ଆଜିର ରାଶିଫଳ, 28 ମାର୍ଚ୍ଚ 2024, ଗୁରୁବାର, ମା’ ଲକ୍ଷ୍ମୀଙ୍କ ଆଶୀର୍ବାଦ ରହିବ ଏହି 5ଟି ରାଶି ଉପରେ, ମିଳିବ ଆର୍ଥିକ ସମସ୍ୟାରୁ ମୁକ୍ତି

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ 28 ମାର୍ଚ୍ଚ 2024ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : ଆଜି ଆପଣଙ୍କୁ ଜୀବନ ସାଥିଙ୍କ ଠାରୁ ସୁଖର ସମାଚାର ମିଳିପାରେ । ମେହନତ ଦ୍ଵାରା ଆପଣଙ୍କୁ ଉଚିତ ସଫଳତା ମିଳିବ । ସାମାଜିକ ମାନ ସାମନାରେ ବୃଦ୍ଧି ହେବ । ଭୂମି, ବାହନ ଆଦି କ୍ରୟ କରିବାର ଯୋଗ ଅଛି । ସରକାରୀ ଚାକିରି ସହ ଯଦିର ଲୋକ ଙ୍କୁ ପଦ ପ୍ରମୋଶନ ମିଳିପାରେ । ବ୍ୟବସାୟରେ କୌଣସି ସହଯୋଗୀ ଙ୍କ ସହ ଚାଲିଥିବା ମତଭେଦ ଦୂର ହେବ । ସମ୍ପର୍କ ରେ ସୁଧାର ହେବ ।

ବୃଷ ରାଶି : ଏହି ରାଶିର ଓକିଲ ଙ୍କ ପାଇଁ ଦିନ ଭଲ ଅଛି । ପ୍ରେମିକ ଓ ପ୍ରେମିକା ପରସ୍ପର ସହ ପୁରୁଣା କଥାକୁ ନେଇ ଆଲୋଚନା କରିବେ । ଆଜି କାର୍ଯ୍ୟ କୁ ସ୍ଥଗିତ କରିବା ପାଇଁ ଆପଣଙ୍କ ପାଇଁ ବୁଦ୍ଧିମାନର କାମ ହେବ । କାର୍ଯ୍ୟ କ୍ଷେତ୍ରରେ ଆଜି କିଛି ବଡ ପରିବର୍ତ୍ତନ କରି ପାରନ୍ତି । ନୂଆ ଦାୟିତ୍ଵ ମିଳିପାରେ । ଆପଣଙ୍କ ଜ୍ଞାନର ବିକାଶ ହେବ । ନୂଆ କାମ ଶିଖିବାର ଅବସର ପ୍ରାପ୍ତ ହେବ । ଆପଣଙ୍କୁ ଧନ ଲାଭ ହେବାର ସମ୍ଭାବନା ଅଛି ।

ମିଥୁନ ରାଶି : ଲୋକେ ଆଜି ଆପଣଙ୍କ ସ୍ଵଭାବରେ ପ୍ରଭାବିତ ହେବେ । ଫାଇନାନ୍ସ ସମ୍ବଧିତ କୌଣସି ଜରୁରୀ ନିସ୍ପତି ନେଲେ ପଜେଟିଭ ପରିଣାମ ହାସଲ ହେବ । ସନ୍ତାନ ଙ୍କ ଠାରୁ ସୁଖ ମିଳିବ । ଜୀବିକା କ୍ଷେତ୍ରରେ ନୂଆ ଆୟାମ ଉଶ୍ଚାହିତ କରିବେ । ସମ୍ପତି କ୍ରୟ ବା ବିକ୍ରି କରିବାର ପ୍ଳାନ କରିବେ । ତେବେ କିଛି ସମୟ ଯାଏଁ ରହି ଯାଆନ୍ତୁ । ଡିଲ ଫାଇନାଲ ହେବା ପରେ କାଗଜପତ୍ର ଉପରେ ଧ୍ୟାନ ଦିଅନ୍ତୁ । ପ୍ରେମ ପ୍ରସଙ୍ଗରେ ପଜେଟିଭ ପରିଣାମ ମିଳିବ ।

କର୍କଟ ରାଶି : ପରିବାର ଓ ବ୍ୟବସାୟ ରେ ସ୍ଥିତି ଠିକ ଠାକ ରହିବ । ଆଜି ପରିବାରରେ ସଦସ୍ୟଙ୍କ ସହ ସମ୍ପର୍କ ରେ ସୁଧାର ଆସିବ । ଯାହା ଦ୍ଵାରା ଆପଣଙ୍କ ସମ୍ପର୍କ ମଜବୁତ ହେବ । ଆଜି ଦିନ ଟି ପଜେଟିଭ ଊର୍ଜା ଭରପୁର ମାତର ରେ ଅଛି । କ୍ୟାରିୟରରେ ନୂଆ ସଫଳତା ହାସଲ କରିବେ । ନିବେଶ ମାମଲାରେ ନୂଆ ଯୋଜନା କରିବେ । ଅଯଥାରେ କାହା ସହ ବିବାଦ କରନ୍ତୁ ନାହି । ନଚେତ ମାନସିକ ଅସାନ୍ତି ହୋଇପାରେ ।

