Dussehra 2022: ଏହି 5 ରାଶିଙ୍କ ଉପରେ ପଡିବାକୁ ଯାଉଛି ମା ଦୂର୍ଗାଙ୍କ କୃପାଦୃଷ୍ଟି, ଏମାନଙ୍କ ଭାଗ୍ୟରେ ଏବେ ଲାଗିବାକୁ ଯାଉଛି ଲଟେରୀ, ଆପଣଙ୍କ ରାଶି ବି ଅଛି ?

ଚଳିତ ବର୍ଷ ଦଶହରାରେ ଗ୍ରହ ମାନଙ୍କରେ ଏକ ଅଦ୍ଭୁତ ସଂଯୋଗ ହେବାକୁ ଯାଉଛି । ଯାହାର ପ୍ରଭାବ ଏହି ଭାଗ୍ୟଶାଳୀ ୫ଗୋଟି ରାଶିଙ୍କ ଉପରେ ପଡିବା ଫଳରେ ଏମାନଙ୍କ ଭାଗ୍ୟ ସୁନା ଭଳି ଚମକିବାକୁ ଯାଉଛି । ଏହି ସମୟରେ ଗ୍ରହଙ୍କ ଗୋଚର ଏଭଳି ରହୁଛି ଯେ ଏହି ରାଶିଙ୍କ ପାଇଁ ଖୁସିର ସମୟ ବନୁଛି । ଅର୍ଥାତ ଏହି ରାଶିଙ୍କ ଉପରେ ଦଶହରା ଠାରୁ ହିଁ ମା ଦୂର୍ଗାଙ୍କ କୃପା ବର୍ଷା ହେବାକୁ ଯାଉଛି । ତେବେ ଚାଲନ୍ତୁ ଜାଣିବା କେଉଁ ଗୁଡିକ ସେହି ଖାସ୍ ରାଶି ।

ମେଷ ରାଶି: ଏହି ସମୟ ଠାରୁ ମା ଦୂର୍ଗାଙ୍କ କୃପାରୁ ଆପଣଙ୍କ କର୍ମକ୍ଷେତ୍ରରେ ଚାଲିଥିବା ସମସ୍ତ ବାଧାବିଘ୍ନ ଦୂର ହେବ । ଚାକିରି କ୍ଷେତ୍ରରେ ଆପଣ ଆଗକୁ ବଢିବା ସହ ବ୍ୟବସାୟରେ ମଧ୍ୟ ଲାଭ ହେବାକୁ ଯାଉଛି । ଏହି ରାଶିର ବ୍ୟକ୍ତିଙ୍କର କୌଣସି ଅଟକି ରହି ଯାଇଥିବା କାର୍ଯ୍ୟ ଏହି ସମୟରେ ପୂର୍ଣ୍ଣ ହେବ । ନୂତନ କାର୍ଯ୍ୟ କରିବା ନିମନ୍ତେ ନୂଆ ନୂଆ ସୁଯୋଗ ମଧ୍ୟ ପ୍ରାପ୍ତ ହେବ । ମା ଦୂର୍ଗାଙ୍କୁ କୃପାରୁ ଆପଣ ଏହି ସମୟରେ ପ୍ରଚୁର ଧନଲାଭ ମଧ୍ୟ କରିବେ ।

ବୃଷ ରାଶି: ମା ଦୂର୍ଗାଙ୍କ କୃପାରୁ ଚାକିରି କ୍ଷେତ୍ରରେ ଆପଣ ସଫଳ ହେବେ ଓ ସମାଜରେ ମନ ସମ୍ମାନ ପାଇବେ । ଗୃହ ନିର୍ମାଣ କାର୍ଯ୍ୟ ଯଦି ଅଟକି ରହିଛି ତେବେ ତାହା ପୁନର୍ବାର ତାହା ଆରମ୍ଭ ହେବ । ଏହି ସମୟରେ ଆପଣଙ୍କ ଆର୍ଥିକସ୍ଥିତି ସୁଦୃଢ ରହିବ । ମହିଳାମାନେ କୌଣସି ଶୁଭ ସଂବାଦ ପାଇ ଖୁସି ହେବ ଓ ଛାତ୍ର ଛାତ୍ରୀମାନେ ପ୍ରତିଯୋଗୀତାରେ ସଫଳତା ହାସଲ କରିବେ । ଆପଣଙ୍କ ଘରକୁ ଅପାର ଧନ ସମ୍ପତ୍ତିର ଆଗମନ ହେବ ।

