ଆଜିର ରାଶିଫଳ, 28 ଫେବୃୟାରୀ 2022, ସୋମବାର, ମହାଦେବଙ୍କ କୃପା ରହିବ ଏହି ୪ଟି ରାଶି ଉପରେ, ହେବ ଧନଲାଭ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୨୮ ଫେବୃୟାରୀ ୨୦୨୨ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : ଆଜି ଆପଣ ପରିବାର ସହ ଧାର୍ମିକ ସ୍ଥାନକୁ ଯାତ୍ରା କରିବେ । ଆପଣଙ୍କର ସବୁ ଇଚ୍ଛା ପୂରଣ ହେବେ । ଚାକିରି କରିଥିବା ବ୍ୟକ୍ତିଙ୍କର ପ୍ରମୋଶନ ହୋଇପାରେ । ଆପଣଙ୍କର କହର୍ଚ୍ଚ ବଢିପାରେ । ତେଣୁ ସାବଧାନ ରୁହନ୍ତୁ । କାର୍ଯ୍ୟ କ୍ଷେତ୍ର ରେ ମାନ ସମାନ ବୃଦ୍ଧି ହେବ । ଯେଉଁ କ୍ଷେତ୍ର ରେ ରହିବେ ଉଚ୍ଚ ସ୍ତର ରେ ରହିବେ । ଅଟକି ରହିଥିବା କାମ ପୁରା ହେବ । ଅଚାନକ ଧନ ଲାଭ ହେବେ । ଧନ ରୋଜଗାର କରିବାର ନୂଆ ଅବସର ମିଳିପାରେ ।

ବୃଷ ରାଶି : ଆଜି ଆପଣ ପିଲାଙ୍କ ସହ ଅଧିକ ସମୟ ବିତାଇବେ । ରୋଜଗାରରେ ବୃଦ୍ଧି ହେବେ । ଚାକିରି କ୍ଷେତ୍ରରେ ପ୍ରଗତି ହୋଇପାରେ । ସନ୍ତାନ ମାନଙ୍କ ସହ ଜଡିତ ସବୁ କାମ ଆଜି ସଫଳ ହେବେ । କୌଣସି ଜାଗାକୁ ଯାତ୍ରା କରିବେ । ସନ୍ତାନ ମାନଙ୍କ ତରଫରୁ ଖୁସି ଖବର ଶୁଣିବାକୁ ପାଇବେ । ମାତା ପିତା ଙ୍କ ସହଯୋଗ ଦ୍ଵାରା ଆପଣ ଜୀବନରେ ସଫଳ ହେବେ । ରଚନାତ୍ମକ ପ୍ରୟାସ ଆପଣଙ୍କର ଫଳୀଭୂତ ହେବ ।

ମିଥୁନ ରାଶି : ଆଜି ଆପଣଙ୍କର ଦିନ ଟି ଅନୁକୂଳ ରହିବ । ପରିବାର ସହ ଧାର୍ମିକ ସତ୍ସଙ୍ଗ ରେ ସାମିଲ ହେବାର ଅବସର ମିଳିବ । ପୁରୁଣା ସ୍ମୃତି ଆପଣଙ୍କର ତାଜା ଜେବ । ଶିକ୍ଷା କ୍ଷେତ୍ର ରେ ବିଦ୍ୟାର୍ଥୀ ମାନେ ଉନ୍ନତି କରିବେ । କୌଣସି କ୍ଷେତ୍ର ରୁ ଅଚାନକ ଧନ ଲାଭ ହେବେ । ଆଜି ଆପଣ ଜୀବନ ସାଥି ଙ୍କ ସହ ରୋମାନ୍ସ କରିବାର ଅବସର ପାଇବେ । ଆୟ ରେ ବୃଦ୍ଧି ହୋଇପାରେ । ଯେଉଁ କାମରେ ହାତ ଦେବେ ସେଥିରେ ସଫଳ ହେବେ ।

କର୍କଟ ରାଶି : ଆଜି ଆପଣ କୌଣସି ମୂଲ୍ଯବାନ ବସ୍ତୁ ପାଇ ଖୁସି ଅନୁଭବ କରିବେ । ମିତ୍ର ମାନଙ୍କ ଗହଣରେ ଆପଣଙ୍କର ସମୟ ଭଲ ରହିବ । ନୂଆ ବ୍ୟକ୍ତି ଙ୍କ ସହ ମିତ୍ରତା ସ୍ଥାପନ କରିବେ । ଯେଉଁ କାମରେ ହାତ ଦେବେ ସେଥିରେ ସଫଳ ଏବେ । କୌଣସି ଆନନ୍ଦମୟ ସମ୍ମିଳନୀରେ ଆପଣ ଯୋଗ ଦେବେ । କୌଣସି କ୍ଷେତ୍ର ରୁ ଅଚାନକ ଧନ ଲାଭ ହେବ । ଛାତ୍ର ଛାତ୍ରୀ ମାନେ ପାଠ ପଢା ରେ ଆଗରେ ରହିବେ ।

