ଆଜିର ରାଶିଫଳ, 27 ଡିସେମ୍ବର 2020, ରବିବାର, ସୂର୍ଯ୍ୟଦେବଙ୍କ କୃପା ରହିବ ଏହି ୫ଟି ରାଶି ଉପରେ, ହେବ ଧନବର୍ଷା

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୨୭ ଡିସେମ୍ବର ୨୦୨୦ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ

ବ୍ୟବସାୟକୁ ନେଇ ନିଜର ଯାତ୍ରାକୁ ସୀମିତ କରନ୍ତୁ ଯାହାଫଳ ରେ କି ଆପଣ ପରିବାର ସହକିଛି ସମୟ ବିତାଇ ପାରିବେ । କାର୍ଯ୍ୟ କୁ ନେଇ କୌଣସି ସମସ୍ଯା ଦୂର ହୋଇଯିବା ରୁ ଆପଣ ଙ୍କ ପରିବାର ରେ ଶାନ୍ତି ରହିବ । ଆପଣ କୌଣସି ଜୁଆ ଓ ସଟା ବଜାରରେ ନିବେଶ କରନ୍ତୁ ନାହିଁ  ନଚେତ ଆପଣ ହଇରାଣରେ ପଡ଼ିପାରନ୍ତି । ନିଜର ବ୍ୟବସାୟ ଓ ମହତ୍ବକାଙ୍ଖ୍ୟାକୁ ଛାଡି ନିଜ ଖୁସି ପ୍ରତି ଧ୍ୟାନ ଦେବେ । ଆପଣ ନିଜ ବ୍ୟବହାର ରେ ସଂଯମତା ଆଚରଣ କରନ୍ତୁ । ଆପଣ ସମସ୍ତଙ୍କ ମିତ୍ରତା ଆଚରଣ କରନ୍ତୁ ଯାହାଫଳରେ କି ଆପଣଙ୍କ ସହ ସମସ୍ତେ ସମ୍ପର୍କ ରଖିବେ ।

ବୃଷ

ଏହି ସମୟରେ ପରିବାର ସଦସ୍ୟଙ୍କ ସହ ପ୍ରେମ ନୋ ସଦଭାବନା ଭାବ ରହିବ । କୌଣସି ଦିବ୍ୟ ଶକ୍ତି ଆପଣାକୁ ଆଶୀର୍ବାଦ କରିବା ଫଳରେ ଆପଣ ସବୁ କାର୍ଯ୍ୟ ରେ ସାଫଳତା ପାଇବେ । ଆପଣ ଧନ ସଞ୍ଚୟ କରିବାରେ ସଫଳ ହେବେ ଯାହା ଦ୍ଵାରା କି ଆପଣଙ୍କ ଭବିଷ୍ୟତ ରେ କୌଣସି ଆର୍ଥିକ ସମସ୍ଯା ରହିବ ନାହିଁ । ଆପଣ କୌଣସି ନିବେଶରେ ସଫଳତା  ପାଇବେ । ନିଜର ପାରସ୍ପରିକ  କୌଶଳ ବିକଶିତ କରିବାରେ ଉପଯୁକ୍ତ ସମୟ । ଆପଣ ଅନ୍ୟମାନଙ୍କ ସହ କିମ୍ବା ଦଳରେ ରହି କାମ କରି ସଫଳତା ପାଇବେ । ଆପଣ ଆପଣଙ୍କ ନକରାତ୍ମକ ଗୁଣକୁ ହ୍ରାସ କରନ୍ତୁ ।

ମିଥୁନ

ଆପଣ ଧନ ଧାନ୍ୟ ରେ ପୂର୍ଣ ହୋଇଯିବେ ଓ ଏଥିରେ ଆପଣଙ୍କୁ ମିତ୍ର ମାନଙ୍କ ସହଯୋଗ ମିଳିବ । ଆପଣ ବିଳାସ ବ୍ୟସନରେ ଅର୍ଥ ଖରଚ କରିବେ । ଛାତ୍ର ମାନଙ୍କୁ ଶିକ୍ଷା କ୍ଷେତ୍ର ରେ ସଫଳତା ମିଳିବ । ଆପଣ ନିଯ ପେସା କୁ ନେଇ ବହୁତ ସଫଳତା ପାଇବେ । ଆପଣ କୌଣସି କ୍ଷେତ୍ର ରେ ନିସ୍ପତି ନେବାରେ ଆପଣଙ୍କ ଗୁରୁଙ୍କ ସହଯୋଗ ପାଇବେ । ଏହି ସମୟ ରେ ଆପଣ ନିଜ ଲକ୍ଷକୁ ପ୍ରାପ୍ତ କରିବାରେ ସଫଳ ହେବେ । ଆପଣଙ୍କ ବୈବାହିକ ଜୀବନରେ ଖୁସି ଆସିବ । କ୍ରୋଧରୁ ନିବୃତ ରୁହନ୍ତୁ ।

