ଆଜିର ରାଶିଫଳ, 5 ଫେବୃୟାରୀ 2023, ରବିବାର, ସୂର୍ଯ୍ୟଦେବଙ୍କ ଆଶୀର୍ବାଦ ରହିବ ଏହି ୫ଟି ରାଶି ଉପରେ, ହେବ ଧନଲାଭ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୫ ଫେବୃୟାରୀ ୨୦୨୩ ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : ଆଜି ଆପଣ ଏହାକୁ ସମଧାନ କରିବା ପାଇଁ କୂଟନୀତି ର ପ୍ରୟୋଗ କରନ୍ତୁ । ପରିବାରରେ ସମ୍ପତି କୁ ନେଇ କିଛି ବିବାଦ ହୋଇପାରେ । ଲେନଦେନ ସମୟରେ ତରବର ହୁଅନ୍ତୁ ନାହି । ପିଲା ଙ୍କୁ ଧାର୍ମିକ ବହି ପଡିବାକୁ ଦିଅନ୍ତୁ । ମହାପୁରୁଷଙ୍କ କାହାଣୀ ସେମାନଙ୍କୁ ଶୁଣାନ୍ତୁ । ଆପଣଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆସିବ । କାହା ସହ ବିବାଦ କରନ୍ତୁ ନାହି । ବ୍ୟବସାୟ କରୁଥିବା ବ୍ୟକ୍ତି ଙ୍କ ପାଇଁ ଆଜି ଦିନରେ ଲାଭକାରୀ ରହିବ ।

ବୃଷ ରାଶି : ବ୍ୟବସାୟରେ ପଦୋନ୍ନତି ହେବାର ଯୋଗ ଅଛି । କାର୍ଜ୍ୟାଳୟ ରେ ଉଚ୍ଚ ଅଧିକାରୀ ଙ୍କ ସହଯୋଗ ପ୍ରାପ୍ତ ହେବ । ଲମ୍ବା ସମୟରୁ ଦେଖା ଥିବା ସ୍ଵପ୍ନ ଏବେ ପୁରା ହେବ । ଆପଣଙ୍କ ପୂର୍ବ ର ପ୍ରୟାସ ଏବେ ସଫଳ ହେବ । ସଂଯମ ସହ କାମ କରିବାର ଜରୁରତ ଅଛି । ଆଜି ଆପଣଙ୍କ କ୍ଯାରିୟର ରେ ଉନ୍ନତି ମିଳିବ । ପରିବାରରେ ଖୁସି ଆସିବ । ଆପଣଙ୍କ ନୂଆ ବନ୍ଧୁ ହେବେ ଯିଏ ଭବିଷ୍ୟତରେ ଆପଣଙ୍କ ପାଇଁ ଲାଭାଦାୟୀ ହେବେ ।

ମିଥୁନ ରାଶି : ଆପଣଙ୍କ ବାଣୀ ଆଜି ଲାଭ ପ୍ରଦାନ କରିବ । ଲଭ ଲାଇଫରେ ପ୍ରେମ ବଜାୟ ରହିବ । ସରକାରି କାମରେ ସଫଳତା ପ୍ରାପ୍ତି ହେବ । ବଡ ମାନଙ୍କର ସହଯୋଗ ପ୍ରାପ୍ତ ହେବ । ଯାହା ଦ୍ଵାରା ଆପଣଙ୍କ ମନ ଆନନ୍ଦ ହେବ । ମନୋରଞ୍ଜନ ପାଇଁ ସମୟ ନିଶ୍ଚୟ ବାହାର କରନ୍ତୁ । ଏହି ସମୟରେ ଆପଣଙ୍କୁ ନିଜ ପ୍ରତି ଦ୍ଵନ୍ଦୀ ଠାରୁ ସତର୍କ ରହିବାର ଅଛି ।

କର୍କଟ ରାଶି : ଆଜି ଆପଣ ନିଜକୁ ଊର୍ଜାବାନ ଅନୁଭବ କରିବେ । ସବୁ କାମ ସରଳତା ପୂର୍ବକ ପୁରା ହେବ । ଆପଣଙ୍କ ସ୍ୱାସ୍ଥ୍ୟ ଠିକ ରହିବ କିନ୍ତୁ ଆଖି ସମସ୍ଯା ହୋଇପାରେ । ନିଜ ଇଚ୍ଛା ଅପୁରା କରିବା ପାଇଁ ତତ୍ପର କରିବେ । ଆପଣଙ୍କ ଦିନଚର୍ଜ୍ୟା ଅନୁଶାସିତ ରହିବେ । ସବୁ କାମକୁ ସୁନୋୟୋଜିତ ଉପାୟରେ କରିଲେ ସଫଳତା ମିଳିବ । ଚାକିରି ରେ ଟ୍ରାନ୍ସଫର ହୋଇପାରେ ।

