ଆଜିର ରାଶିଫଳ, 30 ଜୁନ୍ 2021, ବୁଧବାର, ଗଣେଶଙ୍କ ଆଶୀର୍ବାଦ ରହିବ ଏହି ୬ଟି ରାଶି ଉପରେ, ଆର୍ଥିକ ସ୍ଥିତିରେ ହେବ ଉନ୍ନତି

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ ।

ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୩୦ ଜୁନ୍ ୨୦୨୧ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି –

ଆଜି ଆପଣଙ୍କ ଦିନ ବହୁତ ଭଲ ରହିବ। ଆପଣଙ୍କ ଆର୍ଥିକ ପକ୍ଷ ମଜ୍ବୁତ ରହିବ । ପାରିବାରିକ କାର୍ଯ୍ୟ କରିବାରେ ଆପଣ ସଫଳ ହେବେ । ଆପଣଙ୍କ ପାଇଁ ଆଜି ର ଦିନ ଭଲ ରହିବ । କାମ ରେ ଅଧିକ ଧ୍ୟାନ ଦେବେ, ଯେଉଁଥିରେ କି ଆପଣ ବହୁତ ବ୍ୟସ୍ତ ରହିବେ । ଏହି ସମୟରେ ଆପଣଙ୍କ ରଚନାତ୍ମକ ଅଭିବ୍ୟକ୍ତି ସ୍ବାଭିକ ଅଟେ । ଯେଉଁ ଲୋକମାନେ ବେସୀ ସମୟ ବସି ରହନ୍ତି ସେମାନଙ୍କୁ ଆଜି ପିଠି ଜନିତ କୌଣସି ସମସ୍ଯା ହୋଇପାରେ । ସ୍ୱାସ୍ଥ୍ୟ ଅବସ୍ଥା ରେ ଉଥ୍ହନ-ପତନ ଲାଗି ରହିବ । ଦାମ୍ପତ୍ୟ ଜୀବନ ଭଲ ରହିବ ଓ ପ୍ରେମ ଜୀବନରେ ମଧ୍ୟ ଭଲ ପରିଣାମ ମିଳିବ। ହରି ଭଗବାନଙ୍କୁ ହଳଦିଆ ରଙ୍ଗ ର ବସ୍ତ୍ର ଚଢାନ୍ତୁ, ଆପଣଙ୍କ ସବୁ ସମସ୍ଯା ଦୂର ହେବ ।

ବୃଷ ରାଶି –

ବ୍ୟବସାଇକ ବ୍ୟକ୍ତି ମାନଙ୍କୁ କାମରେ ବହୁତ ଭଲ ସୁଯୋଗ ମିଳିବ । ଆଜି ଆପଣ କିଛି ଏପରି ଲୋକଙ୍କ ସହ ମିଶିବେ ଯେଉଁମାନେ କି ଆପଣଙ୍କୁ ବିଭିନ୍ନ ପ୍ରକାରର ସାହାର୍ଯ୍ୟ କରିବେ । ଆଜି ଆପଣ କୌଣସି ଜ୍ଞାନୀ ଗୁରୁ ବା ଜ୍ଞାନୀ ପୁରୁଷ ସହ ଭେଟ ହୋଇପାରେ, ଯିଏ କି ଆପଣଙ୍କୁ ବହୁତ ସାହାର୍ଯ୍ୟ କରିବେ । ତାଙ୍କର ମାର୍ଗ ଦର୍ଶନ ଆପଣଙ୍କର ବହୁତ କାମ ରେ ଆସିବ । ନିର୍ଣୟ ନେବା ସମୟରେ ଧ୍ୟାନ ରଖନ୍ତୁ । କିଛି ନୂଆ ଅବସର ଆପଣଙ୍କୁ ଅପେକ୍ଷା କରିଛି କିନ୍ତୁ ଏହା ପୂର୍ବରୁ ଆପଣଙ୍କୁ ସବୁ କିଛି ଛାଡିକି ବଦଳିବାର ସହିତ ଶାନ୍ତି ରଖିବା ଜରୁରୀ । କାର୍ଯ୍ୟକ୍ଷେତ୍ରରେ ଆପଣଙ୍କ ଅଧିକାରୀ ବା ମାଲିକ ଆପଣଙ୍କ ଯୋଗ୍ୟତା କୁ ଜାଣିବେ ଓ ଆପଣଙ୍କୁ ପ୍ରଶଂସା ର ସହିତ ପୁରସ୍କାର ମଧ୍ୟ ପ୍ରାପ୍ତ ହେବ । ନାଲି ବସ୍ତ୍ର କୁ ୧୧ ଦିନ ଆପଣ ନିଜ ତିଜୋରି ରେ ରଖନ୍ତୁ, ଧନ ବୃଦ୍ଧି ହେବ ।

