ଆଜିର ରାଶିଫଳ, 4 ମେ 2020, ସୋମବାର, ଭୋଳେନାଥଙ୍କ ଆଶୀର୍ବାଦ ରହିବ ଏହି ୫ଟି ରାଶି ଉପରେ, ଆରମ୍ଭ ହେଲା ଏମାନଙ୍କର ଭଲଦିନ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୪ ମେ ୨୦୨୦ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ

ଆଜି ଆପଣ ନିଜର ମାତା ପିତାଙ୍କ ସହିତ ସୁଖମୟ ସମୟ ବ୍ୟତୀତ କରିବେ । ଘରେ ନୂଆ ଅତିଥି ଆସିବାର ସମ୍ଭାବନା ଅଛି । ଯାହା ଦ୍ଵାରା ପରିବାରର ସମସ୍ତ ସଦସ୍ୟ ଖୁସି ହୋଇଯିବେ । ଜୀବନସାଥିଙ୍କ ସହିତ ଭଲ ସାମଞ୍ଜସ୍ୟ ସ୍ଥାପିତ ହେବ । କୌଣସି ମିତ୍ର ସହ ମିଶି ପଢିବେ । ପ୍ରେମୀ ଯୁଗଲଙ୍କ ପାଇଁ ଆଜିର ଦିନ ଭଲ ଅଟେ । ଆପଣଙ୍କୁ ବିଜନେସରେ କୌଣସି ବଡ ଅଫର ମିଳିପାରେ । ଆଜି ଆପଣ ନିଜର କାମକାର୍ଯ୍ୟରେ ବହୁତ ବ୍ୟସ୍ତ ରହିବେ । କୌଣସି ଖାସ କାମ ପାଇଁ ପରିବାର ଲୋକମାନଙ୍କ ଠାରୁ ସାହାର୍ଯ୍ୟ ମିଳିପାରେ ।

ବୃଷ

ଆଜି ଘର ପରିବାରରେ ରୂପରେଖା ବଦଳି ପାରେ । ଛାତ୍ରମାନଙ୍କୁ ଶିକ୍ଷକମାନଙ୍କ ଠାରୁ ସାହାର୍ଯ୍ୟ ମିଳିବ । କୌଣସି ବିଷୟରେ ଯଦି ସମସ୍ୟା ଅଛି ତେବେ ଆଜି ସହଜରେ ସମଧାନ ହୋଇ ଯିବ । ସକାଳ ସମୟରେ ୱାର୍କ ଆଉଟ କରିବା ଦ୍ଵାରା ଆପଣ ଫିଟ ରହିବେ । ଆଜି ଆପଣଙ୍କୁ ବ୍ୟବସାୟ ସହ ଜଡିତ ମାମଲାରେ କିଛି ଭଲ ଅବସର ପ୍ରାପ୍ତ ହେବ । ସାମାଜିକ ସ୍ତରରେ ଆପଣଙ୍କ ଲୋକପ୍ରିୟତା ବଢିବ । ଆପଣଙ୍କୁ କୌଣସି ବଡ ଦାୟିତ୍ଵ ମିଳିପାରେ ।

ମିଥୁନ

ଆଜି ଆପଣଙ୍କୁ କୌଣସି ଶୁଭ ସମାଚାର ପ୍ରାପ୍ତି ହେବ । ଜୀବନରେ ଆଗକୁ ବଢିବା ପାଇଁ ଚାନ୍ସ ମିଳିବ । ଏହି ରାଶିର ଲୋକମାନଙ୍କ ନିଜର ଅନୁଭବ ଦ୍ଵାର ବଡରୁ ବଡ କାମରେ ସଫଳତା ହାସଲ କରି ନେବେ । ଏହି ରାଶିର ଲୋକମାନଙ୍କ ଆୟରେ ବୁଦ୍ଧି ଆସିବ । ଆପଣଙ୍କୁ ନିଜର ପରିଶ୍ରମ ହିସାବରେ ନିଶ୍ଚିତ ଫଳ ପ୍ରାପ୍ତି ହେବ । ଆଜି ବ୍ୟାପାର କରିବା ପାଇଁ କାହା ସହିତ ଦେଖା କରିବାକୁ ପଡିପାରେ । ଜୀବନସାଥିଙ୍କ ସହଯୋଗ ମିଳିବା ଦ୍ଵାରା ଆପଣଙ୍କ ଉତ୍ସାହିତ ରହିବ । ଯଦି ଆପଣଙ୍କ ଶାଢୀ ଦୋକାନ ଅଛି, ତେବେ ଆଜି ଆପଣଙ୍କ ବିକ୍ରି ଅଧିକ ହେବ ।

