ଆଜିର ରାଶିଫଳ, 25 ସେପ୍ଟେମ୍ବର 2022, ରବିବାର, ସୂର୍ଯ୍ୟଦେବଙ୍କ କୃପା ରହିବ ଏହି ୫ଟି ରାଶି ଉପରେ, ଆର୍ଥିକ ସ୍ଥିତିରେ ହେବ ଉନ୍ନତି

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୨୫ ସେପ୍ଟେମ୍ବର ୨୦୨୨ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : ଆପଣଙ୍କର ଆଜି ବିଗିଡି ଯାଇଥିବା କାମ ଅଚାନକ ଚାଲୁ ହେବାରେ ଲାଗିବ । ବ୍ୟବସାୟରେ ନୂଆ ପ୍ରୋଜେକ୍ଟ ଉପରେ କାମ ଆରମ୍ଭ କରନ୍ତୁ । ଆଜି ଆପଣଙ୍କର ବ୍ୟକ୍ତିତ୍ବ ସମସ୍ତଙ୍କର ଆକର୍ଷଣ ର କେନ୍ଦୁ ବିନ୍ଦୁ ହେବ । କୌଣସି ବି ସମସ୍ୟାକୁ ହାଲ୍କା ରେ ନିଅନ୍ତୁ ନାହି ନଚେତ କ୍ଷତି ହୋଇପାରେ । ଧ୍ୟାନ ରଖନ୍ତୁ ଆପଣଙ୍କ ଛୋଟ କଥା ପାଇଁ ସବୁ ବିଗିଡି ଯାଇପାରେ । ବନ୍ଧୁ ଆପଣଙ୍କ ଜୀବନରେ ଦରକାର ଠାରୁ ଅଧିକ ଦାଖଲ ଦେବେ ।

ବୃଷ ରାଶି : ଆପଣଙ୍କର ହସମୁଖ ପ୍ରକୃତି ପାଇଁ ଆତ୍ମବିଶ୍ଵାସ ରେ ବୃଦ୍ଧି ହେବ । ରୋଜଗାର ଦିଶା ରେ ଯେଉଁ ଲୋକ କାର୍ଯ୍ୟରତ ଅଛନ୍ତି ଆଜି ସେମାନଙ୍କୁ କିଛି ନୂଆ ଅବସର ପ୍ରାପ୍ତ ହେବ । ଯାହା ପାଇଁ ସେମାନଙ୍କର ଆର୍ଥିକ ସ୍ଥିତି ରେ ଛାଡ଼ ଚାନ୍ଦ ଲାଗିବ । ଘରେ କୌଣସି ସଦସ୍ୟ ଙ୍କ ସହ ସମ୍ବଧିତ ଆଜି ମହତ୍ଵ ପୂର୍ଣ୍ଣ ନିସ୍ପତି ନେବେ । ଆପଣ ସେହି ଯୋଜନା ଉପରେ ନିବେଶ କରିବା ଆଗରୁ ଅନେକ ଥର ଚିନ୍ତା କରନ୍ତୁ । ସହ କର୍ମୀ ଆପଣଙ୍କ ଉପରେ ରାଗୀ ପାରନ୍ତି । ଜୀବନ ସାଥିଙ୍କ ସହ ସମସ୍ଯା ବ୍ଯତୀତ କରିବେ ।

ମିଥୁନ ରାଶି : ଆଜି ଦିନ ଟି ବହୁତ ବେହତର ରହିବ । ପରିବାର ସହ ଧାର୍ମି ଯାତ୍ରା ର ଯୋଗ ରହିଛି । ବ୍ୟବଶ୍ୟରେ ଏକ ନୂଆ କାର୍ଯ୍ୟ ର ଆରମ୍ଭ କରିବେ । ସ୍ୱାସ୍ଥ୍ୟ ଠିକ ରହିବ । ଧନରେ ବୃଦ୍ଧି ହେବ । ନିବେଶ କାରଣରୁ ଉଚିତ ସମୟର ପ୍ରତୀକ୍ଷା କରନ୍ତୁ । କୌଣସି ନିସ୍ପତି ନେବା ପୂର୍ବରୁ ବିଶେଷ ଙ୍କ ଉପଦେଶ ନିଅନ୍ତୁ । ଆପଣ ନୂଆ ସୌଦା କୁ ଅନ୍ତିମ ରୁଅ ଦେବେ ଯାହା ଭବିଷ୍ୟ ଆପଣଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ । ସମାଜରେ ମାନ ସମାନ ପ୍ରତିଷ୍ଠା ହେବ ଯାହା ପାଇଁ ଲୋକେ ଆପଣଙ୍କ ରାଏ ନେବେ ।

କର୍କଟ ରାଶି : ଆଜି ଆପଣଙ୍କୁ ନୂଆ ଲାଭଦାୟକ ଅବସର ମିଳିବ । କୌଣସି ପ୍ରକାରର ଭୟ ମନରେ ରଖନ୍ତୁ ନାହି । ଆଜି ଆପଣ ଘର ପାଇଁ ଉପୋଯୋଗୀ ବସ୍ତୁ କ୍ରୟ କରିବାରେ ଧନ ବ୍ୟୟ କରିବେ । ଅନ୍ୟ ର କାମରେ ହସ୍ତକ୍ଷେପ କରନ୍ତୁ ନାହି । ଆପଣ ଯେଉଁ କାମ କରୁଛନ୍ତି ମେହନତ ଅନୁଯାୟୀ ଆବଶ୍ୟକ ପରିଣାମ ମିଳିବ । ଆଜି ଆପଣଙ୍କର ମାତା ଙ୍କ ସହ ବୈଚାରିକ ମତଭେଦ ହୋଇପାରେ । ପରିବାରର ସଦସ୍ୟ ଙ୍କ ମଧ୍ୟରେ ପ୍ରେମ ବଢିବ ।

