ଆଜିର ରାଶିଫଳ, 5 ଡିସେମ୍ବର 2022, ସୋମବାର, ମହାଦେବଙ୍କ କୃପା ରହିବ ଏହି ୫ ଟି ରାଶି ଉପରେ, ହେବ ଧନଲାଭ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୫ ଡିସେମ୍ବର ୨୦୨୨ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : ଆଜି ବ୍ୟବସାୟରେ ଲାଭ ହେବାରୁ ମନ ହର୍ଷିତ ହେବ । ଆର୍ଥିକ ସ୍ଥିତିରେ ସୁଧାର ଆସିବ । ଆଜି ଦିନରେ ଆପଣଙ୍କ ଯୋଗ୍ୟତା ବା ପ୍ରତିଭା ଲୋକଙ୍କ ଆଗକୁ ଆସିବ । ଅଫିସିୟାଲି କାର୍ଯ୍ୟ କ୍ଷମତା ରେ ବୃଦ୍ଧି ହେବ ତଥା ମହତ୍ଵ ପୂର୍ଣ୍ଣ କାର୍ଯ୍ୟ କରିବାରେ ସକ୍ଷମ ହେବେ । ଭୌତିକ ସୁଖ ସୁବିଧା ପ୍ରାପ୍ତ ହେବ ଓ ଦାଂପତ୍ଯ ଜୀବନ ସୁଖମୟ ହେବ । ଆପଣଙ୍କ ମଧ୍ୟରୁ କେହି ନିବେଶ କରିବେ । ଆଜି କାର୍ଜ୍ୟାଳୟ ରେ ସାଜସଜା ଠିକ ରହିବ ।

ବୃଷ ରାଶି : ଆଜି ଆପଣ ବହୁତ ସୁସ୍ଥ ଅନୁଭବ କରିବେ । ଯାହା ଦ୍ଵାରା ଆପଣଙ୍କ କାମ ଜଲ୍ଦି ହେବ । ଅଧିକ ମେହନତ ପରେ ଭଲ ପରିଣାମ ମିଳିବ । ବ୍ୟାପାର ରେ ନୂଆ ଉପାୟରେ ଉନ୍ନତି ବା ଫାଇଦା ପ୍ରାପ୍ତ ହେବ । କଠିନ ସ୍ଥିତିରେ ବି ଆପଣ ଯୋଜନା କରିବାରେ ଆଗରେ ରହିବ । କିଛି ନୂଆ ଓ ପଜେଟିଭ କାମ କରିବେ । ତେବେ ଆପଣ ନିଜ ଜୀବନରେ ଭଲ ସୁଧାର ଆଣିବେ । ଆୟ ମାମଲାରେ ବୃଦ୍ଧି ହେବ । ଯାହା ଦ୍ଵାରା ଆପଣ ପ୍ରସନ୍ନ ହେବେ ।

ମିଥୁନ ରାଶି : ଛାତ୍ର ଙ୍କୁ ଅଧ୍ୟୟନ ରେ ଅଧିକ ଧ୍ୟାନ ଦେବାର ଅଛି । ଆଜି ଆପଣ ନିଜର ପ୍ରେମୀ ବା ଜୀବନ ସାଥି ଙ୍କ ସହ ଅଧିକ ସମୟ ବ୍ଯତୀତ କରିବାକୁ ଚେଷ୍ଟା କରିବେ । ଅକାର୍ଯ୍ୟ କ୍ଷେତ୍ର ରେ ଉଚ୍ଚ ଅଧିକାରୀ ଙ୍କ ଠାରୁ ପଜେଟିଭ ପ୍ରୋଶ୍ଚାହନ ମିଳିବ । ସେମାନଙ୍କ ଦ୍ଵାରା ଶିକ୍ଷା ଯାଇଥିବା କାର୍ଯ୍ୟ ର ଅଭ୍ଯାସ ପୁରା ସଜାଗ ସହକାରେ କରନ୍ତୁ । ବ୍ୟାପାରୀ ଙ୍କ ପାଇଁ ଦିନ ଶୁଭ ରହିବ । ଆପଣଙ୍କ ଆଶଙ୍କା ଦୂର ହେବ । ସନ୍ତାନ ଙ୍କ ଉନ୍ନତି ରେ ଖୁସି ହେବେ । କାମ କାର୍ଯ୍ୟ ରେ ବ୍ୟସ୍ତ ରେ ରହିବେ ।

