେ ସ୍ଥିତି ଭଲ ରହିବ । ସାମାଜିକ କ୍ଷେତ୍ର ରେ ଯଶ ଓ ପ୍ରତିଷ୍ଠା ରେ ବୃଦ୍ଧି ହେବ ।

ତୁଳା ରାଶି : ଆଜି କିଛି ଶିଖିବାକୁ ପ୍ରୟାସ କରନ୍ତୁ । ଆୟ କରିବା ପାଇଁ ନୂଆ ସାଧନ ପାଇବେ । ବ୍ୟାପାରୀ ମାନଙ୍କ ପାଇଁ ଦିନ ସାମାନ୍ଯ ରହିବ । ଭୌତିକ ସୁଖ ସୁବିଧାରେ ବୃଦ୍ଧି ହେବ । ସରକାରୀ ସ୍ତର ରେ ପଇସା ଲେନଦେନ ସମୟରେ ସତର୍କ ରୁହନ୍ତୁ । ରୋଜଗାର ସନ୍ଧାନ ରେ ଥିଲେ ଆପଣଙ୍କୁ ପଜେଟିଭ ପରିଣାମ ଦେଖିବାକୁ ମିଳିବ । ଶ୍ଵଶୁର ଘର ପକ୍ଷ ରୁ ଭଲ ସମାଚାର ଶୁଣିବାକୁ ମିଳିବାର ସମ୍ଭାବନା ରହିଛି ।

ବିଛା ରାଶି : ଆଜି ଆପଣ ମନ ପସନ୍ଦ ଅନୁଯାୟୀ କାର୍ଯ୍ୟ ପାଇଁ ଉଶ୍ଚୁକ ହେବେ । ଲୋକ ମାନଙ୍କ ସହ ଖରାପ ବ୍ୟବହାର କରନ୍ତୁ ନାହି । ନିଜ ଲୋକଙ୍କ ପ୍ରତି ପଜେଟିଭ ବିଚାର ଆଣନ୍ତୁ । ଚାକିରି ରେ ସ୍ଥାନ ପରିବର୍ତ୍ତନ ହୋଇପାରେ । ନୂଆ ଅବସର ସନ୍ଧାନ ରେ ଥିବା ଲୋକ ମାନଙ୍କର ସମ୍ପର୍କ ଓ ସକ୍ରିୟତା ବୃଦ୍ଧି ପାଇବ । ଆପଣଙ୍କ ପ୍ରତିଷ୍ଠା ରେ ବୃଦ୍ଧି ହେବ । ଧର୍ମ କର୍ମ କାର୍ଯ୍ୟ ରେ ରୁଚି ରହିବ । ଆଗାମୀ ସମୟ ଆପଣଙ୍କର ବହୁତ ଭଲ ରହିବ । ଜୀବନ ସାଥିଙ୍କ ସହଯୋଗ ପାଇବେ ।

ଧନୁ ରାଶି : ଆଜି ଆପଣଙ୍କର ଉତ୍କୃଷ୍ଟ ପ୍ରଦର୍ଶନ ଆପଣଙ୍କ ମାଲିକ ଓ ଉଚ୍ଚ ଅଧିକାରି ଙ୍କୁ ପ୍ରଭାବିତ କରିବ । ଯେଉଁ ବ୍ୟାପାରୀ ପାର୍ଟନରସିପ ରେ ଅଛନ୍ତି ତେବେ ସେମାନଙ୍କୁ ଭାରି ଧନ ଲାଭ ହୋଇପାରେ । ପୂଜା ପାଠ ରେ ମନ ଲାଗିବ । ଶତ୍ରୁ ଙ୍କ ଠାରୁ ସତର୍କ ରୁହନ୍ତୁ । ସାର୍ବଜନୀକ ଜୀବନରେ ସମ୍ମାନ ସମ୍ମାନିତ କରା ଯାଇପାରେ । ବ୍ୟସ୍ତ ଦିନ ଚର୍ଯ୍ୟା କାରଣରୁ ଆପଣଙ୍କ ପରିଜନ ଙ୍କ ସହ ଅଧିକ ସମୟ ବ୍ଯତୀତ କରିବାର ଅବସର ମିଳିବ । ପ୍ରେମ ଜୀବନରେ ସମ୍ପର୍କ ଭଲ ରହିବ ।

