ଆଜିର ରାଶିଫଳ, 5 ଅକ୍ଟୋବର 2022, ବୁଧବାର, ଗଣେଶଙ୍କ କୃପା ରହିବ ଏହି ୫ଟି ରାଶି ଉପରେ, ଆର୍ଥିକ ସ୍ଥିତିରେ ହେବ ଉନ୍ନତି

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୫ ଅକ୍ଟୋବର ୨୦୨୨ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : ଆଜି ଆପଣ ନିଜର ମୂଲ୍ୟବାନ ବସ୍ତୁ ଦାୟିତ୍ଵ ରେ ରଖନ୍ତୁ । ପାରିବାରିକ ଜୀବନରେ ସ୍ଥିତି ଅନୁକୂଳ ରହିବ । ମାତା ପିତାଙ୍କ ଆଶୀର୍ବାଦ ମିଳିବ । ଜୀବନ ସାଥିଙ୍କ ସହ ଆପଣ ବହୁତ ଭଲ ସମୟ ବ୍ଯତୀତ କରିବେ । ଆର୍ଥିକ ସ୍ଥିତି ଆପଣଙ୍କର ଠିକ ରହିବ । ଲମ୍ବା ସମୟରେ ଶାରୀରିକ ଓ ମାନସିକ ସ୍ଥିତି ଅନୁଭବ ହେବ । ହୋଇପାରେ ଆପଣଙ୍କୁ କିଛି କାମରେ ଫଳାଫଳ ମିଳିପାରେ । ଯାହା ପାଇଁ ଆପଣ ପ୍ରସନ୍ନ ହେବେ । ଆପଣଙ୍କ ସ୍ୱାସ୍ଥ୍ୟ ବିଷୟରେ କହିବାକୁ ଗଲେ ଆପଣଙ୍କର ସ୍ୱାସ୍ଥ୍ୟ ପୂର୍ବ ଅପେକ୍ଷା ବେହତର ରହିବ ।

ବୃଷ ରାଶି : ଘର ର ବାତାବରଣ ସାନ୍ତ ରହିବ । ପରିଜନଙ୍କ ମଧ୍ୟରେ ପ୍ରେମ ଓ ଏକତା ଦେଖାଯିବ । ଯଦି ଆପଣ କୌଣସି କଥାକୁ ନେଇ ଚିନ୍ତା ରେ ଅଛନ୍ତି ତେବେ ନିଜର ସାଥିଙ୍କ ସହ ସେୟାର କରନ୍ତୁ । ଯଦି ବଡ ଭାଇ ଙ୍କ ଆପଣଙ୍କର ମତଭେଦ ଚାଲିଛି ତେବେ ଯାଇ ତାହା ଦୂର ହେବ । ଆପଣଙ୍କୁ ତାଙ୍କର ସ୍ନେହ ଓ ସହଯୋଗ ମିଳିବ । ସାମୁହିକ ଗତି ବିଧି କୁ ବୁଝିବାକୁ ଚେଷ୍ଟା କରନ୍ତୁ । ଅଯଥା ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ । କୌଣସି କ୍ଷେତ୍ର ରୁ ଆପଣଙ୍କୁ ବଡ ଖୁସି ଖବର ପ୍ରାପ୍ତ ହେବ । ଯାହା ପାଇଁ ଆପଣଙ୍କ ମନ ପ୍ରସନ୍ନ ହେବ ।

ମିଥୁନ ରାଶି : ଆଜି ଆପଣଙ୍କ କାମରେ ବାଧା ଆସିପାରେ କିନ୍ତୁ ସଫଳତା ଆପଣ ଚେଷ୍ଟା କରିବା ଦ୍ଵାରା ନିଶ୍ଚୟ ପାଇବେ । ଆଜି ସ୍ୱାସ୍ଥ୍ୟ ପଛରେ ଅଧିକ ଟଙ୍କା ବ୍ୟୟ କରିବେ । ଆକସ୍ମିକ ଧନ ଖର୍ଚ୍ଚ ହୋଇପାରେ । ବାହାର ର ଖାଦ୍ୟପେୟ ଠାରୁ ଦୂରେଇ ରୁହନ୍ତୁ । ବିଜେଷ୍ଣ ରେ ଲାଭ ପ୍ରାପ୍ତ ହେବ । ପାରିବାରିକ ସଦସ୍ୟ ସହ ବାହାରକୁ ବୁଲିବାକୁ ଯିବେ । ଜୀବନ ସାଥିଙ୍କ ସହ ଆପଣଙ୍କର ସମ୍ପର୍କ ବହୁତ ଭଲ ରହିବ । କିଛି ନୂଆ କରିବାକୁ ଚିନ୍ତା କରିବେ । ମନରେ ଭଲ ବିଚାର ଆସିବ ।