ସିଂହ ରାଶି : ଆର୍ଥିକ ସ୍ଥିତି ରେ ସୁଧାର ହେବ । ସ୍ଥାୟୀ ଇନକମ ରେ ସ୍ରୋତ ଉତପନ ହେବ । ଆଜି ଆପଣଙ୍କୁ ଆଳସ୍ୟ ଅନୁଭବ ହୋଇପାରେ । ଆପଣଙ୍କୁ ଖାଦ୍ୟପେୟ ଉପରେ ଧ୍ୟାନ ଦେବାର ଅଛି । କାର୍ଯ୍ୟ କ୍ଷେତ୍ରରେ ସବୁ କାମ ଆପଣଙ୍କ ଅନୁଯାୟୀ ହେବ । ଆପଣଙ୍କ ଜୀବନ ଶୈଳୀ ବହୁତ ଭଲ ରହିବ । ଶିକ୍ଷା ରେ ସଫଳତା ପ୍ରାପ୍ତି ହେବ । ଆଜି ଆପଣଙ୍କୁ କିଛି ସରକାରୀ କ୍ଷେତ୍ର ରୁ ଲାଭ ମିଳିପାରେ ।

କନ୍ୟା ରାଶି : ବ୍ୟାପାର ରେ ନିଜର ଉନ୍ନତି ରେ ସନ୍ତୁଷ୍ଟ ହେବେ । ମନୋରଞ୍ଜନର ସାଧନାରେ ଆପଣ ଧନ ଖର୍ଚ୍ଚ କରିବେ । ଧନର ଅଭାବ ଦୂର ହେବ । ଏମିତି କିଛି କାମ କରନ୍ତୁ ନାହି ଯାହା ପାଇଁ ଆପଣଙ୍କୁ ପରେ ଅନୁତାପ କରିବାକୁ ପଡିବ । ଆଜି ଆପଣଙ୍କ ବ୍ୟାପାର ରେ ବୃଦ୍ଧି ହେବ । ନିଜ ସ୍ୱାସ୍ଥ୍ୟ ର ଭଲ ଭାବେ ଧ୍ୟାନ ରଖନ୍ତୁ । ଚାକିରି ରେ ଉନ୍ନତି ଓ ନୂଆ ଦାୟିତ୍ଵ ମିଳିବ ସହ ଆପଣଙ୍କ ବ୍ୟାପାର ରେ ବଡ ଡିଲ ହେବାର ନଜର ଆସୁଛି ।

ତୁଳା ରାଶି : କାର୍ଯ୍ୟ କ୍ଷେତ୍ରରେ ମାଲିକ ଆପଣଙ୍କ ଉପରେ ଖୁବ ପ୍ରସନ୍ନ ରହିବେ । ମନରେ ଆଧ୍ୟାତ୍ମିକ ବିଚାର ଆସିପାରେ । ବ୍ୟବସାୟ ରେ ବଡ ପରିବର୍ତ୍ତନ ର କାମନା ରଖୁଛନ୍ତି ତ ସେଥିପାଇଁ ଆପଣଙ୍କୁ ଅପେକ୍ଷା କରିବାକୁ ପଡିବ । ଯଦି ଆପଣ ନିଜ ବାଣୀ ରେ ମିଠାଶ ଓ ବ୍ୟବହାରରେ ଭଲ ରଖିବେ ତେବେ ସମସ୍ତେ ଆପଣଙ୍କ ପକ୍ଷ ରେ ରହିବେ । କିନ୍ତୁ ଆଜି ପଇସା ମାମଲାରେ କିଛି ସମସ୍ଯା ଆସିପାରେ ।

ବିଛା ରାଶି : ରୋମାନ୍ସ ପାଇଁ ଦିନ ଭଲ ରହିଛି । ବ୍ୟବସାୟ ରେ କିଛି କଥାକୁ ନେଇ ଚର୍ଚ୍ଚା କରିବେ । ଛାତ୍ର ଙ୍କୁ କ୍ୟାରିୟର ରେ ସଫଳତା ପ୍ରାପ୍ତି ହେବ । ପରିବାରରେ ବଡ ଖୁସି ଖବର ମିଳିବାର ସମ୍ଭାବନା ଅଛି । ଆପଣ ନିୟମର ପାଳନ କରିବାକୁ ବାଧ୍ୟ ହେବେ । ମାର୍କେଟିଙ୍ଗ କ୍ଷେତ୍ର ରେ ଜଡିତ ଲୋକେ ବହୁତ ବଡ ଲଭ ପାଇବେ । କାର୍ଯ୍ୟ ସ୍ଥଳରେ କୌଣସି ବଡ ପ୍ରୋଜେକ୍ଟ ରେ କାମ କରୁଛନ୍ତି ତ ଅଧିନସ୍ଥ ରେ ତାଳମେଳ ଠିକ ରଖନ୍ତୁ ।

