ଆଜିର ରାଶିଫଳ, 30 ମାର୍ଚ୍ଚ 2023, ଗୁରୁବାର, ମା’ ଲକ୍ଷ୍ମୀଙ୍କ ଆଶୀର୍ବାଦ ରହିବ ଏହି 4ଟି ରାଶି ଉପରେ, ମିଳିବ କିଛି ବଡ ଖୁସି ଖବର

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୩୦ ମାର୍ଚ୍ଚ ୨୦୨୩ ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : ଆଜି ନିବେଶ କରିବା ସମୟରେ ସତର୍କ ରୁହନ୍ତୁ । କାହାକୁ ନିଜ କଥାରେ ସହମତ କରିବାରେ ଆପଣ ସଫଳ ହେବେ । ଆଜି କୌଣସି କାମ କରିବାରେ ଆପଣଙ୍କ ମନ ସାନ୍ତ ରହିବ । ଗୃହସ୍ଥ ଜୀବନରେ କିଛି ନୂଆ ଆରମ୍ଭ ହେବ । ଦାଂପତ୍ଯ ଜୀବନରେ ମଧୁରତା ବଜାୟ ରହିବ । କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ । ପୁରୁଣା ରୋଗରୁ ମୁକ୍ତି ପାଇବେ । କୋର୍ଟ କଚେରୀ ମାମଲାରେ କାମ ଅନୁକୂଳ ହେବ ।

ବୃଷ ରାଶି : ଆଜି କାଗଜପତ୍ର ରେ ହସ୍ତାକ୍ଷର କରିବା ସମୟରେ ବହୁତ ସାବଧାନ ରୁହନ୍ତୁ । ମାତା ଙ୍କ ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦିଅନ୍ତୁ । ଆର୍ଥିକ ସ୍ଥିତି ରେ ସୁଧାର ହେବା କାରଣରୁ ଖର୍ଚ୍ଚ କରିବା ମୁଡ ରେ ରହିବେ । ନୂଆ କାମରେ କିଛି ବାଧା ଆସିପାରେ । ଭୂମି, ଭବନ, ବାହନ କ୍ରୟ କରି ପାରନ୍ତି । ଘରୋଇ ସମସ୍ଯା ରୁ ବଞ୍ଚୁତ ରୁହନ୍ତୁ । ଆର୍ଥିକ ରୂପରେ ଜୀବନ ସାମାନ୍ୟ ଚାଲିବ । କାର୍ଯ୍ୟ ପ୍ରଣାଳୀ ରେ ସୁଧାର ହେବ ।

ମିଥୁନ ରାଶି : ଆଜି ପ୍ରତେକ କାମକୁ ବିଶ୍ବାସର ସହ କରନ୍ତୁ । ପାରିବାରିକ ଓ ବ୍ଯବସାୟିକ କ୍ଷେତ୍ର ରେ ଆପଣଙ୍କ ଦିନ ବହୁତ ଭଲ ବ୍ଯତୀତ ହେବ । ଅପମାନ ହେବାରୁ ବଞ୍ଚିତ ରୁହନ୍ତୁ । ମାତାଙ୍କ ସ୍ଵାସ୍ଥ୍ୟରେ ପରିବର୍ତ୍ତନ ହେବ । ରାଜନୀତି ରେ ସମ୍ପର୍କ ରେ ବିସ୍ତାର ହେବ । କିଛି ନୂଆ ଅବସରର ମିଳିବାର ସଂକେତ ଅଛି । ଆପଣ କିଛି ଏମିତି ବସ୍ତୁ ପ୍ରାପ୍ତ କରିବେ ଯାହାକୁ ଆପଣ ଅନେକ ଦିନରୁ ଅପେକ୍ଷା କରିଥିଲେ ।

କର୍କଟ ରାଶି : ଆଜି ଧନ ଲାଭ ହେବ । ସମସ୍ତଙ୍କ ସହ ସମ୍ପର୍କ ମହଦୂର ହେବ । ନିଜର ସାହସ, ଉଶ୍ଚାହ କୁ ବଜାୟ ରଖନ୍ତୁ । ବିଦ୍ୟାର୍ଥୀ ଙ୍କୁ ଉଚ୍ଚ ଶିକ୍ଷା ର ମାର୍ଗ ପ୍ରଶସ୍ତ ହେବ । ଆପଣଙ୍କୁ ବ୍ୟାପାରେ କିଛି ନୂଆ ରଣନୀତି ବନାଇବାକୁ ହେବ । ତେବେ ଯାଇ ଆପଣଙ୍କୁ ମନ ମୁତାବକ ପରିଣାମ ମିଳିବ । କାମ ବଦଳରେ ଆପଣ ଯେଉଁ ସ୍ଥାନ ପ୍ରାପ୍ତ କରିଛନ୍ତି ତାହାକୁ ବଜାୟ ରଖିବାକୁ ଚେଷ୍ଟା କରନ୍ତୁ ।

