ଆଜିର ରାଶିଫଳ, 31 ମାର୍ଚ୍ଚ 2024, ରବିବାର, ସୂର୍ଯ୍ୟଦେବ’ ଙ୍କ ଆଶୀର୍ବାଦ ରହିବ ଏହି 2ଟି ରାଶି ଉପରେ, ମିଳିବ ଆର୍ଥିକ ସମସ୍ୟାରୁ ମୁକ୍ତି

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ 31 ମାର୍ଚ୍ଚ 2024ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : ନିଜ ପରିବାର ପ୍ରତି ନିଜର ଦାୟିତ୍ଵ ରେ ବୃଦ୍ଧି ଆପଣଙ୍କୁ ଖୁସି ଦେଇପାରେ । କିଛି ବ୍ୟକ୍ତି ମହତ୍ଵ ପୂର୍ଣ୍ଣ ପରାମର୍ଶ ଦେଇ ପାରନ୍ତି । ଏହି ପରାମର୍ଶ ଆପଣଙ୍କ ଜୀବନରେ ବହୁତ କାମରେ ଆସିବ । ବରିଷ୍ଠ ଜନ ଙ୍କ ପରାମର୍ଶ ନେଇ କାର୍ଯ୍ୟ କରନ୍ତୁ । ପାରିବାରିକ ରୂପରେ ଏହି ଦିନ ଉନ୍ନତି ବର୍ଦ୍ଧକ ହେବ । ଆପଣଙ୍କୁ ବଡ ଗୁରୁଜନଙ୍କର ଆଶୀର୍ବାଦ ମିଳିବ । ସରକାର ବିରୋଧୀ ଙ୍କ ଠାରୁ ଦୂରେଇ ରୁହନ୍ତୁ ।

ବୃଷ ରାଶି : ଭବିଷ୍ୟ ପ୍ରତି ସୁରକ୍ଷିତ ଅନୁଭବ କରିବେ । କୌଣସି ହେଉଥିବା କାମ ଅଚାନକ ବିଗିଡିବାରୁ ଆର୍ଥିକ କ୍ଷତି ହୋଇପାରେ । ଆଜି ନୂଆ କାମ ପାଇଁ ରୁଚି ଲଗାଇଲେ ଲାଭର ପ୍ରାପ୍ତି ହୋଇପାରେ । ବାଣୀ ଓ ବ୍ଯବହାର ଉପରେ ସଂଯମ ରଖନ୍ତୁ । ରୁଟିନ କାମରେ କିଛି ଚେଞ୍ଜ ଆସିପାରେ । କାରୋବାରରେ କିଛି ସରପ୍ରାଇଜ ମିଳିପାରେ । ସନ୍ଧ୍ୟା ରେ ମାଙ୍ଗଳିକ ଆୟୋଜନରେ ଭାଗ ନେବେ । ଆପଣଙ୍କ ପ୍ରେମ ଓ ସନ୍ତାନ ଙ୍କ ସ୍ଥିତି ମଧ୍ୟମ ରହିବ ।

ମିଥୁନ ରାଶି : ଆଜି ଆପଣ କ୍ରୋଧ ଉପରେ ସଂଯମ ରଖନ୍ତୁ । ନେଗେଟିଭ ବିଚାର ଠାରୁ ଦୂରେଇ ରୁହନ୍ତୁ । ଲଭ ମେଟ ଙ୍କ ମଧ୍ୟରେ ମନାନ୍ତର ହୋଇପାରେ । ଜିଦି କରିବେ ତ କାହା ସହ ବିବାଦ ହୋଇପାରେ । କାମ ସମ୍ପର୍କରେ କରିଥିବା ପ୍ରୟାସ ରେ ଭଲ ପରିଣାମ ପ୍ରାପ୍ତ ହେ ବ । ଆତ୍ମବିଶ୍ଵାସ ରେ ଅଭାବ କାରଣରୁ ଆଜି ଆପଣ ଭୁଲ ନିସ୍ପତି ନେବେ । ଶାରୀରିକ ଓ ମାନସିକ ରୂପରେ ଆପଣ ଖୁସି ରହିବେ ।

କର୍କଟ ରାଶି : ସରକାରୀ କାମ ଅଟକି ଯାଇପାରେ । ଅଜ୍ଞାନ ଭୟ ମନକୁ ଆସିପାରେ । କାର୍ଯ୍ୟ କ୍ଷେତ୍ରରେ ବିରୋଧୀ ଆପଣଙ୍କ ବିରୁଦ୍ଧରେ ଷଡଯନ୍ତ୍ର କରିବାକୁ ଚେଷ୍ଟା କରିବେ । ତେଣୁ ତାଙ୍କ ଠାରୁ ସତର୍କ ରୁହନ୍ତୁ । ଅନେକ ଦିନରୁ ଅଧୁରା ପଡିଥିବା କାମ ପୁରା ହେବ । ଅଧିନସ୍ଥ କର୍ମଚାରୀ ଙ୍କ ସହଯୋଗ ନେଲେ ସଫଳ ହେବେ । ଆଖ ପାଖର ଲୋକଙ୍କ ସହ ସମ୍ପର୍କ ଭଲ ରହିବ । ଆଜି ଆପଣଙ୍କୁ କିଛି ଉପହାର ମିଳିପାରେ ।