କର୍କଟ

ଆଜି କରୋବାର ସମ୍ବନ୍ଧିତ ସମସ୍ତ କାମ ହୋଇଯିବ । ଏହା ଦ୍ଵାରା ଆପଣଙ୍କୁ ଧନଲାଭ ବି ହେବ । ଆଜି ଆପଣ କୌଣସି ଘରେଲୁ ଗତିବିଧିରେ ବ୍ୟସ୍ତ ରହିବେ । କିନ୍ତୁ ଆପଣଙ୍କ ସମସ୍ୟା କିଛି ବଢିପାରେ । ଜୀବନସାଥିଙ୍କ ସହଯୋଗ ପାଇବା ପାଇଁ ଚେଷ୍ଟା କରିବାକୁ ପଡିପାରେ । ଆଜି ବନ୍ଧୁମାନଙ୍କ ସହିତ କଥାବାର୍ତ୍ତା କରିବେ । ଆଜି କିଛି ଖାଦ୍ୟ ପଦାର୍ଥ ଠାରୁ ଦୂରେଇ ରୁହନ୍ତୁ । ଏହା ଦ୍ଵାରା ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପଡିବ ନାହିଁ ।

ସିଂହ

ଏହି ରାଶିର ଲୋକମାନଙ୍କୁ ଜୀବନସାଥିଙ୍କ ସାହାର୍ଯ୍ୟ ଦ୍ଵାରା ଆପଣଙ୍କ ସମସ୍ତ କାମ ପୁରା ହୋଇଯିବ । ଆଜି ବନ୍ଧୁତାର ଲାଭଦାୟକ ମିଳିବ । ଆଜି ଆପଣଙ୍କୁ ଟଙ୍କା ଆୟ କରିବାର ନୂତନ ଜରିଆ ମିଳିବ । ଆପଣଙ୍କୁ କିଛି କାମରେ ସଫଳତା ମିଳିବ । କିନ୍ତୁ ଅନ୍ୟ କିଛି କାମରେ ସଫଳତା ମିଳିବ ନାହିଁ । କିନ୍ତୁ ସ୍ୱାସ୍ଥ୍ୟକୁ କିଛି ଖାସ ରହିବ ନାହିଁ । ଯୋଗ କରିବା ଦ୍ଵାରା ଆପଣଙ୍କ ସୁସ୍ଥ ରହିବେ । କୌଣସି କାମକୁ ନେଇ ଜଲ୍ଦି ନିଷ୍ପତି ନିଅନ୍ତୁ ନାହିଁ । କାମ ଖରାପ ହୋଇପାରେ । କାହାକୁ ବି ଅପମାନିତ କରନ୍ତୁ ନାହିଁ ।

କନ୍ୟା

ଆଜି ଆପଣ କୌଣସି ଜରୁରୀ କାମକୁ ପୂର୍ଣ କରିବେ । ଆପଣଙ୍କ ଆତ୍ମବିଶ୍ଵାସ ବଢିବ । ଆପଣଙ୍କ ପ୍ରେମ ସମ୍ବନ୍ଧରେ ମଧୁରତା ଆସିବ । ବନ୍ଧୁମାନଙ୍କ ସହିତ ସମୟ ବିତାଇବା ଦ୍ଵାରା ଖୁସି ମିଳିବ । ଧନ ସହ ଜଡିତ ଚିନ୍ତା ଦୂର ହେବ । ଆପଣ ନିଜର କାର୍ଯ୍ୟକ୍ଷମତାକୁ ଦ୍ଵାରା ନିଜକୁ ପ୍ରମାଣିତ କରିବେ । ନିଦ ପୁରା ହେବା କାରଣରୁ ଆପଣ ସତେଜ ଅନୁଭବ କରିବେ । କାମରେ ସଫଳତା ସୁନିଶ୍ଚିତ ମିଳିବ ।

