ଆଜିର ରାଶିଫଳ, 3 ସେପ୍ଟେମ୍ବର 2022, ଶନିବାର, ଶନିଦେବଙ୍କ ଆଶୀର୍ବାଦ ରହିବ ଏହି ୬ଟି ରାଶି ଉପରେ, ହେବ ଧନଲାଭ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୩ ସେପ୍ଟେମ୍ବର ୨୦୨୨ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : ଆଜି ଆପଣଙ୍କର ଜ୍ଞାନ ସ୍ତର ଉଚ୍ଚ ରେ ରହିବ । ଆପଣ ଅନ୍ୟ ଙ୍କୁ ରାଜି କରିବାର କ୍ଷମତା ଆସୁଥିବା ସମସ୍ଯା କୁ ଦୂର କରିବାରେ ସାହାଜ୍ଯ କରିବ । ଚାକିରି କରୁଥିବା ଜାତକ ଙ୍କୁ ଅଫିସରେ ଉଚ୍ଚ ଅଧିକାରୀ ଙ୍କ ପୁରା ସହଯୋଗ ମିଳିବ । ବ୍ୟକ୍ତିଗତ ଜୀବନ ବିଷୟରେ କହିବାକୁ ଗଲେ ଜୀବନ ସାଥିଙ୍କ ସହ ସମ୍ପର୍କ ଭଲ ରହିବ । ପଇସାକୁ ନେଇ ଯେଉଁ ମାମଲା ରହିଥିଲା ତାହାର ସମାଧାନ ହେବ । ଆପଣଙ୍କର ପ୍ରଦର୍ଶନ ଭଲ ରହିବ ।

ବୃଷ ରାଶି : ଆଜି ଆପଣଙ୍କର ବିରୋଧୀ ପରାସ୍ତ ହେବେ । ସ୍ୱାସ୍ଥ୍ୟ ପ୍ରତି ସଚେତନ ରହିବାର ଆବଶ୍ୟକତା ଅଛି । ଅଫିସରେ ମହିଳା ସହକର୍ମୀ ମାନଙ୍କ ସହ ଭଲରେ ବ୍ୟବହାର କରନ୍ତୁ । ଆଜି ଆପଣ ନିଜର ବ୍ୟବହାର ରେ ଅଧିକ ସନ୍ତୁଳନ ରକ୍ଷା ଅକରନ୍ତୁ । ରଚନାତ୍ମକ କାର୍ଯ୍ୟ ରେ ସଫଳତା ମିଳିବ । କୌଣସି କାମକୁ ପୁରା କରିବାରେ ଆପଣଙ୍କୁ ନୂଆ ଆଇଡିୟା ମିଳିଆରେ । ନିଜ କାର୍ଯ୍ୟ ଭିତରେ ସାମଞ୍ଜସ୍ଯ ବଜାୟ ରଖନ୍ତୁ । ପ୍ରେମ ପ୍ରସଙ୍ଗରେ ଯାହା ବି ସମସ୍ଯା ଥିଲା ତାହା ଦୂର ହେବ । ସାମାଜିକ କ୍ଷେତ୍ର ରେ ଆପଣଙ୍କର ମାନ ସମାନ ପ୍ରତିଷ୍ଠା ହେବ ।

ମିଥୁନ ରାଶି : ପରିବାର ମାମଲା ରେ ସୁଖ ର ପ୍ରାପ୍ତି ହେବ । ପଇସାକୁ ନେଇ ଯାହା ବି ସମସ୍ଯା ରହିଥିଲା ତାହା ଦୂର ହେବ । ଯେଉଁ କାମକୁ ପୁରା କରିବାକୁ ଚାହିଁବେ ତାହା ପୁରା କରିବାରେ ସଫଳ ହେବେ । ଆଜି ସମ୍ପର୍କରେ ସୁଧାର ଆଣିବାକୁ ବେହତର ସମୟ ରହିଛି ।  ଘରୋଇ ଜିନିଷ ଆଣିବା ପାଇଁ ବଜାର କୁ ଯିବେ । ଆପଣଙ୍କର ଶତ୍ରୁ ଆପଣଙ୍କୁ ବ୍ୟାପାରୀ କ୍ଷେତ୍ର ରେ ସମସ୍ଯା ରେ ପକାଇ ପାରନ୍ତି । ଆପଣଙ୍କୁ ବ୍ୟବସାୟ ପାଇଁ ଦୂର ସ୍ଥାନକୁ ଯାତ୍ରା କରିବାକୁ ପଡିପାରେ । ମହିଳା ମାନେ ଘର କାମରେ ବ୍ୟସ୍ତ ରେ ରହିବେ ।

