ଆଜିର ରାଶିଫଳ, 27 ଜାନୁଆରୀ 2021, ବୁଧବାର, ଭଗବାନ ଗଣେଶଙ୍କ ଆଶୀର୍ବାଦ ରହିବ ଏହି ୫ଟି ରାଶି ଉପରେ, ହେବ ଧନଲାଭ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୨୭ ଜାନୁଆରୀ ୨୦୨୧ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ

ଆଜି କୌଣସି ନୂଆ ଜାଗାରେ ନୂଆ ସାଙ୍ଗ ବନାଇ ପାରନ୍ତି । ଆଖ ପାଖରେ ଥିବା ଲୋକଙ୍କ ଠାରୁ କିଛି ସହୋଯୋଗ ମିଳିପାରେ । ଆଜି କିଛି କୁଆ ଜିନିଷ ମଧ୍ୟ ଖୋଲି ପାରନ୍ତି । କିନ୍ତୁ କଠିନ ପରିଶ୍ରମ କରିବା ଫଳରେ ଯାଇ ସଫଳତା ହାସଲ କରିବେ । କୌଣସି ଏକ ବାହାର କମ୍ପାନୀ ରୁ ଭଲ ଲାଭ ମିଳିବ ଓ ଯଦି ଆପଣଙ୍କର ଆପଣଙ୍କର ବାହାର କମ୍ପାନୀରେ ନିବେଶ କରିଥିବା ଟଙ୍କା ଦୁଇ ଗୁଣ ପରି ଫେରି ପାଇବେ । ଆର୍ଥିକ ଅବସ୍ଥା ସମ୍ପୂର୍ଣ ସୁଦୃଢ ରହିବ । କେହି ଜଣେ ନୂଆ ଅତିଥି ଆସିପାରନ୍ତି ଯାହା ଦ୍ଵାରା ଆଜି ମନ ଆପଣଙ୍କର ମନ ପ୍ରଫୁଲିତ ରହିବ । ପୁରୁଣା ସାଙ୍ଗ ଦେଖା ଦେଇପାରେ ।

ବୃଷ

ଆପଣଙ୍କର ଆର୍ଥିକ ସ୍ଥିତି ସୁଦୃଢ ରହିବ । ମାତା ଓ ପିତାଙ୍କର ସହଯୋଗ କରିବେ । ଆଜି ଘର ପରିବାର ସହିତ ଧାର୍ମିକ ସ୍ଥଳୀକୁ ଯାଇପାରନ୍ତି । ଯଦି ଆପଣଙ୍କର ସନ୍ତାନ ପ୍ରାପ୍ତି ହେବାର ଅହି ତେବେ ସେହି ଖବର ନିଶ୍ଚୟ ଖୁସି ଖବର ମିଳିବ । ମାନସିକ ଶାନ୍ତି ଅନୁଭବ କରିବେ ଓ ଘରେ ମଧ୍ୟ ବହୁତ ଖୁସି ରହିବ । ପରିବାରରେ କାହା ସାଙ୍ଗରେ ମତ ଭେଦ ହୋଇପାରେ । ଆଜି କିଛି ନୂଆ ଦାଇତ୍ୟ ବଢିପାରେ । ଆପଣଙ୍କର ସାମନ୍ନାରେ ଆଜି ବହୁତ ଆସୁବିଧା ଆସିବା କିନ୍ତୁ ନିଜର ଦକ୍ଷ ଓ ସହନ ଶିଳ ଯୋଗୁ ସବୁ ଜିନିଷରୁ ଆଜି ମୁକ୍ତି ମିଳିବ ।

ମିଥୁନ

କୌଣସି କାମରେ ଆଜି ବହୁତ ଚିନ୍ତା ରହିବେ ସେହି କାର୍ଯ୍ୟରେ ନିଜର ସମୟ  କିଛି ନଷ୍ଟ ମଧ୍ୟ ହେବ । ପିଲା ମାନେ ବିଦ୍ୟାଳୟର କୌଣସି କାମ କାର୍ଯ୍ୟରେ ସାହାର୍ଯ୍ୟ କରିପାରନ୍ତି । ଧାର୍ମିକ ସ୍ଥଳ ରେ ଦାନ ଧର୍ମ କରିବା ହେତୁ ସମାଜରେ ମାନ ସମ୍ମାନ ବଢିବ । ଲୋକଙ୍କର ଆଶୀବାଦ ନେବା ସହ ଲୋକେ ଆପଣଙ୍କ ଉପରେ ବହୁତ୍ ଖୁସି ରହିବେ । ବିଭାହୀତ ଜୀବନରେ ବହୁତ ଖୁସି ରହିବ ଓ ଯେଉଁ ମାନେ ନୂଆ ବିଭା ହୋଇଥିବେ ସେମାନେ ଯେଉଁ ଖୁସି ପାଇଁ ଅପେକ୍ଷା କରିଥିଲେ ସେହି ଖୁସି ଖବର ପାଇବେ । ଅଯଥା ଖର୍ଚରୁ ବଞ୍ଚାନ୍ତୁ ନିଜ ପିଲାଙ୍କୁ । ମହିଳା ମାନଙ୍କ ପାଇଁ ଦିନ ବହୁତ ଭଲ ରହିବ ।

