ଆଜିର ରାଶିଫଳ, 7 ମେ 2022, ଶନିବାର, ଶନିଦେବଙ୍କ କୃପା ରହିବ ଏହି ୬ଟି ରାଶି ଉପରେ, ଆର୍ଥିକ ସ୍ଥିତିରେ ହେବ ଉନ୍ନତି

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୭ ମେ ୨୦୨୨ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : ସନ୍ତାନ ମାନଙ୍କର ଶିକ୍ଷା କ୍ଷେତ୍ର ରେ ଉନତି ହେବ । ବିଦ୍ୟାର୍ଥୀ ଙ୍କ ପାଇଁ ସମୟ ଅନୁକୂଳ ରହିବ । ଯେଉଁ କ୍ଷେତ୍ର ରେ ରହିବେ ସର୍ବଦା ଉଚ୍ଚ ସ୍ତର ରେ ରହିବେ । କୌଣସି କ୍ଷେତ୍ର ରୁ ବଡ ଖୁସି ଖବର ପ୍ରାପ୍ତ ହେବ । ଅଟକି ରହିଥିବା ଟଙ୍କା ଫେରି ପାଇବେ । ଆପଣଙ୍କ ଜୀବନରେ ଅପାର ଖୁସି ର ଆଗମନ ହେବାକୁ ଯାଉଛି । ବେପାରୀ ମାନଙ୍କ ପାଇଁ ସମୟ ଅନୁକୂଳ ରହିବ । ବେପାର କ୍ଷେତ୍ର ରେ ଲାଭବାନ ହେବେ ।

ବୃଷ ରାଶି : ବ୍ୟବସାୟ ସହ ଜଡିତ କୌଣସି କାମ ଉପରେ ଆଜି କାର୍ଯ୍ୟକାରୀ କରନ୍ତୁ ନାହି । ନଚେତ ଆପଣଙ୍କର କ୍ଷତି ହୋଇପାରେ । ଆଜି ଟଙ୍କା ଲେନଦେନ କରିବା ସମୟରେ ସାବଧାନ ରୁହନ୍ତୁ । ଉଚ୍ଚ ଅଧିକାରି ଙ୍କ ସହଯୋଗ ପ୍ରାପ୍ତ ହେବ । ଘର ପରିବାର ରେ ହସ ଖୁଶିର ମାହୋଲ ରହିବ । ଭାଇ ଭଉଣୀ ଙ୍କ ଠାରୁ ଆର୍ଥିକ ସାହାଜ୍ଯ ପାଇବେ । ନୂଆ କାମ ଆରମ୍ଭ କରିବା ପାଇଁ ଚିନ୍ତା କରିବେ ।

ମିଥୁନ ରାଶି : ବେରୋଜଗାର ମାନଙ୍କୁ ରୋଜଗାର ମିଳିବାର ସୁଯୋଗ ମିଳିବ । ଆଜି ଦିନ ଟି ଆପଣଙ୍କର କାରୋବାର ରେ ବିସ୍ତାର ହୋଇପାରେ । ରାଜନୀତି କ୍ଷେତ୍ର ରେ ଥିବା ବ୍ୟକ୍ତି ମାନେ ଲାଭବାନ ହେବେ । କୌଣସି କାମକୁ ନେଇ ଆପଣ ବ୍ୟସ୍ତ ରେ ସମୟ ବ୍ଯତୀତ କରିବେ । ଜୀବନରେ ଚାଲିଥିବା ସମସ୍ୟାର ସମାଧାନ ହେବେ । ଆପଣ ନିଜେ ଚିନ୍ତା ମୁକ୍ତ ହେବେ । ସମାଜରେ ଯଶ ଓ କୀର୍ତ୍ତି ସ୍ଥାପନ ହେବେ ।

କର୍କଟ ରାଶି : କୌଣସି ନୂଆ କାମ ଶିଖିବାକୁ ମିଳିପାରେ ଯାହା ଦ୍ଵାରା ଭବିଷ୍ୟତ ରେ ଆପଣ ଫାଇଦା ରେ ବ୍ରହିବେ । କୌଣସି କ୍ଷେତ୍ର ରେ ଆପଣ ଟଙ୍କା ନିବେଶ କରିବେ । ଆପଣ କୌଣସି ସଠିକ ନିସ୍ପତି ଗ୍ରହଣ କରିବେ । କୋର୍ଟ କଚେରୀ ମାମଲା ରେ ଆପଣ ସଫଳ ହେବେ । ଆର୍ଥିକ ସ୍ଥିତି ଆପଣଙ୍କର ଭଲ ରହିବ । ଅଯଥା ଖର୍ଚ୍ଚ କରନ୍ତୁ ନାହି । ଭାଇ ଭଉଣୀ ଙ୍କ ଠାରୁ ଆପଣ ସହଯୋଗ ପାଇବେ । ଅଚାନକ ଧନ ଲାଭ ହେବ ।

