ଆଜିର ରାଶିଫଳ, 5 ଡିସେମ୍ବର 2021, ରବିବାର, ସୂର୍ଯ୍ୟଦେବଙ୍କ ଆଶୀର୍ବାଦ ରହିବ ଏହି ୬ଟି ରାଶି ଉପରେ, ଆର୍ଥିକ ସ୍ଥିତିରେ ହେବ ଉନ୍ନତି

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୫ ଡିସେମ୍ବର ୨୦୨୧ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : ଏହି ରାଶିର ଲୋକ ମାନେ ଖୁବ କମ ପରିଶ୍ରମ କରି ଅଧିକ ସଫଳତା ହାସଲ କରିବେ । କୌଣସି କ୍ଷେତ୍ର ରୁ ଅଚାନକ ଧନ ଲାଭ ହେବ । ଛାତ୍ର ମାନେ ଶିକ୍ଷା କ୍ଷେତ୍ର ରେ ଆଗରେ ରହିବେ । ଆପଣଙ୍କ ଭାଗ୍ୟ ଆପଣଙ୍କର ସାଥ ଦେବ । ବେପାର ଓ ବାଣିଜ୍ୟ କ୍ଷେତ୍ର ରେ ଆପଣ ଲାଭବାନ ହେବା ସହ ନୂଆ ନିବେଶ ମଧ୍ୟ କରିବେ । ସାମାଜ ରେ ଆପଣଙ୍କର ମାନ ସମାନ ପ୍ରତିଷ୍ଠା ହେବ । ଆପଣଙ୍କର ସ୍ୱାସ୍ଥ୍ୟ ଭଲ ରହିବ । ଯେଉଁ ମାନେ ଚାକିରି ଅପେକ୍ଷା ରେ ଥିଲେ ସେମାନେ ନୂଆ ଚାକିରି ପାଇବେ ।

ବୃଷ ରାଶି : ଏହି ରାଶିର ଲୋକ ମାନଙ୍କ ଜୀବନରେ ବହୁତ ସାରା ଖୁସି ଆସିବାକୁ ଯାଉଛି । ଘର ପରିବାର ରେ ମାହୋଲ ସୁଖମୟ ରହିବ । ଆପଣଙ୍କ ଜୀବନରେ କୌଣସି ଖାସ ବ୍ୟକ୍ତି ଙ୍କ ଆଗମନ ହୋଇପାଏ । ଯାହା ପାଇଁ ଆପଣଙ୍କ ମନ ପ୍ରସନ୍ନ ରହିବ । କୌଣସି କ୍ଷେତ୍ର ରୁ ଅଚାନକ ଧନ ଲାଭ ହେବ । ସନ୍ତାନ ମାନଙ୍କ ତରଫରୁ ଆପଣ ଖୁସି ଖବର ଶୁଣିବାକୁ ପାଇବେ । ବିଦ୍ୟାର୍ଥୀ ମାନେ ପାଠ ପଢା ରେ ରୁଚି ରଖିବେ । ମହିଳା ମାନେ ଘର କାମରେ ବ୍ୟସ୍ତ ରହିବେ । କୋର୍ଟ କଚେରୀ ମାମଲା ରେ ଆପଣ ସଫଳ ହେବେ ।

ମିଥୁନ ରାଶି : ଏହି ରାଶିର ଲୋକ ମାନେ ଜୀବନରେ କିଛି ବଡ କରିବାକୁ ହେଲେ କଠିନ ପରିଶ୍ରମ କରନ୍ତୁ । ଘର ପରିବାରରେ ମାହୋଲ ହସ ଖୁଶିର ରହିବ । ଗୃହରେ କୌଣସି ଶୁଭ କାର୍ଯ୍ୟ ଆରମ୍ଭ ହୋଇପାଏ । ଆପଣଙ୍କର ଅତାକି ଥିବା କାମ ପୁରା ହେବ । ଦାଂପତ୍ଯ ଜୀବନରେ ଜୀବନ ସାଥି ଙ୍କ ସହ ଆପଣଙ୍କର ଭଲ ସମ୍ପର୍କ ରହିବ । କୌଣସି ଦୂର ଜାଗାକୁ ଯାତ୍ରା କରିବେ । ଆପଣଙ୍କର ଆର୍ଥିକ ସ୍ଥିତି ରେ ସୁଧାର ଆସିବ । ଧନ କମାଇବାର ନୂଆ ଅବସର ଆପଣ ପାଇବେ ।

