ଆଜିର ରାଶିଫଳ, 30 ମେ 2022, ସୋମବାର, ମହାଦେବଙ୍କ ଆଶୀର୍ବାଦ ରହିବ ଏହି ୭ ଟି ରାଶି ଉପରେ, ହେବ ଧନଲାଭ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୩୦ ମେ ୨୦୨୨ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : ଆଜି ଶିକ୍ଷା କ୍ଷେତ୍ରରେ ଆପଣଙ୍କୁ ସଫଳତା ମିଳିବାର ପ୍ରବଳ ଯୋଗ ରହିଛି । ଆଜି ଆକସ୍ମିକ ଧନ ପ୍ରାପ୍ତି ହୋଇପାରେ । ବ୍ୟର୍ଥ ଚିନ୍ତା ଛାଡି ନିଜର ସ୍ଵପ ପୁରା କରିବାକୁ ଚେଷ୍ଟା କରନ୍ତୁ । କଳା ପାଇଁ ଆପଣ ପ୍ରଭାବିତ ହେବେ । ଆପଣଙ୍କ ସନ୍ତାନଙ୍କର ପ୍ରଗତି ଦେଖି ଆପଣଙ୍କ ମନ ଖୁସି ହେବ । ଆପଣଙ୍କ ସନ୍ତାନ ମାନେ ଶିକ୍ଷା ରେ ଉନ୍ନତି କରିବେ ଓ କୌଣସି ବଡ ଉପଲବ୍ଧି ପ୍ରାପ୍ତ କରିବେ । କୌଣସି ପ୍ରିୟ ଲୋକଙ୍କ ସହ ମତଭେଦ ହୋଇପାରେ । ନୂଆ କାମ ଆରମ୍ଭ କରିବା ପାଇଁ ଦିନ ଠିକ ନାହି ।

ବୃଷ ରାଶି : ଆଜି ଆପଣ କାହା କଥାରେ ପଡି କୌଣସି ନିସ୍ପତି ନିଅନ୍ତୁ ନାହି ଯାହା ଦ୍ଵାରା ଆପଣଙ୍କର କ୍ଷତି ହେବ । କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କର ପ୍ରୟାସ କାରଣରୁ ଉନତି ହେବ । କୌଣସି ନୂଆ ଅବସ୍ତୁ କ୍ରୟ କରିବା ପାଇଁ ବିଚାର କରିବେ । ଆପଣଙ୍କୁ ଶୁଭ ଖବର ମିଳିପାରେ ଯାହା ଆପଣଙ୍କ ସହ ପରିବାର ସଦସ୍ଯଙ୍କୁ ଆଚମ୍ବିତ କରି ଦେବ । ଲମ୍ବା ସମୟାରୁ ଚାଲି ରହିଥିବା ବିବାଦ ଆଜି ଦୂର ହେବ । ଜୀବନ ସାଥିଙ୍କ ସହଯୋଗ ରେ କାମ ପୁରା ହେବ ।

ମିଥୁନ ରାଶି : ପ୍ରେମ ପ୍ରସଙ୍ଗରେ ଆଜି ଆପଣଙ୍କର ବୃଦ୍ଧି ହେବାର ଦେଖିବେ । ଭାଗ୍ୟର ସଂପୂର୍ଣ୍ଣ ସହଯୋଗ ମିଳିବ ଯାହା ଦ୍ଵାରା ଆପଣ ସ୍ମାୟର ସଦୁପୋଯୋଗ କରିବେ । ଆକସ୍ମିକ ଲାଭର ଅବସର ପାଇବେ । ଯୁବକଙ୍କୁ ଚାକିରି ମିଳିପାରେ । ଯେଉଁ ଲୋକ କାହା ଠାରୁ ଉଧାର ନେଇଛନ୍ତି ସେମାନଙ୍କୁ କୌଣସି ସ୍ଥିତି ରେ ଉଧାର ସୁଝିବାକୁ ପଡିପାରେ । ଆପଣଙ୍କର ଏହି କାରଣରୁ ଆର୍ଥିକ ସ୍ଥିତି କମଜୋର ହୋଇପାରେ । ମିତ୍ର ତଥା ଜୀବନ ସାଙ୍ଗିଣୀଙ୍କ ସହଯୋଗ ମିଳିବାରୁ ଆପଣ ରିହାତି ପାଇବେ ।

