ଆଜିର ରାଶିଫଳ, 6 ଡିସେମ୍ବର 2022, ମଙ୍ଗଳବାର, ବଜରଙ୍ଗବଲିଙ୍କ ଆଶୀର୍ବାଦ ରହିବ ଏହି ୬ ଟି ରାଶି ଉପରେ, ଆର୍ଥିକ ସ୍ଥିତିରେ ହେବ ଉନ୍ନତି

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୬ ଡିସେମ୍ବର ୨୦୨୨ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : ଏହି ରାଶିର ଲୋକେ ନିଜ ଭିତରେ ଏମିତି କିଛି ପରିବର୍ତ୍ତନ ଆଣନ୍ତୁ ନାହି ଯାହା ପାଇଁ ଆପଣଙ୍କର କ୍ଷତି ହୋଇପାରେ । ଆପଣଙ୍କ ପାଇଁ ସମୟ ପଜେଟିଭ ରହିବ ॥ ଯାହା ଦ୍ଵାରା କଥାରେ ପରିବର୍ତ୍ତନ ନଜର ଆସିବ । ସେଥିପାଇଁ ଆପଣଙ୍କୁ ମାନସିକ ଅସାନ୍ତି ହୋଇପାରେ । ଆର୍ଥିକ ଲେନଦେନ ଭଲ ରହିବ । ଅନ୍ୟ ଉପରେ ଅଧିକ ଭରସା କରନ୍ତୁ ନାହି । ଭବନ ସୁଖ ରେ ବୃଦ୍ଧି ହେବ । ସଫଳତା ଅବଶ୍ୟ ମିଳିବ । ଆକସ୍ମିକ ଧନ ଲାଭ ହେବ ।

ବୃଷ ରାଶି : ଆଜି ସମାଜରେ ଆପଣଙ୍କର ମାନ ସମାନ ବଢିବ । ପରିବାର ସହ କେଉଁଠି କି ଯାତ୍ରା କରିବେ । ପରିବାର ଠାରୁ ପାଇଥିବା ସହଯୋଗ କାରଣରୁ ଆପଣଙ୍କ ବଡ କାମ ପୁରା ହେବ । ବ୍ୟାପାରୀ ବର୍ଗ ଅଳ୍ପ କ୍ଷତି ସାହି ପାରନ୍ତି । ଭଲ ଭାବନାତ୍ମକ ଅଭିବ୍ୟକ୍ତ ରେ ସମ୍ପର୍କରେ ମଧୁରତା ଆସିବ । ସଠିକ ସମୟରେ ଆପଣଙ୍କୁ ବଡ କାର୍ଯ୍ୟ ଆଗକୁ ବଢିବାରେ ଳାଗିବ । ବିଜେନ୍ସ ରେ ଆତ୍ମନିର୍ଭରତା ରହିବେ । ନୂଆ ଲୋକଙ୍କ ସହ ସମ୍ପର୍କ ରେ ଆସିବେ ।

ମିଥୁନ ରାଶି : ବିଦେଶରେ କାର୍ଯ୍ୟ ରତ ଲୋକ ଙ୍କୁ ମନ ମୁତାବକ ପରିଣାମ ପ୍ରାପ୍ତ ହେବ । ଅନ୍ୟ ମାମଲାରେ ଦଖଲ ଅନ୍ଦାଜ କରନ୍ତୁ ନାହି । ସ୍ୱାସ୍ଥ୍ୟ ଦ୍ରୁଷ୍ଟି ରୁ ସମୟ ଭଲ ରହିବ । ଶିଂଗଲ ଲୋକଙ୍କ ପାଇଁ ବିବାହ ପ୍ରସ୍ତାବ ଆସିବ । ଲଭ ମେଟ ବୁଲିବାକୁ ଯିବାର ପ୍ଳାନ କରିବେ । ଆପଣଙ୍କ ଉପରେ କାମ ବୋଝ ରହିବେ । କୌଣସି ଅସହାୟକ ଲୋକଙ୍କୁ ଭୋଜନ କରାନ୍ତୁ । ଘରେ ସୁଖ ସୌଭାଗ୍ୟ ରେ ବୃଦ୍ଧି ହେବ । ସାମାଜିକ ଗତି ବିଧି ରେ ଆପଣଙ୍କ କ୍ରିୟାଶୀଳତା ବଢିବ ।

କର୍କଟ ରାଶି : ଆଜି ଚାକିରି ରେ ପଦ ପ୍ରତିଷ୍ଠା, ମାନ ସମାନ ବା ପ୍ରମୋଶନ ହେବାର ସମ୍ଭାବନା ଅଛି । ଆଜି ଆପଣ ସବୁ କାର୍ଯ୍ୟ ରେ ବହୁତ ଅଧିକ ସଫଳ ରହିବେ । ଏହି ରାଶିର ମହିଳା ଙ୍କୁ ଆଜି ଦିନରେ ଖୁସି ଖବର ମିଳିବ । ଆପଣଙ୍କ ଆର୍ଥିକ ପକ୍ଷ ପୂର୍ବ ପେକ୍ଷା ବେହତ ହେବ । ଆପଣଙ୍କ ମଧ୍ୟରୂ କିଛି ଲୋକ ଙ୍କୁ ବଦନାମୀ ର ଶିକାର ହେବାକୁ ପଡିପାରେ । ଏହି ସମୟରେ ଭାବନାତ୍ମକ ରୂପରେ ଚିନ୍ତାରେ ରହିବେ । ପ୍ରଭୁ ଙ୍କ ଭକ୍ତିରେ ଧ୍ୟାନ ଦିଅନ୍ତୁ ।