ଧନୁ ରାଶି : କାରୋବାର ବଢାଇବାକୁ ପ୍ରୟାସ କରିବେ । ଖର୍ଚ୍ଚ ଅଧିକ ନ ହେଉ ଏହାର ଧୟନ ରଖନ୍ତୁ । ଜୀବନ ସାଥିଙ୍କ କଥା ଆପଣଙ୍କୁ ପ୍ରଭାବିତ କରିବ । ଆଜି ଘରର ମାହୋଲ ଠିକ ରହିବ । କାମ କାର୍ଯ୍ୟ କୁ ନେଇ ଟିକେ ଫୋକସ ବଢାଇବାର ଜରୁରତ ଅଛି । କାରୋବାରି ଙ୍କୁ ଅଯଥା ରେ ବିବାଦ କରନ୍ତୁ ନାହି । ଅନ୍ୟଥା ଆପଣଙ୍କ ଉପରେ ଖରାପ ପ୍ରଭାବ ପଡିପାରେ ।

ମକର ରାଶି : ଅଭିଭାବକ ଙ୍କୁ ପିଲାଙ୍କ ସହ ଓ ସେମାନଙ୍କ ପଢା ଉପରେ ଧ୍ୟାନ ଦେବାର ଜରୁରତ ଅଛି । ଆପଣଙ୍କ ନୂଆ ଊର୍ଜା ସହ କାମ ଆରମ୍ଭ କରିବେ । ନିଜର ଧର୍ଯ୍ୟ ଓ କୁଶଳତା ର ପ୍ରୟୋଗ କରନ୍ତୁ । ଆପଣ ନିଜ ଜୀବନରେ କିଛି ବଡ ପରିବର୍ତ୍ତନ କରିବେ । ଆପଣଙ୍କୁ ପରିବାର ଓ ବ୍ୟାପାର ରେ ସନ୍ତୁଳନ ରଖିବାର ଜରୁରତ ଅଛି । ଆପଣଙ୍କୁ ଉଶ୍ଚାହ ବଜାୟ ରଖିବା ପାଇଁ ଲୋକଙ୍କ ସହ ଯୋଡି ହୋଇ ରହିବାର ଅଛି । ନୂଆ କାମକୁ ନେଇ ବିଚାର କରିବା ଜରୁରୀ ଅଟେ ।

କୁମ୍ଭ ରାଶି : ଆଜି ଆପଣଙ୍କ କାର୍ଯ୍ୟ କ୍ଷମତା ଭବିଷ୍ୟ ରେ ଫାଇଦା ଦେଇପାରେ । ଆପଣଙ୍କୁ ସ୍ୱାସ୍ଥ୍ୟ ସହ ମାନସିକ ରୂପରେ ଧ୍ୟାନ ଦେବାର ଜରୁରତ ଅଛି । ଆପଣଙ୍କ ଦ୍ଵାରା କରା ଯାଇଥିବା ପ୍ରୟାସ ଅନୁଯାୟୀ ଆପଣଙ୍କୁ ଫଳ ପ୍ରାପ୍ତି ହେବ । ଏହି କାରଣରୁ ନିଜ ଉପରେ ଭରସା ରଖନ୍ତୁ । ଆଜି ଆପଣ କ୍ରୋଧ ଓ ଆବେଶ କୁ ନେଇ ଅତିରିକ୍ତ ହୁଅନ୍ତୁ ନାହି ।

ମୀନ ରାଶି : ସାଥି ଙ୍କ କୌଣସି କଥା ଭଲ ନ ଲାଗିଲେ ତାକୁ ଈଗନୋର କରନ୍ତୁ । ବ୍ୟବସାୟିକ ପ୍ରତିଷ୍ଠା ରେ ବୃଦ୍ଧି ହେବ । ଆପଣଙ୍କୁ କଠିନ ପରିଶ୍ରମ କରିବାର ଜରୁରତ ଅଛି । ଚାକିରି ରେ ଆପଣଙ୍କ ଟାର୍ଗେଟ ସହଜରେ ପୁରା ହେବାର ସମ୍ଭାବନା ଅଛି । ନିଜର ଆଧ୍ୟାତ୍ମିକ ପ୍ରଗତି ପାଇଁ ଗୀତା ପାଠ କରନ୍ତୁ ଆପଣଙ୍କ ପାଇଁ ଭଲ ରହିବ । ପରିବାରର ସଦସ୍ୟ ଙ୍କ ସହ ଆଜି ଆପଣ ପର୍ଯ୍ୟଟନ ସ୍ଥଳକୁ ଯାତ୍ରା କରିବେ । ଆଜି ଭୂମି ବା ବାହନ କ୍ରୟ କରିବାକୁ ଯୋଜନା କରିବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।