ଆଜିର ରାଶିଫଳ, 31 ମେ 2022, ମଙ୍ଗଳବାର, ବଜରଙ୍ଗବଲିଙ୍କ କୃପା ରହିବ ଏହି ୩ ଟି ରାଶି ଉପରେ, ଆର୍ଥିକ ସ୍ଥିତିରେ ହେବ ଉନ୍ନତି

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୩୧ ମେ ୨୦୨୨ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : ଆଜି ଦିନ ଟି ଆପଣଙ୍କ ପାଇଁ ଉତଥାନ ପତନ ରହିପାରେ । ସ୍ୱାସ୍ଥ୍ୟ ମାମଲା ରେ ଥକାପଣ ଅନୁଭବ କରିବେ । ସ୍ଥିତି ର ବହୁତ ଜଲ୍ଦି ପରିବର୍ତ୍ତନ ହୋଇପାରେ । ଜରୁରୀ ପ୍ରୋଜେକ୍ଟ ପାଇଁ ଅଚାନକ ଯାତ୍ରା କରିବାକୁ ପଡିପାରେ । କାର୍ଯ୍ୟ ଆପଣଙ୍କର ସଠିକ ସମୟରେ ହେବାର ଆପଣ ଦେଖିବାକୁ ପାଇବେ । କିଛି ବି କାମ ର ସମାଧାନ ହୋଇପାରେ । କୌଣସି କ୍ଷେତ୍ର ରୁ ଅଚାନକ ଧନ ଲାଭ ହୋଇପାରେ । ଜୀବନରେ କିଛି ନୂଆ କାମ କରିବା ପାଇଁ ପ୍ଳାନ କରିବେ । ସମାଜରେ ମାନ ସମାନ ବୃଦ୍ଧି ହେବ ।

ବୃଷ ରାଶି : ଆଜି ଦିନ ଟି କୌଣସି ଜିନିଷ କିଣିବାରେ ବ୍ଯତୀତ ହେବ । କୌଣସି କାମକୁ ନେଇ ତରବର ହୁଅନ୍ତୁ ନାହି । ରଚାନତ୍ମକ ପ୍ରୟାସ ଆପଣଙ୍କର ଫଳପ୍ରଦ ହେବ । ଖେଳକୁଦ ରେ ଆଗ୍ରହୀ ଥିବା ପିଲା ମାନେ ବେହତର ପ୍ରଦର୍ଶନ କରିବେ । ଯଦି ଆପଣ ଅଧିକ ଟଙ୍କା ବିନିମୟ କରିବେ ତେବେ ଆପଣଙ୍କର ଆର୍ଥିକ ସମସ୍ଯା ହୋଇପାରେ । କାର୍ଯ୍ୟ ସିଦ୍ଧି ର ପ୍ରସନ୍ନତା ଅନୁଭବ କରିବେ । ଆପଣ କମ ପ୍ରୟାସ କରି ଅଧିକ ଲାଭ ପାଇବେ । ମନ ଭକ୍ତି ଭାବରେ ପୂର୍ଣ୍ଣ ରହିବ ।

ମିଥୁନ ରାଶି : ଆଜି ଆପଣଙ୍କର ସବୁ ସମୟର ସମାଧାନ ହେବ କିନ୍ତୁ ଟିକେ ଅପେକ୍ଷା କରିବାକୁ ପଡିବ । ଯଦି ଆଜି ଅଫିସରେ କୌଣସି ସମସ୍ୟା ଆସିଥାଏ ତାହା ଉଚ୍ଚ ଅଧିକାରୀଙ୍କ ସହାୟତାରେ ତାହା ସମାଧାନ ହେବ । କୌଣସି ସାମାଜିକ ସଭା ବା ସମାରୋହରେ ଆପଣ ଯୋଗ ଦେବେ । ଆପଣଙ୍କ ଜୀବନ ସାଥି ଙ୍କ ସହ ପ୍ରେମ ଓ ଶ୍ନେହ ଭରା ସମ୍ପର୍କ ଅଧିକ ମଜବୁତ ହେବ । କୌଣସି ମିତ୍ରା ବା ସମ୍ପର୍କୀୟ ଙ୍କ ସହ ମତଭେଦ ହୋଇପାରେ । ସମାଜରେ କୀର୍ତି ମାନ ସ୍ଥାପନ କରିବେ । ଯାହା ଦ୍ଵାରା ଲୋକ ମାନେ ଆପଣଙ୍କର ପ୍ରଶଂସା କରିବେ ।