ସିଂହ ରାଶି : ଆଜି ଆପଣ ନିଜ ଜିନିଷ ଉପରେ ଧ୍ୟାନ ନ ଦେଲେ ଚୋରୀ ହେବାର ସମ୍ଭାବନା ଅଛି । ଆପଣ ଆଜି ମନ୍ଦିର ଦର୍ଶନ କରିବାକୁ ଯିବେ । ଆପଣଙ୍କ ବ୍ୟବହାର ରେ କିଛି ଲୋକ ପ୍ରଭାବିତ ହେବେ । ଲୋକଙ୍କ ଠାରୁ ଆପଣଙ୍କୁ ସୁବ କାମରେ ସାହାଜ୍ଯ ମିଳିବ । ପରସ୍ପରର ପ୍ରତି ବିଶ୍ବାସ କାରଣରୁ ସମ୍ପର୍କରେ ସୁଧାର ହେବ । ଆପଣ ବଡ ସ୍ତର ରେ ଧାର୍ମିକ କାମରେ ଯୋଗ ଦାନ କରିବେ । ଯେଉଁ ଲୋକ ରାଜନୀତି କ୍ଷେତ୍ର ରେ ଜଡିତ ଅଛନ୍ତି

କନ୍ୟା ରାଶି : ଆଜି ବଡ ମାନଙ୍କ ଆଦର କରିବାରେ ଅଗ୍ରଣୀ ହେବେ । ଆପଣ କୌଣସି ବରିଷ୍ଠ ପଦ ରେ ପଦୋନ୍ନତି କରିବେ । ଯେଉଁ ଲୋକ ବିଦେଶରେ ଚାକିରି ପାଇଁ ପ୍ରୟାସ କରୁଛନ୍ତି ସେମାନଙ୍କୁ ଭଲ ସୂଚନା ମିଳିପାରେ । ଯେଉଁ ଲୋକଙ୍କ ନୂଆ ବିଜେନେସ ସେଟ ଅଛି ତାହାକୁ ସରକାରୀ ଦସ୍ତାବିଜ ଅନୁଯାୟୀ ପୂରଣ କରନ୍ତୁ । ପାରିବାରିକ ପରିବେଶ ଭଲ ରହିବ । ବନ୍ଧୁ ଙ୍କ ବାହାରକୁ ଯିବାର ଅବସର ପାଇବେ ।

ତୁଳା ରାଶି : ଆଜି ଆପଣଙ୍କୁ ନିଜ ମାତା ପିତା ଙ୍କ ଠାରୁ ପୂର୍ଣ୍ଣ ପ୍ରେମ ଓ ସହଯୋଗ ମିଳିବ । ନୂଆ ସମ୍ପତି କ୍ରୟ କରିବାର ଯୋଗ ଅଛି । ବ୍ୟାପାରୀ ଙ୍କୁ ପୁରୁଣା ନିବେଶ ଏବେ ବେହତର ପରିଣାମ ଦେବ । ଭବିଷ୍ୟ ର ପ୍ଲାନିଙ୍ଗ ରେ ସଫଳ ହେବେ । କାନୁନି ମାମଲାରେ ବାଧା ଆସିପାରେ । କୌଣସି କାମ କରିବାରେ ତରବର ହୁଅନ୍ତୁ ନାହି । ଖାଦ୍ୟପେୟ ଉପରେ ଧ୍ୟାନ ଦିଅନ୍ତୁ । ଭଲ ବସ୍ତ୍ର କ୍ରୟ କରିବାରେ ରୁଚି ରଖିବେ ।

ବିଛା ରାଶି : ଆଜି ଆପଣଙ୍କ ବୈବାହିକ ଜୀବନ ସୌହାର୍ଦ୍ୟପୂର୍ଣ୍ଣ ରହିବ । ପ୍ରେମ ର ଇଜହାର କରିବାରେ ଆନନ୍ଦ ପାଇବେ । କାର୍ଯ୍ୟ କ୍ଷେତ୍ର ରେ ନିଜ କମ ପ୍ରତି ଗମ୍ଭୀରତା ହେବେ । କାମରେ ସଫଳ ହେବାକୁ ଚେଷ୍ଟା କରିବେ । ଉଚ୍ଚ ଅଧିକାରି ଆପଣଙ୍କ କାମରେ ସନ୍ତୁଷ୍ଟ ହେବେ । କୌଣସି ପୁରୁଣା ଦେଇଥିବା ରୁଣ ପ୍ରାପ୍ତ ହେବ । ଆପଣଙ୍କ ବିତ୍ତୀୟ ସ୍ଥିତି ରେ ସୁଧାର ହେବ । ପାରିବାରିକ ଜୀବନ ସାମଞ୍ଜସ୍ଯ ପୂର୍ଣ୍ଣ ରହିବ ।