ମିଥୁନ ରାଶି –

ଆପଣଙ୍କୁ ଆପଣଙ୍କ ରାଗ ଉପରେ ନିୟନ୍ତ୍ରଣ ରଖିବା ଜରୁରୀ ଅଟେ, ଅନ୍ୟଥା କିଛି କାମ ବିଗିଡି ପାରେ। ଆଜି ଆପଣଙ୍କୁ କାମ କାର୍ଯ୍ୟ ମାମଲାରେ ବ୍ୟସ୍ତ ରହିଲେ ମଧ୍ୟ ଖାଦ୍ୟ ପେୟ ଭୁଲିବା କଥା ନୁହେଁ । ଅଚାନକ ଟଙ୍କା ପ୍ରାପ୍ତି କରିପାରିବେ। କାମ କୁ ନେଇ କରିଥିବା ପ୍ରୟାସ ବିଳମ୍ବ ହୋଇପାରେ ଯାହା ଫଳ ରେ ଆପଣଙ୍କ ମନୋବଳ ଦୁର୍ବଳ ହୋଇପାରେ । କିନ୍ତୁ ଆପଣଙ୍କ କାର୍ଯ୍ୟ ନିଶ୍ଚୟ ସଫଳ ହେବ । ଆପଣ ଆପଣଙ୍କ ଶାନ୍ତ ମୁଣ୍ଡରେ ପରିବାର ବା ବ୍ୟକ୍ତିଗତ ସମସ୍ଯା କୁ ସମ୍ଭାଳି ନେବେ । ଗରିବ ଲୋକଙ୍କୁ ସାହାର୍ଯ୍ୟ କରନ୍ତୁ, ପାରିବାରିକ ଜୀବନ ସୁଖଦ ରହିବ ।

କର୍କଟ ରାଶି-

କାମ କାର୍ଯ୍ୟ ସାରିବା ନିମନ୍ତେ ଆପଣଙ୍କୁ କିଛି ନୂଆ ଉପାୟ ମିଳିବ । ବନ୍ଧୁ ମାନଙ୍କ ସହ ସମ୍ପର୍କରେ ସୁଧାର ଆସିବ । ଆପଣଙ୍କ ଭୌତିକ ସୁଖ – ସୁବିଧା ଆଡକୁ ରୁଚି ବଢିବ । ବ୍ୟାପାରରେ ଉତ୍ତମ ସଫଳତା ର ଯୋଗ ବନିବ । ସ୍ୱାସ୍ଥ୍ୟ ଅବସ୍ତା ଦୁର୍ବଳ ରହିପାରେ । ଆପଣ ଆପଣଙ୍କ ଜୀବନସାଥି ଙ୍କ ପାଇଁ ଧନ ମଧ୍ୟ ଖର୍ଚ କରିବେ, ଯାହା ତାଙ୍କୁ ପ୍ରସନ୍ନତା ଦେବ । ଆଜି ଆପଣ କମ କଥା କୁହନ୍ତୁ ଓ ବେଶି କଥା ଶୁଣନ୍ତୁ । ଯଦି ଆପଣଙ୍କର ସନ୍ତାନ ଥାନ୍ତି ତେବେ ତାଙ୍କର ଆପଣ ବିଶେଷ ଧ୍ୟାନ ରଖନ୍ତୁ । ମନ୍ଦିର ରେ ଫଳ ଦାନ କରନ୍ତୁ, ଆପଣଙ୍କ ଭୌତିକ ସୁଖ-ସୁବିଧା ବାଢିକରି ରହିବ ।

