ଆଜିର ରାଶିଫଳ, 4 ମାର୍ଚ୍ଚ 2022, ଶୁକ୍ରବାର, ମା ଦୂର୍ଗାଙ୍କ କୃପା ରହିବ ଏହି ୪ଟି ରାଶି ଉପରେ, ହେବ ଧନଲାଭ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୪ ମାର୍ଚ୍ଚ ୨୦୨୨ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : ଆଜି ବ୍ୟବସାୟରେ କୌଣସି ବଡ ସଫଳତା ହାତକୁ ଲାଗିପାରେ । ପ୍ରେମୀ ଯୁଗଳ ନିଜ ସାଥି ଙ୍କ ସହ ଦୂର ଜାଗାକୁ ଯାତ୍ରା କରିବେ । ପ୍ରେମ ଜୀବନ ସାନଦାର ରହିବ । ଯେଉଁ କ୍ଷେତ୍ର ରେ ରହିବେ ଉଚ୍ଚ ସ୍ତର ରେ ରହିବେ । କୌଅଂଶୀ କ୍ଷେତ୍ର ରୁ ଅଚାନକ ଧନ ଲାଭ ହୋଇପାରେ । ଘର ପରିବାରରେ ସୁଖଦ ମାହୋଲ ରହିବ । ଛାତ୍ର ଛାତ୍ରୀ ମାନେ ଶିକ୍ଷା କ୍ଷେତ୍ର ରେ ଉନ୍ନତି କରିବେ । ଧାର୍ମିକ ଅନୁଷ୍ଠାରେ ଅଧିକ ଟଙ୍କା ଖର୍ଚ୍ଚ ହୋଇପାରେ ।

ବୃଷ ରାଶି : ଆଜି ଆପଣଙ୍କର ସବୁ ଆର୍ଥିକ ସମସ୍ଯା ଦୂର ହେବେ । ଆଜି କରଜ ରୁ ମୁକ୍ତି ପାଇବେ । ଅଟକି ରହିଥିବା କାମ ପୁଣି ଥରେ ଆରମ୍ଭ ହେବେ । ବିଦ୍ୟାର୍ଥୀ ମାନେ ଆଗକୁ ବଢିବାକୁ ହେଲେ କଠିନ ପରିଶ୍ରମ କରିବାକୁ ପଡିବ । କାର୍ଯ୍ୟ କ୍ଷେତ୍ର ରେ ବଡ ସଫଳତା ପ୍ରାପ୍ତ ହେବେ । କିନ୍ତୁ ନିଜର କ୍ରୋଧ ଉପରେ ସଂଯମ ରଖନ୍ତୁ । ଯେଉଁ କାମରେ ହାତ ଦେବେ ତାହା ଅପୁରା କରିବେ । ଦାଂପତ୍ଯ ଜୀବନ ସୁଖମୟ ରହିବ ।

ମିଥୁନ ରାଶି : ପ୍ରେମ ମାମଲାରେ ଆପଣଙ୍କର ସମୟ ଆଜି ଦିନ ଟି ସାନଦାର ରହିବ । ଅଟକି ରହିଥିବା ଟଙ୍କା ଫେରି ପାଇବେ । ଦୀର୍ଘ ଦିନରୁ ଯେଉଁ ଯୋଜନାପପ୍ରସ୍ତୁତ କରି ରଖିଥିଲେ ତାହା କାର୍ଯ୍ୟକାରୀ କରିବାର ସମୟ ଆସି ଯାଇଛି । ବେପାର ବାଣିଜ୍ୟ କ୍ଷେତ୍ର ରେ ଆପଣ ଲାଭବାନ ହେବା ସହ ନୂଆ ନିବେଶ କରିବେ । ଚାକିରି କ୍ଷେତ୍ର ରେ ଆପଣ ଉଚ୍ଚ ସ୍ତର ରେ ରହିବେ । ସ୍ୱାସ୍ଥ୍ୟ ଜନିତ ସମସ୍ଯା ଦୂର ହେବ । ସନ୍ତାନ ମାନଙ୍କ ତରଫରୁ ଶୁଭ ସମାଚାର ଶୁଣିବାକୁ ପାଇବ ।

କର୍କଟ ରାଶି : ଆପଣ ନିଜର ବାଣୀ ଉପରେ ସଂଯମ ରଖନ୍ତୁ । ଆଜି ଆପଣଙ୍କୁ ଜୀବନରେ କିଛି ନୂଆ କଥା ଶିଖିବାକୁ ମିଲବୀ । କୌଣସି କ୍ଷେତ୍ର ରୁ ଅଚାନକ ଧନ ଲାଭ ହେବେ । ଆର୍ଥିକ ପକ୍ଷ ଠିକ ରହିବ । ଯେଉଁ ଛାତ୍ର ଇଞ୍ଜିନିୟର ପଢୁଛନ୍ତି ସେମାନଙ୍କୁ ସଫଳତା ଲାଭ ହେବେ । ଆପଣଙ୍କୁ ପ୍ରତେକ କ୍ଷେତ୍ର ରୁ ସହାୟତା ପ୍ରାପତ ହେବେ । ସ୍ୱାସ୍ଥ୍ୟ ପୂର୍ବ ଅପେକ୍ଷା ଭଲ ରହିବ । ଆପଣ ରୋମାନ୍ସ ମାମଲାରେ ଆଗରେ ରହିବେ ।