ସିଂହ ରାଶି : ଏହି ରାଶିର ଲୋକ ମାନଙ୍କ ପାଇଁ ଆଜି ଦିନ ଟି ସାନଦାର ରହିବ । ବିଗିଡି ଯାଇଥିବା କାମ ପୁରା ହେବେ । ସମାଜରେ ମାନ ସମାନ ବୃଦ୍ଧି ହେବ । ଯାହା ଦ୍ଵାରା ଲୋକ ମାନେ ଆପଣଙ୍କର ମାର୍ଗ ଦର୍ଶନ କରିବେ । ଆପଣଙ୍କ ଜୀବନରେ ଖାସ ବ୍ୟକ୍ତି ଙ୍କ ଆଗମନ ହୋଇପାରେ । ଯାହାଙ୍କ ଠାରୁ ଆପଣ ନୂଆ ଶିକ୍ଷା ଲାଭ କରିବେ । ମିତ୍ର ମାନଙ୍କ ସହ ଦୂର ଜାଗାକୁ ବୁଲିବା ପାଇଁ ପ୍ଳାନ କରିବେ । ସ୍ୱାସ୍ଥ୍ୟ ଜନିତ ସମସ୍ଯା ଦୂର ହେବ । ଦାଂପତ୍ଯ ଜୀବନ ମଧୁମୟ ରହିବ ।

କନ୍ୟା ରାଶି : ଆପଣଙ୍କର ଆର୍ଥିକ ସ୍ଥିତି ମଜବୁତ ରହିବ । ଆପଣଙ୍କର ଅଟକି ରହିଥିବା ଟଙ୍କା ଫେରି ପାଇବେ । ଶତ୍ରୁ ମାନେ ପରାସ୍ତ ହେବେ । ଆପଣଙ୍କ ଜୀବନରେ ବିରାଟ ପରିବର୍ତ୍ତନ ହୋଇପାରେ । ଯାହାର ଆଶା ଆପଣ କେବେ କରି ନ ଥିବେ । ଖାସ ବ୍ୟକ୍ତି ଙ୍କ ସହ ଆପଣଙ୍କର ଭେଟ ହୋଇପାରେ । ନୂଆ ବ୍ୟକ୍ତି ଙ୍କ ସହ ବନ୍ଧୁତା କରିବେ । ସମାଜରେ ମାନ ସମାନ ବୃଦ୍ଧି ପାଇବ । ଯାହା ଦ୍ଵାରା ଆପଣ ପ୍ରଶଂସାର ପାତ୍ର ହେବେ ।

ତୁଳା ରାଶି : ଆଜି ଆପଣଙ୍କର ଦାଂପତ୍ଯ ଜୀବନ ସୁଖମୟ ରହିବ । ଜୀବନ ସାଥି ଙ୍କ ସାହା ଆପଣ ଦୂର ଜାଗାକୁ ଯାତ୍ରା କରିବେ । ଆପଣଙ୍କ ଯାତ୍ରା ସୁଗମ ହେବ । କୌଣସି କ୍ଷେତ୍ର ରୁ ଅଚାନକ ଧନ ଲାଭ ହେବ । ରାଜନୀତି କ୍ଷେତ୍ର ରେ ଥିବା ବ୍ୟକ୍ତି ସଫଳ ହେବେ । ପ୍ରେମ ଜୀବନରେ ଆପଣଙ୍କର ସମୟ ଅନୁକୂଳ ରହିବ । ନିଜ ମନ କଥା ସାଥି ଙ୍କୁ କହିବାର ଅବସର ପାଇବେ । ଯେଉଁ ମାନେ ଅବିବାହିତ ଅଛନ୍ତି ସେମାନଙ୍କର ବିବାହ ପ୍ରସ୍ତାବ ଆସିପାରେ । ସ୍ୱାସ୍ଥ୍ୟ ଜନିତ ସମସ୍ଯା ଦୂର ହେବ ।

ବିଛା ରାଶି : ପରିବାର ସହ ଧାର୍ମିକ ଅନୁଷ୍ଠାନ ରେ ସାମିଲ ହେବେ । ଆଜି ଆପଣଙ୍କୁ ନୂଆ ଅନୁଭୂତି ଅନୁଭବ ହେବେ । ଚାକିରି କ୍ଷେତ୍ର ରେ ମାନ ସମାନ ବୃଦ୍ଧି ହେବ । ନୂତନ ବ୍ୟବସାୟ ଆରମ୍ଭ କରିବା ପାଇନ ଆଜି ଦିନ ଟି ଅନୁକୂଳ ରହିବ । ଦୀର୍ଘ ଦିନରୁ ଯେଉଁ ଯୋଜନା ପ୍ରତସୁତ କରି ରଖିଥିଲେ ତାହା କାର୍ଯ୍ୟକାରୀ କରି ପାରିବେ । ସମାଜରେ ଖ୍ଯାତି ଓ କୀର୍ତ୍ତି ସ୍ଥାପନ ହେବ । ଯାହା ଦ୍ଵାରା ଅନ୍ୟ ମାନେ ଆପଣଙ୍କର ଅନୁସରଣ କରିବେ ।