ସିଂହ ରାଶି –

ରସାୟନିକ ବା କେମେଷ୍ଟ୍ରି ଛାତ୍ରଛାତ୍ରୀଙ୍କ ପାଇଁ ଆଜି ର ଦିନ ମିଶ୍ରିତ ରହିବ। ପରିଶ୍ରମ ର ବଳ ରେ ଆପଣଙ୍କୁ ସଫଳତା ମିଳିବ । ନିଜ ବ୍ୟାପାର କୁ ନୂଆ ଗତି କୁ ନେବା ନିମନ୍ତେ ଆପଣ କିଛି ନୂଆ ଯୋଜନା କରିବେ । ବହୁତ ଲୋକ ଆପଣଙ୍କ ଉପରେ ନିର୍ଭର ତେଣୁ ଆପଣ କିଛି ବି ନିର୍ଣୟ ନେବା ଆଗରୁ ସେମାନଙ୍କ କଥା ଭାବନ୍ତୁ । ଆୟ ର ନୂଆ ସ୍ରୋତ ଆପଣଙ୍କୁ ନୂଆ ସମ୍ଭାବନା ପ୍ରଦାନ କରିବ । ଚିନ୍ତା ଓ ସମସ୍ଯା ରୁ ମୁକ୍ତି ପାଇବା ପାଇଁ ଗୁରୁଜନ ଓ ପ୍ରିୟଜନ ଙ୍କ ପରାମର୍ଶ ନିଅନ୍ତୁ । କାର୍ଯ୍ୟ ରେ ଜୀବନସାଥି ର ସହୋଯୋଗ ପ୍ରାପ୍ତି ହେବ ।

କନ୍ୟା ରାଶି –

ଅଚାନକ ଧନ ପ୍ରାପ୍ତି ର ଯୋଗ ଅଛି । କିଛି ଜରୁରୀ କାମରେ ଟିକେ ପରିଶ୍ରମ କରିବା ଦ୍ଵାରା ସଫଳତା ମିଳିଯିବ । ଯଦି ଆପଣ କୌଣସି ପ୍ରେମ ସମ୍ପର୍କରେ ଥାନ୍ତି ତେବେ ଏହି ସମୟରେ ବିବାହ କରିନିଅନ୍ତୁ । ଆପଣଙ୍କୁ ଆଜି କୌଣସି ବିଷୟ କୁ ନେଇ ଚିନ୍ତା ହେବ ଓ ଆପଣଙ୍କୁ ସମାଧାନ ଏହା ଦିଆଯିବ ଯେ ଆପଣ ନିଜ ହୃଦୟ ରୁ ଶୁଣନ୍ତୁ । ନିଜ ପ୍ରିୟଜନ ଙ୍କୁ ଆଜି କୌଣସି କୁଟିଳ କଥା କୁହନ୍ତୁ ନାହିଁ । ଆପଣଙ୍କୁ ଆଖି ଜନିତ କୌଣସି ଅସୁବିଧା ହୋଇପାରେ । ଓଁ ଶବ୍ଦର ୧୧ ଥର ଉଛାରଣ କରନ୍ତୁ, ପାରିବାରିକ ସମ୍ପର୍କ ମଜ୍ବୁତ ରହିବ।

