ବୋହୂ ତୁମେ ନାତିକୁ ଧରି ପଳେଇ ଆସ ମୋ ଦେହ ବହୁତ ଖରାପ, ମୁଁ ତୁମ ମାନଙ୍କୁ…

ବୋହୂ ତୁମେ ନାତିକୁ ନେଇ ଘରକୁ ପଳେଇ ଆସ, ମୋ ଦେହ ଭଲ ଲାଗୁନି । ମୋ ଦେହ ବହୁତ ଖରାପରେ ମା, ମୋ ନାତିକୁ ଦେଖିବାକୁ ବହୁତ ଇଚ୍ଛା ହେଉଛି । ତୁ ନାତିକୁ ଧରି ଘରକୁ ପଳେଇ ଆସ, ଆଜି ତୁମ ଦୁଇଜଣଙ୍କ କଥା ମୋର ବହୁତ ମନେପଡୁଛି । ଯାହା ହୋଇଛି ସବୁ ଭୁଲି ତୁ ସମସ୍ତଙ୍କୁ କ୍ଷମା କରିଦେ । ତୁ ଆମ ଘରର ଲକ୍ଷ୍ମୀ ଘରକୁ ପଳେଇ ଆସେ। ତୁ ନାହୁଁ ବୋଲି ଘରଟା ଭଲ ଲାଗୁନି । ଆଜି ନାତି ସହ ଖେଳିବାକୁ ବହୁତ ଇଛା ହେଉଛି । ତା କଥା ଭାରି ମନେପଡୁଛି ।

ମୋ ନାତି ନାହିଁ ବୋଲି ମୋ ଘରଟା ଶୂନଶାନ ଲାଗୁଛି । ମୋ ନାତିକୁ ମୁଁ ବହୁତ ଝୁରୁଛି । ତୁ ମୋ ପୁଅ ଉପରେ ଭିମାନ କରିଛୁ ହେଲେ ଆମେ ଦୁଇଜଣ ଏଠି କି ଦୋଷ କରିଛୁ କହିଲୁ । ତୋ ଶାଶୁ ବି ବହୁତ ମନ ଦୁଃଖ କରୁଛି । ସେ ବି ତୁମମାନଙ୍କୁ ଖୋଜୁଛି । ମା’ରେ ଆମ ସ୍ଵାମୀ ସ୍ତ୍ରୀଙ୍କ ଆଖିରୁ ଲୁହ ଶୁଖୁନି । ତୁ ଶୀଘ୍ର ଘରକୁ ପଳେଇ ଆସେ ବୋହୂ । ଆମେ ତୋ ଫେରିବା ବାଟକୁ ଅନେଇ ବସିଛୁ । ତୁ ନାତିକୁ ଧରି ଶୀଘ୍ର ଘରକୁ ଫେରି ଆସେ ।

ତୁମମାନଙ୍କୁ ଦେଖିଲେ ମୋ ଦେହ ହୁଏତ ଭଲ ହୋଇଯିବ । ହଁ ଆଜ୍ଞା, ସ୍ତ୍ରୀ ତୃପ୍ତି ଶତପଥି ଏବେ ବାବୁଶାନଙ୍କ ଠାରୁ ଦୂରରେ ରହିଛନ୍ତି । ବାବୁଶାନ, ତୃପ୍ତି ଓ ପ୍ରକୃତି ବିବାଦ ପରେ ତୃପ୍ତି ଶ୍ଵଶୁର ଘର ଛାଡି ନିଜ ବାପଘରେ ରହୁଛନ୍ତି । ଯେଉଁଥି ପାଇଆନ ବାବୁଶାନଙ୍କ ପୁଅ ଗୁଆନ ମଧ୍ୟ ବାବୁଶାନଙ୍କ ଠାରୁ ଦୂରରେ ରହିଛନ୍ତି ।

ଆଉ ଏବେ ବରିଷ୍ଠ ଅଭିନେତା ତଥା ବାବୁଶାନଙ୍କ ବାପା ଉତ୍ତମ ମହାନ୍ତିଙ୍କ ଦେହ ଅସୁସ୍ଥ ଥିବାବେଳେ ସେ ତାଙ୍କ ନାତିକୁ ବହୁତ ଝୁରି ହେଉଛନ୍ତି । ଗୁଆନକୁ ପ୍ରତିତି ସମୟରେ ଖୋଜୁଛନ୍ତି ଉତ୍ତମ ମହାନ୍ତି । ଗୋଟିଏ ବୋଲି ନାତିକୁ ସେ କେମିତି ବା ଝୁରିବେନି । ତେବେ ବାବୁଶାନ ଭିଡିଓ ଜାରି କରି ତୃପ୍ତିଙ୍କୁ ଭୁଲ ମାଗିବା ପରେ ପରିସ୍ଥିତି ଏବେ ଧୀରେ ଧୀରେ ସୁଧୁରିବାରେ ଲାଗିଛି ।

ତେବେ ଦେଖାଯାଉ ତୃପ୍ତି କେବେ ସବୁ ରାଗ ଅଭିମାନ ଭୁଲି ନିଜ ଶ୍ଵଶୁର ଘରକୁ ଫେରୁଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।