ସିଂହ ରାଶି : କାର୍ଯ୍ୟ କ୍ଷେତ୍ର ରେ ବ୍ୟବସାୟରେ ସଫଳତା ଲାଭ ହେବେ । ଆପଣ ଯେଉଁ ଯୋଜନା କରି ରଖିଛନ୍ତି ତାହା ସଫଳ ହେବେ । ଯାହା ଆପଣଙ୍କ ପରିବାରର ତଥା ବ୍ୟକ୍ତିଗତ ଜୀବନ ପାଇଁ ଫଳପ୍ରଦ ରହିବ । ଆୟ କରିବାର ନୂଆ ସ୍ରୋତ ଆପଣ ପାଇବେ । ସନ୍ତାନ ମାନଙ୍କର ସଫଳତାକୁ ନେଇ ଆପଣଙ୍କ ମନ ପ୍ରସନ୍ନ ହେବେ । ବାହନ ଚଳାଇବା ସମୟରେ ସାବଧାନ ରୁହନ୍ତୁ । ମିତ୍ର ମାନଙ୍କ ସହ ଆପଣଙ୍କର ସମ୍ପର୍କ ଭଲ ରହିବ । ସ୍ୱାସ୍ଥ୍ୟ ଉତ୍ତମ ରହିବ ।

କନ୍ୟା ରାଶି : ଆଜି ପରିଜନ ମାନଙ୍କ ସହ ବାଦ ବିବାଦ ହୋଇପାରେ । ତେଣୁ ନିଜର ବାଣୀ ଉପରେ କାବୁ ରଖନ୍ତୁ । ଘରୋଇ ମାମଲା ରେ ଆପଣଙ୍କର ଯେଉଁ ସମସ୍ଯା ଲାଗି ରହିଥିଲା ତାହା ଦୂର ହେବ । କୌଣସି କ୍ଷେତ୍ର ରୁ ଧନ ଲାଭ ହେବ । ଜୀବନରେ ନୂଆ କାମ ଆରମ୍ଭ କରିବା ପାଇଁ ପ୍ଳାନ କରିବେ । ସାମାଜିକ କ୍ଷେତ୍ର ରେ ଅଗ୍ରସର ହେବେ । ଜୀବନ ସାଥି ଙ୍କ ସହ ଆପଣଙ୍କର ସମ୍ପର୍କ ଭଲ ରହିବ ।

ତୁଳା ରାଶି : ଘରେ କୌଣସି ବଡ କଥାକୁ ନେଇ ଆପଣ ପରିବାର ଲୋକଙ୍କ ସହ ଆଲୋଚନା କରିବେ । କୌଣସି ନିସ୍ପତି ନେବା ପୂର୍ବ ରୁ ଆପଣ ବିଚାର କରନ୍ତୁ । ଜୀବନରେ ଚାଲିଥିବା ସମସ୍ୟାର ନିବାରଣ ହେବେ । ଅଯଥା ଖର୍ଚ୍ଚ ବୃଦ୍ଧି ହୋଇପାରେ । ସମାଜରେ ମାନ ସମାନ ବୃଦ୍ଧି ହେବ । ଯାହା ଦ୍ଵାରା ଲୋକ ମାନେ ଆପଣଙ୍କର ମାର୍ଗ ଦର୍ଶନ କରିବେ । ଭାଇ ଭଉଣୀ ଙ୍କ ସହ ଆପଣଙ୍କର ସମ୍ପର୍କ ଭଲ ରହିବ । ମିତ୍ର ମାନଙ୍କ ସହ ସନ୍ଧ୍ୟା ରେ ବୁଲିବାକୁ ଯାଇ ପାରନ୍ତି ।

ବିଛା ରାଶି : ଚାକିରି କ୍ଷେତ୍ର ରେ ଥିବା ବ୍ୟକ୍ତି ଙ୍କୁ ନୂଆ କାମ ମିଳିପାରେ ଯାହା ଦ୍ଵାରା ସେମାନେ ମାନସିକ ଚାପରେ ରହବେ । କୌଣସି ଲାଭଦାୟକ ସୂଚନା ମିଳିବାର ଯୋଗ ରହିଛି । ଆଜି ଆପଣଙ୍କୁ ଅନ୍ୟ ସହର ଯିବାକୁ ପଡିପାରେ । କାରୋବାର ରେ ବୃଦ୍ଧି ହେବ । ରଚନାତ୍ମକ ଓ କଳାତ୍ମକ କ୍ଷେତ୍ର ରେ ଆପଣକର ରୁଚି ବୃଦ୍ଧି ହେବ । ଆପଣଙ୍କକର ସବୁ ଇଚ୍ଛା ପୂରଣ ହେବେ । ସ୍ୱାସ୍ଥ୍ୟ ଜନିତ ସମସ୍ଯା ଦୂର ହେବ ।