କର୍କଟ

ଆପଣ ଯେତେ ଅଧିକ ଲୋକ ମାନଙ୍କ ସହ କଥାବାର୍ତା କରିବେ ତେବେ ଆପଣଙ୍କର ପାରସ୍ପରିକ କୌଶଳ ବିକଶିତ ହେବ । କୌଣସି ପ୍ରଭାବ ଶାଳି ବ୍ୟକ୍ତିଙ୍କ ସାହାଯ୍ୟ ଆପଣ ନିଜ କାର୍ଯ୍ୟରେ ସଫଳତା ପାଇବେ । ଆପଣ ନିଜ ବ୍ୟବସାୟକୁ ପ୍ରାଥମିକ ଦିଅନ୍ତୁ ଯାହା ଫଳରେ ଆପଣ ବ୍ୟବସାୟରେ ଭଲ ଲାଭ ପାଇବେ । ଆପଣ ଏହି ସମୟରେ ଅନ୍ୟ ସାହାଯ୍ୟରେ ତଥା ଅନ୍ୟ ସହ ମିଶି କୌଣସି କାର୍ଯ୍ୟ କରିବେ ସେଥିରେ ସଫଳତା ପାଇବେ । ନିଜର ଶାରୀରିକ ସୌନ୍ଦର୍ଜ୍ୟ ବୃଦ୍ଧି କରିବାରେ ସଫଳତା ହାସଲ କରିବେ ।

ସିଂହ

ଏହି ସମୟରେ ଆପଣଙ୍କ ପରିବାରରେ ଖୁସିର ପରିବେଶ ରହିବ । ଆପଣ ନିଜ ପରିବାରର ଦାୟିତ୍ଵ କୁ ଭଲ ଭାବରେ ଠିକ ଭାବରେ ତୁଲାଇବାକୁ ସକ୍ଷମ ହେବେ ଯାହାଫଳରେ ପରିବାରରେ ଆପଣଙ୍କର ମାନ ସମ୍ମାନ ବୃଦ୍ଧି ହେବ । ଆଜି କୌଣସି ବ୍ୟବସାୟରେ କୌଣସି ବଡ ଡିଲ କରିବାର ସମ୍ଭାବନା ଅଛି । ଆପଣ ନିଜ ପରିଶ୍ରମ ଅନୁସାରେ ଫଳ ପାଇବା ପାଇଁ ବହୁତ ସଂଘର୍ଷ କରିବାକୁ ପଡି ପାରେ । ପରିଶ୍ରମ କରନ୍ତୁ ନିଶ୍ଚିତ ସଫଳ ତା ମିଳିବ ବିଳମ୍ବ ହେଲେ ବି ନିଶ୍ଚିତ ମିଳିବ ।

କନ୍ୟା

ଆପଣ ଙ୍କୁ କୌଣସି ଗୁରୁଙ୍କ ପରାମର୍ଶ ମିଳିବ ଯାହା ଦ୍ଵାରା କି ଆପଣଙ୍କ ର ଅନ୍ତର୍ନିହିତ ଗୁଣବିକଶିତ ହେବ । ଆପଣଙ୍କର ଆତ୍ମା ବିଶ୍ଵାସ ବଢିବା ଦ୍ଵାରା ଆପଣ ସବୁ କାର୍ଯ୍ୟ ରେ ସଫଳତା ପାଇବେ । ଆପଣ ନିଜ ଅପେକ୍ଷା ଅନ୍ୟ ପ୍ରତି ଧ୍ୟାନ ଦେବେ ସେଥିପାଇଁ ଆପଣ ନିବେଶ ରେ ଲାଭ ପାଇ ନପାରନ୍ତି । ପରିସ୍ଥିତିକୁ ନେଇ ନିଜକୁ ପ୍ରସ୍ତୁତ କରନ୍ତୁ । ପାରିବାରିକ କାର୍ଯ୍ୟରେ ପରିବାର ସଦସ୍ୟଙ୍କ ସହଯୋଗ ମିଳିବ ।