କର୍କଟ ରାଶି : ଆଜି ଆପଣଙ୍କର ସମ୍ମାନ ବଢିବ । ନିଜର କମ କାର୍ଯ୍ୟ ର ଉପାୟ ବଦଳିବ । ଆପଣଙ୍କ ସ୍ଵଭାବରେ ଅରିବର୍ତ୍ତନ ରହିବ । ଯାହା ସମସ୍ତଙ୍କୁ ଆକର୍ଷିତ କରିବ । ଧାର୍ମିକ ଯାତ୍ରା ବ ପ୍ରବାସ ର ସମ୍ଭାବନା ରହିଛି । ଆଜି ନିଜର ପ୍ରିୟଜନ ଙ୍କ ସହ ସମୟ ବ୍ଯତୀତ କରିବାର ଅବସର ମିଳିବ । ବ୍ଯବସାୟିକ କ୍ଷେତ୍ର ରେ ବିବାଦ ହେବାର ସମ୍ଭାବନା ରହିଛି । ଜିନିଷ ଓ ସ୍ଥିତି କାର୍ଯ୍ୟ ସ୍ଥଳରେ ବେହତର ରହିବ ।

ସିଂହ ରାଶି : ଆଜି ଆପଣଙ୍କୁ ନିଜର ବ୍ୟବସାୟ ପ୍ରତି ଅଧିକ ଧନ ଦେବାର ଅଛି । ତା ହେଲେ ଯାଇ ଅଧିକ ଲାଭ ପାଇ ପାରିବେ । ଆପଣଙ୍କ ମନ ସାମାଜିକ କାର୍ଯ୍ୟ ରେ ଲାଗି ରହିବ । ପଡୋଶୀ ଙ୍କ ମଧ୍ୟରେ କୌଣସି ପୁରୁଣା କାମକୁ ନେଇ ପ୍ରଶଂସା ହୋଇପାରେ । କିଛି ନୂଆ କଣ୍ଟାକ୍ତ ଆପଣଙ୍କ ସହ ସାମିଲ ହେବେ । ବହନ ଚଲାଇବା ସମୟରେ ସତର୍କ ରୁହନ୍ତୁ । ଆପଣ ନିଜର ଅଧିନସ୍ଥ ର ସମର୍ଥନ ର ଆନନ୍ଦ ନେବେ । କିଛି ନୂଆ କମ ହେବାର ଦେଖାଯିବ । କୌଣସି ନୂଆ କାମ ପାଇଁ ଯୋଜନା କରିବେ ।

କନ୍ୟା ରାଶି : ଆଜି ଦିନ ଟି ଆପଣଙ୍କ ପାଇଁ ଉଚିତ ସାବ୍ୟସ୍ତ ହେବ । ଆପଣ କୌଣସି କାମକୁ ନେଇ ନୂଆ ଯୋଜନା କରିବେ । ଆପଣଙ୍କର ଆୟ ର ସ୍ରୋତ ରେ ବୃଦ୍ଧି ହେବ । ପ୍ରାଇଭେଟ ଚାକିରୀ କରୁଥିବା ଜାତକ ଙ୍କୁ ନୂଆ ପ୍ରୋଜେକ୍ଟ ମିଳିପାରେ । ବ୍ୟର୍ଥ ଝଗଡା ରୁ ବଞ୍ଚିତ ରୁହନ୍ତୁ । କିଛି ମହତ୍ଵ ପୂର୍ଣ୍ଣ ଯୋଜନା ଫଳପ୍ରଦ ହେବ । ଯାହା ଦ୍ଵାରା ଆର୍ଥିକ ଲାଭ ହେବ । ବନ୍ଧୁ ଙ୍କ ସହ ଆପଣଙ୍କର ଅଧିକ ସମୟ ବ୍ଯତୀତ ହେବ । ଛାତ୍ର ନିଜର ମିତ୍ର ଙ୍କ ସହ କୌଣସି ବିଷୟ ବସ୍ତୁକୁ ନେଇ ଚର୍ଚ୍ଚା କରିବେ ।