କର୍କଟ ରାଶି : ଆପଣଙ୍କର ଇନକମ ବଢିପାରେ । ଦୁର୍ଘଟଣା ହେବାରୁ ବଞ୍ଚିତ ରୁହନ୍ତୁ । କୌଣସି କାମରେ ତରବର ହେବାରୁ ବଞ୍ଚିତ ରୁହନ୍ତୁ । ଏହି ରାଶିର ଯେଉଁ ଲୋକ ମାନେ ଶିଂଗଲ ଅଛନ୍ତି ସେମାନଙ୍କ ପାଇଁ ବିଭାର ପ୍ରସ୍ତାବ ଆସିପାରେ । ମନୋରଞ୍ଜନ ପାଇଁ ଅଯଥା ଖର୍ଚ୍ଚ ହୋଇପାରେ । କୌଣସି ଅଟକି ରହିଥିବା କାର୍ଯ୍ୟ ପୁରା ହେବ । ଅଫିସରେ କାମ ରେ ସାବଧାନ ରହିବାର ଜରୁରତ ଛି । ବ୍ୟବସାୟ କରୁଥିବା ଲୋକଙ୍କ ପାଇଁ ସମୟ ଭଲ ରହିବ ।

ସିଂହ ରାଶି : ଆଜି କୌଣସି ନୂଆ କାମ ଶିଖିବାର ମୌକା ମିଳିବ । ଲଭ ମେଟ ଙ୍କ ସହ ସମ୍ପର୍କ ଆପଣଙ୍କର ଭଲ ରହିବ । ଇଚ୍ଛିତ ସଫଳତା ପାଇଁ ଯୋଜନା ରେ ପରିବର୍ତ୍ତନ କରିବାକୁ ପଡିପାରେ । ଆପଣଙ୍କୁ ପରିବାରର ସହଯୋଗ ମିଳିପାରେ । ଆପଣ ନିଜ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ । ନିଜର ଜ୍ଞାନ ରେ ବୃଦ୍ଧି କରନ୍ତୁ । କାର୍ଯ୍ୟ ସ୍ଥଳରେ ସହଯୋଗୀ ଙ୍କ ସହ ନିଜର ବ୍ୟବହାର ଭଲ ରଖନ୍ତୁ । ବଡ ସଉଦା ଅନ୍ତିମ ସମୟରେ କରି ପାରନ୍ତି । ନିକଟତର ଲୋକଙ୍କ ସହ ଅବହାରକୁ ବୁଲିବାକୁ ଯାଇ ପାରନ୍ତି ।

କନ୍ୟା ରାଶି : ଆଜି ଆପଣଙ୍କ ମନରେ ଅଚାନକ ପରିବର୍ତ୍ତନ ଆସିପାରେ ଯାହା ଆପଣଙ୍କ ପାଇଁ ଫାଇଦା ଆଣି ଦେବ । ଆପଣଙ୍କୁ ଅଧିକ ମେହନତ କରିବାକୁ ପଡିବ  । ଏଥିରେ ଆପଣଙ୍କୁ ଫାଇଦା ମିଳିବାର ଯୋଗ ଅରହିଛି । ବିଜନେସରେ ଅଧିକ ଲାଭ ମିଳିବାର ସମ୍ଭାବନା ରହିଛି । ଚାକିରି କରୁଥିବା ଲୋକଙ୍କ ପାଇଁ ଆଜି ସମୟ ଭଲ ରହିବ । ପୁରୁଣା ଚିନ୍ତା ଦୂର ହେବ । ମନୋବଳ କମଜୋର ହୋଇପାରେ । ମନରେ ସୁରକ୍ଷା କୁ ନେଇ ଚିନ୍ତା ଆସିପାରେ ।

