ସବୁଠୁ ପ୍ରଥମେ ଘଟଣା ସ୍ଥଳରେ ପହଞ୍ଚିଥିବା ପ୍ରତ୍ଯେକ୍ଷଦର୍ଶୀ କହିଲେ ସିଙ୍ଗର Sidhu Moosewala ଶେଷ କିଛି ସମୟର ପୁରା କାହାଣୀ, ଜୀବିତ ଥିଲେ ସିଦ୍ଧୁ…ଦେଖନ୍ତୁ Video

ପଞ୍ଜାବର ଗାୟକ ଶିଧୁ ମୋସେଲ ଙ୍କୁ ଗୁଳି କୃ ହତୟଆ କରା ଯାଇଛି । ଏହାକୁ ପଞ୍ଜାବର ମାଂସା ଜିଲ୍ଲାରେ କରା ଯାଇଛି । ଘଟଣା କୁ ଏତେ ଭଲ ରେ ଓ କାଠୁରତା ରେ କରା ଯାଇଛି କି କହିବା କଥା ନୁହେଁ । ସେ ଯେଉଁ ଗାଡିରେ ଥିଲେ ସେହି ଗାଡିକି ପୁରା ଗୁଳି ଦ୍ଵାରା କଣା କରା ଯାଇଛି । ଯେଉଁ ଭଳି ଭାବେ ଗୁଳି ଚଳା ଯାଇଛି ଏହା ଦେହରୁ ଜଣା ପଡୁଛି ଏହା ଗାଡିର ମେଟାଳ ଅଂଶ କୁ ଚିରିକି ତାଙ୍କ ଦେହରେ ବାଜିଛି ଯାହା ଦ୍ଵାରା ସେ ଏତେ ଗମ୍ଭୀର ଭାବେ ଆହାତ ହୋଇଛନ୍ତି ।

ସେହି ଜାଗାରେ ତାଙ୍କର ଦେହାନ୍ତ ହୋଇ ଗଲା । ତାଙ୍କ ମୃତ୍ୟୁ ପରେ କଂଗ୍ରେସ ର ନେତା ରାହୁଲ ଗାନ୍ଧୀ ନିଜ ଟ୍ବିଟ ରେ କହି ଛନ୍ତି କି ସେ ବହୁତ ଦୁଃଖ ଅନୁଭବ କରୁଛନ୍ତି  । ତାଙ୍କର ମୃତ୍ୟୁ କିଭଳି ହେଲା କିଏ ତାଙ୍କଉ ମାରିଲା ଏହାର ପ୍ରମାଣ ଆଭି ଯାଏ ମିଳିନୀ । ତେବେ ତାଙ୍କ ଦେହାନ୍ତରେ ତାଙ୍କଉ ପସନ୍ଦ କରୁଥିବା ଲୋକମାନେ ଖୁବ କଷ୍ଟ ଅନୁଭବ କରୁଛନ୍ତି । ଘର ପରିବାର ଲୋକଙ୍କ କଥା ନ କହିବ ଆହୁରି ଭଲ ।

ଶିଦ୍ଧୁ ମୁସେ ବହୁତ କମ ବୟଶ ରେ ସେ ବହୁତ ସଫଳତା ପାଇ ଥିଲେ ପଞ୍ଜାବର ପାପ ଷ୍ଟାର ଭାବେ ତାଙ୍କୁ ଅନେକ ଲୋକମାନେ ଜାଣି ଛନ୍ତି । ସେ କମ ବୟଶ ରେ ଏହାକୁ ପାଇ ଥିଲେ ମଧ୍ୟ ଅନେକ ବିବାଦରେ ମଧ୍ୟ ସେ ଘେରି ହୋଇକି ରହି ଥିଲେ  । 5.30 ରେ ନେସି ସେହି ଜାଗାରେ ଥିଲେ ଯେଉଁ ସମୟରେ ସିଧୁ ଙ୍କ ଗାଡି ଉପରେ ଗୁଳି ଚଳା ଯାଇଥିଲା । ସେ ପ୍ରଥମେ ଗୁଳି ମାରିବା ବନ୍ଦ ହେବା ପରେ ।

କାଚ ଭାଙ୍ଗିକି ତାଙ୍କୁ ଏକ ଗାଡିରୁ ବାହାର କୁ ବାହାର କରି କି ଆଉ ଏକ ଗାଡିରେ ହସ୍ପିଟାଲ ନେଇକି ଗଲେ । ତାଙ୍କ ସହ ଆହୁରି 2 ଜଣ ଥିଲେ ସେମାନେ ଏବେ ହସ୍ପିଟାଲ ରେ । ଯେତେବେଳେ ତାଙ୍କଉ ଗାଡିରୁ କଢା ଯାଇ ଥିଲା ତାଙ୍କ ନିଶ୍ବାଶ ଚାଲି ଥିଲା । କିନ୍ତୁ କେହି ତାଙ୍କଉ ହତୟଆ କରିବା ପାଇଁ ଚେଷ୍ଟା କରୁଥିବା ଗାଡି ପଛରେ ଯିବା ଠିକ ଭାବି ନଥିଲେ । ତାଙ୍କ ଜନ୍ମ 11 ଜୁନ 1993 ରେ ହୋଇଥିଲା ।

ଏଠାରେ ପ୍ରାଥମିକ ପାଠ ପଢା ସାରିବା ପରେ ସେ ପଞ୍ଜାବ କୁ ଛାଡି କାନାଡା ଯାଇ ଥିଲେ ସେଠାରେ ନିଜ ଆଗାମୀ ପାଠ ପଢା କୁ ସେ ସାରି ଥିଲେ । ସେଠାରୁ ଫେରିବା ପରେ ସେ ଅନେକ ଗୀତ ଲେଖିବା ପରେ ତାଙ୍କ ଗୀତ କୁ ପରିଚୟ ମିଳିଥିଲା । ମାତ୍ର ତାଙ୍କ ପାଦ ଆଉ ପଛକୁ ଆସି ନଥିଲା ଆଗକୁ ଯାଇ ଥିଲେ ସେ । ମାତ୍ର ଏବେ ଦୁଃଖର ସହ କହିବ ଅପାଇନ ପଡୁଛି କି ସେ ଏବେ ଆମ ଗହଣରେ ନାହାଁନ୍ତି ।