ତୁଳା

ଆଜି କୌଣସି ବିଶେଷ କାମ ପାଇଁ ବନ୍ଧୁର ଉପଦେଶ ନେବାକୁ ପଡିବ । ଯାହା ଦ୍ଵାରା ଆପଣଙ୍କ କାମ ସହଜ ହୋଇଯିବ । ସ୍ୱାସ୍ଥ୍ୟ ଦ୍ରୁଷ୍ଟିରେ ଆପଣ ଅଳସୁଆ ଅନୁଭବ କରିବେ । ଆପଣଙ୍କୁ ବ୍ୟାୟମ କରିବା ବହୁତ ଜରୁରୀ ଅଟେ । ଏହା ଦ୍ଵାରା ଆପଣଙ୍କୁ ଫ୍ରେସ ଅନୁଭବ କରିବେ । ଆଜି ଆପଣଙ୍କୁ କୌଣସି ଅଜଣା ବ୍ୟକ୍ତି ଉପରେ ବିଶ୍ଵାସ କରିବା ଉଚିତ ନୁହେଁ । ଏହି ରାଶିର ଛାତ୍ରମାନେ ଘରେ ବସି କିଛି ନୂତନ ଜିନିଷ କରିବାକୁ ଚେଷ୍ଟା କରିବେ ।

ବିଚ୍ଛା

ଆଜି ବ୍ୟାପାରରେ ଆପଣଙ୍କୁ ନିଶ୍ଚିତ ସଫଳତା ମିଳିବ । ଧନ ଲାଭର ଅଫର ମିଳିବ । ଛୋଟ ପିଲାମାନେ ନିଜ ବନ୍ଧୁମାନଙ୍କ ସହ ଖେଳିବାକୁ ଯିବେ । ଆଜି ଘର ପରିବାରର ବାତାବରଣ ଭଲ ରହିବ । ଏହି ରାଶିର ଯେଉଁ ଲୋକମାନେ ରେସ୍ଟୋରେଂଟ ଅଛି, ତାଙ୍କ ଧନ ବୁଦ୍ଧି ହେବାର ସମ୍ଭାବନା ଅଛି । ଆଜି ଉଚ୍ଚାଧିକାରୀ ଆପଣଙ୍କ ଉପରେ ପ୍ରସନ୍ନ ହୋଇ ପାରନ୍ତି । ଘରେ ଅତିଥି ଆସି ପାରନ୍ତି । ଆପଣ ନିଜର କ୍ୟାରିୟରକୁ ଭଲ କରିବା ପାଇଁ ଚେଷ୍ଟା କରନ୍ତୁ । ଆପଣଙ୍କ ଚେଷ୍ଟା ସଫଳ ହେବ । କିଛି ଲୋକମାନେ ଆପଣଙ୍କ ସକାରତ୍ମକ ଚିନ୍ତା ଦ୍ଵାରା ପ୍ରଭାବିତ ହେବେ ।

ଧନୁ

ଆଜି ଆପଣଙ୍କ ଖୁସି ଭରା ବ୍ୟବହାର ଘରର ପରିବେଶକୁ ସୁଖମୟ କରିଦେବ । ଚାକିରି କରୁଥିବା ଲୋକମାନଙ୍କୁ କିଛି ଖୁସି ଖବର ମିଳିପାରେ । ଆପଣଙ୍କୁ ଆଜି କିଛି ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡିପାରେ । ଜୀବନସାଥିଙ୍କ ସହ ସନ୍ଧ୍ୟା ସମୟରେ ବାହାରକୁ ଯାଇ ପାରନ୍ତି । ସାମାଜିକ ସ୍ତରରେ ଆପଣଙ୍କୁ ସାହାର୍ଯ୍ୟ ମିଳିବ । ଏହା ଦ୍ଵାରା ଆପଣଙ୍କ ମାନ ସମ୍ମାନ ମିଳିବ । ମିଡିଆ କ୍ଷେତ୍ର ସହ ଜଡିତ ଲୋକମାନଙ୍କୁ କିଛି ଭଲ ଅବସର ପ୍ରାପ୍ତ ହେବ ।