ତୁଳା ରାଶି : ଆଜି ଆପଣ ଭଲ କାମରେ ଖର୍ଚ୍ଚ କରିବେ । ଆପଣ ପ୍ରତେକ ସମସ୍ୟାକୁ ସମାଧାନ କରି ନିଜର ଲକ୍ଷ୍ୟ ସ୍ଥଳରେ ପହଞ୍ଚିବେ । ଆପଣଙ୍କ ସାଥି ଆପଣଙ୍କ ବିଷୟରେ ଭଲ ଚିନ୍ତା କରିବେ । ଅଧିକାରୀ ଙ୍କ ସହ ମତଭେଦ ହେବାର ଆଶଙ୍କା ରହିଛି । ଧନ ଲାଭର ଯୋଗ ରହିଛି । ଅଫିସରେ କାମ ଭାର ଅଧିକ ରହିପାରେ । ଭାଇ ଭଉଣୀ ଓ ବଡ ମାନଙ୍କ ସହ ପ୍ରେମ ପୂର୍ଣ୍ଣ ସମ୍ପର୍କ ରହବ । ଖାଦ୍ୟପେୟ ମାମଲାରେ ସାବଧାନ ରୁହନ୍ତୁ ।

ବିଛା ରାଶି : ଆଜି ଆପଣ ସାନ୍ତ ରେ ନିଜର କାମ ଉପରେ ଧ୍ୟାନ ଦେବେ । ବିଦ୍ୟାର୍ଥୀ ବର୍ଗ ଏକାଗ୍ର ଚିତ୍ତ ହୋଇ ଅଧ୍ୟୟନ କରିବେ । ବ୍ୟାପରି ଲୋକେ ଆତ୍ମବିଶ୍ଵାସ ଦ୍ଵାରା ନିଜର କାମ କରିବେ ଓ ଖୁବ ଧନ କମାଇବେ । ପରିବାର ର ସଦସ୍ୟ ଙ୍କ ସହ ଛୋଟ ଯାତ୍ରା ବା ଭ୍ରମଣ କରିବାର ପ୍ଳାନ କରିବେ । ଯଦି ଆପଣ ଚାକିରି କରୁଛନ୍ତି ତେବେ ଅଧିଇକାରୀ ଆପଣଙ୍କ ଉପରେ ଖୁସି ହେବେ । ଜୀବନ ସାଥି ଙ୍କ ସହ ଆପଣଙ୍କର ସମ୍ପର୍କ ମଧୁର ରହିବ । ତାଙ୍କର ପୁରା ସହଯୋଗ ମଧ୍ୟ ପାଇବେ ।

ଧନୁ ରାଶି : ଆଜି ଦୌଡ ଧପଦ ଅଧିକ ରହିବ । ଆୟ ରେ ବୃଦ୍ଧ ହେବ । କାମ କାର୍ଯ୍ୟ ରେ ନିଜର ସିନିୟର ମାନଙ୍କର ଷପୋର୍ଟ ମିଳିବ । ବନ୍ଧୁ ଙ୍କ ସହ ସମ୍ପର୍କ ଭଲ ରହିବ । ସେମାନେ ଆପଣଙ୍କର ଆର୍ଥିକ ସାହାଜ୍ଯ ବି କରିବେ । ବନ୍ଧୁ ଙ୍କ ସହ କେଉଁଠି କି ବୁଲିବାର ଯୋଜନା କରିବେ । ଚାକିରି କୁ ନେଇ ଅନେକ ସତର୍କ ରୁହନ୍ତୁ । ସବୁ ପ୍ରକାରର ସୁଖ ରେ ବୃଦ୍ଧି ହେବ । ପ୍ରୟାସ ଅଧିକ କରିବାକୁ ପଡିବ । ସାଥିଙ୍କ ଠାରୁ ଆପଣଙ୍କୁ ଫାଇଦା ମିଳିବ । ଲଭ ଲାଇଫ ରେ ସନ୍ତୁଷ୍ଟି ରହିବ ।