କର୍କଟ ରାଶି : ଏହି ରାଶିର ଲୋକ ମାନେ ପରିବାର ଲୋକଙ୍କ ସହ ଧାର୍ମିକ ଯାତ୍ରା କରିବେ । ସନ୍ତାନ ମାନଙ୍କ ଜୀବନରେ ଉନତି ଦେଖାଯିବ । ସମାଜ ରେ ଆପଣଙ୍କର ଯଶ ଓ କୀର୍ତ୍ତି ସ୍ଥାପନ ହେବ । ଯାହା ଦ୍ଵାରା ଅନ୍ୟ ମାନେ ଆପଣଙ୍କର ମାର୍ଗ ଦର୍ଶନ କରିବେ । ଚାକିରି କ୍ଷେତ୍ର ରେ ଆପଣ ନୂଆ ପଦ ହାସଲ କରିବେ । ଯେଉଁ ମାନଙ୍କର ବିବାହ ରେ ବିଳମ୍ବ ହେଉଥିଲା ସେମାନଙ୍କର ବିବାହ ଯୋଗ ରହିଛି । କୋର୍ଟ କଚେରୀ ମାମଲା ରେ ଆପଣ ସଫଳ ହେବେ । ଛାତ୍ର ମାନେ ଶିକ୍ଷା କ୍ଷେତ୍ର ରେ ଆଗରେ ରହିବେ । ଯେଉଁ ମାନେ ଇଣ୍ଟରବିୟୁ ଦେବାକୁ ଯାଉଛନ୍ତି ସେମାନେ ସଫଳ ହେବେ । ଆପଣଙ୍କର ସ୍ୱାସ୍ଥ୍ୟ ରେ ସୁଧାର ଆସିବ ।

ସିଂହ ରାଶି : ଏହି ରାଶିର ଲୋକ ମାନେ ଦାଂପତ୍ଯ ଜୀବନରେ ଜୀବନ ସାଥି ଙ୍କ ସହ ରୋମାନ୍ସ କରିବାର ସୁଯୋଗ ପାଇବେ । କୌଣସି କ୍ଷେତ୍ର ରୁ ଅଚାନକ ଧନ ଲାଭ ହେବ । ମହିଳା ମାନେ ନିଜ ପାଇଁ ନୂଆ ଉପହାର କିଣିବାରେ ବ୍ୟସ୍ତ ରହିବେ । ଗୃହକୁ କୌଣସି ନୂଆ ଅତିଥି ଙ୍କ ଆଗମନ ହୋଇପାରେ । ଯାହା ପାଇଁ ଆପଣଙ୍କର ଘରର ପରିବେଶ ଆନନ୍ଦ ପୂର୍ଣ୍ଣ ରହିବ । ଧନ କମାଇବାର ନୂଆ ନୂଆ ଅବସର ଆପଣ ପାଇବେ । ଚାକିରି କ୍ଷେତ୍ର ରେ ଆପଣଙ୍କର ପ୍ରମୋଶନ ହୋଇପାରେ ।

କନ୍ୟା ରାଶି : ଏହି ରାଶିର ଲୋକ ମାନଙ୍କର ପରିବାର ରେ ନୂଆ କାମ ଆରମ୍ଭ ହୋଇପାରେ । ଆପଣ ନୂଆ ଯାନବାହନ କ୍ରୟ କରିବେ । ଆପଣଙ୍କର ଅଟକି ଥିବା କାମ ପୁରା ହେବ । କର୍ମ କ୍ଷେତ୍ର ରେ ଅପାନ ସଫଳ ହେବେ । ବେପାର ଓ ବାଣିଜ୍ୟ କ୍ଷେତ୍ର ରେ ଆପଣ ଲାଭାବନା ହେବ ସହ କୌଣସି ନୂଆ ଯୋଜନା କରି ପାରିବେ । ଚାକିରି କ୍ଷେତ୍ର ରେ ଆପଣ ନୂଆ ପଦ ହାସଲ କରିବେ । ସାମାଜିକ କ୍ଷେତ୍ର ରେ ଆପଣ ନିଜକୁ ନିଯୋଜିତ କରିବେ । ମହିଳା ମାନେ ଘର କାମରେ ବ୍ୟସ୍ତ ରହିବେ ।