ତୁଳା

ଆପଣ ପ୍ରତିଯୋଗୀତା ଓ ଶାରୀରିକ ଗତିବିଧିରେ ସକ୍ରିୟ ଅଂଶଗ୍ରହଣ କରି ସୁନାମ ଅର୍ଜନ କରିବେ । ଆପଣ ଜଣେ ବହୁତ ପରିଶ୍ରମୀ ବ୍ୟକ୍ତି ଅଟନ୍ତି ଏଥିପାଇଁ ଆପଣ ସବୁ କାର୍ଯ୍ୟରେ ସଫଳତା ପାଇବାରେ ହକଦାର ଅଟନ୍ତି । ଆପଣ ନିଜ ବ୍ୟବସାୟ ଛଡା ଅନ୍ୟ କୌଣସି ଅର୍ଥ ନୈତିକ କ୍ଷେତ୍ରରେ ଅର୍ଥ ଉପାର୍ଜନ କରିପାରନ୍ତି । ଆପଣ କୌଣସି କ୍ଷେତ୍ରରେ ଗୁରୁତ୍ଵ ପୂର୍ଣ ନିସ୍ପତି ନେବା ପୂର୍ବରୁ କୌଣସି ଅନୁଭବି ବ୍ୟକ୍ତିଙ୍କ ଠାରୁ ପରାମର୍ଶ ଅବଶ୍ୟ ନିଅନ୍ତୁ । ଭବିଷ୍ୟତ ପାଇଁ ଆପଣ ଅର୍ଥ ସଞ୍ଚୟ କରନ୍ତୁ ଯାହାଫଳରେ ଆପଣଙ୍କୁ କୌଣସି ଆର୍ଥିକ ସମସ୍ୟାର ସମୁଖୀନ କରିବାକୁ ନ ପଡିବ ।

ବିଚ୍ଛା

ଆପଣଙ୍କୁ ଆପଣଙ୍କ ସବୁ କାର୍ଯ୍ୟ ରେ ପରିବାରର ସହଯୋଗ ମିଳିବ ଯାହା ଫଳରେ ଆପଣ ଆର୍ଥିକ କ୍ଷେତ୍ର ରେ ସମୃଦ୍ଧି ପାଇବେ । ଆପଣ ଏହି ସମୟରେ ବିଦେଶ ଯାତ୍ରା କରିପାରିବେ ତଥା କୌଣସି ବିଦେଶୀ କମ୍ପାନୀ ସହ ବ୍ୟବସାୟୀକ ଚୁକ୍ତି କରିବେ । ସନ୍ତାନ ଶୁଖ ମିଳିବ । ବୈବାହିକ ଜୀବନରେ ଖୁସି ଅନୁଭବ କରିବେ । ଛାତ୍ର ମାନଙ୍କୁ ଏହି ସମୟରେ ନିଜର ପସନ୍ଦ ଯୋଗ୍ୟ ଶିକ୍ଷା କ୍ଷେତ୍ରରେ ଆଡମିସନ ମିଳିବ । ଆପଣ କୌଣସି ଚାକିରିରେ ଥାଆନ୍ତୁ ନା କାହିଁକି ସରକାରୀ ହେଉ କିମ୍ବା ଘରୋଇ ନିଶ୍ଚିତ ଭାବେ ପଦୋନ୍ନତି ମିଳିବ ।

ଧନୁ

ସାମାଜିକ ,ନୃତ୍ୟ ,ଗୀତ ,ଖେଳ କୁଦ ଗତିବଧିରେ ଭାଗ ନିଅନ୍ତୁ । ଆପଣଙ୍କୁ ଚାକିରିରେ ପଦୋନ୍ନତି ମିଳିବ । ଚାକିରି କ୍ଷେତ୍ରରେ ଉନ୍ନତି ହେବ ପ୍ରତିଷ୍ଠା ବଢିବ । ଆପଣ ବହୁତ ଧନ ଉପାର୍ଜନ କରିବେ ଓ ଖର୍ଚ ମଧ୍ୟ କରିବେ । କୌଣସି ବିଦେଶୀ କମ୍ପାନୀ ସହ ଅନୁବନ୍ଧିତ ହେବେ । ଆପଣ ସଞ୍ଚୟ ଦ୍ଵାରା ଆପଣଙ୍କ ଭବିଷ୍ୟତକୁ ଉନ୍ନତ କରିପାରିବେ । ଯଦି ସେଯାର ବଜାରରେ ନିବେଶ କରିବାକୁ ଚାହୁଁ ଛନ୍ତି ତେବେ ଅନୁଭବି ଲୋକଙ୍କ ପରାମର୍ଶ ନିଅନ୍ତୁ ।