କର୍କଟ ରାଶି : ବେପାର କ୍ଷେତ୍ର ରେ ତୀବ୍ର ଗତିରେ ବୃଦ୍ଧି ହେବାର ସମ୍ଭାବନା ରହିଛି । ଯଦି ଆପଣ ବେପାର ରେ କାହାକୁ ପାର୍ଟନର କରିଛନ୍ତି ତେବେ ତାଙ୍କର ପରାମର୍ଶ ମାନିଲେ ଆପଣଙ୍କ ପାଇଁ ଲାଭଦାୟକ ହେବ । ବୁଝି ବିଚାରୀ କୌଣସି ବଡ କାମ ପୂରଣ କରିବେ । ସହଜରେ କୌଣସି ବଡ କାମ ପୁରା ହୋଇପାରେ । ଆପଣଙ୍କର କାର୍ଯ୍ୟ ରେ ବୃଦ୍ଧି ହେବାର ଦେଖିବାକୁ ମିଳିବ । ଆପଣ ଯେଉଁ କାମ ପୁରା କରିବେ ସେଥିରେ ମେହନତ କରିଲେ ସଫଳତା ପ୍ରାପ୍ତି ହେବ ।

ସିଂହ ରାଶି : ଶାରୀରିକ, ମାନସିକ ତଥା ଆର୍ଥିକ ଦ୍ରୁଷ୍ଟି ରୁ ଆଜି ଦିନ ଟି ଭଲ ରହିବ । ଆଜି କୌଣସି ବରିଷ୍ଠ ଅଧିକାରୀଙ୍କ ହସ୍ତକ୍ଷେପ କାରଣରୁ ପାରିବାରିକ କଳହର ସମାଧାନ ହେବ । ଆପଣଙ୍କର ରଚାନତ୍ମକ କ୍ଷମତା ରେ ବୃଦ୍ଧି ହେବ । ନୂଆ ଚିନ୍ତାଧାରା ଆପଣଙ୍କ ଜୀବନରେ ସର୍ବଦା ସଫଳତା ଆଣିବ । ବେହତର କାର୍ଯ୍ୟ ସଠିକ ସମୟରେ ହେବାରେ ଆପଣ ଦେଖିବାକୁ ପାଇବେ । ଆଜି ଆପଣ କୌଣସି ବଡ ପରିଯୋଜନା ପୁର କରିବାରେ ସଫଳ ହେବେ ।

କନ୍ୟା ରାଶି : ବିଦ୍ୟାର୍ଥୀ ଙ୍କ ମନ ନାକାରାତ୍ମକ ଚିନ୍ତା ରେ ଭାରି ରହିବ । ପ୍ରେମ ସମ୍ପର୍କ ଉତ୍ତମ ଓ ସହଯୋଗ ପୂର୍ଣ୍ଣ ରହିବ । ସ୍ୱାସ୍ଥ୍ୟ ଭଲ ରହିବା କାରଣରୁ ଆପଣ ବିଭିନ୍ନ କ୍ଷେତ୍ର ରେ ସକ୍ରିୟତା ପୂର୍ବକ ଭାଗ ନେବେ । ଯଦି ଆପଣ ବାହାରକୁ ଯିବା ପାଇଁ ପ୍ଳାନ କରିଛନ୍ତି ତେବେ ସଠିକ ସମୟରେ ଏହା ବଦଳିପାରେ । ପ୍ରତିଯୋଗୀ ପରୀକ୍ଷା ରେ କିଛି ବେହତର କରିବେ । ଆପଣ ନିଜର ପାର୍ଟନର ଙ୍କ ସହ ମିଶି ଏକତ୍ର ହୋଇ କିଛି କାମ କରିବେ ଯେଉଁଥିରେ ଆପଣ ସଫଳ ହେବେ ।