ମକର ରାଶି : ନୂଆ ସମ୍ପତି କ୍ରୟ କରିବାର ଯୋଗ ରହିଛି । ପଇସା କ୍ଷେତ୍ରରେ ଭଲ ସୁଧାର ଆସିବାର ଯୋଗ ରହିଛି । ଆପଣଙ୍କ ଆତ୍ମବିଶ୍ଵାସ ରେ କମି ଆସିବ । ଆପଣଙ୍କର ବ୍ୟୟ ଆୟ ଠାରୁ ଅଧିକ ହେବ । କିଛି ଆର୍ଥିକ କ୍ଷତି ହେବାର ସମ୍ଭାବନା ରହିଛି । ଆପଣଙ୍କ ଜୀବନ ସାଥି ଆପଣଙ୍କ ଉପରେ ରାଗି ପାରନ୍ତି । ବିଦ୍ୟାର୍ଥୀ ବର୍ଗ ନିରର୍ଥକ ଗତି ବିଧ୍ୟ ରେ ନିଜର ସମୟ ନଷ୍ଟ କରିବେ । ଚାକିରି କରୁଥିଲେ କର୍ମଚାରୀ ଙ୍କ ସହଯୋଗ ମିଳିବ ।

କୁମ୍ଭ ରାଶି : ଆଜି ଆପଣ ନିଜର ପ୍ରିୟଜନ ଙ୍କ ସହ ମଧୁର କଥା କହିବେ । ଯାହା ଦ୍ଵାରା ସେମାନେ ପ୍ରସନ୍ନ ହେବେ । ସମୟର ସଦୁପୋଯୋଗ କରନ୍ତୁ । ବନ୍ଧୁ ଙ୍କ ସହ ମିଶି କରି କିଛି ନୂଆ ଯୋଜନା କରିବେ । ବିଶେଷ ଲୋକଙ୍କ ସହ ଭେଟ ହେବ । ମନ ମୁତାବକ କାର୍ଯ୍ୟ ସିଧି ହେବ । ମିଛ କହିଲେ ଆପଣ ଫସି ପାରନ୍ତି । ତେଣୁ ଠିକ ଆଉ ଭୁଲ ର ଅନୁଧ୍ୟାନ କରନ୍ତୁ । ଏହା ଦ୍ଵାରା ଆପଣଙ୍କର ସମୟ ନଷ୍ଟ ହେବ ନାହି । ଘର ପରିବାରରେ ଖୁସି ର ମହୋଲ ରହିବ ।

ମୀନ ରାଶି : ଆଜି ବ୍ୟାପାରୀ ମାନେ ବଡ ଧରଣର ଲାଭ ପାଇବେ । ଶାସନ ସତ୍ତା ର ସହଯୋଗ ମିଳିବ । ଆଶ୍ଵାସନା ପ୍ରାପ୍ତ ହେବ । କାରୋବାର ରେ ସଫଳତା ପ୍ରାପ୍ତ ହେବ । ସାମାଜିକ ସମ୍ପର୍କ ରେ ଲାଭ ମିଳିବ । ଶୁଭ କାର୍ଯ୍ୟ ହୋଇପାରେ । ନିଜ ବାଣୀ ରେ ଆପଣ ଅନ୍ୟ କୁ ଆକର୍ଷିତ କରିବେ । ନୂଆ କାମ ସମୟ ଅନୁଯାୟୀ ପୁରା ନ ହେବାରୁ ଆପଣଙ୍କ ଚିନ୍ତା ବଢିପାରେ । ବିଦେଶରେ ରହୁ ପଢୁଥିବା ବିଦ୍ୟାର୍ଥୀ ଙ୍କ ସବୁ ଇଚ୍ଛା ପୂରଣ ହେବ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।