ସିଂହ ରାଶି : ସରକାରୀ ସେବାରତ ଲୋକ ଙ୍କୁ ଟାର୍ଗେଟ ପୁରା କରିବାରେ ରିହାତି ମିଳିବ । ପାରିବାରିକ କାମରେ ଚାଲିଥିବା ମତଭେଦ ଦୂର ହେବ । ଆଜି ନିଜର ଖାଦ୍ୟପେୟ ଉପରେ ନିୟନ୍ତ୍ରଣ ରଖନ୍ତୁ । କାହା ସହ ବିବାଦ କରନ୍ତୁ ନାହି । ସମସ୍ତଙ୍କ ସହ ମିଳାମିଶା କରନ୍ତୁ । ସମସ୍ତଙ୍କ ସହ ହସ ମଜାକ କରନ୍ତୁ । କେଉଁ ଠାରୁ କରଜ ନେବାକୁ ଚେଷ୍ଟା କରୁଥିଲେ ତାହା ମିଳିପାରେ । କୌଣସି ତର୍କ ଠାରୁ ଦୂରେଇ ରୁହନ୍ତୁ ।

କନ୍ୟା ରାଶି : ଧନ ଲାଭ ହେବାର ଯୋଗ ଅଛି । ଛାତ୍ର ଙ୍କ ପାଇଁ ଦିନ ଭଲ ଅଛି । ପଢା ଲେଖାରେ ମନ ଲାଗିବ । ଆଜି ଦିନ ରେ ମନୋରଞ୍ଜନ ପଛରେ ଟଙ୍କା ଖର୍ଚ୍ଚ ହେବ । ଆପଣଙ୍କ ସିନିୟର୍ସ ଆପଣଙ୍କ ଉପରେ ସନ୍ତୁଷ୍ଟ ହୋଇ ପାରନ୍ତି । ନିଜ ଲୋକଙ୍କର ସହଯୋଗ ମିଳିବ । ସ୍ୱାସ୍ଥ୍ୟ ମାମଲାରେ କିଛି କମ୍ଜୋରି ଅନୁଭବ ହେବ । କୌଣସି ପୁରୁଣା ରୋଗ ଆପଣଙ୍କୁ ଚିନ୍ତାର କାରଣ ହୋଇପାରେ ।

ତୁଳା ରାଶି : ପରିବାରରେ କେହି କାର୍ଯ୍ୟ ରେ ଅସଫଳ ହେଉଥିଲେ ଆପଣ ତାଙ୍କର ମନୋବଳ ବଢନ୍ତୁ । ଆଜି ଆପଣ ସନ୍ତାନ ଙ୍କ ଭବିଷ୍ୟତକୁ ନେଇ କିଛି ବଡ ନିସ୍ପତି ନେଇ ପାରନ୍ତି । ଆପଣ ନିଜର ଚାଲାକ ପଣ ଓ ବୁଦ୍ଧି ଦ୍ଵାରା ନିଜ କାମରେ ସଫଳ ହେବେ । ଆଜି ଆପଣ ଭଲ ଲୋକଙ୍କ ସହ ସମ୍ପର୍କ ସ୍ଥାପନ କରିବେ । ଯିଏ ଆପଣଙ୍କୁ କାର୍ଯ୍ୟ ରେ ସଫଳତା କରାଇବା ପାଇଁ ମାର୍ଗ ଦର୍ଶନ କରାଇବେ ।

ବିଛା ରାଶି : ଘରୋଇ ସୁଖ ସୁବିଧାର ଜିନିଷ ଉପରେ ଅଧିକ ଖର୍ଚ୍ଚ କରିବେ । ଧନର ମାର୍ଗ ରେ ଆସୁଥିବା ବାଧା ଦୂର ହେବ । ଆଜି ଆପଣ ବାହନ ଚଳାଇବା ସମୟରେ ସତର୍କ ରୁହନ୍ତୁ । ପିତା ଙ୍କ ସ୍ୱାସ୍ଥ୍ୟ ରେ ସୁଧାର ଆସିବ । ମାତା ଙ୍କ ସମର୍ଥନ ପାଇବେ । ଜୀବନ ସାଥିଙ୍କ ବ୍ୟବହାର ରେ କିଛି ପରିବର୍ତ୍ତନ ନଜର ଆସିବ । ଆପଣ ଆଜି ଆଖ ପାଖର ଲୋକ ଓ ସୂଚନା ପ୍ରାପ୍ତ କରିବାରେ ଆଗ୍ରହୀ ହେବେ ।