ତୁଳା ରାଶି : ଏହି ରାଶିର ଲୋକ ଆନେ ପରିବାର ଲୋକଙ୍କ ସହ ମାଙ୍ଗଳିକ କାର୍ଯ୍ୟ ରେ ଯୋଗ ଦେବେ । ଆଜି ଆପଣଙ୍କର ଆୟ ରେ ବୃଦ୍ଧି ହେବ । ଆପଣଙ୍କର ଅଟକି ଥିବା କାମ ପୁଣି ଥରେ ଆରମ୍ଭ ହେବ । କୌଣସି କ୍ଷେତ୍ର ରୁ ଅଚାନକ ଧନ ଲାଭ ହେବ । ଜୀବନରେ ସଫଳତା ପାଇବାକୁ ହେଲେ କଠିନ ପରିଶ୍ରମ କରନ୍ତୁ । କାତର ମାନେ ପାଠ ପଢାରେ ଆଗ୍ରହ ହେବେ । ରାଜନୀତି ତଥା ଶିକ୍ଷା କ୍ଷେତ୍ର ରେ ଥିବା ବ୍ୟକ୍ତି ସଫଳ ହବେ । ଦାଂପତ୍ଯ ଜୀବନରେ ଜୀବନ ସାଥି ଙ୍କ ସହ ଆପଣଙ୍କର ସମ୍ପର୍କ ମଧୁର ରହିବ ।

ବିଛା ରାଶି : ଏହି ରାଶିର ଲୋକ ମାନଙ୍କର ଜୀବନରେ ଅପାରଧାନ ସମ୍ପତି ସହ ଖୁଶିର ଆଗମନ ହେବାକୁ ଯାଉଛି । ପରିବାରରେ ବାତାବରଣ ହସ ଖୁଶିର ରହିବ । ଯାହା ପାଇଁ ଆପଣଙ୍କ ମନ ଆନନ୍ଦମୟ ରହିବ । ସାଙ୍ଗ ସାଥି ଙ୍କ ସହ ଆପଣଙ୍କର ସମୟ ଭଲରେ କଟିବ । ଅଫିସ ରେ ବଡ ଅଧିକାରୀ ଓ ସହ କର୍ମୀ ମାନଙ୍କର ସମର୍ଥନ ଆପଣ ପାଇବେ । ସମାଜ ରେ ଆପଣଙ୍କର ମାନ ସମାନ ବୃଦ୍ଧି ହେବ । ଯାହା ଦ୍ଵାରା ଆପଣଙ୍କର ପ୍ରଶଂସା ହେବ । କୌଣସି ନୂଆ କାମ ଆରମ୍ଭ କରିବାକୁ ଯୋଜନା କରୁଥିଲେ କରି ପାରବେ ।

ମକର ରାଶି : ଏହି ରାଶିର ଲୋକ ମାନେ ପ୍ରେମ ଜୀବନରେ ସଫଳ ହେବେ । କୌଣସି କ୍ଷେତ୍ର ରୁ ଆକସ୍ମିକ ଭାବେ ଧନ ଲାଭ ହେବ । ଛାତ୍ର ମାନେ ପାଠ ପଢା ଏ ଆଗରେ ରହିବେ । ଘର ପରିବାରର ସୁଖ ସମୃଦ୍ଧି ଲାଗି ରହିବ । ଯେଉଁ ମାନେ ଆପଣଙ୍କ ଉପରେ ନିର୍ଭର କରନ୍ତି ସେମାନଙ୍କର ଧ୍ୟାନ ରଖନ୍ତୁ । ଧନ କମାଇବାର ନୂଆ ସୁଯୋଗ ଆପଣ ପାଇବେ । ଆପଣଙ୍କର ସ୍ୱାସ୍ଥ୍ୟ ଉତ୍ତମ ରହିବ ।