କର୍କଟ ରାଶି : ଆଜି ଆପଣଙ୍କ ବନ୍ଧୁ ଙ୍କ ସହ ଭେଟ ହେବ ତଥା ସେମାନଙ୍କ ଠାରୁ ଲାଭ ମିଳିବ । ବ୍ୟାପାର ବଢାଇବା ପାଇଁ ଆପଣ ଯେଉଁ ପ୍ରୟାସ କରିବେ ସେଥିରେ ସଫଳତା ମିଳିବ । କିନ୍ତୁ ଆର୍ଥିକ ପକ୍ଷ କୁ ନେଇ ଚିନ୍ତାରେ ରହିବେ । ଆପଣଙ୍କ ମଧ୍ୟରୁ କିଛି ବିତ୍ତୀୟ ସମସ୍ୟାର ସାମନା କରିବେ । କିନ୍ତୁ ଏଥିରୁ ବାହାରିବା ପାଇଁ ଆପଣଙ୍କୁ ନୂଆ ରଣନୀତି ଆପଣେଇବାକୁ ପଡିବ । ପରିବାର ରେ ପ୍ରସନ୍ନତା ର ମାହୋଲ ରହିବ । ସ୍ତ୍ରୀ ଓ ପିଲାଙ୍କ ସହ ସମ୍ପର୍କ ଭଲ ହେବ ।

ସିଂହ ରାଶି : ଆଜି ଆପଣଙ୍କୁ କୀଛି କାର୍ଯ୍ୟ ରେ ନିରାଶର ସାମ୍ନା କରିବାକୁ ପଡିପାରେ । ନୂଆ ଯୋଜନା ଆକର୍ଷକ ହେବ । ଭଲ ଆମଦାନି ର ଜରିଆ ସାବ୍ଯସ୍ତ ହେବ । ଆପଣ ଘର ପରିବାର ପ୍ରତି ଅଧିକ ସଜାଗ ହେବେ । ପରିବାର ସହ କିଛି କଥା ର ମତଭେଦ ଦୂର କରିବାକୁ ଚେଷ୍ଟା କରିବେ । ଯେଉଁ ଲୋକ ଅନେକ ଦିନରୁ ବ୍ୟସ୍ତ ରେ ଥିଲେ ସେମାନେ ନିଜ ପାଇଁ ସମୟ ବାହାର କରିବେ । ଆପଣଙ୍କ ଦିନ ସାମାନ୍ଯ ଦିନ ଠାରୁ ଅଧିକ ରହିବ ।

କନ୍ୟା ରାଶି : ଆଜି ପରିବାର ସଦସ୍ୟ ସହ ସମୟ ବ୍ଯତୀତ କରିବାର ଅବସର ପାଇବେ । ପ୍ରେମୀ ଙ୍କୁ ଆଜି ଆପଣଙ୍କର କୌଣସି କଥା କଷ୍ଟ ଦେଇପାରେ । ସେ ଆପଣଙ୍କ ଉପରେ ରାଗି ପାରନ୍ତି । ତେଣୁ ନିଜ ଭୂଲର ଅନୁଭବ କରନ୍ତୁ ଓ ତାଙ୍କୁ ମନାଇ ଦିଅନ୍ତୁ । ନିଜର ଚାରି ପାଖରେ ହେଉଥିବା ଗତି ବିଧି ଉପରେ ଧ୍ୟାନ ଦିଅନ୍ତୁ । ଚାକିରି କରୁଥିବା ଜାତକ ଙ୍କ ପାଇଁ ପଦୋନ୍ନତି ହେବାର ସମ୍ଭାବନା ଅଛି । ଭାଗ୍ୟ ଆପଣଙ୍କ ପକ୍ଷ ରେ ଅଛି ତେଣୁ ଏହି ଅବସର ର ଲାଭ ଉଠାନ୍ତୁ ।