କର୍କଟ ରାଶି : ଆଜି ଆପଣଙ୍କ ଜୀବନରେ ସବୁ ଦୁଖ କଷ୍ଟ ଦୂର ହେବ । ବ୍ୟାପାର କରୁଥିବା ଲୋକଙ୍କୁ ଆଜି ନୂଆ ଅର୍ଡ଼ର ମିଳିପାରେ ବା କୌଣସି ବଡ ଦିଡିଲ ହାତକୁ ଆସିପାରେ । ଯାହା ଦ୍ଵାରା ସେମାନଙ୍କୁ ଭରପୁର ଲାଭ ମିଳିବ । ଆର୍ଥିକ ସ୍ଥିତି ମଜବୁତ ହେବ । ଆଗାମୀ ସମୟ ଆପଣଙ୍କ ପାଇଁ ବହୁତ ଆନନ୍ଦଦାୟକ ରହିବ । କାହ କଥାରେ ନ ପଡି ମହତ୍ଵ ପୂର୍ଣ୍ଣ ନିର୍ଣ୍ଣୟ ନିଅନ୍ତୁ ନାହି । ଆପଣ ସମସ୍ୟାରୁ ବାହାରି ଆସିବେ ।

ସିଂହ ରାଶି : ଅଚାନକ କାର୍ଯ୍ୟ ଭାର ବଢିପାରେ । ଆପଣଙ୍କର ମାତା ପିତା ଅସୁସ୍ଥ ହେବା କାରଣରୁ ଚିନ୍ତାରେ ରହିବେ । ଆଜି ଆପଣ ପୂର୍ବ ରୁ କରିଥିବା କାମ ପାଇଁ ସମାଜରେ ସମାନ ପ୍ରତିଷ୍ଠା ହେବ ଯାହା କାରଣରୁ ଆପଣଙ୍କର ପଦ ପ୍ରତିଷ୍ଠା ରେ ବୃଦ୍ଧି ହେବ । ଆଜି ଆପଣ ଶିଂଗଲ ଅଛନ୍ତି ଓ ଆପଣଙ୍କ ପାଇଁ ସାଥି ଖୋଜିବା ସମାପ୍ତ ହେବ । ପରିବାର ରେ ବରିଷ୍ଠ ସଦସ୍ୟଙ୍କ ସହ ଭବିଷ୍ୟ ପାଇଁ ଯୋଜନା କରିବାରେ ବିଚାର କରିବେ । ଅଚାନକ ଧନ ଲାଭ ହେବ ।

କନ୍ୟା ରାଶି : ଆଜି ଆପଣଙ୍କର ପରିବାର ରେ ସୁଖ ଶାନ୍ତି ବଜାୟ ରହିବ କିନ୍ତୁ ସନ୍ତାନ ଙ୍କ କ୍ଯାରିୟରକୁ ନେଇ ଆପଣ ଚିନ୍ତାରେ ରହିବେ । ଆଜି ଆପଣ ମହତ୍ଵ ପୂର୍ଣ୍ଣ ପରିଯୋଜନା ଆରମ୍ଭ କରିବେ । ଏଥିରେ ସଫଳତା ମିଳିବା ପାଇଁ ଆପଣଙ୍କୁ ଏକ ବର୍ଷ ସମୟ ଲାଗିପାରେ । ଏହି ସମୟରେ ଚିନ୍ତା ନ କରି ଧର୍ଯ୍ୟ ରଖନ୍ତୁ ।  ଚାକିରି କ୍ଷେତ୍ର ରେ ଉନ୍ନତି ଓ ଆୟ ରେ ବୃଦ୍ଧି ହୋଇପାରେ । ବାଣୀ ଉପରେ କାବୁ ରଖନ୍ତୁ । ସକାଳୁ ବୁଲିବାକୁ ଗଲେ ଆପଣଙ୍କ ପାଇଁ ଫାଇଦା ରହିବ ।