ଧନୁ ରାଶି : ଜୀବନ ସାଥିଙ୍କ ଉନ୍ନତି ଦେଖି ଆପଣ ପ୍ରସନ୍ନ ହେବେ । ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ମଜବୁତ ରହିବ । ବିବାହିତା ହୋଇଥିଲେ ଆଜି ସ୍ଵାମୀ ସ୍ତ୍ରୀ ଙ୍କ ମଧ୍ୟରେ ସମ୍ପର୍କ ମହଦୂର ହେବ । ମୁଲ୍ଯବନ ବସ୍ତୁ ଯତ୍ନ ରେ ରଖନ୍ତୁ । ପରିବାରର ସହଯୋଗ ପାଇବେ । ଆସୁଥିବା କଠିନ ସ୍ଥିତି ର ସାମ୍ନା ସାହସର କରନ୍ତୁ । ଜରୁରୀ ନିସ୍ପତି ନେବାରେ ତରବର ହୁଅନ୍ତୁ ନାହି । ସରକାରୀ ତନ୍ତ୍ର ରୁ ଲାଭ ମିଳିବାର ସଂକେତ ଅଛି ।

ମକର ରାଶି : ଆଜି ଆପଣଙ୍କୁ ବନ୍ଧୁ ଙ୍କ ସହଯୋଗ ମିଳିବ । ସମ୍ମାନ ପାଇବାରୁ ମନ ପ୍ରସନ୍ନ ରହିବ । ଅନ୍ୟ କଥାରେ ପ୍ରଭାବିତ ହୁଅନ୍ତୁ ନାହି । ନଚେତ ଆପଣଙ୍କ ନିସ୍ପତି ଭୁଲ ହୋଇପାରେ । ଚାକିରି କରୁଥିବା ଜାତକ ଙ୍କ ଆଜି ସବୁ କାମ ସୁଚାରୁରୂପେ ହେବ । ଏହା ସହ ଉଚ୍ଚ ଅଧିକାରୀଙ୍କ ସହଯୋଗ ମିଳିବ । ବ୍ୟାପାରୀ ଙ୍କ ପାଇଁ ନୂଆ ମାର୍ଗ ଖୋଲିବ । ଆପଣଙ୍କ ଭାଗ୍ଯର ଦ୍ଵାରା ଖୋଲିଯିବ । ଆପଣଙ୍କୁ ନିଜର ପ୍ରୟାସ ଦ୍ଵାରା ଭଲ ପରିଣାମ ମିଳିବ ।

କୁମ୍ଭ ରାଶି : ଆପଣଙ୍କ ଘରକୁ ପ୍ରିୟ ଅତିଥି ଙ୍କ ଆଗମନ ହେବ । ନିଜର କାମ ଓ ବାଣୀ ଉପରେ ଧ୍ୟାନ ଦିଅନ୍ତୁ । କାମ କାର୍ଯ୍ୟ ରେ ଆଜି ଆପଣଙ୍କର ପ୍ରଦର୍ଶନ ଭଲ ରହିବ । ଆପଣଙ୍କ ଭିତରେ କଥା କହିବାର ଯେଉଁ କଳା ରହିଛି ଆପଣଙ୍କୁ କୌଣସି ବି କ୍ଷେତ୍ର ରେ ସଫଳତାର ଶିକ୍ଷାର ରେ ପହଞ୍ଚାଇବାରେ ସାହାଜ୍ଯ କରିବ । ଜୀବନ ସାଥି ଙ୍କ ସହଯୋଗ ବା ସାନିଧ୍ୟ ଆପଣଙ୍କୁ ଭରପୁର ମାତ୍ରା ମିଳିବାର ଦେଖା ଯାଉଛି ।

ମୀନ ରାଶି : ଯଦି କାହାକୁ ଲମ୍ବା ସମୟ ରୁ ଉଧାର ଦେଇଛନ୍ତି ତେବେ ଆଜି ଆପଣଙ୍କୁ ଟଙ୍କା ଫେରସ୍ତ ମିଳିପାରେ । ପ୍ରଥମେ ଜାଣି ନିଅନ୍ତୁ ତା ପରେ କିଛି କାମ କରିବେ । ଆଜି ଆପଣ ଅନ୍ୟ ବ୍ୟକ୍ତି ଙ୍କ ମାମଲାରେ ହସ୍ତକ୍ଷେପ କରନ୍ତୁ ନାହି । ଦ୍ଵିପହର ରେ ସ୍ଥିତି ପ୍ରତିକୂଳ ହୋଇପାରେ । ଆଜି ଆପଣଙ୍କ ଥରେ ରଚନାତ୍ମକ ଊର୍ଜା ଅଧିକ ରହିବ । ତାହାକୁ ଉଚିତ ଦିଶା ରେ ଅବଶ୍ୟ ଲଗାନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।