କର୍କଟ

ଆଜି କୌଣସି ଏକ ବଡ ଜିନିଷରେ ବଡ ନିସ୍ପତି ଆପଣଙ୍କୁ ନେବାକୁ ପଡିବ । ସାଙ୍ଗ ମାନଙ୍କ ସହ ବାହାରକୁ ଯାଇପାରନ୍ତି । ନିଜର ଭଲ ବ୍ୟବହାର ଓ କଥାବାର୍ତାରେ ସମସ୍ଥଙ୍କୁ ନିଜର କରିପାରିବ । ସ୍ଵାସ୍ଥ୍ୟରେ ଟଙ୍କା ଖର୍ଚ୍ଚ ହୋଇପାରେ । କାହା ଉପରେ ଅଧିକ ବିଶ୍ଵାସ ରଖନ୍ତୁ ନାହିଁ କାରଣ ଆଜି ସେଥିରେ ଆପଣ ବିଶ୍ଵାସ ଭାଙ୍ଗି ଯିବ ଓ ଆପଣ ମନ ଖରାପ ରହିବ । ଆପଣଙ୍କୁ ହଠାତ୍ ଧନ ପ୍ରାପ୍ତି ହେବାର ସମ୍ଭାବନା ଅଛି । ଯଦି କେଉଁ ଜିନିଷ ନୂଆ କରି ଆରମ୍ଭ କରିବାକୁ ଚାହୁଛନ୍ତି ତେବେ ଆଜି ଦିନ ଆପଣଙ୍କ ପାଇଁ ସୁଫଳ ହେବ ।  ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ ।

ସିଂହ

କୌଣସି ଏକ ପୁରୁଣା କଥାକୁ ନେଇ ବହୁତ ଚିନ୍ତାରେ ରହିବେ । କିନ୍ତୁ ସନ୍ଧ୍ୟା ବେଳକୁ ସବୁ ଠିକ ହୋଇଯିବାର ସମ୍ଭାବନା ଅଛି । ଗୁରୁଜନଙ୍କର ଶୁଭ ଦୃଷ୍ଟି ରଖିଥିବା ହେତୁ ମାନ ଓ ସଂମ୍ମାନ ବଢିବ ତାସହିତ ଯଦି ନିଜର କିଛି ବ୍ୟବସାୟ ଥାଏ ତେବେ ସେଥିରେ ମଧ୍ୟ ଊର୍ଣ୍ଣତି ହେବ । କାର୍ଯ୍ୟର ଭାର ଅଧିକା ହେତୁ ବହୁତ ଚିନ୍ତାରେ ରହିବେ ଯାହା ଦ୍ଵାରା ଶରୀର ପୀଡା ଓ ମାନସିକ ପୀଡା ଅନୁଭବ କରିବେ ଅଧା ଥିବା କାର୍ଯ୍ୟକୁ ଆଜି ପୁରା କରିବେ ବ୍ୟବସାୟରେ ଭଲ ଲାଭ ମିଳିବ ଆଜି ଯେଉଁ କାର୍ଯ୍ୟ ମିଳିବ ସେହି କାର୍ଯ୍ୟ ବହୁତ ସହଜରେ ହୋଇଯିବ କିନ୍ତୁ ପରିଶ୍ରମ କରିବାକୁ ପଡିବ ।

କନ୍ୟା

ବ୍ୟବସାୟରେ ଆଜି ଯଦି କୌଣସି ନୂଆ ଜିନିଷ କରିବା ପାଇଁ ଚାହୁଁଛନ୍ତି ବହୁତ ବହ୍ଳା ଦିନ ଅଟେ ଓ ବ୍ୟବସାୟରେ ଭଲ ଲାଭ ହେବ । ପୁରୁଣା ଥିବା ପୌତୃକ  ସମ୍ପତି ବିଷୟରେ ଜାଣିବା ଫଳରେ ସମସ୍ଥେ ଖୁସି ହେବେ କିନ୍ତୁ କିଛି ମତ ଭେଦ ହୋଇପାରେ । ଯେକୌଣସି କାମ କରନ୍ତୁ ନା କାହିଁକି ସେଥିରେ ଆପଣ ସଫଳତା ପାଇବେ । ସ୍ୱାସ୍ଥ୍ୟ ଅବସ୍ଥାରେ କିଛି ପରିବର୍ତ୍ତନ ଆସିପାରେ । କୌଣସି ପ୍ରକାରର ଅସୁବିଧା ହେବ ନାହିଁ । ଆଜି କାହା ସାଙ୍ଗରେ ବାଦ ବିବାଦ ବଢିପାରେ ।