ତୁଳା ରାଶି: ଆପଣଙ୍କ ଉପରେ ମଧ୍ୟ ମା ଦୂର୍ଗାଙ୍କ କୃପା ରହିଥିବାରୁ ଆପଣଙ୍କ ଜୀବନ ସବୁ ସମସ୍ଯା ଦୂର ହୋଇ ଆର୍ଥିକ ଅବସ୍ଥା ସୁଦୃଢ ହେବ । ପାରିବାରିକ ଜୀବନ ସୁଖମୟ ହେବା ସହ ବନ୍ଧୁ ମାନଙ୍କର ସାହାଯ୍ୟ ସହଯୋଗ ମଧ୍ୟ ପ୍ରାପ୍ତ କରିବେ । ମା ଦୂର୍ଗାଙ୍କ କୃପାରୁ ଆପଣଙ୍କ ଜୀବନରେ ଶୁଭ ସମୟର ଆଗମନ ହେବାକୁ ଯାଉଛି । ଯେକୌଣସି ନୂତନ କାର୍ଯ୍ୟ ଆପଣ ଆରମ୍ଭ କରିବେ ଏବେ ସେଥିରେ ନିଶ୍ଚିତ ଭାବେ ସଫଳ ହେବେ ।

ସିଂହ ରାଶି: କର୍ମକ୍ଷେତ୍ରରେ ଉନ୍ନତି ହେବା ସହ ପରିଶ୍ରମ ଦ୍ଵାରା ବ୍ୟବସାୟରେ ମଧ୍ୟ ଭଲ ଲାଭ ହାସଲ କରିବେ । ଏହି ସମୟରେ ଆପଣଙ୍କୁ ପରିବାର ଲୋକଙ୍କ ପୂର୍ଣ୍ଣ ସହଯୋଗ ପ୍ରାପ୍ତ ହେବ । ଖାସ୍ କରି ମହିଳାମାନଙ୍କ ସବୁ ସମସ୍ଯା ଏହି ସମୟରେ ଦୂର ହେବାକୁ ଯାଉଛି । ମା ଦୂର୍ଗାଙ୍କ କୃପାରୁ ଆପଣଙ୍କୁ ଭାଗ୍ଯର ସଂପୂର୍ଣ୍ଣ ସହଯୋଗ ପ୍ରାପ୍ତ ହେବ ଓ ଭାଗ୍ୟ ବଳରେ ଆପଣ ଧନ ଲାଭ କରିବା ସହ ସମସ୍ତ କାର୍ଯ୍ୟରେ ସଫଳତା ମଧ୍ୟ ହାସଲ କରିବେ ।

କୁମ୍ଭ ରାଶି: ଏହି ସମୟରେ ଆପଣ କୌଣସି ନୂତନ କର୍ମକ୍ଷେତ୍ରରେ ଯୋଗ ଦେଇ ପାରନ୍ତି । ଏହାସହ ଆପଣଙ୍କ ଧନ ସମ୍ପତ୍ତିରେ ମଧ୍ୟ ବୃଦ୍ଧି ହେବ । ଆପଣଙ୍କ ପାରିବାରିକ ସୁଖ ସମୃଦ୍ଧିରେ ବୃଦ୍ଧି ହେବା ସହ ପରିବାର ଲୋକେ ମଧ୍ୟ ଆପଣଙ୍କ ଉପରେ ବେଶ ପ୍ରସନ୍ନ ରହିବେ । ବ୍ୟବସାୟୀ ମାନେ ସବୁଠୁ ଅଧିକ ଲାଭ ପ୍ରାପ୍ତ କରିବେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।