ତୁଳା ରାଶି : କାମ କାର୍ଯ୍ୟ ଅଧିକ ହେବ କାରଣରୁ ଥକାପଣ ଅନୁଭବ କରିବେ । କାର୍ଯ୍ୟ କ୍ଷେତ୍ର ରେ ଶତ୍ରୁ ଙ୍କ ପ୍ରଭାବ କମ କରିବାକୁ ଚେଷ୍ଟା କରିବେ । ଆପଣଙ୍କ ପ୍ରୟାସ ପଜେଟିଭ ପରିଣାମ ଜରୁର ଦେବ । ଯାତ୍ରା ର ଅବସର ହାତରୁ ଯିବାକୁ ଦିଅନ୍ତୁ ନାହି । ଆଜି ଆପଣ ଜୀବନ ସାଥିଙ୍କ ସହ ଆତ୍ମୀୟ ଆଲୋଚନା କରିବେ । କୌଣସି ଗୁରୁଜନ ଙ୍କ ପରାମର୍ଶ ଆପଣଙ୍କ ପାଇଁ ଠିକ ସାବ୍ୟସ୍ତ ହେବ । ସ୍ୱାସ୍ଥ୍ୟ ଆପଣଙ୍କର ଭଲ ରହିବ । ସମାଜରେ ମାନ ସମାନ ବୃଦ୍ଧି ପାଇବ ।

ବିଛା ରାଶି : ଆଜି ଆପଣ ପ୍ରେମ ପଥରେ ତୀବ୍ର ଗତିରେ ବଢିବେ । କିଛି ଜାତକ ଙ୍କ ପାଇଁ ନବୀନ ପ୍ରେମ ସମ୍ପର୍କ ନୂଆ ଆଶା କୁ ଜନ୍ମ ଦେବ । ସ୍ୱାସ୍ଥ୍ୟ ଉତ୍ତମ ରହିବ । ନିଜର ଦିନ ଚର୍ଯ୍ୟା ଓ ବିଚାର ଉପରେ ଧ୍ୟାନ ଦିଅନ୍ତୁ । ବିଦେଶ ଯାତ୍ରା କରିବାର ଯୋଗ ଅଛି । କୌଣସି ଖୁସି ଖବର ମିଳିପାରେ । ଘରର ବ୍ୟବସ୍ଥା କୁ ନେଇ କୀଛି ସମସ୍ଯା ହୋଇପାରେ । ସମୟ ଥାଉ ଥାଉ ଏହାର ସମାଧାନ କରନ୍ତୁ । ଭାଇ ଭଉଣୀ ଙ୍କ ସହଯୋଗ ମିଳିବ ।

ଧନୁ ରାଶି : ଆଜି କୌଣସି କାମରେ ହାତ ଦେବା ଅପୂର୍ବରୁ ଖର୍ଚ୍ଚ ବିଷୟରେ ଚିନ୍ତ କରନ୍ତୁ । ବ୍ୟବସାୟିକ ମିଟିଙ୍ଗ ହୋଇପାରେ । ନିଜ ବାଣୀ ଉପରେ ସଂଯମ ରଖନ୍ତୁ । ଆପଣ ଦୂର ସ୍ଥାନକୁ ଯାତ୍ରା କରିବେ । ଛାତ୍ର ଶିକ୍ଷା ରେ ଲାଭ ର ପ୍ରାପ୍ତି କରିବେ । ବାହନ ଚଲାଇବା ସମୟରେ ସତର୍କ ରୁହନ୍ତୁ । ଆତ୍ମବିଶ୍ଵାସ ରେ ବୃଦ୍ଧି ହେବ । ଦାଂପତ୍ଯ ଜୀବନ ସୁଖମୟ ହେବ । ଧାର୍ମିକ କାର୍ଯ୍ୟ ରେ ରୁଚି ବଢିବ । ଦୈନିକ ରୋଜଗାର ରେ ବୃଦ୍ଧି ହେବ । ପାରିବାରିକ ମାହୋଲ ଭଲ ରହିବ ।

