ଆଜିର ରାଶିଫଳ, 27 ଜୁନ 2020, ଶନିବାର, ଶନିଦେବଙ୍କ କୃପାରୁ ଏହି ୭ଟି ରାଶିର ଚମକିବ ଭାଗ୍ୟ, ହେବ ଧର୍ନାର୍ଜନ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୨୭ ଜୁନ ୨୦୨୦ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ

ଆଜି କୌଣସି ଖାସ କାମରେ ଆପଣଙ୍କୁ ଭାଇ ଭଉଣୀଙ୍କ ସହଯୋଗ ମିଳିପାରେ । ଆଜି ଆପଣ ନିଜର ପରିବାର ଲୋକମାନଙ୍କ ସହିତ କିଛି ଆନନ୍ଦପୂର୍ଣ ସମୟ ବ୍ୟତୀତ କରିବେ । ଆପଣ ନିଜ କୁଶଳତା, ବୁଦ୍ଧିମତା ଓ ବିବେକ ଦ୍ଵାରା ସମାଜରେ ଏକ ନୂତନ ସ୍ଥାନ ହାସଲ କରିବେ । ଭାଇ ଭଉଣୀଙ୍କ ଠାରୁ ବି ଆପଣଙ୍କୁ କିଛି କ୍ଷତି ସହିବାକୁ ପଡିପାରେ । ରୋମାଣ୍ଟିକ ଲାଇଫ ବି ଉତ୍ସାହଜନକ ରହିବ । ପାର୍ଟନରର ସହିତ ଭଲ ସମ୍ପର୍କ ସ୍ଥାପନା କରିବା ପାଇଁ ଅଳ୍ପ ପରିଶ୍ରମ କରିବାକୁ ପଡିପାରେ ।

ବୃଷ

ଆଜି ଆପଣଙ୍କ କାମ ସମୟ ଉପରେ ପୁରା ହୋଇଯିବ । ଧନ ବୁଦ୍ଧିର ଯୋଗ ଅଛି । ଆଜି କୌଣସି ସମ୍ପର୍କୀୟଙ୍କ ଠାରୁ ଶୁଭ ଖବର ମିଳିପାରେ । ବିଜନେସ ପାର୍ଟନର ସହିତ ମିଶି କରାଯାଇଥିବା କାର୍ଯ୍ୟରେ ଆପଣଙ୍କୁ ଲାଭ ମିଳିବ । ଅନାବଶ୍ୟକ ବସ୍ତୁ ଉପରେ ଟଙ୍କା ଖର୍ଚ କରିବା ଠାରୁ ବଞ୍ଚାନ୍ତୁ । ହୋଇପାରେ ଧାର୍ମିକ କାର୍ଯ୍ୟରେ ଆପଣଙ୍କ ରୁଚି ବଢିବ । ଆପଣ ବର୍ତ୍ତମାନ କୌଣସି ପ୍ରକାରର ନିଷ୍ପତି ନିଅନ୍ତୁ ନାହିଁ । ସଠିକ ସମୟର ଅପେକ୍ଷା କରନ୍ତୁ ।

ମିଥୁନ

ଆଜି ଆପଣଙ୍କ ଅଟକିଥିବା କାର୍ଯ୍ୟ ପୁରା ହୋଇଯିବ । ସମାଜରେ ଆପଣଙ୍କ ମାନ ସମ୍ମାନ ବଢିବ । ଅଫିସରେ ଆଜି ସବୁ କାର୍ଯ୍ୟ ସହଜରେ ପୁରା ହୋଇପାରେ । ପୈତୃକ ସମ୍ପତ୍ତିରୁ ଲାଭ ମିଳିବ । ଅନ୍ୟ ସବୁ ବାଧା ବି ଦୂର ହୋଇଯିବ । ଏହି ସମୟରେ ଭୌତିକ ସୁଖ ସୁବିଧା ବୁଦ୍ଧିର ଆସାର ଅଛି । ଯାତ୍ରାରେ ଲାଭ ମିଳିବ । ଭାଗ୍ୟ ଆପଣଙ୍କ ସାଥ ଦେବ । କିନ୍ତୁ ଏଥିପାଇଁ ଆପଣଙ୍କୁ କଠୋର ପରିଶ୍ରମ କରିବାକୁ ପଡିପାରେ । ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ ।