ମକର

ଆଜି ଘରେ ସୌହାର୍ଦ୍ୟ ପୂର୍ଣ ଓ ଆନନ୍ଦ ଦାୟକ ପରିବେଶ ରହିବ । ଏହି ସମୟରେ ଆପଣଙ୍କ ପରିଶ୍ରମକୁ ଘରର ଗୁରୁଜନ ମାନେ ପ୍ରଶଂସା କରିବେ । ଆପଣ ଅନ୍ୟ ମାନଙ୍କୁ ପ୍ରେରଣା ଦେବାକୁ ସଫଳ ହେବେ । ଆପଣ କଷ୍ଟ ସାଧ୍ୟ  କାର୍ଯ୍ୟ କରି ଅନ୍ୟ ମାନଙ୍କ ପ୍ରତି ଦୃଷ୍ଟାନ୍ତ ସୃଷ୍ଟି କରିବେ । ଆପଣ ନିଜ ସିଦ୍ଧାନ୍ତରେ ଅଟଳ ରୁହନ୍ତୁ କାହିଁକି ନା ଆପଣଙ୍କର ଏହି ଧନ ଉପାର୍ଜନ କରିବାର କୌଶଳରେ ପୁରସ୍କାର ପ୍ରାପ୍ତ କରିବେ । ନିଜ ସ୍ଵପ୍ନ କୌନ ପୂରଣ କରିବାରେ ନିରନ୍ତର ପ୍ରୟାସ କରନ୍ତୁ ସଫଳତା ପାଇବେ ।

କୁମ୍ଭ

ଆପଣଙ୍କ ସଂଚାର କୌଶଳ ଆପଣଙ୍କୁ ସାମାଜିକ କୌଶଳ କୁ ବିକସିତ କରିବାରେ ଓ ସାମାଜିକ ଗତିବିଧିକୁ ଲୋକଙ୍କ ସହ ମିଶିବା ପାଇଁ ମହତ୍ଵପୂର୍ଣ ଭୂମିକା ଗ୍ରହଣ କରିବେ । ଆପଣଙ୍କୁ ଆପଣଙ୍କ ପ୍ରାଥମିକତା ସହ ଆପଣଙ୍କ ସୂକ୍ଷ୍ମତା ରେ ସାବଧାନ ରହିବା ଅବଶ୍ୟକ । ନିଜର ଉପାର୍ଜନକୁ ନେଇ ଖର୍ଚକୁ ନିୟନ୍ତ୍ରଣ କରନ୍ତୁ । ଆପଣ ଧାର୍ଯ୍ୟ ର ସହ ପରିବାର କୁ ଧ୍ୟାନ ଦିଅନ୍ତୁ । ନିଜର ସାମାଜିକ ଓ ପାରସ୍ପରିକ କୌଶଳକୁ ବିକଶିତ କରିବା ପାଇଁ ନିଜ ଆଖ ପାଖ ଲୋକଙ୍କ ସୁଯୋଗ ନିଅନ୍ତୁ ।

ମୀନ

ଆପଣ ଶିକ୍ଷା କ୍ଷେତ୍ରରେ ନିଜ ମିତ୍ରା ଓ ଶିକ୍ଷକଙ୍କ ସହଯୋଗ ପାଇ ପରୀକ୍ଷାରେ କୃତ କାର୍ଯ୍ୟ ହେବେ । କ୍ଯାରିୟରକୁ ନେଇ ଥିବା ଚିନ୍ତା ଦୂର ହୋଇଯିବ । ଆପଣ ଚାହୁଁଥିବା କ୍ଷେତ୍ରରେ ଚାକିରି କରିବାରେ ସଫଳ ହେବେ । ପାର୍ଟନରସିପ ବ୍ୟବସାୟରେ ସଫଳତା ପାଇବେ ଓ ଆଶାତୀତ ଭାବେ ଧନ ପାଇବେ । ଯାହା ଦ୍ଵାରା କି ଆପଣଙ୍କ ଆର୍ଥିକ କ୍ଷେତ୍ର ରେ ଉନ୍ନତି ହେବ । ପରିବାରରେ ଗୁରୁଜନ ଓ ଭାଇ ବନ୍ଧୁଙ୍କ ସହ ଭଲ ସମ୍ପର୍କ ରହିବ । ଧାର୍ମିକ କାର୍ଯ୍ୟରେ ମନ ଲାଗିବ । ଦାମ୍ପତ୍ୟ ଜୀବନ ରେ ଖୁସି ଭରିଯିବ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।