ଧନୁ ରାଶି : ପ୍ରେମୀ ଯୁଗଳ ନିଜ ସାଥି ଙ୍କ ସହ ସମୟ ବ୍ଯତୀତ କରିବାର ଅବସର ପାଇବେ । ଯଦି ଆପଣ କୌଣସି ବିବାଦରେ ଘେରି ରହିଛନ୍ତି ତେବେ ସେଥିରୁ ବହୁତ ଜଲ୍ଦି ବାହାରି ଆସିବେ । ଆପଣଙ୍କର ଜୀବନ ଶୈଳୀ ରେ ପରିବର୍ତ୍ତନ ଆସିପାରେ । ଜୀବନରେ ଉନ୍ନତି ହେବ । ଲମ୍ବା ସମୟରୁ ଆପଣ ଯେଉଁ କାମ ପାଇଁ ଚେଷ୍ଟା କରୁଥିଲେ ତାହା ପୂରଣ ହେବେ । ସନ୍ତାନ ପକ୍ଷ ରୁ ସମସ୍ଯା ମାନ ଦୂର ହେବ । ସମାଜରେ ମାନ ସମାନ ବୃଦ୍ଧି ହେବ ।

ମକର ରାଶି : ଆଜି ଧନ ତୁଳନାରେ ବୌଧିକ କ୍ଷମତା ରେ ଉନ୍ନତି ଅଧିକ ହେବେ । କରଜ ରୁ ମୁକ୍ତି ପାଇବେ । ଆଧ୍ୟାତ୍ମିକତା କ୍ଷେତ୍ର ରେ ଆପଣ ଅଗ୍ରସର ହେବେ । ଅପରିଚିତ ଲୋକଙ୍କ ସହ ସମ୍ପର୍କ ରଖନ୍ତୁ ନାହି ନଚେତ ଆପଣଙ୍କର କ୍ଷତି ହୋଇପାରେ । ପୈତୃକ ସମ୍ପତି ଲାଭ କରିବେ । ରାଜନୀତି କ୍ଷେତ୍ର ରେ ଥିଲେ ଆପଣଙ୍କ ପାଇଁ ସମୟ ଭଲ ରହିବ । ଅଟକି ରହିଥିବା ଟଙ୍କା ଫେରସ୍ତ ପାଇବେ ।

କୁମ୍ଭ ରାଶି : ଆଜି ଆପଣଙ୍କୁ ଏମିତି କଥା ଜଣା ପଡିବ ଯାହା ଦ୍ଵାରା ଧାନ ଲାଭ ହେବେ । ଗୁରୁଜନ ମାନଙ୍କ ଆଶୀର୍ବାଦ ପ୍ରାପ୍ତ ହେବ । ଆପଣଙ୍କ ଅତୀତ ସହ ଜଡିତ କୌଣସି ଲୋକ ଆପଣଙ୍କର ସମ୍ପର୍କ ରେ ଆସି ପାରନ୍ତି । ଯାହା ଦ୍ଵାରା ଆପଣଙ୍କର ସବୁ ସମସ୍ୟାର ସମାଧାନ ହେବେ । ଆର୍ଥିକ ସ୍ଥିତି ବେହତର ହେବେ । ଆମଦାନି ରେ ବୃଦ୍ଧି ହେବ । ବାହାର ଜିନିଷ ର ସେବନ କରନ୍ତୁ ନାହି । କାରୋବାର ରେ ପ୍ରଗତି ହେବେ । ନୂଆ ବାହନ କ୍ରୟ କରିବେ ।

ମୀନ ରାଶି : କାର୍ଯ୍ୟ କ୍ଷେତ୍ର ରେ ସଫଳ ହେବେ । ବ୍ୟବସାୟରେ ଉନ୍ନତି ହେବ । ଜୀବନ ଶୈଳୀ ରେ ପରିବର୍ତ୍ତନ ଆସିପାରେ । ଆପଣଙ୍କର ସ୍ବଭାବରେ କିଛି ଅଲଗା ପରିବର୍ତ୍ତନ ହେବ । ପ୍ରେମ ସମ୍ପର୍କ ରେ ସମୟ ଭଲ ରହବ । ଦାମ୍ପତ୍ୟ ଜୀବନରେ ସମସ୍ଯା ଆସିପାରେ । ଯାହା ପାଇଁ ଆପଣ ମାନସିକ ଚିନ୍ତା ରେ ରହିବେ । ଭାଗ୍ୟ ର ସଂପୂର୍ଣ୍ଣ ସହଯୋଗ ପ୍ରାପ୍ତ ହେବ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।