କର୍କଟ

ଖର୍ଚ ଅଧିକ ହୋଇପାରେ । ଏହି ସମୟ ଆପଣଙ୍କ ପାଇଁ ସବୁଠୁ ଭଲ ଅଟେ । ସନ୍ତୁଳନ ରଖନ୍ତୁ । ଆଜି ଆପଣଙ୍କ କୌଣସି ଜରୁରୀ କାର୍ଯ୍ୟ ପୁରା ହୋଇପାରେ । କିଛି ମାମଲାରେ ଆପଣ ବ୍ୟାକୁଳ ହୋଇ ପାରନ୍ତି । ବିଜନେସରେ କିଛି କାର୍ଯ୍ୟ ଅଟକି ପାରେ । କାମ ଅଧିକ ହେବା କାରଣରୁ ଆପଣଙ୍କ ଚିନ୍ତା ବଢିପାରେ । ପର୍ସନାଲ ଓ ପ୍ରୋଫେଶନାଲ ଲାଇଫରେ ସନ୍ତୁଳନ ରଖିବା ବହୁତ ମହତ୍ଵପୂର୍ଣ ଅଟେ । ରୋମାଣ୍ଟିକ ଲାଇଫ କିଛି ଖାସ ହେବ ନାହିଁ ।

ସିଂହ

ଏହି ସମୟରେ ନିଜର ପ୍ରତିଦ୍ଵନ୍ଦୀ ଓ ନିଜର ଶତ୍ରୁ ଠାରୁ ସଚେତନ ରୁହନ୍ତୁ । ସେମାନେ ଆପଣଙ୍କ ଉପରେ ହାବି ହୋଇ ପାରନ୍ତି । ଛୋଟ ମୋଟ ଯାତ୍ରାର ଯୋଗ ବି ଅଛି । ଆଜି କୌଣସି ପୁରୁଣା ସମସ୍ୟା ଆପଣଙ୍କ ସାମ୍ନାକୁ ଆସିପାରେ । କରାଯାଇଥିବା କାର୍ଯ୍ୟର ଫଳାଫଳ ଆପଣଙ୍କ ସାମ୍ନାକୁ ଆସିବ । ଆପଣଙ୍କୁ କୌଣସି କାମରେ ଅଧିକ ପରିଶ୍ରମ କରିବାକୁ ପଡିପାରେ । ରାଜନୀତି ସହ ଜଡିତ ଲୋକମାନଙ୍କ ପାଇଁ ଭଲ ସମୟ ଅଛି । ଆପଣ ନିଜର ସମୟକୁ ଭଲ କାର୍ଯ୍ୟରେ ଲଗାନ୍ତୁ ।

କନ୍ୟା

ଆଜି ପରିବାର ଲୋକମାନଙ୍କ ସହଯୋଗ ମିଳିବା ଦ୍ଵାରା ମନ ପ୍ରସନ୍ନ ରହିବ । ଆଜି ଆପଣଙ୍କ ଭାଗ୍ୟର ଭରପୁର ସାଥ ମିଳିବ । ଯାହା ଦ୍ଵାରା ଆପଣଙ୍କ ସମସ୍ତ କାମ ପୁରା ହୋଇଯିବ । ଯାତ୍ରାର ଯୋଗ ଅଛି । କିନ୍ତୁ ସମ୍ଭବତଃ ଏହି ଯାତ୍ରା ଆପଣଙ୍କ ପାଇଁ ସମସ୍ୟାର କାରଣ ହୋଇପାରେ । ଆପଣଙ୍କୁ ଗାଡିର ସୁଖ ମିଳିବ । ଧନ ଲାଭର ସଂକେତ ମିଳିପାରେ । ଘରର ବାତବାରଣ ଶାନ୍ତି ପୂର୍ଣ ରହିବ । ଆପଣଙ୍କ ଦିନ ବି ମୌଜ-ମସ୍ତୀ ବିତିବ । ଆଜି ଆପଣଙ୍କ ପରିଶ୍ରମ ରଙ୍ଗ ଆଣିବ ।