ସିଂହ ରାଶି : ଆଜି ଆପଣ ସାମାଜିକ କ୍ଷେତ୍ର ରେ ବହୁତ ସକ୍ରିୟ ରହିବେ । ଆଜି ଦିନ ଟି ଲାଭଦାୟକ ସାବ୍ୟସ୍ତ ହେବାର ଆଶା ଅଛି । ସକାଳୁ ପ୍ରସନ୍ନତା ଅନୁଭବ ହେବ । ବନ୍ଧୁ ତଥା ପ୍ରିୟଜନ ଙ୍କ ସହ ମିଶି ଉତ୍ତମ ଭୋଜନ ର ଆନନ୍ଦ ନେବେ । ଆପଣଙ୍କ ଆର୍ଥିକ ସ୍ଥିତି ରେ ସୁଧାର ହେବ । ସାଥି ଆପଣଙ୍କ ଉପରେ ଅନେକ ଦିନରୁ ରାଗିଥିଲେ ଆଜି ତାହା ଦୂର ହେବ । ଶାରୀରିକ କମ୍ଜୋରି ବଢିପାରେ । ଖାଦ୍ୟପେୟ ଉପରେ ବିଶେଷ ଧ୍ୟାନ ଦିଅନ୍ତୁ ।

କନ୍ୟା ରାଶି : ଆଜି ଟଙ୍କା କମାଇବା ପାଇଁ ଆପଣଙ୍କୁ ବେହତର ଅବସର ମିଳିବ । କ୍ରୋଧ କରନ୍ତୁ ନାହି । ସମୟ ଅନୁଯାୟୀ ଭୋଜନ ମିଳିବ । ନୂଆ ସମ୍ପର୍କ ସ୍ଥାପନ ହୋଇପାରେ । କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କ ମନ ଲାଗିବ । ଆପଣଙ୍କୁ ସମସ୍ୟାର ସମାଧାନ ପ୍ରାପ୍ତ ହେବ । ଆପଣ ଦିନରେ ସମୟର ବହତ କୁଶଳତା ର ପ୍ରୟୋଗ କରିବେ ।  ଆଜି ଆପଣଙ୍କ ଭରପୁର ଊର୍ଜା ଓ ଜବରଦସ୍ତ ଉଶ୍ଚାହ ପଜେଟିଭ ପରିଣାମ ଆଣିବ ।

ତୁଳା ରାଶି : ପଇସା ସହ ଜଡିତ ଚିନ୍ତା ରୁ ମୁକ୍ତି ପାଇବେ । ଯଦି ଆପଣଙ୍କ ଘରେ ବିବାହ ଯୋଗ୍ୟ କେହି ସଦସ୍ୟ ଅଛନ୍ତି ତେବେ ତାଙ୍କ ପାଇଁ ବିବାହ ପ୍ରସ୍ତାବ ଆସିପାରେ । ସ୍ୱାସ୍ଥ୍ୟ କିଛି ଠିକ ରହିବ ନାହି । ତେଣୁ ସ୍ୱାସ୍ଥ୍ୟ ର ଯତ୍ନ ନିଅନ୍ତୁ । କୌଣସି ଖାସ ଅବସର ର ଲାଭ ମିଳିବ । ଲଭ ଲାଇଫ ଓ ଦାଂପତ୍ଯ ଜୀବନ ପାଇଁ ସମୟ ଭଲ ଅଛି । ଆଜି ଦିନ ଟି ଆପଣଙ୍କ ପାଇଁ ପୂର୍ଣ୍ଣ ରୂପରେ ଶୁଭ ଫଳଦାୟୀ ହେବ ।

ବିଛା ରାଶି : ଆପଣଙ୍କର ଭାବିଥିବା କାମ ପୁରା ହେବ । ପାରିବାରିକ ଜୀବନରେ ସ୍ଥିତି ଅନୁକୂଳ ନଜର ଆସୁଛି । ଘରର ସଦସ୍ୟ ଙ୍କ ସହ ସମ୍ପର୍କ ମଜବୁତ ହେବ । ଆପଣଙ୍କୁ ଶାସନ ସତ୍ତା ର ସହଯୋଗ ମିଳିବ । କିନ୍ତୁ ଆଜି ଅନ୍ୟ କାହାରି ମାମଲାରେ ମୁଣ୍ଡ ପୁରାନ୍ତୁ ନାହି । କେବଳ ଯୋଜନା ସହ ଜଡିତ ଚର୍ଚ୍ଚା କରନ୍ତୁ । ନିଜର ଲକ୍ଷ୍ୟ ପୁରା କରିବାରେ ଆପଣଙ୍କୁ କାହାରି ସାହାଜ୍ଯ ମିଳିପାରେ । ଆଜି କୌଣସି ଭଲ ଖବର ଆପଣଙ୍କୁ ମିଳିପାରେ ।