ତୁଳା

ଆଜି ଆପଣଙ୍କର ଦିନ ଭଲରେ କଟିବ ଓ ସମସ୍ତ କାର୍ଯ୍ୟ ମନ ମୁତାବକ କାର୍ଯ୍ୟ ମିଳିବ ସହିତ କାର୍ଯ୍ୟ ମଧ୍ୟ ଖୁବ ଶୀଘ୍ର ସରିଯିବ । କାର୍ଯ୍ୟଭାର ବଢିବା ହେତୁ ମନ ଚିନ୍ତା ରହିବା ସହିତ ଦେହ ପୀଡା ମଧ୍ୟ ରହିବ । ଗୁରୁଜନଙ୍କ କଥା ମାନନ୍ତୁ ଆଶ୍ରିବାର୍ଦ ସହ କାମ ଶୀଘ୍ର ପୂର୍ଣ୍ଣ ହୋଇଯିବ । ଆପଣଙ୍କୁ ହଠାତ୍ ଧନ ପ୍ରାପ୍ତି ହେବାର ସମ୍ଭାବନା ଅଛି । ଯଦି କେଉଁ ଜିନିଷ ନୂଆ କରି ଆରମ୍ଭ କରିବାକୁ ଚାହୁଛନ୍ତି ତେବେ ଆଜି ଦିନ ଆପଣଙ୍କ ପାଇଁ ସୁଫଳ ହେବ । ହଠାତ ଧନ ପ୍ରାପ୍ତି ହେବାର ସମ୍ଭାବନା ଅଛି । ଆଜି କୌଣସି କଥାକୁ ନେଇ କିଛି ସମସ୍ୟାରେ ପଡ଼ିପାରନ୍ତି । ବିଭାହୀତ ଜୀବନ ବହୁତ ଭଲରେ କଟିବ ।

ବିଚ୍ଛା

ନିଜ ପାଖରେ ଥିବା କୌଣସି ଏକ ନିସ୍ପତିକୁ ଆଜି ଠିକ ଭାବରେ ନିର୍ଣ୍ଣୟ କରିପାରିବେ ନାହିଁ ଯାହା ଦ୍ଵାରା ନିଜ ହାତକୁ ଆସୁଥିବା ଭଲ ସୁଯୋଗକୁ ହାତ ଛଡା କରିପାରନ୍ତି । ଆଜି ଦିନ ଭଲରେ କଟିବ । ପୂର୍ବରୁ କରିଥିବା ଉପାୟରେ ଏବେ ଆପଣଙ୍କୁ ସଫଳତା ହେବ । ବ୍ୟବସାୟ ଆରମ୍ଭ କରିବାକୁ ଥିଲେ ଆଜି ଆରମ୍ଭ କରିପାରିବେ ଆପଣଙ୍କ ପାଇଁ ବହୁତ ଭଲ ଦିନ ଅଟେ । ଘରେ କିଛି ଛୋଟ ମୋଟ ଅସୁବିଧା ଦେଖା ଦେଇପାରେ । ଛୋଟ କଥାରେ ରାଗନ୍ତୁ ନାହିଁ ଧର୍ଯ୍ୟ ଧରି କାର୍ଯ୍ୟ କରିବାକୁ ଚେଷ୍ଟା କରନ୍ତୁ ନଚେତ୍ ସବୁ କାମ ଭୁଲ ହୋଇଯିବ ।

ଧନୁ

ପରିବାରରେ କାହା ସାଙ୍ଗରେ ମତ ଭେଦ ହୋଇପାରେ । ଆର୍ଥିକ ସ୍ଥିତି ମଜବୁତ ରହିବ । କୌଣସି ଏକ କାମ ନହେବ ଫଳରେ ମନ କଷ୍ଟ କରିବେ । ପରିବାରରେ ସମସ୍ତଙ୍କର ମନ ଆପଣ କୌଣସି ଏକ କାମ କରି ଜିତୀ ନେବେ ଓ ଖୁସି ରହିବେ । ଯଦି ସରକାରୀ ଚାକିରି କେଉଁ ଠାରେ କରିବା ପାଇଁ ଚାହୁଁଥାନ୍ତି ତେବେ ସେଥିରେ ଆଜି ସେଠାରୁ କିଛି ଖୁସି ଖବର ଆସିପାରେ । ଅଚାନକ ଧନ ମିଳିବାର ସମ୍ଭାବନା ଅଛି । କାର୍ଯ୍ୟ ସ୍ଥଳରେ ବାତାବରଣ ଭଲ ରହିବା ଫଳରେ କାମ ମଧ୍ୟ ଭଲରେ ହେବ ।