ମକର ରାଶି : ଆଜି ବିବାଦ ଠାରୁ ଦୂରେଇ ରହିବାର ଜରୁରତ ଅଛି । ଜୀବନ ସାଥିଙ୍କ ଭାବନା କୁ ବୁଝିବାର ଅବସର ମିଳିବ । ବାହାର ଯାତ୍ରା କରିବାରୁ ବଛିତ ରୁହନ୍ତୁ ଓ ସ୍ୱାସ୍ଥ୍ୟ ର ଧ୍ୟାନ ରଖନ୍ତୁ । ପରିବାରର କୌଣସି ସଦସ୍ୟ ଙ୍କ ସହ ମତଭେଦ ହୋଇପାରେ । ଦିନରା ଆରମ୍ଭ ପ୍ରାରମ୍ଭ ମାନସିକ ଓ ଶାରୀରିକ ରୂପରେ ବ୍ୟଗ୍ରତା ଅନୁଭବ କରିବେ । କ୍ରୋଧ ର ମାତ୍ରା ଅଧିକ ରହିବାରୁ ବିବାଦ ହୋଇପାରେ ।

କୁମ୍ଭ ରାଶି : ଆଜି ଆପଣ କୌଣସି କଥାକୁ ନେଇ ଚିନ୍ତା ରେ ରହିବେ । ଆପଣଙ୍କ କନ୍ଫିୟୁଜ ବଢିପାରେ । କାରୋବାର ରେ ସଫଳତା ମିଳିବ । ସୌଭାଗ୍ୟ ମଧ୍ୟ ସହଯୋଗ କରିବ । ଆଜି ମାନସିକ ଓ ଶାରୀରିକ ରୂପରେ ଅତ୍ୟଧିକ ଥକାପଣ ଅନୁଭବ କରିବେ । ଆର୍ଥିକ ସ୍ଥିତି ମଜବୁତ ହେବ ଯାହା ଦ୍ଵାରା ଆପଣ କୀଛି ଜିନିଷ କ୍ରୟ କରିବେ । କାର୍ଯ୍ୟ କ୍ଷେତ୍ର ରେ ବିଶ୍ଵସ୍ତ ହୋଇ କାମ କରିବେ । କାମ କାର୍ଯ୍ୟ ରେ ମେହନତ ଅଧିକ ରହିବ । ଜୀବନ ସାଥିଙ୍କ ସହ ସମ୍ପର୍କ ରେ ସୁଧାର ଆସିବ ।

ମୀନ ରାଶି : ଆଜି ଆପଣ ଉନ୍ନତି କରିବେ । ଆପଣଙ୍କ ଧନ ରେ ବୃଦ୍ଧି ହେବ । ଅରଥିକ ରୂପ ଠିକ ରହିବ । ପରିବାରର ମାହୋଲ ରେ ସ୍ଥିତି ଉତ୍ତମ ରହିବ । ଭାଇ ଭଉଣୀ ଙ୍କ ସ୍ନେକ ମିଳିବ । କାର୍ଯ୍ୟ କ୍ଷେତ୍ର ରେ ପ୍ରୋଜେକ୍ଟ ପୁରା ହେବାରୁ ଅଧିକାରୀ ଙ୍କ ସମ୍ପର୍କ ରେ ସୁଧାର ଆସିବ । ବନ୍ଧୁ ଙ୍କ ପରାମର୍ଶ ନିଅନ୍ତୁ ଓ ସମାଧାନ ରୁହନ୍ତୁ । ବ୍ୟାପାର ଓ ଚାକିରି କ୍ଷେତ୍ର ରେ ଆପଣ ଅନେକ ମାତ୍ରା ରେ ସଫଳ ହେବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।