ତୁଳା ରାଶି : ଆଜି ଅପଣାଙ୍କର ଆର୍ଥିକ ଚିନ୍ତା କମ ହେବ । ପରିବାରରେ ଖୁସି ଓ ଉଶ୍ଚହାର ମାହୋଲ ରହିବ । ଆଜି ଆପଣ ସତର୍କ ହୋଇ କୌଣସି ନିସ୍ପତି ନିଅନ୍ତୁ । ଯଦି ଆପଣ କଳା କ୍ଷେତ୍ର ରେ ଜଡିତ ଅଛନ୍ତି ତେବେ ଆପଣଙ୍କ ପାଇଁ ଦିନ ଭଲ ରହିବ । ଆଜି ଛୋଟ କଥା ପାଇଁ ଜୀବନ ସତହୀଙ୍କ ସହ ମତଭେଦ ହୋଇପାରେ । ରାଜନୈତିକ ଓ ସାମାଜିକ କ୍ଷେତ୍ର ରେ ଆଜି ଆପଣଙ୍କୁ ସଫଳତା ମିଳିବାର ଯୋଗ ରହିଛି । ଯେଉଁ କାମରେ ହାତ ଦେବେ ସେଥିରେ ସଫଳ ହେବେ ।

ବିଛା ରାଶି : ଆଜି ଆପଣ ନିଜକୁ ଶାନ୍ତ ରଖିବା ପାଇଁ ପ୍ରୟାସ କରିବେ । ଯଦି ଆପଣ ଦାଂପତ୍ଯ ଜୀବନରେ ଜୋସ ଓ ଉଶ୍ଚାହ ବଜାୟ ରଖିବାକୁ ଚାହୁଁଛନ୍ତି ତେବେ ଜୀବନ ସାଥି ଙ୍କ ସହ ନିଜର ବ୍ୟବହାର ଠିକ ରଖନ୍ତୁ । ଦୁହେଁ ପରସ୍ପରର ପସନ୍ଦ ନାପସନ୍ଦ ବିଷୟରେ ଧ୍ୟାନ ଦେବେ । ବ୍ୟାପାର କ୍ଷେତ୍ର ରେ ଆପଣଙ୍କୁ ଭଲ ଲାଭ ଦେଖିବାକୁ ମିଳିବ । ସ୍ଵାମୀ ସ୍ତ୍ରୀ ଙ୍କ ମଧ୍ୟରେ ଚାଲିଥିବା ବାଦ ବିବାଦ ଦୂର ହେବ । ଅଟକି ରହିଥିବା ଟଙ୍କା ଫେରି ପାଇବେ ।

ଧନୁ ରାଶି : ଆଜି ଆପଣଙ୍କ ପାଇଁ ଦିନ ଟି ଅନୁକୂଳ ରହିବ । ଆପଣଙ୍କର ଦାଂପତ୍ଯ ଜୀବନରେ କିଛି ସମସ୍ଯା ହୋଇପାରେ କିନ୍ତୁ ଉଭୟ ସାଥିରେ ସମୟ ବ୍ଯତୀତ କରିଲେ ସମ୍ପର୍କରେ ମଧୁରତା ଆସିବ । ଆଜି ଆପଣଙ୍କୁ ବହୁତ ଭଲ ଚାକିରି ମିଳିପାରେ । ଭୂମି ବା ବାହନ କ୍ରୟ କରିବାର ଥିଲେ ଆପଣ ଫାଇଦା ରେ ରହିବେ । ଅଟକି ରହିଥିବା ଧନ ଫେରି ପାଇବାର ଯୋଗ ରହିଛି । ସନ୍ଧ୍ୟା ସମୟରେ ଆପଣଙ୍କର ସମୟ ଭଲ ରହିବ । ପାର୍ଟନର ଙ୍କ ସହ ଆପଣ ବାହାରକୁ ବୁଲିବାକୁ ଯିବେ ।