ଧନୁ ରାଶି : ଏହି ରାଶିର ଲୋକ ମାନେ ଆଜି ଧାର୍ମିକ କାର୍ଯ୍ୟ ରେ ରୁଚି ରଖିବେ । ପରିବାର ଲୋକଙ୍କ ସହ ଆପଣ ଦୂର ଜାଗାକୁ ଯାତ୍ରା କରବେ । ସନ୍ତାନ ମାନଙ୍କ ଜୀବନରେ ଉନତି ହେବାକୁ ଯାଉଛି । ଆଜି ଆପଣଙ୍କର ଆୟ ରେ ବୃଦ୍ଧି ହେବ । ଯାହା ପାଇଁ ଆପଣଙ୍କ ମନ ପ୍ରସନ୍ନ ରହିବ । ବ୍ୟବସାୟ କ୍ଷେତ୍ର ରେ ନିବେଶ କରିବା ସହ ନୂଆ ଯୋଜନା ଆରମ୍ଭ କରି ପାରିବେ । ବୈବାହିକ ଜୀବନରେ ସ୍ଵାମୀ ସ୍ତ୍ରୀ ଙ୍କ ମଧ୍ୟରେ ତାଳମେଳ ଠିକ ରହିବ ।

କୁମ୍ଭ ରାଶି : ଏହି ରାଶିର ଲୋକ ମାନେ ଜୀବନରେ ଖୁବ କମ ପରିଶ୍ରମ କରି ସଫଳ ହେବେ । ଆପଣଙ୍କର ଅଟକି ଥିବା କାମ ପୁଣି ଥରେ ଆରମ୍ଭ ହେବ । କର୍ମ କ୍ଷେତ୍ର ରେ ଆପଣ ସଫଳ ହେବେ । ଶିକ୍ଷକ ମାନେ ନୂଆ ପଦ ହାସଲ କରିବେ । ଚାକିରି କରିଥିବା ବ୍ୟକ୍ତିଙ୍କର ସଲାରି ରେ ବୃଦ୍ଧି ହେବ । ସନ୍ତାନ ମାନଙ୍କ ତରଫରୁ ଆପଣ ଶୁଭ ସମ୍ବାଦ ଶୁଣିବାକୁ ପାଇବେ । ଆପଣଙ୍କର ସ୍ୱାସ୍ଥ୍ୟ ଉତ୍ତମ ରହିବ । ପ୍ରେମ ଜୀବନରେ ଆପଣ ମନ କଥା ସାଥି ଙ୍କୁ କହି ପାରିବେ । ଯେଉଁ ମାନେ ଆପଣଙ୍କ ଉପରେ ନିର୍ଭର କରନ୍ତି ସେମାନଙ୍କର ଧ୍ୟାନ ରଖନ୍ତୁ ।

ମୀନ ରାଶି : ଏହି ରାଶିର ଲୋ ମାନେ ଦାଂପତ୍ଯ ଜୀବନରେ ଜୀବନ ସାଥି ଙ୍କ ସହ ଦୂର ଜାଗାକୁ ଯାତ୍ରା କରିବେ । ଆପଣଙ୍କର ଆୟ ରେ ବୃଦ୍ଧି ହେବ । ଅପାନ ଯେଉଁ କାମରେ ହାତ ଦେବେ ସେଥିରେ ସଫଳ ହେବେ । କୌଣସି କ୍ଷେତ୍ର ରୁ ଅଚାନକ ଧନ ଲାଭ ହେବ । ସମାଜ ରେ ଆପଣଙ୍କର ଯଶ ସ୍ଥାପନ ହେବ । ଯାହା ଦ୍ଵାରା ଅନ୍ୟ ମାନେ ଆପଣଙ୍କର ମାର୍ଗ ଦର୍ଶନ କରିବେ । ଆପଣଙ୍କର ସ୍ୱାସ୍ଥ୍ୟ ଭଲ ରହିଛି । ଚାକିରି କ୍ଷେତ୍ର ରେ ଆପଣ ନୂଆ ପଦ ପାଇବେ । ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।