ତୁଳା ରାଶି : ଆଜି ଆପଣ ମାନସିକ ସ୍ଥିତି ରେ ଆକ୍ଟିଭ ରହିବେ । କିଛି ନୂଆ ମୌକା ଆପଣ ପାଇବେ । ବିଜେନ୍ସ ଓ କାମ ପାଇଁ ଆପଣ ଥକାପଣ ଅନୁଭବ କରିବେ । କୌଣସି କାମ ପାଇଁ ଆପଣଙ୍କୁ ଚ୍ୟାଲେଞ୍ଜ ରେ ସମାନ କରିବାକୁ ପଡିପାରେ । ସନ୍ଧ୍ୟା ସମୟ ଟି ଆପଣଙ୍କ ପାଇଁ ଆନନ୍ଦଦାୟକ ଓ ସୁଖମୟ ରହିବ । ଆଜି ଆପଣ ନିଜର ମଧୁର ବାଣୀ ଦ୍ଵାରା ସମସ୍ତଙ୍କର ହୃଦୟ ଜିଣିବେ । ଆଜି ଆପଣଙ୍କୁ ମାତା ପିତାଙ୍କ ସହ ଜଡିତ କୌଣସି ମହତ୍ଵ ପୂର୍ଣ୍ଣ ନିସ୍ପତି ନେବାକୁ ପଡିପାରେ ।

ବିଛା ରାଶି : ବିଦ୍ୟାର୍ଥୀ ମାନଙ୍କୁ ସଫଳତା ମିଳିପାରେ । ଆମଦାନୀ ଆପଣଙ୍କର ଭଲ ରହିବ କିନ୍ତୁ ଖର୍ଚ୍ଚ ଅଧିକ ହେବ । ଆଜି ଦିନ ଟି ଆପଣଙ୍କ ପାଇଁ ଖାସ ହେବ । ଆପଣ ଦୀର୍ଘ ଦିନରୁ ଯାହାକୁ ପ୍ରେମ ପ୍ରସ୍ତାବ ଦେବାକୁ ଚେଷ୍ଟା କରୁଥିଲେ ଆଜି ସଫଳ ହେବେ । ଆଜି ଆପଣ ଚାହିଁଲେ ବି କୌଣସି ବଡ ଖର୍ଚ୍ଚ ହେବାରେ ଅଟକାଇ ପାରିବେ ନାହି । ଅଟକି ରହିଥିବା କାମରେ ଫାଇଦା ମିଳିବା ସହ ବିଳମ୍ବ ହୋଇପାରେ । ଆପଣ ମନ କଥା କହିବେ । ରୋମାନ୍ସ ପାଇଁ ଦିନଟି ଭଲ ରହିବ ।

ଧନୁ ରାଶି : ଆଜି ଆପଣ ବେପାର କ୍ଷେତ୍ରରେ ଲବହବାନ ହେବେ । କାର୍ଯ୍ୟ କ୍ଷେତ୍ର ରେ ଅଟକି ରହିଥିବା ସବୁ କାମ ସହଜରେ ପୂରଣ ହେବ । ବିରୋଧୀ ପକ୍ଷ ଆପଣଙ୍କ ଆଗରେ ମୁଣ୍ଡ ନୂଆଁଇବା ପାଇଁ ବାଧ୍ୟ ହେବ । ପାଠ ପଢା ପଢାରେ ଅଧିକ ଭଲ କରିବା ପାଇଁ ଆପଣଙ୍କୁ ଅଧିକ ଧ୍ୟାନ ଦେବାର ଆବଶ୍ୟକତା ରହିଛି । ଜୀବନ ସାଥିଙ୍କ ସହ ସମ୍ପର୍କ ମଧୁର ରହିବ । ଆପଣ ଚେଷ୍ଟା କରୁଥିଲେ ସଫଳ ହେବେ । ଅଫିସରେ ସିନିୟର ମାନଙ୍କ ସହ ଆଲୋଚନା କରିଲେ ସହଯୋଗ ପ୍ରାପ୍ତ ହେବ । ଜୀବନରେ ଚାଲିଥିବା ସମୟର ଅନ୍ତ ଘଟିବ ।