ସିଂହ ରାଶି : ବାଣୀ ରେ ସଂଯମ ରଖନ୍ତୁ ନଚେତ ଆପଣଙ୍କୁ କଳହର ସାମ୍ନା କରିବାକୁ ପଡିପାରେ । ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ବେହତର ରହିବାକୁ ଆଶା କରି ପାରନ୍ତି । କୌଣସି ପୁରୁଣା ଘରୋଇ ସମସ୍ୟାର ସମାଧାନ ହେବ । ଆଜି ଆପଣଙ୍କର ଅଟକିଥିବା କାର୍ଯ୍ୟ ପୁରା ହେବ । ଯଦି ଆପଣ ପାର୍ଟନରସିପ ରେ କାର୍ଯ୍ୟ କରୁଛନ୍ତି ତେବେ ଆପଣଙ୍କୁ ନିଜର ପାର୍ଟନର ଙ୍କ ସହ କଥା ହୋଇ କରନ୍ତୁ ।

କନ୍ୟା ରାଶି : ଆପଣଙ୍କ ଦ୍ଵାରା ନିଆ ଯାଇଥିବା ନିସ୍ପତି ସଠିକ ସାବ୍ୟସ୍ତ ହେବ । କାମର ଗତି କୁ ସଳଖ ରଖନ୍ତୁ । ଆଜି ଆପଣ ନିଜ କାମ ଉପରେ ଓ ଭବିଷ୍ୟ କୁ ନେଇ ଯୋଜନା ବନାଇବେ । ପଇସା ମାମଲାରେ ଆଜି ଦିନ ଟି ଆପଣଙ୍କ ପାଇଁ ଭଲ ଅବସର ନେଇକି ଆସିବ । ଆଜି ଆପଣ ପଇସା ସହ ଜଡିତ ଜରୁରୀ କମ ବି କରି ପାରନ୍ତି । ପାରିବାରିକ ଜୀବନରେ ସ୍ଥିତି ଅନୁକୂଳ ରହିବ ।

ତୁଳା ରାଶି : ପାରିବାରିକ ସୁଖ ଭଲ ରହିବ । ଶାରୀରିକ ଓ ମାନସିକ ରୂପରେ ଆପଣ ଚିନ୍ତା ଅନୁଭବ କରିବେ । ଆଜି ଆପଣଙ୍କୁ ବ୍ୟାପାର ବା କାର୍ଯ୍ୟ କ୍ଷେତ୍ରରେ ଲାଭ ମିଳିପାରେ । ପାରିବାରିକ ଜୀବନରେ ମାଙ୍ଗଳିକ କାର୍ଯ୍ୟ ହୋଇପାରେ । ଜୀବନ ସାଥିଙ୍କ ସ୍ୱାସ୍ଥ୍ୟ ରେ ପରିବର୍ତ୍ତନ ଆସିପାରେ । ଭାଇ ଙ୍କ ସହ ମତଭେଦ ଚାଲିଥିଲେ ତାହା ଦୂର ହେବ । ମାତା ଙ୍କ ଭାଗ୍ୟ ରୁ ଆପଣଙ୍କୁ ବଡ ସଫଳତା ମିଳିବ ।

ବିଛା ରାଶି : ଆଜି ଆପଣ ଜରୁରୀ ବ୍ୟବସାୟିକ ନିସ୍ପତି ନେବାକୁ ପଡିପାରେ । ଆପଣଙ୍କ ପୁରୁଣା ବନ୍ଧୁ ଙ୍କ ସହ ଭେଟ ହୋଇପାରେ । ପୁଞ୍ଜି ନିବେଶ ଲାଭପ୍ରଦ ହେବ । ପାରିବାରିକ ଦାୟିତ୍ଵ ଆପଣ ଭଲ ଭାବେ ନିଭାଇବେ । ଦାଂପତ୍ଯ ଜୀବନ ସୁଖମୟ ରହିବ । ଆଜି ଦିନରେ କାରୋବାର କୁ ନେଇ ଅନୁକୂଳ ରହିବ । ଅଧିକ ଲାଭ କମାଇବା ପାଇଁ ଆପଣ ବ୍ୟାପାର ରେ ଭାଇ ଭଉଣୀ ଙ୍କ ସହଯୋଗ ପ୍ରାପ୍ତ କରିବେ ।

