ଆଜିର ରାଶିଫଳ, 31 ଅକ୍ଟୋବର 2022, ସୋମବାର, ମହାଦେବଙ୍କ ଆଶୀର୍ବାଦ ରହିବ ଏହି ୬ ଟି ରାଶି ଉପରେ, ହେବ ଧନଲାଭ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୩୧ ଅକ୍ଟୋବର ୨୦୨୨ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : କାମ କାର୍ଯ୍ୟ ରେ ଆପଣଙ୍କର ମନ ଲାଗି ରହିବ । ପ୍ରତିଦ୍ଵନ୍ଦୀ ମାନେ ପରାସ୍ତ ହେବେ । ପଇସା ମାମଲାରେ ଆପଣ ସାବଧାନ ରୁହନ୍ତୁ । ଆପଣ ପଇସା ମାମଲାରେ ଭାଗ୍ୟଶାଳୀ ରହିବେ । ଆପଣଙ୍କ ସମ୍ପର୍କରେ ରୋମାନ୍ସ ସହ ପ୍ରେମ ଭରି ରହିବ । ଆଜି ଦିନରେ ଇଶ୍ଵର ଙ୍କ ପ୍ରତି ଆସ୍ଥା ଓ ବିଶ୍ଵାସ ଅଧିକ ବଢିବ । ମାନସିକ ସ୍ଥିତି ମଜବୁତ ହେବ । ଏଥିପାଇଁ ସ୍ଥିତି ଆପଣଙ୍କ ପକ୍ଷ ରେ ରାଇବ । ପୁରୁଣା କାମ ଅଟକି ରହିଥିଲେ ତାହା ଦୂର ହେବ ।

ବୃଷ ରାଶି : ଆଜି ଆପଣଙ୍କୁ କୌଣସି ବଡ ସଫଳତା ମିଳିପାରେ । ଗାୟତ୍ରୀ ମନ୍ତ୍ର ଜପ କରନ୍ତୁ, ସମ୍ପର୍କ ମଜବୁତ ହେବ । ସ୍ୱାସ୍ଥ୍ୟ ବିଷୟରେ କହିବାକୁ ଗଲେ ଆପଣଙ୍କୁ ସମୟ ଅନୁଯାୟୀ ଭୋଜନ କରିବାର ଅଭ୍ଯାସ କରିବାକୁ ହେବ । ଖାଦ୍ଯେପାୟ ଉପରେ ଅବହେଳା କାରଣରୁ ଆପଣଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ । ବିବାହିତା ଲୋକଙ୍କ ପାଇଁ ଜୀବନ ସାଥି ଙ୍କ ସହ ସମୟ ବହୁତ ଭଲ ରହିବ । ଚାକିରି ଓ ବେପାର କ୍ଷେତ୍ର ରେ ଆପଣଙ୍କୁ ଭଲ ଲାଭ ମିଳିବାର ଯୋଗ ରହିଛି ।

ମିଥୁନ ରାଶି : ଆଜି ଆପଣ ବନ୍ଧୁ ଓ ପରିବାର ସହ ଭଲ ସମୟ ବ୍ଯତୀତ କରିବେ । ବ୍ଯବସାୟିକ କ୍ଷେତ୍ର ରେ ଆଜି ଆପଣଙ୍କୁ ବଡ ଫାଇଦା ମିଳିପାରେ । ପଇସା ମାମଲାରେ ଆଜି ଦିନ ଟି ସାମାନ୍ଯ ବେହତର ରହିବ । ନିଜର ଆମଦାନୀ ଓ ଖର୍ଚ୍ଚ ଉପରେ ସନ୍ତୁଳନ ରକ୍ଷା କରନ୍ତୁ । ଆଜି ଦିନରେ ଆର୍ଥିକ ଲେନଦେନ କରନ୍ତୁ ନାହି ବେହତର ହେବ । ନିଜର ସବୁ ଚିନ୍ତା ଛାଡି ମସ୍ତି କରନ୍ତୁ । ଆପଣ ନିଜର ସବୁ ବିଚାରକୁ ଖୋଲି ବ୍ୟକ୍ତ କରନ୍ତୁ । କାରୋବର ରେ ଅଚାନକ ଧନ ଲାଭ ହେବ ।

କର୍କଟ ରାଶି : ଆଶା ଠାରୁ ଅଧିକ ଧାନ ଓ ସମ୍ମାନ ମିଳିବ । ସମୟ ଆପଣଙ୍କ ପାଇଁ ଅନୁକୂଳ ରହିବ । ପରିଜନ ଙ୍କ ସହ ଆଜି ବହୁତ ଭଲ ସମୟ ବୀତିବାର ଅବସର ମିଳିବ । ନିଜ ଲୋକଙ୍କ ସହ ଆଜି ବହୁତ ହସ ମଜାକ କରିବେ । ଆଜି ଜୀବନ ସାଥି ଙ୍କ ଠାରୁ ଭଲ ଖବର ଶୁଣିବାକୁ ପାଇବେ ।ସ୍ୱାସ୍ଥ୍ୟ ଭଲ ରହିବ । ପ୍ରତିଦ୍ଵନ୍ଦୀ ପରାସ୍ତ ହେବେ । ଗାଈ ଙ୍କୁ ଖାଇବାକୁ ଦିଅନ୍ତୁ । ଆପଣଙ୍କର ସବୁ ଇଚ୍ଛା ପୂରଣ ହେବ ।