ଧନୁ ରାଶି : ଆଜି ଆପଣ ପରିଜନ ମାନଙ୍କ ସହ ଅଧିକ ସମୟ ବିତାଇବେ । ଯେଉଁ କାମରେ ହାତ ଦେବେ ସେଥିରେ ସଫଳ ହେବେ । ଘର ପରିବାରରେ ହସ ଖୁଶିର ବାତାବରଣ ରହିବ । ଆୟ ରେ ବୃଦ୍ଧି ହୋଇପାରେ । ଯେଉଁ ମାନେ ବେରୋଜଗାର ଥିଲେ ସେମାନଙ୍କୁ ରୋଜଗାର କରିବାର ନୂଆ ମାର୍ଗ ମିଳିବ । ଚାକିରୀ କ୍ଷେତ୍ର ରେ ଆପଣଙ୍କର ଉଚ୍ଚ ପଦ ଲାଭ ହୋଇପାରେ । ଅଟକି ରହିଥିବା କାମ ପୁରା ହେବ । ଅଚାନକ ଧନ ଲାଭ ହେବ ।

ମକର ରାଶି : ଆପଣଙ୍କ ଜୀବନ ସାଥି ଙ୍କୁ କୌଣସି ବଡ କ୍ଷେତ୍ର ରୁ ସଫଳତା ଲାଭ ହେବେ । ଯାହା ପାଇଁ ଖୁସି ଅନୁଭବ କରିବେ । ଆପଣଙ୍କ ସ୍ଵଭାବରେ ପରିବର୍ତ୍ତନ ଆସିପାରେ । ଆଜି ଆପଣଙ୍କୁ ବଡ ଜରୁରୀ କାମ ମିଳିପାରେ । ଯାହା ଦ୍ଵାରା ଆପଣ ଫାଇଦାରେ ରହିବେ । ଅଫିସରେ ଅଧିକାରୀ ଙ୍କ ସହଯୋଗ ପାଇବେ । ଘର ଶୁଭ ଅକାର୍ଯ୍ୟ ଆରମ୍ଭ ହୋଇପାରେ । ସନ୍ତାନ ମାନଙ୍କ ତରଫରୁ ଶୁଭ ସମାବ ଶୁଣିବାକୁ ପାଇବେ ।

କୁମ୍ଭ ରାଶି : ଆଜି ଆପଣଙ୍କର ଦିନ ଟି ସାନଦାର ରହିବ । ପରିବାର ଲୋକଙ୍କ ସହ ଧାର୍ମିକ ସ୍ଥାନ କୁ ଯାତ୍ରା କରିବେ । ଯେଉଁ କାମରେ ହାତ ଦେବେ ସେଥିରେ ସଫଳ ହେବେ । ମନରେ ସାକାରାତ୍ମକ ଊର୍ଜା ସୃଷ୍ଟି ହେବ । ସନ୍ତାନ ମାନଙ୍କର ଶିକ୍ଷା କ୍ଷେତ୍ର ରେ ଉନ୍ନତି ହେବ । ବିଦ୍ୟାର୍ଥୀ ମାନେ ପରୀକ୍ଷା ରେ ସଫଳ ହେବେ । ଅବିଅବହିତ ଙ୍କ ପାଇଁ ବିବାହ ପ୍ରସ୍ତାବ ଆସିପାରେ । ପ୍ରେମ ଜୀବନରେ ସମୟ ଭଲ ରହିବ । ଦୂର ଜାଗାକୁ ଯାତ୍ରା କରିବେ ।

ମୀନ ରାଶି : ଆପଣଙ୍କର ଚାକିରୀ କ୍ଷେତ୍ର ରେ ବେତନରେ ବୃଦ୍ଧି ହୋଇପାରେ । ସମାଜରେ ମାନ ସମାନ ବୃଦ୍ଧି ପାଇବ । ମହିଳା ମାନେ ନୂଆ ଉପହାର କ୍ରୟ କରିବେ । ରଚନାତ୍ମକ କ୍ଷେତ୍ର ରେ ଆପଣ ରୁଚି ରଖିବେ । ଅଟକି ରହିଥିବା ଟଙ୍କା ଫେରସ୍ତ ପାଇବେ । ଆର୍ଥିକ ସ୍ଥିତି ମଜବୁତ ରହିବ । ନୂଆ ଚାକିରି ମିଳିବାର ଯୋଗ ରହିଛି । ଯେଉଁ କ୍ଷେତ୍ର ରେ ନିବେଶ କରିବେ ସେଥିରେ ଲାଭବାନ ହେବେ । ଆପଣଙ୍କର ଆତ୍ମବିଶ୍ଵାସରେ ବୃଦ୍ଧି ହେବ । ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।