ଧନୁ ରାଶି : ଜୀବନ ସାଥିଙ୍କ ମନର ଇଚ୍ଛା ପୂରଣ ହେବ । ନଚେତ ସେ ଆପଣଙ୍କ ଉପରେ ରାଗି ପାରନ୍ତି । ବେକାର କଥାରେ ସମୟ ନଷ୍ଟ କରନ୍ତୁ ନାହି । ସାମାଜିକ କାର୍ଯ୍ୟ କରିବାର ଅବସର ପ୍ରାପ୍ତ ହେବ । ମାନ ସମାନ ମିଳିବ । କମ୍ଜୋରି ଅନୁଭବ ହୋଇପାରେ । ପୁରୁଣା ଲୋନ ବାକିଥିଲେ ତାହା ଚୁକ୍ତି କରିବେ । ଘରେ ଅତିଥି ଙ୍କ ଆଗମନ ହେବ । ଆଜି ଦିନ ଟି ନିବେଶ କରିବା ପାଇଁ ଅନୁକୂଳ ଅଛି ।

ମକର ରାଶି : ସମ୍ପତି ସହ ଜଡିତ କିଛି ପୁରୁଣା ମାମଲାର ସମାଧାନ ହେବ । କାମ କାର୍ଯ୍ୟ ବିଷୟରେ କହିବାକୁ ଗଲେ ରିୟଲ ଷ୍ଟେଟ ରେ କାମ କରୁଥିବା ଜଟାକ ଙ୍କୁ ଆଜି ଭଲ ପରିଣାମ ପ୍ରାପ୍ତ ହେବ । କିଛି ଦିନରୁ ଚାଲିଥିବା ସମସ୍ଯା ଦୂର ହେବ । ଧାର୍ମିକ କାର୍ଯ୍ୟ ରେ ଧନ ଖର୍ଚ୍ଚ ଏବ । ଆଜି ଆପଣଙ୍କୁ ଭାଗ୍ଯର ପୁରା ସାଥ ମିଳିବ । ସାମାଜିକ କ୍ଷେତ୍ର ରେ କାର୍ଯ୍ୟ କରୁଥିବା ଲୋକ ଙ୍କୁ ପ୍ରଶଂସା ହେବ ।

କୁମ୍ଭ ରାଶି : ଆପଣଙ୍କ ଜୀବନ ସାଥି ଙ୍କ କାରଣରୁ ଆପଣଙ୍କ ପ୍ରତିଷ୍ଠା ରେ ବୃଦ୍ଧି ହେବ । ଅବିବାହିତ ଜାତକ ଙ୍କୁ ଜୀବନରେ ନୂଆ ଅତିଥି ଙ୍କ ଆଗମନ ହୋଇପାରେ । ସ୍ଵଜନ ଙ୍କ ସହଯୋଗ ମିଳିବ । ଲଭ ମେଟ ଙ୍କ ପାଇଁ ଦିନ ଅନୁକୂଳ ରହିବ । ଚାକିରି ପାଇଁ ପ୍ରୟାସ କରୁଥିଲେ ଆଜି ଭଲ ପରିଣାମ ପ୍ରାପ୍ତ ହେବ । ଆପଣଙ୍କୁ ପୁରୁଣା ସମ୍ପର୍କ ରୁ ଲାଭ ମିଳିପାରେ । ବ୍ୟାପାର ସହ ଜଡିତ ଜାତକ ଙ୍କୁ ଆର୍ଥିକ ଲାଭ ହେବ ।

ମୀନ ରାଶି : ପିଲା ଙ୍କ ସହ ଜଡିତ କୌଣସି ଯଶ ଆଜି ଆପଣଙ୍କୁ ଶୁଣିବାକୁ ମିଳିପାରେ । ଆଜି ଦିନରେ କିଛି ସମୟ ମାତା ପିତା ଙ୍କ ସେବାରେ ବ୍ଯତୀତ ହେବ । ଚାକିରି ବ୍ୟବସାୟରେ ଆପଣଙ୍କ କାମରେ ତାରିଫ ହେବ । । ଶାରୀରିକ ଓ ମାନସିକ ସୁଖ ରହିବ । ବନ୍ଧୁ ଙ୍କ ପଛରେ ଖର୍ଚ୍ଚ କରିବାର ସମ୍ଭାବନା ଅଛି । ଆଜି ଆପଣଙ୍କର ଅନେକ କାମ ପୁରା ହେବ । ମାତା ପିତା ଙ୍କ ସହଯୋଗରେ ଆପଣ ଜୀବନରେ ଆଗକୁ ବଢିବେ । ବୁଝି ବିଚାରୀ କଥା କୁହନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।