ତୁଳା

ଆପଣଙ୍କ ପାଇଁ ସମୟ ଅନୁକୂଳ ଅଟେ । ବିଶେଷ କରି ବିଦ୍ୟାର୍ଥୀମାନେ ସୋଭାଗ୍ୟଶାଳୀ ରହିବେ । ଆଜି କୌଣସି କଥାକୁ ନେଇ ଆପଣ ଅସମଞ୍ଜସରେ ପଡି ପାରନ୍ତି । ସ୍ୱାସ୍ଥ୍ୟ ଖରାପ ହେବ । ଆପଣ କୌଣସି ବ୍ୟକ୍ତିଙ୍କ ଉପରେ ସନ୍ଦେହ କରି ପାରନ୍ତି । ଫାଳତୁ ଖର୍ଚ କରନ୍ତୁ ନାହିଁ । ଧନ ମାମଲାରେ ଆପଣ ଲାଭବାନ ରହିବେ । ଲାଭର ନୂତନ ରାସ୍ତା ମିଳିବ । ପିଲାମାନଙ୍କ ସହିତ ସମସ୍ୟା ହୋଇପାରେ । ସତର୍କ ରୁହନ୍ତୁ । ବିଶେଷକରି ଯେତେବେଳେ ନିଜେ ଗାଡି ଚଲାଉଛନ୍ତି ।

ବିଚ୍ଛା

ଆଜି ଆପଣ ଅଧିକରୁ ଅଧିକ ସମୟ ନିଜର ପାର୍ଟନର ସହ ବ୍ୟତୀତ କରିବେ । ଆପଣଙ୍କୁ କୌଣସି କାର୍ଯ୍ୟରେ ସାହାର୍ଯ୍ୟ ମିଳିବ । ରୋମାଣ୍ଟିକ ଲାଇଫ ବି ଭଲ ରହିବ । ପାର୍ଟନର ସହିତ ସମ୍ପର୍କ ଭଲ ରହିବ । ଶତ୍ରୁଙ୍କ ଠାରୁ ଆପଣ ସାବଧାନ ରହିବେ । ସମ୍ପତ୍ତି ସମ୍ବନ୍ଧିତ ମାମଲାରେ ଆପଣଙ୍କୁ କ୍ଷତି ହୋଇପାରେ । ସତର୍କ ରୁହନ୍ତୁ । ଆପଣ କୌଣସି ମହତ୍ୱପୂର୍ଣ ମାମଲାରେ ରାୟ ବି ଦେଇପାରନ୍ତି । ମାତାଙ୍କ ସ୍ୱାସ୍ଥ୍ୟକୁ ନେଇ ଏହି ବର୍ଷ ଆପଣଙ୍କ ଚିନ୍ତା ବଢିପାରେ ।

ଧନୁ

ଧନ ଆୟର ଯୋଗ ବି ଆପଣଙ୍କ ଏହି ସମୟରେ ଅଛି । ସଚେତନ ରୁହନ୍ତୁ । ବିଶେଷ କରି କୌଣସି ଯୋଜନାରେ ନିବେଶ କରିବା ପୂର୍ବରୁ ବିଚାର ବିମର୍ଶ କରି ନିଅନ୍ତୁ । ଏହା ପରେ ହିଁ କୌଣସି ନିଷ୍ପତି ନିଅନ୍ତୁ ନାହିଁ । ଆପଣଙ୍କ ସମସ୍ତ ଅଧୁରା କାର୍ଯ୍ୟ ପୁରା ହୋଇପାରେ । ଏହି ରାଶିର ଲୋକମାନେ ଅବିବାହିତ ଅଟନ୍ତି । ଆଜି ସେମାନଙ୍କୁ ବିବାହର ପ୍ରସ୍ତାବ ମିଳିପାରେ । ସମସ୍ତଙ୍କ ସହିତ ଭଲ ସମ୍ପର୍କ ରଖନ୍ତୁ ।