ମକର ରାଶି : ପାର୍ଟନର ଙ୍କ ସହ ମତଭେଦ ଦୂର ହେବ । ବ୍ୟକ୍ତିଗତ ଜୀବନ ବିଷୟରେ କହିବାକୁ ଗଲେ ଜୀବନ ସାଥିଙ୍କ ସହ ସମୟ ଦେବାକୁ ଚେଷ୍ଟା କରନ୍ତୁ । ନଚେତ ସମ୍ପର୍କ ଖରାପ ହୋଇପାରେ । ଆଇଟି ଓ ମିଡିଆ ଫିଲ୍ଡ ର ଲୋକେ ସଫଳ ହେବେ । ଆଜି ଆପଣଙ୍କର ଲଭ ଲାଇଫ ଭଲ ରହିବ । ସମସ୍ୟାର ସମାଧାନ ପାଇଁ ପରିବାର ଲୋକଙ୍କ ସହଯୋଗ ନେବେ । ପାରିବାରିକ ଜୀବନ ସୁଖମୟ ରହିବ । କିଛି କାମକୁ ନେଇ ଯାତ୍ରା କରିବେ ।

କୁମ୍ଭ ରାଶି : ଆଜି ଆପଣଙ୍କ ବରିଷ୍ଠ ଙ୍କ ବ୍ୟବହାର ନମ୍ର ରହିବ । ଯେଉଁ ବିଦ୍ୟାର୍ଥୀ ଘର ଠାରୁ ଦୂରେଇ ରହି ଶିକ୍ଷା ଅର୍ଜିତ କରୁଛନ୍ତି ସେମାନଙ୍କୁ ବଡ ଭାଇ ଭଉଣୀ ଙ୍କ ସହଯୋଗ ମିଳିବ । ଶିକ୍ଷା କ୍ଷେତ୍ର ରେ ଆସୁଥିବା ସମସ୍ଯା ଦୂର ହେବ । ଆପଣଙ୍କ ପାରିବାରିକ ଜୀବନ ସୁଖୀ ଓ ଶାନ୍ତି ପୂର୍ଣ୍ଣ ରହିବ । ପାରିବାରିକ ଜୀବନ ଖୁଶିମୟ ରହିବ । ଘରର ସଦସ୍ୟ ଙ୍କ ମଧ୍ୟରେ ପ୍ରେମ ଓ ଏକତା ଭରି ରହିବ । ଆର୍ଥିକ ସ୍ଥିତି ଭଲ ରହିବ । ଦାଂପତ୍ଯ ଜୀବନ ସୁଖମୟ ରହିବ ।

ମୀନ ରାଶି : ଆଜି ଆପଣଙ୍କୁ ଶ୍ଵଶୁର ଘର ପକ୍ଷ ରୁ ସହଯୋଗ ମିଳିବ । କାର୍ଯ୍ୟ କ୍ଷେତ୍ର ରେ ପାଇଁ ଆଜି ସମୟ ବହୁତ ଭଲ ରହିବାର ଅଛି । ଆଜି ଆପଣଙ୍କ ମୁଡ ବହୁତ ଭଲ ରହିବ । ପଜେଟିଭ ଅନୁଭବ ହେବ । ଯଦି ଆପଣ ବ୍ୟାପାର କରୁଛନ୍ତି ଓ ବଡ ଡିଲ କରିବାକୁ ଚାହୁଁ ଛନ୍ତି ତେବେ ଜରୁରୀ କାଗଜ ପତ୍ର କୁ ନେଇ ଆପଣଙ୍କୁ ଅଧିକ ସତର୍କ ରହିବାର ପଡିବ । ଆକସ୍ମିକ ଧନ ଲାଭର ଯୋଗ ରହିଛି । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।