ଧନୁ ରାଶି : ଆଜି ବେପାର କ୍ଷେତ୍ର ରେ ଆପଣଙ୍କୁ ଦୁଇ ଗୁଣା ଧନ ଲଭ ହେବ । ଅଧିକାରି ଙ୍କ ସହ ବାଦ ବିବାଦ ଟଳିପାରେ ଓ ତାଙ୍କ କହିବା ଅନୁଯାୟୀ ଆଜି କାମ କରନ୍ତୁ । ଆପଣ ଚାହିଁଲେ ସମସ୍ୟାକୁ ଶାନ୍ତି ପୂର୍ଣ୍ଣ ଭାବେ ସମାଧାନ କରି ପାରିବେ । ଭାଇ ଭଉଣୀ ଙ୍କ ସହ ସମ୍ପର୍କ ଭଲ ରହିବ । ପାରିବାରିକ ମାମଲାର ସ୍ମଦାହନ ହେବ । ଘର ବା ବାହାରେ ସବୁ କାମରେ ସମାନ ଦ୍ରୁଷ୍ଟି ଦେବେ । ଛୋଟ ହେଉ ବା ବଡ ହେଉ ସମସ୍ତଙ୍କର ସମ୍ମାନ କରନ୍ତୁ ।

ମକର ରାଶି : ଆଜି ଆପଣ ନିର୍ଧାରିତ କରିଥିବା କାର୍ଯ୍ୟ କୁ କରିବାକୁ ପ୍ରେରଣା ମିଳିବ । କିନ୍ତୁ ପ୍ରୟାସ କରିବା ଦ୍ଵାରା ଏମିତି ଅନୁଭବ ହେବ । ଆପଣ ଯାହା ବି ଚେଷ୍ଟା କରୁଛନ୍ତି ତାହା ସଠିକ ଦିଶାରେ ହେବ । ମତ ପିତା ଙ୍କ ପରାମର୍ଶ ସାମାଜିକ ସ୍ତର ରେ ଆପଣଙ୍କୁ ସୁଖଦ ଅନୁଭବ କରାଇ ପାରେ । ପୈତୃକ ସମ୍ପତି ରେ ଆପଣଙ୍କୁ ଫାଇଦା ମିଳିପାରେ । କୌଣସି ପୁରୁଣା ବନ୍ଧୁ ଙ୍କ ସହ ଆଜି ଭେଟ ହେବ ।

କୁମ୍ଭ ରାଶି : ଦିନର ଆରମ୍ଭ ବହୁତ ଭଲରେ ହେବ । ଘରର ସାଜସଜା ଉପରେ ଆପଣ ଅଧିକ ଧନ ଖର୍ଚ୍ଚ କରିବେ । ନିଜ ଜୀବନ ସାଥିଙ୍କ ସହ ମିଶି ଭବିଷ୍ୟକୁ ନେଇ କିଛି ଯୋଜନା କରିବେ । ଆପଣଙ୍କ ପ୍ରୋଶ୍ଚାହନ ଓ ସହାନୁଭୁତି ମିଳିପାରେ । ମନରେ ଆସୁଥିବା ବିଚାର କାରଣରୁ ଆପଣ ବ୍ୟସ୍ତ ବିବ୍ରତ ହେବେ । ମନ ମୁତବାକ ଚାକିରି ପ୍ରାପ୍ତ କରିବା ପାଇଁ ଆପଣ ଚେଷ୍ଟା ଜାରି ରଖନ୍ତୁ । ଆୟର ନୂଆ ମାର୍ଗ ଖୋଲିବ । ଅଟକି ରହିଥିବା କମ ପୂରଣ ହେବ ।

ମୀନ ରାଶି : ଲୋକଙ୍କ ସହ ସମ୍ପର୍କ ବଢାଇବାରେ ଅମୟ ଭଲ ରହିବ । ବିଦ୍ୟାର୍ଥୀ ଙ୍କୁ ଶିକ୍ଷା ଜୀବନ ରେ ସୁଖଦ ଅନୁଭବ ହେବ । କାର୍ଯ୍ୟ କ୍ଷେତ୍ର ରେ ସହକର୍ମୀ ଙ୍କ ସହ ଆପଣଙ୍କ ବ୍ୟବହାର ଭଲ ହେବ । ଘରୋଇ କମରେ ବ୍ୟସ୍ତ ରେ ରହିବେ । ଆଜି ଆପଣଙ୍କର ମହତ୍ଵ ପୂର୍ଣ୍ଣ ଇଚ୍ଛା ପୂରଣ ହେବ । ପ୍ରତେକ ସମସ୍ୟାର ଏକ ରୁ ଅଧିକ ଯୋଜନାର ସମାଧାନ ବାହାରି ଯିବ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।