ସିଂହ ରାଶି : ଆଜି ଆୟ ରେ ନୂଆ ସ୍ରୋତ ବିକଶିତ ହେବେ । ଆପଣଙ୍କ ସାଥି ଆପଣଙ୍କର ସବୁ କଥା ବୁଝି ଆପଣଙ୍କର ସହଯୋଗ କରିବେ । କୌଣସି କ୍ଷେତ୍ର ରୁ ବଡ ଖୁସି ଖବର ଶୁଣିବାକୁ ପାଇବେ । ଆଜି ଆପଣ କୌଣସି ବଡ ନିସ୍ପତି ନେବେ । ଯାହା ଆପଣଙ୍କ ଭବିଷ୍ୟତ ପାଇଁ ଫାଇଦା ଆଣିବ । ଦାଂପତ୍ଯ ଜୀବନରେ ଜୀବନ ସାଥି ଙ୍କ ସହ ଦୂର ଜାଗାକୁ ଯାତ୍ରା କରିବେ । ଆପଣଙ୍କ ଜୀବନରେ ନୂଆ ଅନୁଭୂତି ସୃଷ୍ଟି ହେବେ । ଯାହାର ଆଶା ଆପଣ କେବେ କରି ନ ଥିବେ ।

କନ୍ୟା ରାଶି : ଆର୍ଥିକ ଆୟୋଜନ ଭଲ ରହିବ । ଘର ପରିବାରରେ ହସ ଖୁଶିର ମାହୋଲ ରହିବ । ଅଟକି ରହିଥିବା କାମ ପୁରା ହେବେ । ଚାକିରି ଖେରତ୍ର ରେ ପ୍ରମୋଶନ ମିଳିପାରେ । ଆପଣ କୌଣସି ବଡ ଯୋଜନା ପ୍ରସ୍ତୁତ କରିବେ ଯାହାକୁ କାର୍ଯ୍ୟକାରୀ କରି ପାରିବେ । ପ୍ରେମ ଜୀବନରେ ଆପଣ ମନ କଥା ସାଥି ଙ୍କୁ କହିବାର ସଠିକ ସମୟ ରହିବ । ଛାତ୍ର ଛାତ୍ରୀ ମାନେ ଶିକ୍ଷା କ୍ଷେତ୍ର ରେ ଅଗ୍ରସର ହେବେ ।

ତୁଳା ରାଶି : ଅଫିସରେ ଆପଣଙ୍କୁ କଠିନ ପରିଶ୍ରମ କରିବାକୁ ପଡିପାରେ । ଶତ୍ରୁ ମାନେ ପରାଜୟ ହେବେ । ଚାକିରି କ୍ଷେତ୍ର ରେ ପ୍ରୋଗ୍ରେସ ହେବ । ଆତ୍ମବିଶ୍ଵାସ ରେ ବୃଦ୍ଧି ହେବେ । ଦାଂପତ୍ଯ ଜୀବନରେ ଜୀବନ ସାଥି ଙ୍କ ସହ ଭଲ ସମ୍ପର୍କ ରହିବ । ପରିବାର ଲୋକଙ୍କ ସହଯୋଗ ମିଳିପାରେ । ଭାଇ ଭଉଣୀ ଙ୍କ ଠାରୁ ଆର୍ଥିକ ସାହାଜ୍ଯ ପାଇବେ । ମିତ୍ର ମାନଙ୍କ ସହ ସମୟ ଭଲ ରହିବ । ପାରିବାରିକ ବାତାବରଣ ହସ ଖୁସିର ରହିବ । କରଜ ରୁ ମୁକ୍ତି ପାଇବେ ।

ବିଛା ରାଶି : ବାହନ ଚଳାଇବା ସମୟରେ ସାବଧାନ ରୁହନ୍ତୁ । ମାତା ପିତା ଙ୍କ ଠାରୁ ସହଯୋଗ ପାଇବେ । ଅଚାନକ କୌଣସି କ୍ଷେତ୍ର ରୁ ଧନ ଲାଭ ହୋଇପାରେ । ସାମାଜିକ କାର୍ଯ୍ୟ ରେ ଆପଣ ଭାଗ ହେବେ । ଧାର୍ମିକ କାର୍ଯ୍ୟରେ ଅଧିକ ରୁଚି ବଢିବ । ରାତିରେ ପରିବାର ଲୋକଙ୍କ ସହ କିଛି ସମୟ ବିତାଇବାର ସୁଯୋଗ ପାଇବେ । ଯାହା ପାଇଁ ଆପଣଙ୍କ ମନ ପ୍ରସନ୍ନ ରହିବ । ଛାତ୍ର ଛାତ୍ରୀ ମାନେ ପାଠ ପଢା ରେ ଆଗରେ ରହିବେ ।