ମକର

ଅଫିସର କାମରେ କେତେ ବାଧା ଆସିପାରେ କିନ୍ତୁ କୌଣସି ବଡ ଅସୁବିଧା ହେବ ନାହିଁ । ବ୍ୟବସାୟର ଆମଦାନୀରେ ବଢିପାରେ ଯାହା ଦ୍ଵାରା ବହୁତ ଖୁସି ଅନୁଭବ କରିବେ । ଧାର୍ଯ୍ୟର ସହ ନିସ୍ପତି ଓ କାର୍ଯ୍ୟ କରିବା ଫଳରେ ସେହି କାର୍ଯ୍ୟରେ ସଫଳତା ମିଳିପାରେ । କୌଣସି ଏକ ଗୁରୁଙ୍କ ଠାରୁ ଭଲ ଶିକ୍ଷା ଓ କିଛି ଛୋଟ ସମାଧାନ ମିଳିଯିବ ହେତୁ ଆପଣଙ୍କର କାମ ସହଜରେ ପୂର୍ଣ୍ଣ ହୋଇଯିବ ସେଥିରେ ସନ୍ଦେହ ନାହିଁ କିନ୍ତୁ ମନ ଦେଇ କାମ କରିବାକୁ ପଡ଼ିବ । ନିଜେ ବହୁ ପୁର୍ବ ରୁ କରିଥିବା କାମରେ ଆଜି ଫାଶୀ ଯାଇପାରନ୍ତି ସେଥିପାଇଁ ଭଲ କର୍ମ କରିବାକୁ ଚେଷ୍ଟା କରନ୍ତୁ ।

କୁମ୍ଭ

ଆଜି ଆପଙ୍କର ଦିନ ଖୁସିରେ ଭରି ରହିବ । କୌଣସି ଏକ ବଡ ଖୁସି ଖବର ମିଳିପାରେ । କେହି ଜଣେ ଆଜି ସାହାର୍ଯ୍ୟର ହାତ ବଢ଼ାଇ ପାରନ୍ତି ଏହି ସୁଯୋଗ ଆପଣ ତାକୁ ହାତ ଛଡା କରିବେ ନାହିଁ ସେଥିରେ ଆପଣଙ୍କ ଭାଗ୍ୟ ପରିବର୍ତ୍ତନ ହୋଇଯିବ । ପୁରୁଣା ବନ୍ଧୁ ସାଙ୍ଗରେ ଦେଖା ହୋଇପାରେ । ଏମିତି କାମ କରିବେ ଯାହାକି ସାଙ୍ଗ ମାନଙ୍କ ଆଗରେ ଆଜି ସମ୍ମାନ ପାଇବେ ଓ ସେମାନେ ବହୁତ୍ ଖୁସି ହେବେ ।

ମୀନ

ଆଜି ପୁରା ଦିନ ବ୍ୟସ୍ତତାରେ ସମୟ କାଟିବେ । ପିତା ଓ ମାତା ତାଙ୍କ ପିଲାମାନଙ୍କ ସହ ବାହାରକୁ ଯାଇପାରନ୍ତି । ଜୀବନ  ସାଥି ଓ ପିଲା ମାଙ୍କର ବହୁତ ସହାୟତା ମିଳିବ ଯାହା ଫଳରେ ବହୁତ ଖୁସି ଅନୁଭବ କରିବେ । ବ୍ୟବସାୟରେ ବୃଦ୍ଧି ହେବ ଓ ଲାଭ ମଧ୍ୟ ହେବ କିନ୍ତୁ ସତର୍କ ରୁହନ୍ତୁ କେହି ଜଣେ ଲୋକ ଆପଣଙ୍କର କ୍ଷତି କରି ଦେଇପାରେ । ଆପଣ ବହୁତ ଖୁସି ରହିବେ ଓ ଘରେ କୌଣସି ଏକ ଖୁସି ଖବର ପାଇ ପାରନ୍ତି । କାର୍ଯ୍ୟଭାର ବଢିବା ହେତୁ ମନରେ ଚିନ୍ତା ରହିବ । ଟଙ୍କା ଦେବା ଓ ନେବା ରେ ସତର୍କ ରୁହନ୍ତୁ । ହଠାତ୍ ଧନ ପ୍ରାପ୍ତି ହେବାର ସମ୍ଭାବନା ଅଛି । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।