ସିଂହ ରାଶି : ଜୀବନ ସାଥିଙ୍କ ସହ ସମ୍ପର୍କ ମଧୁର ରହିବ । ସେୟାର ବଜାରରେ ନିବେଶ କରିବେ । ଜୀବନ ସାଥି ଓ ସନ୍ତାନ ଙ୍କ ସ୍ୱାସ୍ଥ୍ୟ କୁ ନେଇ ଆପଣ ଚିନ୍ତାରେ ରହିବେ । ବଡ ବିବାଦ ଠାରୁ ଦୂରେଇ ରୁହନ୍ତୁ । କୌଣସି କଟାହକୁ ନେଇ ଆଲୋଚନା ହୋଇପାରେ । ବ୍ଯବସାୟିକ ଉନ୍ନତି ପାଇଁ ଦିନ ଭଲ ରହିବ । ଚାକିରି କରୁଥିବା ଜାତକ ପଦୋନ୍ନତି ପରପ୍ତ କରିବେ । ମନରେ ଥିବା ଶାନ୍ତି କୁ ଅନୁଅଭାବ କରିବେ । ଅଚାନକ ଧନ ଲାଭର ଯୋଗ ରହିଛି ।

କନ୍ୟା ରାଶି : ଆଜି ବରିଷ୍ଠ ଲୋକଙ୍କ ସହ ମହତ୍ଵ ପୂର୍ଣ୍ଣ କଥା କୁ ନେଇ ଚର୍ଚ୍ଚା ହୋଇପାରେ । ବନ୍ଧୁ ଙ୍କ ଠାରୁ ଟଙ୍କା କରଜ ଆଣି ପାରନ୍ତି । ଘରୋଇ ଖର୍ଚ୍ଚ ରେ ବୃଦ୍ଧି ହେବ । ଦୈନିକ ଆୟ ରେ ବୃଦ୍ଧି ହେବ । ନୂଆ ବେପାର ଆରମ୍ଭ କରିଆକୁ ଯୋଜନା କରି ପାରନ୍ତି । କୌଣସି ମାମଲାର ସମାଧାନ ହେବ । ଜୀବନରେ ଯାହା ବି ସମସ୍ଯା ରହିଥିଲା ତାହାର ସମାଧାନ କରିବାକୁ ମାର୍ଗ ମିଳିବ । ସମାଜରେ ମାନ ସମାନ ବୃଦ୍ଧି ପାଇବ । ଯାହା ପାଇଁ ଲୋକେ ଆପଣଙ୍କର ମାର୍ଗ ଦର୍ଶନ କରିବେ ।

ତୁଳା ରାଶି : ଆଜି ପର୍ଯ୍ୟାପ୍ତ ଲାଭ କମାଇବେ ଯାହା ଆପଣ ଙ୍କର ବିତ୍ତୀୟ ସ୍ଥିତି କୁ ମଜବୁତ କରିବ । ଆପଣଙ୍କୁ ନିଜର ଯୋଗ୍ୟତା ସାବ୍ୟସ୍ତ କରିବା ପାଇଁ ଅନେକ ସଂଘର୍ଷ କରିବାକୁ ପଡିବ । ଯଦି ପୈତୃକ ସମ୍ପତି କୁ ନେଇ ପୁରୁଣା ବିବାଦ ଚାଲିଛି ତେବେ ତାହାର ସମଧାନ ହୋଇଯି ବ । ଜୀବନ ସାଥି ଙ୍କ ପୁରା ସହଯୋଗ ମିଳିବ । କୌଣସି ପ୍ରିୟଜନ ଙ୍କ ବିଶେଷ ସହଯୋଗ ମିଳିବ । ସୁନିଶ୍ଚିନ୍ତ କରନ୍ତୁ କେହି ଆପଣଙ୍କର ବିରୋଧ କରି ପାରିବେ ନାହି ।

ବିଛା ରାଶି : କାହା ସହ ଆର୍ଥିକ ଲେନଦେନ କରିବା ସମୟରେ ସତର୍କ ରୁହନ୍ତୁ । ଆଜି ଦିନରେ ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ । ଭୂମି, ଭାବନା ଓ ବାହନ କ୍ରୟ କରିବାର ସମ୍ଭାବନା ରହିଛି । ଆଜି ଦିନରେ ବ୍ୟାପାରିକ ସ୍ଥିତି ରେ କଳହ କରନ୍ତୁ ନାହି । ପୁରା ଦିନ ଆଧ୍ୟାତ୍ମିକ ଓ ପାରମ୍ପରିକ କାର୍ଯ୍ୟ ରେ ବ୍ଯତୀତ ହେବ । କାମ ଓ ପରିଶ୍ରମ ଅଧିକ ରହିବ । କିନ୍ତୁ ଆପଣଙ୍କୁ ସଫଳତା ମିଳିବ । ଶତ୍ରୁ ପରାସ୍ତ ହେବେ । ମନର ସବୁ ଇଚ୍ଛା ପୁରା ହେବ ।