ଧନୁ ରାଶି : ଆଜି ଆପଣଙ୍କ ପରିବାର ର ଭରପୁର ସହଯୋଗ ପ୍ରାପ୍ତ ହେବେ । କାର୍ଯ୍ୟ କ୍ଷେତ୍ର ରେ ଅଟକି ରହିଥିବା କାମ ଆରମ୍ଭ ହେବେ । ଆଜି କୌଣସି ଶୁଭ ସମାଚାର ଶୁଣିବାକୁ ମିଳିପାରେ । ନୂଆ ଜିନିଷ ଘରକୁ ଆଣିବେ । ଯାହା ପାଇଁ ଆପଣଙ୍କ ସନ୍ତାନ ମାନେ ଖୁସି ହେବେ । ସନ୍ତାନ ମାନଙ୍କର ସ୍ୱାସ୍ଥ୍ୟ ଭଲ ରହିବ । ଆତ୍ମବିଶ୍ଵାସ ରେ ବୃଦ୍ଧି ହେବେ । ପିଲା ମାନଙ୍କ ସହ ଦୂର ଜାଗାକୁ ଯାତ୍ରା କରିବା ପାଇଁ ଚିନ୍ତା କରିବେ । ଦାଂପତ୍ଯ ଜୀବନ ମଧୁମୟ ରହିବ ।

ମକର ରାଶି : କାରୋବର ରେ ଆପଣଙ୍କର ଅଧିକ ଧନ ଲାଭ ହେବେ । କୌଣସି ମିତ୍ର ଙ୍କ ସହ ସହଯୋଗ ପାଇବେ । ଯାହା ଦ୍ଵାରା ଆପଣଙ୍କ ମନ ପ୍ରସନ୍ନ ହେବେ । ପ୍ରେମ ଜୀବନରେ ଆପଣଙ୍କର ସମୟ ଅନୁକୂଳ ରହିବ । ପାର୍ଟନର ଙ୍କ ସହ ଆପଣ ମନ କଥା ସେୟାର କରିବେ । ଚାକିରି କ୍ଷେତ୍ର ରେ ମାନ ସମାନ ପ୍ରାପ୍ତ ହେବ । ସାମାଜିକ କାର୍ଯ୍ୟ ରେ ନିଜକୁ ନିଯୋଜିତ କରିବେ । ଯାହା ପାଇଁ ଆପଣଙ୍କର ପ୍ରଶଂସା ହେବ । ସ୍ୱାସ୍ଥ୍ୟ ଭଲ ରହିବ ।

କୁମ୍ଭ ରାଶି : ଆଜି ଆପଣ ମିତ୍ର ମାନଙ୍କ ସହ ଅଧିକ ସମୟ ବିତାଇବାର ସୁଯୋଗ ପାଇବେ । ଯାହା ପାଇଁ ଆପଣଙ୍କ ମନ ପ୍ରସନ୍ନ ହେବେ । ଆୟ କରିବାର ନୂଆ ସ୍ରୋତ ପାଇବେ । ଭୌତିକ ବିକାରେ ଆପଣଙ୍କର ବୃଦ୍ଧି ହେବେ । ପାରିବାରିକ ବାତାବରଣ ସୁଖ ଶାନ୍ତି ରହିବ । ଧାନ ଜନିତ ସମସ୍ଯା ଦୂର ହେବେ । ବେପାର ବାଣିଜ୍ୟ କ୍ଷେତ୍ର ରେ ଦୁଇ ଗୁଣା ଧନ ଲାଭ କରିବେ । ମାତା ପିତା ଙ୍କ ସହଯୋଗ ପାଇବେ । ଭାଇ ଭଉଣୀ ଙ୍କ ଠାରୁ ଆର୍ଥିକ୍ଷ ସାହାଜ୍ଯ ପାଇବେ ।

ମୀନ ରାଶି : ଆଜି ଆପଣଙ୍କ ଜୀବନରେ ସାକାରାତ୍ମକ ପରିବର୍ତ୍ତନ ହୋଇପାରେ । ଆର୍ଥିକ ସ୍ଥିତି ମଜ୍ବୁତ ରହିବ । ଯେଉଁ ମାନେ ବେରୋଜଗାର ଥିଲେ ସେମାନଙ୍କୁ ରୋଜଗାର କରିବାର ନୂଆ ଅବସର ପରପ୍ତ ହେବ । ସନ୍ତାନ ସୁଖର ଯୋଗ ରହିଛି । ଯେଉଁ ମାନଙ୍କର ବିବାହରେ ବିଳମ୍ବ ହେଉଥିଲା ସେମାନଙ୍କର ବିବାହ ପ୍ରସ୍ତାବ ଆସିପାରେ । ଅଚାନକ ଧନ ଲାଭ ହୋଇପାରେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।