ତୁଳା ରାଶି –

ଆଜି ଆପଣଙ୍କ ଦିନ ଠିକ ଠାକ ରହିବ । ଅଫିସ ରେ ସହ କର୍ମୀଙ୍କ ସହୋଯୋଗ ମିଳିବ । ଆଜି ଆପଣ କୌଣସି ସାମାଜିକ ଆୟୋଜନକୁ ଯାଇପାରନ୍ତି । ଆଜି ଆପଣ ଗାଡି କିଣିବା କଥା ଚିନ୍ତା କରିପାରନ୍ତି । ପ୍ରେମ ଜୀବନ ଦୁର୍ବଳ ରହିବ ଆଜି ଆପଣଙ୍କ ପ୍ରିୟ ଆପଣଙ୍କୁ ଏମିତି କିଛି କହିପାରନ୍ତି ଯାହା ଆପଣଙ୍କୁ ଆଘାତ ଦେବ । ଏବେ ଆପଣ ନିଜ ଲକ୍ଷ୍ୟ କୁ ନଜରରେ ରଖିବେ ଓ ତାହା ହାସିଲ କରିବା ପାଇଁ ଯୋଜନା ମଧ୍ୟ କରିବେ । ଲୋକଙ୍କ କଥା ନ ଶୁଣି ନିଜ ହୃଦୟ ର କଥା ଶୁଣନ୍ତୁ । କାମ ମାମଲା ରେ ଶୁଭ ଫଳ ମିଳିବ। ବ୍ରାହ୍ମଣ ଙ୍କୁ ଭୋଜନ କରାନ୍ତୁ, କାରୋବର ରେ ଉନ୍ନତି ହେବ।

ବିଚ୍ଛା ରାଶି –

ପ୍ରେମଜୀବନ ପାଇଁ ଆଜିର ଦିନ ବହୁତ ଭଲ ରହିବ । ଆପଣଙ୍କ ଦାମ୍ପତ୍ୟ ଜୀବନ ସୁଖରେ ଭରି ରହିବ । ଏହି ରାଶିର ଯେଉଁ ବ୍ୟକ୍ତି ଆଇନ ପାଠ ପଢୁଛନ୍ତି ଆଜି ସେମାନଙ୍କୁ କୌଣସି ବଡ ଓକିଲ ଙ୍କ ସହ କାମ କରିବାକୁ ସୁଯୋଗ ମିଳିବ । ବ୍ୟାପାରରେ ଆପଣ କିଛି ଭଲ ଫାଇଦା ପାଇବା ପାଇଁ ଯାଉଛନ୍ତି । ଆପଣ ଆଜଯୀ କିଛି ଭଲ ସମୟ ବିତାଇବା ପାଇଁ ଯାଉଛି । ଆପଣ ଜଣେ ଯଦି ବିଦ୍ୟାର୍ଥୀ ଅଟନ୍ତି ତାହେଲେ ଆପଣ ନିଶ୍ଚିତ ଭାବେ ଫଳପ୍ରଦ ପାଇବା ପାଇଁ ଯାଉଛନ୍ତି ।

ଧନୁ ରାଶି –

ଏହି ରାଶିର ଲୋକମାନେ ନିଜ ଦାଂପତ୍ଯ ଜୀବନରେ ଖୁବ ଖୁସି ପାଇବା ପାଇଁ ଯାଉଛନ୍ତି । ଆପଣଙ୍କ ଜୀବନ ସାଥି ସହ ଆପଣଙ୍କ ସମ୍ପର୍କ ଖୁବ ଭଲ ରହିବ । ଆପଣଙ୍କ ମାନଶୀକ ଚିନ୍ତା ଦୂର ହୋଇ ଜୀବ । ଆପଣ ନିଜ ମାତା ପିତା ମାନଙ୍କ ସହ ଭଲରେ ରହିବେ । ଆପଣ ବ୍ୟବଶାୟରେ ଖୁବ ଲାଭ କରିବା ଅପାଇନ ଯାଉଛନ୍ତି । ନିଜ ପାଇଁ କିଛି ଭଲ କରିବା ପାଇଁ ଆଜି ଆପଣ ଚେଷ୍ଟା କରିବେ ।