ଧନୁ ରାଶି : ଜୀବନ ସାଥିଙ୍କ ସହ କୌଣସି କଥାକୁ ନେଇ ମନାନ୍ତର କରନ୍ତୁ ନାହି । ଜୀବନ ସାଥିଙ୍କ ସହ ଆଲୋଚନା କରନ୍ତୁ । ଆଜି ଖରାପ କାମ ଠାରୁ ଦୂରେଇ ରୁହନ୍ତୁ । ଆଜି ନିଜ ଲୋକଙ୍କ ସହା ଅତିରିକ୍ତ ସମୟ ବିତାଇବାର ଅବସର ମିଳିବ । ବେହତର ହେବ ନିଜ ସାଥୀଙ୍କା ଭାବନକାଉ କଦର କରନ୍ତୁ । ସାହାସ ଓ ଉଶ୍ଚାହ ସହ କାମ କାର୍ଯ୍ୟ କ୍ଷେତ୍ରରେ ଭଲ ପ୍ରଗତି ହେବ । ଅଧିକତର ସମୟ ବିଚାର ରେ ବ୍ୟସ୍ତ ରହିବେ । ମାର୍କେଟିଙ୍ଗ ବା ସେଲ୍ସ ସମ୍ବଧିତ କମ କରୁଥିବା ଟିମ ସହ ମିଶି ଟାର୍ଗେଟ କୁ ପୁରା କରିବେ ।

ମକର ରାଶି : ଖାଦ୍ୟପେୟ ରେ ଗଡବଡ କରିଲେ ସମସ୍ଯା ହୋଇପାରେ । ଆଜି ଆପଣଙ୍କୁ ଆକର୍ଷକ ପ୍ରସ୍ତାବ ପ୍ରାପ୍ତ ହୋଇପାରେ । ସହାଯୋଗୀ ଆପଣଙ୍କ ଠାରୁ ଅପେକ୍ଷା ରେ ରହିବେ । ମାନସିକ ସୁସ୍ଥି ଶେଷ ହେବ । ଆପଣଙ୍କୁ ପ୍ରତେକ ଆଡୁ ଶୁଭ ସମାଚାର ପ୍ରାପ୍ତ ହେବ । ସନ୍ତାନ ଙ୍କ ଠାରୁ ମନରେ ସନ୍ତୋଷ ପ୍ରାପ୍ତ ହେବ । ପ୍ରାଇଭେଟ ସେକ୍ଟର ରେ ଚାକିରି କରୁଥିବା ଜାତକ ଆଜି ପଦ ପ୍ରତିଷ୍ଠା କରିବେ । ବ୍ୟାପରି ବର୍ଗ ଙ୍କୁ କାର୍ଯ୍ୟ କରିବାକୁ ଅଧିକ ପ୍ରୟାସ କରିବାକୁ ହେବ ।

କୁମ୍ଭ ରାଶି : ଆପଣଙ୍କୁ ନିଜର ଆତ୍ମସମାନ କୁ ନେଇ ଚିନ୍ତା କରିବାର ଜରୁରତ ନାହି । ପଜେଟିଭ ଚିନ୍ତା କରନ୍ତୁ । ଆଜି ଆପଣଙ୍କୁ ସବୁ ଭୌତିକ ସୁଖ ସୁବିଧା ପ୍ରାପ୍ତ ହେବ । ପୁରୁଣା ଚିନ୍ତା ଦୂର ହେବ । ଯଦି ଆପଣ ଏବେ ଏବେ ନୂଆ କାମ ଆରମ୍ଭ କରିଛନ୍ତି ତେବେ କଠିନ ପରିଶ୍ରମ କରିବାକୁ ହେବ । ଆପଣଙ୍କୁ ସଫଳତା ନିଶ୍ଚୟ ମିଳିବ । ଆର୍ଥିକ ସ୍ଥିତି ଭଲ ରହିବ । ସନ୍ତାନ ଓ ଘର ପରିବାର ମାମଲାରେ କିଛି ଚେଞ୍ଜ ଆସିପାରେ । ହୃଦୟ ଓ ମନ ଶାନ୍ତ ରହିବ । ଭାବନାତ୍ମକ ରୂପରେ ଆପଣ କମଜୋର ଅନୁଭବ କରିବେ ।

ମୀନ ରାଶି :  ବନ୍ଧୁ ଙ୍କ ସହଯୋଗରେ ଆପଣ କଠିନ କାମ ସହଜରେ ପୁରା କରି ପାରିବେ । ଅଧିକ ଓଭର କନ୍ଫିଡେନ୍ସ ଆପଣଙ୍କ କାମ ବିଗଡାଇପାରେ । ଛୋଟ ଭାଇ ଭଉଣୀ ଙ୍କ ସହ ତାଳମେଳ ବଜାୟ ରଖନ୍ତୁ । ଅଧିକାରୀ ଙ୍କ ଠାରୁ ସାହାଜ୍ଯ ମିଳିବ । ଆଜି କୌଣସି ଜରୁରୀ ସୂଚନା ମିଳିବାରୁ ଆପଣ ନିଜର କାର୍ଯ୍ୟ ବ୍ୟବସ୍ଥିତ କରିବାରେ ସଫଳ ରହିବେ । ଆର୍ଥିକ ଲାଭ ହେବାର ସମ୍ଭାବନା ଅଛି । ଆଜି କରିଥିବା କାମରେ ସଫଳତା ମିଳିବ । ଦାଂପତ୍ଯ ଜୀବନ ସୁଖମୟ ରହିବ । ଆତ୍ମବିଶ୍ଵାସ ରେ ବୃଦ୍ଧି ହେବ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।