ତୁଳା ରାଶି : ଆଜି ଆପଣଙ୍କୁ କୌଣସି ସମ୍ମାନିତ ବ୍ୟକ୍ତି ଙ୍କ ସହ ଭେର ହେବାର ମଉକା ମିଳିବ । ଯଦି କୌଣସି ନୂଆ କରି ଆରମ୍ଭ କରିବାକୁ ଯାଉଛନ୍ତି ତେବେ ଆଜି ଦିନ ଟି ଶୁଭ ରହିବ । ଆଜି କୌଣସି ସମ୍ପର୍କୀୟ ବା ମିତ୍ରା ଙ୍କ ସହାୟତା କାରଣରୁ କୌଣସି ଜରୁରୀ କାମ ପୁରା ହୋଇଯିବ । ଆପଣ ପରିବାର ସହ କୌଣସି ଧାର୍ମିକ ସ୍ଥାନ କୁ ଯାତ୍ରା କରିବେ । ନୂଆ ଲୋକଙ୍କ ସହ ସମ୍ପର୍କ ରେ ଆସି ପାରିବେ । ମିଶ୍ରିତ ପରିଣାମ ଆପଣଙ୍କୁ ପ୍ରାପ୍ତ ହେବ । ଜୀବନ ବଞ୍ଚିବାର ନଜରୀୟା ଆପଣଙ୍କର ବଦଳିବ । କିଛି ବଡ ପରିସ୍ଥିତି କୁ ବୁଝିବାକୁ ଚେଷ୍ଟା କରିବେ ।

ବିଛା ରାଶି : ଆଜି ଆପଣ ନିଜର ସାମାଜିକ ଓ ପାରିବାରିକ ଦାୟିତ୍ଵ ନିଭାଇବାରେ ବ୍ୟସ୍ତ ରହିବେ । କଠିନ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆପଣଙ୍କୁ ସମ୍ପର୍କ ର ସଠିକ ଉପୋଯୋଗ କରିବାକୁ ହେବ । ଆପଣଙ୍କୁ ଆପଣଙ୍କର ପ୍ରିୟଜନ ଙ୍କର ସହଯୋଗ ମିଳିବାକୁ ଯାଉଛି । ବିଦ୍ୟାର୍ଥୀଙ୍କର ଯାହା ବି ଆଶା ରହିଥିଲା ତାହା ସଫଳ ହେବାକୁ ଯାଉଛି । ଜୀବନ ସାଥିଙ୍କ ଭାବନାକୁ ବୁଝାନ୍ତୁ ଓ ସମ୍ମାନ କରନ୍ତୁ । ଚ୍ୟାଲେଞ୍ଜ ର ସାମନା କରିବାକୁ ପଡିପାରେ । ବରିଷ୍ଠ ଙ୍କ ସହ ଆପଣଙ୍କର ଭେଟ ବେହତର ରହିବ ।

ଧନୁ ରାଶି : ଆଜି ଆପଣ ନ ଚାହିଲେ ବି ପଇସା ଖର୍ଚ୍ଚ ହେବ । କଠିନ କାମ ସମୟ ଥାଉ ଥାଉ ପୁରା ହେବ । ନିଜର ବୁଦ୍ଧି ବଳରେ କାମ କରନ୍ତୁ । ଅନ୍ୟ ଉପରେ ଭରସା କରନ୍ତୁ ନାହି । କାର୍ଯ୍ୟ କ୍ଷେତ୍ରରେ ବ୍ୟବହାର କୁଶଳତା ରକ୍ଷା କରନ୍ତୁ । ସମ୍ପର୍କ ମଜବୁତ ହେବ । ପାରିବାରିକ ବାତବାରଣ ଅନୁକୂଳ ରହିବ । କାହା ସହ ବିବାଦ ହୋଇପାରେ । ସାମାଜିକ ରୂପ ରେ ଆପଣ ଲୋକପ୍ରିୟତା ହାସଲ କରିବେ । କୌଣସି ନୂଆ ବନ୍ଧୁ ଙ୍କ ସହ ସମ୍ପର୍କ ସ୍ଥାପନ କରିବେ ।

