ଆଜିର ରାଶିଫଳ, 29 ଡିସେମ୍ବର 2022, ଗୁରୁବାର, ମା’ ଲକ୍ଷ୍ମୀଙ୍କ ଆଶୀର୍ବାଦ ରହିବ ଏହି 4ଟି ରାଶି ଉପରେ, ମିଳିବ ଆକସ୍ମିକ ଧନ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୨୯ ଡିସେମ୍ବର ୨୦୨୨ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : ଆଜି ଦିନ ଟି ଆପଣଙ୍କ ଖୁସି ଓ ସନ୍ତୁଷ୍ଟି ଭରା ରହିବ । ଆଜି ଆପଣଙ୍କୁ କୌଣସି ସନ୍ଥ ମହାପୁରୁଷ ଙ୍କ ଆଶୀର୍ବାଦ ପ୍ରାପ୍ତ ହେବ । ଯାହା ଦ୍ଵାରା ଆପଣଙ୍କୁ ପଜେଟିଭ ଅନୁଭବ ହେବ । ଯଦି ଆପଣ ବେରୋଜଗାର ଅଛନ୍ତି ଓ ଲମ୍ବା ସମୟରୁ ଚାକିରି ଖୋଜୁଛନ୍ତି ତେବେ ଆଜି ଆପଣଙ୍କର ସନ୍ଧାନ ଶେଷ ହେବ । ସନ୍ତାନ ଙ୍କ କାରଣରୁ କିଛି ମାନସିକ ଚିନ୍ତା ସୃଷ୍ଟି ହୋଇପାରେ । ଜୀବନ ସାଥିଙ୍କ କାମ କାର୍ଯ୍ୟ କୁ ନେଇ ବ୍ୟସ୍ତ ରହିବେ ।

ବୃଷ ରାଶି : ଆଜି ଆପଣଙ୍କର ସବୁ ଧ୍ୟାନ ନିଜ ଉପରେ ରହିବ । ଆଜି ଆପଣଙ୍କୁ ଅଜଗବ ର ଉସଚହ ଓ ଆତ୍ମବିଶ୍ଵାସ ରେ ବୃଦ୍ଧି ହେବ । ଦାମ୍ପତ୍ୟ ଜୀବନ ସୁଖୀ ରହିବ । ଜୀବନ ସାଥି ଙ୍କ ଭାବନାତ୍ମକ ସମର୍ଥନ ଆପଣଙ୍କୁ ମିଳିବ । ଆଜି ଧନ ପ୍ରାପ୍ତି ସହ ଖର୍ଚ୍ଚ ବୃଦ୍ଧି ହେବ । ଆଜି ଏମିତି କାମ ପୁରା ହୋଇପାରେ ଯାହା ବିଷୟରେ ଆପଣ କିଛି ଦିନ ରୁ ଯୋଜନା କରୁଥିଲେ । ଆପଣଙ୍କ ବନ୍ଧୁତା ଙ୍କ ସଂଖ୍ୟା କମିପାରେ ।

ମିଥୁନ ରାଶି : ଆଜି ଆପଣଙ୍କୁ କୌଣସି ବଡ ଖୁସି ଖବର ମିଳିପାରେ । ଆପଣ ପରିବାର ଲ୍କାଙ୍କ ସହ ଭଲ ସମୟ ବ୍ଯତୀତ କରିବେ । ଆଜି ଆପଣ କ୍ରୟ କରିବେ କିନ୍ତୁ ନିଜର ଖର୍ଚ୍ଚ କୁ ନେଇ ଅବହେଳା କରନ୍ତୁ ନାହି । ଆପଣଙ୍କୁ ବ୍ୟାପାର କ୍ଷେତ୍ର ରେ ଅଚାନକ ଧନ ଲାଭ ହେବାର ସମ୍ଭାବନା ଅଛି । ଆଜି ଦିନ ରେ ଆପଣ ଭୂମି, ଭବନ ଓ ବାହନ କ୍ରୟ କରି ପାରନ୍ତି । ଆପଣଙ୍କୁ ବ୍ୟାପାରିକ ଲାଭ ହେବ ।

କର୍କଟ ରାଶି : ପ୍ରେମ ଓ ସନ୍ତାନ ମଧ୍ୟମ ରହିବ । କ୍ରୋଧ ଉପରେ ସଂଯମ ରଖନ୍ତୁ । ନିଜର ସ୍ୱାସ୍ଥ୍ୟ କୁ ଫିଟ ରଖିବା ପାଇଁ ଆଜି ତାଜା ଫଳର ସେବନ କରନ୍ତୁ । ସଫଳତା ସହ ଆତ୍ମବିଶ୍ଵାସ ବଢିବ । ବ୍ୟବସାୟରେ ସତର୍କ ରୁହନ୍ତୁ । କ୍ଯାରିୟର ସମ୍ବଧିତ କୌଣସି ବଡ ଅବସର ମିଳିବ । ଦାଂପତ୍ଯ ଜୀବନରେ କିଛି ସମସ୍ଯା ହୋଇପାରେ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । ଧନ ପ୍ରାପ୍ତି ଓ ସମୃଦ୍ଧି ବଢିବ ।