ଧନୁ ରାଶି : ଆଜି ଆପଣଙ୍କୁ ବନ୍ଧୁ ଙ୍କ ସହଯୋଗ ପ୍ରାପ୍ତ ହେବ । ପ୍ରତିଯୋଗୀ ପରିକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ ବିଦ୍ୟାର୍ଥୀ ଙ୍କ ପାଇଁ ଦିନ ବେହତର ରହିବ । ଆପଣଙ୍କ ଭେଟ କୌଣସି ପୁରୁଣା ବନ୍ଧୁ ଙ୍କ ସହ ହେବ ଓ ତାଙ୍କ ସହ ବହୁତ ସାରା କଥା ହେବେ । ପରିବାର ଲୋକଙ୍କ ସହ କିଛି କଥାକୁ ନେଇ ଭୁଲ ବୁଝାମଣା ହୋଇପାରେ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । ରାଜନୀତି ସହ ଜଡିତ ଲୋକ ଙ୍କୁ କୌଣସି ସାମାଜିକ ସମାରୋହ ରେ ଯିବାର ଅବସର ମିଳିବ ।

ମକର ରାଶି : କଛି କାମରେ ଆପଣ ନ ଚାହିଁଲେ ବି ସେହା କରିବାକୁ ବାଧ୍ୟ ହେବେ । ଘର ପରିବାର ରେ ମାଙ୍ଗଳିକ କାର୍ଯ୍ୟ ର ସୂଚନା ଆପଣଙ୍କୁ ପ୍ରାପ୍ତ ହେବ । ଆଜି ଦିନରେ ଆପଣଙ୍କ ଆର୍ଥିକ ପକ୍ଷ ମଜବୁତ ହେବ । କାମ କାର୍ଯ୍ୟ ଓ ମେହନତ ଉଭୟ ଅଧିକ ରହିବ । ମନରେ ନିରାଶା ଓ ଅସନ୍ତୋଷ ଭାବ ରହିବ । ବିଦ୍ୟାର୍ଥୀ ବର୍ଗ ନିଜ କ୍ଷେତ୍ରରେ ସଫଳତା ପାଇବେ । ଚାକିରି କରୁଥିବା ଜାତକ ନିଜ ମନ ପସନ୍ଦର ସ୍ଥାନ ପରିବର୍ତ୍ତନ କରିବେ ।

କୁମ୍ଭ ରାଶି : ଆଜି ଆପଣ ପରିବାର ସହ ମିଶି କରି ଯେଉଁ କାମ କରିବେ ସେଥିରେ ସଫଳତା ମିଳିବ । ଆଜି ଜୀବନ ସାଥିଙ୍କ ସ୍ୱାସ୍ଥ୍ୟ କୁ ନେଇ ଆପଣ ଚିନ୍ତାରେ ରହିବେ । ଯଦି ଆପଣଙ୍କୁ ଶାରୀରିକ କଷ୍ଟ ଅନୁଭବ ହେଉଛି ତେବେ ତୁରନ୍ତ ଡାକ୍ତର ଙ୍କ ପରାମଶା ନିଅନ୍ତୁ । ଆପଣଙ୍କ ଘରକୁ ଅତିଥି ଙ୍କ ଆଗମନ ହୋଇପାରେ । ଆୟ ର ନୂଆ ସ୍ରୋତ ମିଳିବ । ବ୍ଯବସାୟିକ କ୍ଷେତ୍ର ରେ ସମୟ ଭଲ ରହିବ, ପରିଣାମ ଆପଣଙ୍କ ପକ୍ଷ ରେ ରହିବ ।

ମୀନ ରାଶି : ଆଜି ଆପଣ କୌଣସି ଆନନ୍ଦ ଉଶ୍ଚବ ରେ ଭାଗ ନେବାର ଅବସର ପ୍ରାପ୍ତ କରିବେ । ଅଯଥା ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ । ଆର୍ଥିକ ସ୍ଥିତି ଭଲ ରହିବ । ଆଜି କୌଣସି ପ୍ରକାରର ନୂଆ କାର୍ଯ୍ୟ ଆରମ୍ଭ କରନ୍ତୁ । ପଇସା ମାମଲାରେ ଆପଣଙ୍କୁ ସତର୍କ ରହିବାର ଅଛି । ପ୍ରେମ ଜୀବନରେ ସାଥି ଙ୍କ ସହଯୋଗ ମିଳିବ । ସାମାଜିକ କ୍ଷେତ୍ର ରେ ମାନ ସମାନ ମିଳିବ । ବେପାର ବାଣିଜ୍ୟ କ୍ଷେତ୍ରରେ ଲାଭବାନ ହେବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।