ମକର ରାଶି –

ଆପଣ ଆଜି ଖୁବ ମାନଶୀକ ଚିନ୍ତାରେ ରହିବେ । ଆଜି ଆପଣ କିଛି ଅସୁସ୍ଥ ଅନୁଭବ କରି ପାରନ୍ତି । ଆପଣ ଲକ୍ଷ୍ମୀ ଙ୍କ ପାଖରେ ଆଜି ପୂଜା ଦେଇକି ଯାନ୍ତୁ ଆପଣଙ୍କ ପାଇଁ ଖୁବ ଭଲ ଫଳ ମିଳିବ । ଆଜି ଆପଣ କ୍କିଛି ଧାର୍ମିକ କାମ କରି ପାରିବେ । ଆଜି ଆପଣ କିଛି ଭଲ କାମରେ ଜାଇ ପାରିବେ ବାହାରକୁ । ଆଜି ଆପଣ କିଛି ପରିବର୍ତ୍ତନ କରିବା ପାଇଁ ଯାଉଛନ୍ତି । ମାନେ ରଖନ୍ତୁ ଆପଣ ଯାହା ଭି କରିବେ ସବୁ ବେଳେ ନିଜ ପରିବାର ଓ ନିଜ କାମକୁ ନେଇକି ଆଖି ଆଗରେ ରଖିବେ । ଏହା ପରେ କରିବେ । କିନ୍ତୁ ଯେଉଁ ମାନେ ଚାକିରି ପାଇ ନାହାନ୍ତି ସେମାନେ ଆଜି କିଛି ନା କିଛି କରିବେ ।

କୁମ୍ଭ ରାଶି –

ଆପଣଙ୍କ ପାଇଁ ଆଜି ଡିଆଁ ଖୁବ ଭଲ ଜୀବ ଆପଣ ଆଜି ନିଜ ପରିବାର ସହ ଖୁବ ଭଲ ସମୟ ବିତାଇବେ । ଆପଣ ବୋଧେ ହୁଏ ଆଜି କିଛି କାମରେ ବାହାରକୁ ଯାଇ ପାରନ୍ତି । ଏହି ଦିନ ଆପଣଙ୍କ ପାଇଁ ଖୁବ ଭଲ ଜୀବ । ଆପଣ କିଛି ନୂଆ ଜିନିଷ ଶିଖିବା ପାଇଁ ପାଇବେ ଆଜି । ଆପଣ ଆଜି ଭଗବାନ ସୂର୍ଯ୍ୟ ଙ୍କୁ କିଛି ଖାଦ୍ଯ ଅର୍ପଣ କରନ୍ତୁ ଦେଖିବେ ଆପଣ ନିଶ୍ଚିତ ଭାବେ କିଛି ନା କିଛି ଭଲ ଖବର ପାଇବେ । ଆପଣ ଆଇ ସକାଳୁ ଆଉ ଏକ କାମ କାଲେ ଭଲ ହେବ ଆପଣ ଆଜି ଗାୟତ୍ରୀ ମନ୍ତ୍ର ବୋଲି ନିଜକୁ ସାନ୍ତ ରାଖୀ ପାରିବେ ।

ମୀନ ରାଶି –

ଆପଣ ଆଜି ମାଧ୍ୟମ ଧରଣର ଫଳ ପାଇବେ । ଆଜି ଆପଣ କିଛି ଭଲ କାମ ଆରମ୍ଭ କରି ପାରିବେ । ଆପଣ ଯାହା ଅଭି କରୁ ଛନ୍ତି ନିଜ ମାତା ଓ ପିତା ଙ୍କ ଅନୁମଟି ନେଇ ଆପଣ କାମ କରନ୍ତୁ । ଦେଖିବେ ଆପଣ ନିଶ୍ଚିତ ଭାବେ ଭଲ ପରିଣାମ ପାଇବ । ଆପଣଙ୍କ ଭାଗ୍ୟ ଏହି ଦିନ ଅଆରେ ଫିଟିବା ପାଇଁ ଯାଉଛି । ଆପଣ କିଛି ଲାଭ ପାଇବେ ଏହି ସମୟରେ । ଆପଣଙ୍କ ଆର୍ଥିକ ସ୍ଥିତି ଖୁବ ଖରାପ ରହିବ । ଆଜି ଆପଣଙ୍କ ଘର ମନ୍ଦିର ରେ କିଛି ଭୋଗ ଦିଅନ୍ତୁ । ଏହା ଫଳରେ ଆପଣ ନିଜ ଜୀବନରେ ଖୁବ ଉର୍ଣ୍ଣତି । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।