ମକର ରଶି : ପରିବାର ରେ କୌଣସି ସମସ୍ୟାର ସମାଧାନ କରିବାରେ ସଫଳ ହେବେ । ବ୍ୟାପାରିକ ଯୋଜନା ଅଫଳପ୍ରଦ ହେବ । ବଡ ରାଜନୈତିଜ୍ଞ ଲୋକଙ୍କ ସହ ଭେଟ ହେବ । କଳାତ୍ମକ କ୍ଷେତ୍ର ରେ ରୁଚି ବଢିବ । ଅଧିକ ଧନ ପ୍ରତି ଲୋଭ କରନ୍ତୁ ନାହି ନଚେତ କାମ ବିଗିଡିବାର ସମ୍ଭାବନା ରହିଛି । ବନ୍ଧୁ ମାନଙ୍କ ସହ ଫିଲ୍ମ ଦେଖିବାକୁ ପ୍ଳାନ କରିବେ । ଲଭ ମେଟ ଙ୍କ ପାଇଁ ଆଜି ଦିନ ଟି ବହୁତ ଭଲ ଅଛି । କୋର୍ଟ କଚେରୀ ରେ ଅଟକି ରହିଥିବା କାମ ଆରମ୍ଭ ହେବ । ଲୋକ ମାନଙ୍କର ହୃଦୟ ଜିଣିବାରେ ସଫଳ ହେବେ ଯାହା ପାଇଁ ଆପଣଙ୍କୁ ଲାଭ ମିଳିବ ।

ମୀନ ରାଶି : ଆର୍ଥିକ ନିବେଶ ପାଇଁ ଲାଭଦାୟକ ଦିନ ରହିବ । ଅଟକି ରହିଥିବା ଧନ ଆଜି ମିଳିପାରେ । ଆଜି ଅଧିକ ସମୟ ଧାର୍ମିକ କାର୍ଯ୍ୟ ରେ ବ୍ଯତୀତ କରିବେ ଓ ଏଥିରେ ଭାଗ ନେବେ । ଆଜି ଦିନ ଟି ଆପଣଙ୍କର ମାନ ସମାନ ରେ ବୃଦ୍ଧି ହେବ । ଆପଣ କାର୍ଯ୍ୟ କ୍ଷେତ୍ର ରେ ଲଗାତାର ଉନ୍ନତି ହାସଲ କରିବେ । ଆପଣ କୌଣସି ନୂଆ ପ୍ରୋଜେକ୍ଟ ସମ୍ବଧିତ ମିତ୍ର ମାନଙ୍କ ସହଯୋଗ ନେବେ । ଯାହା ଆପଣଙ୍କ ପାଇଁ ଫାଇଦା ଆଣିବ । କୌଣସି ମହିଳା ମିତ୍ର ଙ୍କ ସହଯୋଗରେ ଲାଭ ମିଳିପାରେ ।

ମୀନ ରାଶି : ଭୂମି ବା ବାହନ ସମ୍ବଧିତ ବାଧା ଦୂର ହେବ । ଆଜି ଆପଣଙ୍କ ପାଇଁ ଚାରି ଆଡେ ବାତାବରଣ ସୁଖଦ ରହିବ । ଯଦି ଆଜି ଆପଣ କୌଣସି ନୂଆ କାମ ଆରମ୍ଭ କରୁଛନ୍ତି ତେବେ ଭାଗ୍ଯର ଭରପୁର ସହଯୋଗ ପାଇବେ । ଆଜି ଆପଣ କାର୍ଯ୍ୟ ସ୍ଥଳରେ କିଛି ପରିବର୍ତ୍ତନ କରିବେ ଯାହା ପାଇଁ ଆପଣଙ୍କୁ ଲାଭ ମିଳିବ । ନିଜର କ୍ଯାରିୟର କୁ ନେଇ ଚିନ୍ତିତ ରହିବେ । ପାରିବାରିକ ଦାୟିତ୍ଵ ଭଲ ଭଏ ନିଭାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।