ସିଂହ ରାଶି : ଧନ ର ପୂର୍ତ୍ତି ପୂରଣ କରିବା ପାଇଁ ଆପଣଙ୍କୁ ବନ୍ଧୁ ଙ୍କ ସହଯୋଗ ମିଳିବ । ବିବାହିତା ନିଜ ପାଇଁ ଆଜି ଦିନ ଟି ମନେ ରହିବା ଭଳି ସାବ୍ଯସ୍ତ ହେବ । ସନ୍ଧ୍ୟା ରେ ଆଜି ଆପଣଙ୍କୁ ଥକାପଣ ଅନୁଭବ ହୋଇପାରେ । ଗୃହ କାର୍ଯ୍ୟ ରେ ଲାଭ ଦେଖାଯିବ । ଆପଣଙ୍କ ପାଇଁ ଆଜି ଦିନ ଟି ଅଧିକ ବ୍ୟସ୍ତ ଭରା ରହିବ ଯାହା କାରଣରୁ ଆପଣ ଥକାପଣ ଅନୁଭବ କରିବେ । ଆଳସ୍ୟ ଠାରୁ ଦୂରେଇ ରୁହନ୍ତ । ଆତ୍ମବିଶ୍ଵାସ ରେ ବୃଦ୍ଧି ହେବ । କାମ ସତର୍କ ପୂର୍ବକ କରନ୍ତୁ ।

କନ୍ୟା ରାଶି : ଆଜି ଆପଣଙ୍କର ଅଧିକାଂଶ ସମୟ ଜୀବନ ସାଥିଙ୍କ ସହ ବ୍ଯତୀତ ହେବ । କିଛି ନୂଆ ଶିଖିବାର ଉଶ୍ଚାହ ରହିବ । ଆଜି ଆପଣ ଯେଉଁ ଯୋଜନା କରିଛନ୍ତି ସେଥିରେ ସଫଳତା ମିଳିବ । ବାହନ ବା ମେସିନାରୀ କାମ ସତର୍କ ଉରବକା କରନ୍ତୁ । ଆପଣଙ୍କର କରିଥିବା କାର୍ଯ୍ୟ ର ପ୍ରଶଂସା ମିଳିବ । ପିଲା ମାନଙ୍କର କଥା ରେ ମନ ପ୍ରସନ୍ନ ହେବ । ଚାକିରି ରେ ଉନ୍ନତି ହେବାର ଯୋଗ ଅଛି ।

ତୁଳା ରାଶି : ଆଜି କହିବା ପୂର୍ବରୁ ବିଚାର ଜରୁର କରନ୍ତୁ । ଆଜି ଆପଣଙ୍କର ସବୁ କାମ ମନ ମୁତାବକ ପୁରା ହେବ । ଆପଣ ପିଲାଙ୍କ ସହ ବୁଲିବାର ପ୍ଳାନ କରିବେ । ଏହା ସହ ଆପଣ କୌଣସି ଖାସ ବନ୍ଧୁଙ୍କ ସହ ଭେଟ କରିବେ । ଲୋକେ ଆଜି ଆପଣଙ୍କ ଠାରୁ କିଛି ଶିଖିବାକୁ ଚେଷ୍ଟା କରିବେ । ଆପଣଙ୍କ ଦ୍ଵାରା ନିଜର ପୁରା କାର୍ଯ୍ୟ କ୍ଷମତା ର ପ୍ରୟୋଗ ଆପଣଙ୍କୁ ପ୍ରତେକ କାମରେ ସଫଳ ବନାଇବ ।

ବିଛା ରାଶି : ଆପଣଙ୍କୁ ପରିବାର ର ସହଯୋଗ ମିଳିବ । ଜୀବନ ସାଥିଙ୍କ ସହ ଭଲ ସମୟ ବ୍ଯତୀତ କରିବେ । ଜୀବନ ସାଥିଙ୍କ ସମ୍ମାନ କରନ୍ତୁ ଆଜି ଦିନରେ ଆତଙ୍କର ପରାମର୍ଶ ମାନିବା ଶୁଭ ହେବ । ଭବିଷ୍ୟ ସମ୍ବଧିତ ଯୋଜନା କରିବାର ଆବଶ୍ୟକତା ଅଛି । କେବଳ ଚିନ୍ତା କୁ ମହତ୍ଵ ଦେବା ବଦଳରେ କାର୍ଯ୍ୟ କ୍ଷମତା ର ବ୍ୟବହାର ଠିକ ରେ ବ୍ୟବହାର କରନ୍ତୁ । ନଚେତ ଅଧିକ ସମୟ ଚିନ୍ତା ରେ ରହିବେ ।