ମକର

ଆଜି ଆପଣଙ୍କୁ ଆର୍ଥିକ ରୂପରେ ଲାଭ ମିଳିବ । କ୍ୟାରିୟର ଆପଣଙ୍କୁ କିଛି ସୁଯୋଗ ଦେଇ ପାରେ । ଆଜି ଅଧିକ କାର୍ଯ୍ୟ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇ ପାରେ । ନିଜର ସ୍ୱାସ୍ଥ୍ୟକୁ ନେଇ ଆପଣ ସକାଳ ଓ ସନ୍ଧ୍ୟା ସମୟରେ ଚାଲିବାକୁ ଯାଆନ୍ତୁ । ଏହା ଦ୍ଵାରା ଆପଣଙ୍କୁ ସତେଜ ମନେ କରିବେ । ଆଜି ଆପଣଙ୍କୁ ଅନ୍ୟ ବ୍ୟକ୍ତିଙ୍କ ନକାରାତ୍ମକ ଚିନ୍ତା ଦ୍ଵାରା ବଞ୍ଚିବାକୁ ହେବ । ପରିବାର ଲୋକମାନଙ୍କ ସହିତ କୌଣସି ମାମଲାକୁ ନେଇ କଥାବାର୍ତ୍ତ କରିବେ । ଟଙ୍କା ନେବା ଦେବାରେ ଆପଣଙ୍କୁ ସାବଧାନ ହେବାକୁ ହେବ ।

କୁମ୍ଭ

ଆଜି ପରିବାରରେ ହର୍ଷୋଲ୍ଲାସର ବାତାବରଣ ହେବ । ଦାମ୍ପତ୍ୟ ଜୀବନରେ ସ୍ଵାମୀ ସ୍ତ୍ରୀ ସାମଞ୍ଜସ୍ୟ ରଖିବେ । ସ୍ୱାସ୍ଥ୍ୟ ମାମଲାରେ ଆପଣ ସୁସ୍ଥ ରହିବେ । କିଛି ଲୋକମାନେ ଆପଣଙ୍କ କଥାରେ ପ୍ରଭାବିତ ହେବେ । ଏହା ସହିତ ଆପଣଙ୍କ ସହିତ ଯୋଡି ହେବା ପାଇଁ ଚେଷ୍ଟା କରିବେ । ଆଈ. ଟୀ ସେକ୍ଟର ସହ ଜଡିତ ଛାତ୍ରମାନଙ୍କୁ ସଫଳତା ମିଳିବ । ଭାଇ ଭଉଣୀଙ୍କ ସହିତ ଆପଣଙ୍କ ସମ୍ବନ୍ଧ ଭଲ ରହିବ । କୌଣସି କାମରେ ଆପଣଙ୍କୁ ସେମାନଙ୍କ ସହଯୋଗ ମିଳିବ । ଘରର ସୁଖ ସମୃଦ୍ଧିରେ ବୁଦ୍ଧି ହେବ ।

ମୀନ

ଆଜି ଆପଣଙ୍କ ଭିତରେ ଆତ୍ମବିଶେଷ ଅଧିକ ରହିବ । ଏହା ସହିତ ଆପଣଙ୍କୁ ଉନ୍ନତିର ଅବସର ମିଳିବ । ଆଜି ପରିବାର ସହିତ ଧାର୍ମିକ ଯାତ୍ରା ଯୋଜନା କରିବେ । ଆପଣଙ୍କୁ ବ୍ୟାପାରରେ ଲାଭ ମିଳିପାରେ । ସ୍ୱାସ୍ଥ୍ୟ ପୂର୍ବ ଅପେକ୍ଷା ଭଲ ରହିବ । ଆପଣ କୌଣସି ନୂଆ କାମ ବିଷୟରେ ଚିନ୍ତା କରିବେ । ଦାମ୍ପତ୍ୟ ଜୀବନରେ ବୁଝି ସୁଝି ନିଷ୍ପତି ନିଅନ୍ତୁ । ଆପଣଙ୍କ ଦିନ ଖାସ ଭଲ ରହିବ ନାହିଁ । ଦୈନିକ ରାଶିଫଳ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।