ମକର ରାଶି : ଆଜି ଆପଣଙ୍କ ମନରେ ଶାନ୍ତି ଓ ପ୍ରସନ୍ନତା ଭାବ ରହିବ । ଆତ୍ମବିଶ୍ଵାସ ରେ ବୃଦ୍ଧି ହେବ । ଆପଣ ଆଜି ଟଙ୍କା ପଇସାକୁ ନେଇ ଅହଡିକ ଚିନ୍ତାରେ ରହିବେ । ଆପଣଙ୍କର ଆର୍ଥିକ ସ୍ଥିତି ଦୃଢ କରିବା ପାଇଁ ଆପଣଙ୍କୁ ଅଧିକ ପ୍ରୟାସ କରିବାକୁ ପଡିବ । ଏହା ବ୍ଯତୀତ ଆପଣ ଉଧାର ଲେନଦେନ କରିବାରୁ ବଞ୍ଚିତ ରୁହନ୍ତୁ । ଆଜି କଥା କଥାରେ କିଛି କରନ୍ତୁ ନାହି । ପରିବାର ପାଇଁ କିଛି ବି କରିବାକୁ ପ୍ରସ୍ତୁତ ରହିବେ । ସ୍ୱାସ୍ଥ୍ୟ ରେ ସମସ୍ୟା ଆସିପାରେ ।

କୁମ୍ଭ ରାଶି : ଆଜି ଆପଣଙ୍କର ସାକାରାତ୍ମକ ବିଚାର ବହୁତ ଭଲ ରହିବ । ଦିନ ଉତ୍ତମ ରହିବ । ଆଜି ଯୋଜନା କରି ତାହାକୁ ଲାଗୁ ମଧ୍ୟ କରିବେ । ଆପଣ ଚାକିରି ସହ ଜଡିତ କୌଣସି କାମ କରିବାକୁ ଚାହୁଁଥିଲେ ଆଜି ଦିନ ଟି ଉତ୍ତମ ରହିବ । ଆଜି ପାରିବାରିକ ଜୀବନରେ ସମସ୍ଯାର ସାମନା କରିବାକୁ ପଡିପାରେ । ମନ ଅଶାନ୍ତ ରହିପାରେ । ଲାମ୍ବା ସମଯରୁ ଯେଉଁ କନ୍ଫ୍ଯୁଜ ଥିଲା ତାହା ଦୂର ହେବାର ସମ୍ଭାବନା ରହିଛି । କୌଣସି ଅନୁଭବି ଙ୍କ ସହ ଆଲୋଚନା କରିବେ ।

ମୀନ ରାଶି : ଆଜି ଆପଣଙ୍କର ସ୍ୱାସ୍ଥ୍ୟ ଆଗ ଅପେକ୍ଷା ଭଲ ରହିବ । ଯାତ୍ରା କାରଣରୁ ଆପଣ ମାନସିକ ଚିନ୍ତାରେ ରହିବେ । ଆପଣଙ୍କୁ ଯେଉଁ ଅବସର ଅନେକ ଦିନ ହେବ ମିଳି ନାହି ତାହା କୌଣସି ନିକଟତର ଲୋକଙ୍କ ଠାରୁ ମିଳିପାରେ । କୌଣସି କାମରେ ଘରୁ ବାହାରିବା ପୂର୍ବରୁ ଦାନ ନିଶ୍ଚିନ୍ତ ଭାବେ କରନ୍ତୁ । ମାତା ପିତା ଆପଣଙ୍କ ଉପରେ ବହୁତ ଖୁସି ହେବେ । ଆଶୀର୍ବାଦ ରୂପରେ ପଣଙ୍କୁ ଉପହାର ମିଳିପାରେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।