ଧନୁ ରାଶି : ଆଜି ଆପଣ ଟିକେ ଭାବୁକ ହୋଇ ପାରନ୍ତି । ଆପଣଙ୍କୁ ଏକା ସହ ଅନେକ କାମ ସମ୍ଭାଳିବାକୁ ପଡିବ । ନିଜର ପ୍ରେମୀ ବା ଜୀବନ ସାଥି ଙ୍କ ଉପରେ ହୁକୁମ କରନ୍ତୁ ନାହି । ଆପଣଙ୍କ ବିଶ୍ଵାସ ର ସାହାରା ରେ ପାରିବାରିକ ସମ୍ପର୍କ ମଜବୁତ ହେବ । ଶିକ୍ଷା କ୍ଷେତ୍ର ସହ ଜଡିତ ଲୋକଙ୍କ ପାଇଁ ଦିନ ଶୁଭ ହେବ । ଆପଣଙ୍କ ଇନକମ ଭଲ ରହିବ । ଜଲ୍ଦି ସଫଳତା ପାଇବା ଚାକର ରେ ଅନୁଚିନ୍ତା କାର୍ଯ୍ୟ ପ୍ରତି ଧ୍ୟାନ ଦିଅନ୍ତୁ ନାହି ।

ମକର ରାଶି : ଅଟକି ରହିଥିବା କାମ ପୁରା ହେବ । କାହା କଥାରେ ପଡନ୍ତୁ ନାହି । କୌଣସି ଭଲ ଜାଗାକୁ ପିକନିକ ଯାଇ ପାରନ୍ତି । ଆଜି ଆପଣଙ୍କ ଗୃହ ଉପୋଯୋଗୀ ବସ୍ତୁ ରେ ବୃଦ୍ଧି ହେବ ଯାହା ପାଇଁ ଆପଣ କିଛି ଧନ ବ୍ୟୟ କରିବେ । ଯଦି ସମ୍ପର୍କ ରେ ଲମ୍ବା ସମୟରୁ ବାଦ ବିବାଦ ଚାଲିଛି ତେବେ ତାହାର ସମାଧାନ ହେବ । ଯାହା ଦ୍ଵାରା ସମ୍ପର୍କ ରେ ନିକଟତର ଆସିବ । ଆପଣଙ୍କୁ ବାନ୍ଧି ଙ୍କ ସମର୍ଥନ ଆନନ୍ଦ ଦେବ ।

କୁମ୍ଭ ରାଶି : ଆଜି ଆପଣ କଠିନ ସମସ୍ଯା ର ସମାଧାନ କରିବେ । କର୍ମ କ୍ଷେତ୍ର ରେ ଭଲ ଲାଭ ମିଳିବାର ସମ୍ଭାବନା ଦେଖା ଯାଉଛି । ନେଟୱାର୍କ ସହ ଜଡିତ ଲୋକ ଙ୍କୁ ନୂଆ ଅବସର ମିଳିବ । ନିଜ କାମ କୌଶଳ ର ପ୍ରୟୋଗ ଅଧିକ ରୁ ଅଧିକ କରିବେ । ଏହା ଆପଣଙ୍କୁ ଭଲ ଲାଭ ଦେଇପାରେ । ସାର୍ବଜନୀକ ଜୀବନରେ ଅପଯଶ ବା ଅପକୀର୍ତ୍ତୀ ଆପଣଙ୍କ ମାନ ପ୍ରତିଷ୍ଠା କୁ ହାନି ପହଞ୍ଚାଇ ପାରେ । ଦାଂପତ୍ଯ ଜୀବନ ସୁଖମୟ ରହିବ ।

ମୀନ ରାଶି : ଆଜି ଦାୟିତ୍ଵ କୁ ନେଇ ଆପଣ ସତର୍କ ରହିବାର ଅଛି । ଧନ ଜନିତ କିଛି ସମସ୍ଯା ହୋଇପାରେ । ଖାଦ୍ଯପେୟ ଉପରେ ବିଶେଷ ଧ୍ୟାନ ଦିଅନ୍ତୁ । ଆପଣ ବ୍ୟୟ ର ସନ୍ତୁଳନ ରକ୍ଷା କରିବେ । ଛୋଟ ଭାଇ ଙ୍କ ସହ ସାମଞ୍ଜସ୍ଯ ବଜାୟ ରଖନ୍ତୁ । ସେମାନଙ୍କ ମାଧ୍ୟମ ରେ ଆପଣଙ୍କ ଆତ୍ମବିଶ୍ଵାସ ବଢିବ  ଛୋଟ ଛୋଟ କଥାରେ ରାଗନ୍ତୁ ନାହି । ଆପଣଙ୍କର ପାରିବାରିକ ପ୍ରତିଷ୍ଠା ରେ ବୃଦ୍ଧି ହେବାର ଦିନ ଅଟେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।