ମକର

ନିଜର ପ୍ରେମୀ ଛଡା ଆପଣଙ୍କୁ ଦୁନିଆରେ ଅନ୍ୟ କେହି ନଜର ଆସିବେ ନାହିଁ । ପ୍ରେମୀ ସହିତ ଭଲ ସମୟ ବ୍ୟତିତ କରିବେ । ଆପଣଙ୍କ ଯାତ୍ରା ସୁଖଦ ରହିବ । ଦାମ୍ପତ୍ୟ ଜୀବନ ସୁଖମୟ ରହିବ । ଏହି ରାଶିର ଲୋକମାନଙ୍କୁ କିଛି ଭଲ ଅବସର ମିଳିବ । ଆପଣ ଊର୍ଜାବନ ଅନୁଭବ କରିବେ । ତ୍ଵଚା ସମ୍ବନ୍ଧିତ ସମସ୍ୟାରୁ ସତର୍କ ରହିବା ଉଚିତ । ରୋମାଣ୍ଟିକ ଜୀବନରେ ବି ଏହି ସମୟ ବହୁତ ଭଲ ଅଟେ । କେବେ ବି ନିଜର ସାଥିଙ୍କ କଥାକୁ ଅବମାନନା କରନ୍ତୁ ନାହିଁ ।

କୁମ୍ଭ

କହିବାକୁ ଗଲେ ସବୁ ମିଶି ଆପଣଙ୍କ ସମୟ ଭଲ ରହିବ । ଏହା ସହିତ ଅଳ୍ପ ସମ୍ଭାଳି ବି ରହିବାକୁ ପଡିବ । ସମସ୍ୟା ତ ଆସିବ କିନ୍ତୁ ଆପଣ ତାକୁ ସମାଧାନ କରିବାରେ ବି ସଫଳ ହେବେ । ଘରର ସ୍ଥିତି ଠିକ ରହିବ । ଭାଗ୍ୟ ଆପଣଙ୍କ ସାଥ ଦେବ । ଏହି ସମୟରେ ଭଲ କଥା ଏହା ବି ଅଟେ କି ପରିଜନଙ୍କ ଠାରୁ ଭରପୁର ସହଯୋଗ ମିଳିବ । ବିଶେଷ କରି ଭାଇ ଭଉଣୀଙ୍କ ଠାରୁ ସାହାର୍ଯ୍ୟ ମିଳିପାରେ । ଆର୍ଥିକ ସ୍ଥିତିରେ ସୁଧାର ଆସିବ ।

ମୀନ

ଶତ୍ରୁଙ୍କ ଉପରେ ଆପଣ ହାବି ରହିବେ । ବ୍ୟାପାରରେ ପାର୍ଟନରଶୀପ ଦ୍ଵାରା ଲାଭ ମିଳିପାରେ । ଆପଣଙ୍କ ସମସ୍ତ ସମସ୍ୟା ଦୂର ହୋଇଯିବ । ପରିବାର ସହିତ ବାହାରକୁ ବୁଲିବାକୁ ପ୍ଲାଇନିଙ୍ଗ ହୋଇପାରେ । ମନ୍ଦିରରେ ଫଳ ଦାନ କରନ୍ତୁ । ସମ୍ପର୍କ ମଜବୁତ ରହିବ । କୌଣସି ବି ଜିନିଷ ପାଇଁ ଅଧିକ ଚିନ୍ତିତ ହୋଇ ପାରନ୍ତି । ତେବେ ଆପଣ ଆଗକୁ ବଢିବେ । ଦୈନିକ ରାଶିଫଳ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।