ମକର ରାଶି : ଚାକିରି କ୍ଷେତ୍ର ରେ ସହଯୋଗୀ କାମରେ ବ୍ୟବଧାନ ସୃଷ୍ଟି ହୋଇପାରେ । ଅଫିସରେ ସହକର୍ମୀ ମାନଙ୍କୁ ନେଇ କୌଣସି ଅତଭେଦ ସୃଷ୍ଟି ହୋଇପାରେ । ତେଣୁ ଆପଣ ନିଜର ବାଣୀ ଉପରେ ସଂଯମ ରଖନ୍ତୁ । ଅଯଥା କଥା ଠାରୁ ଦୂରେଇ ରୁହନ୍ତୁ । ଘରୋଇ ସମସ୍ୟାର ସମାଧାନ ହେବ । ସ୍ୱାସ୍ଥ୍ୟ ପ୍ରତି ଅବହେଳା କରନ୍ତୁ ନାହି ଏହା ଆପଣଙ୍କ ପାଇଁ ଠିକ ହେବ ନାହି । ଆପଣ କୌଣସି କଥା କୁ ନେଇ ଚିନ୍ତାରେ ରହିବେ । ସମାଜରେ ମାନ ସମାନ ପ୍ରତିଷ୍ଠା ହେବ ।

କୁମ୍ଭ ରାଶି : ଆଜି ଧାନ ଲାଭର ଅବସର ହାତକୁ ଆସିବ । ବେପାରୀ ମାନଙ୍କୁ ସଂଘର୍ଷ କରିବାକୁ ପଡିପାରେ । ଆର୍ତ୍ଝିକ ସ୍ଥିତି ରେ ଆଜି ଦିନ ଟି ଆପଣଙ୍କ ପାଇଁ ଭଲ ରହିବ । ଯଦି ଆପଣ ଆରାମ ନ କରିବେ ତେବେ ଥକାପଣ ଅନୁଭବ କରିବେ । ତେଣୁ ଆପଣଙ୍କୁ ଅତିରିକ୍ତ ଆରାମର ଆବଶ୍ୟକତା ରହିଛି । କୌଣସି ଅଟକି ରହିଥିବା କାମକୁ ପୁଣି ଥରେ ଆରମ୍ଭ କରିବା ପାଇଁ ଆପଣ ମେହନତ କରିବେ । ଦାଂପତ୍ଯ ଜୀବନ ସୁଖମୟ ରହିବ । ଦୂର ଜାଗାକୁ ଯାତ୍ରା କରିବେ । ମିତ୍ର ମାନଙ୍କ ସହ ସମ୍ପର୍କ ଭଲ ରହିବ ।

ମୀନ ରାଶି : ଭାବନାତ୍ମକ ରୂପରେ ଆଜି ଆପଣ କମ୍ଜୋର ଅନୁଭବ କରିବେ । ପଇସାର ସ୍ଥିତି ଠିକ ରହିବ । ଆଜି ଆପଣ କୌଣସି ଜରୁରୀ ସମାନ କ୍ରୟ କରିବେ । ଭାଇ ଭଉଣୀ ଙ୍କ ସହ ଆଲୋଚନା ପାଇଁ ଆପଣ ଉଦାସରେ ରହିବେ । ଆପଣ ନିଜକୁ ଅସହାୟ ଅନୁଭବ କରିବେ । ନୂଆ କାମ ପ୍ରାରମ୍ଭ କରିବା ପାଇଁ ଆଜି ଦିନ ଟି ଉତ୍ତମ ରହିବ । ଆପଣଙ୍କ ନିଜ ଲୋକ କେହି ଧୋକା ଦେଇ ପାରନ୍ତି । ଅଚାନକ ଧନ ଲାଭ ହେବ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।