ସିଂହ ରାଶି : ଆଜି ଆପଣଙ୍କର ବ୍ୟକ୍ତିତ୍ବ ସମସ୍ତଙ୍କୁ ଆକର୍ଷିତ କରିବ । ବ୍ୟାପାର ବିଷୟରେ ଗତି ଆସିବ । ଆର୍ଥିକ ସ୍ଥିତି ମଜବୁତ ହେବ । ଆପଣଙ୍କ ମନୋକାମନା ଆଶୀର୍ବାଦ ଜରିଆରେ ପୁରା ହେବ ଓ ସୌଭାଗ୍ୟ ଆପଣ ଆଡକୁ ଆସିବ । ବିଦ୍ୟାର୍ଥୀ ଙ୍କ ପାଇଁ ସମୟ ସଫଳତା ହାସଲ କରିବାର ରହିଛି । ନିଜର ବିବେକ ଅନୁଯାୟୀ କାମ କରନ୍ତୁ । କିଛି ଲୋକ ଆପଣଙ୍କ ଉପରେ ଈର୍ଷା କରିବେ । ଆପଣ ରାରେ ନିଜର କ୍ଷତି କରନ୍ତୁ ନାହି ।

କନ୍ୟା ରାଶି : ଆଜି ଆପଣଙ୍କର ମହତ୍ଵ ଆକାଂକ୍ଷା ଆଡକୁ ବଢିବାର ସମ୍ଭାବନା ଆଚି । ସାମାଜିକ ସମାରୋହ ରେ ଯୋଗ ଦେବେ । ଆତ୍ମବିଶ୍ଵାସ ରେ ବୃଦ୍ଧି ହେବ । ଉଚିତ ହେବ କେହି ନ ମାଗିବା ଯାଏଁ ନିଜର ରାଏ ଦିଅନ୍ତୁ ନାହି । ପିତା ଙ୍କ ସହ ଗମ୍ଭୀର ବିଷୟ ଉପରେ ଚର୍ଚ୍ଚ କରିବେ । ବିବାହିତ ଲୋଙ୍କର ଗୃହସ୍ଥ ଜୀବନ ସାମାନ୍ଯ ରହିବ । ଅନ୍ୟ ର ସହାୟତା କରିବେ ଆପଣଙ୍କୁ ମାନସିକ ସୁଖ ପ୍ରାପ୍ତ ହେବ । ଅନ୍ୟ ର ମାମଲାରେ ପଡନ୍ତୁ ନାହି ନଚେତ କ୍ଷତି ହୋଇପାରେ । ଶତ୍ରୁ ଆପଣଙ୍କ ପାଇଁ ସମସ୍ଯା ହୋଇ ପାରନ୍ତି ।

ତୁଳା ରାଶି : ଆଜି ଆପଣଙ୍କର ଊର୍ଜା ର ସ୍ତର ଭଲ ରହିବ । ବିବାହିତା ଲୋକଙ୍କ ଗୃଷ୍ଠ ଜୀବନରେ ଖୁସି ଆସିବ ଯାହା ପାଇଁ ସ୍ଵାମୀ ସ୍ତ୍ରୀ ଙ୍କ ସମ୍ପର୍କରେ ଗମ୍ଭୀରଟା ଆଉ ନିବିଡଡ଼ା ରହିବ । କିଛି ଲୋକେ ଆପଣଙ୍କ ଆଡକୁ ଆକର୍ଷିତ ହୋଇ ପାରନ୍ତି ଓ ଆପଣଙ୍କ କଥାରେ ରୁଚି ନେବେ । ପ୍ରେମ ଜୀବନ ବ୍ଯତୀତ କରୁଥିବା ଲୋକ ଙ୍କ ପାଇଁ ଦିନ ଭଲ ରହିବ । ଆଧ୍ୟାତ୍ମିକତା ରେ ରୁଚି ରଖିବେ । ନିଜ ଉପରେ ଭରସା ରଖନ୍ତୁ ।

ବିଛା ରାଶି : ଆଜି ଭାଗ୍ୟ ଆନଙ୍କ ପକ୍ଷ ରେ ରହିବ ଯାହା ପାଇଁ କାର୍ଯ୍ୟ  ସ୍ଥଳରେ ଆର୍ଥିକ ସ୍ଥିତି ଭଲ ରହିବ । ଆପଣଙ୍କ କାମକୁ ମାନ୍ୟତା ମିଳିବ । ସ୍ଵାସ୍ଥ୍ୟରେ ସୁଧାର ଆସିବ । ଧନ ହାନି ହୋଇପାରେ । ତେଣୁ କୌଣସି ବଡ କାମ ହାତକୁ ନିଅନ୍ତୁ ନାହି । ପ୍ରେମ ଜୀବନ ବ୍ଯତୀତ କରୁଥିବା ଲୋକ ଙ୍କ ମଧ୍ୟରେ ଭୁଲ ବୁଝାମଣା ହୋଇପାରେ । ନିଜର କାମକୁ ସମ୍ମାନ କରନ୍ତୁ କାରଣ ଏହା ଆପଣଙ୍କର ଆଜୀବିକାର ସାଧନ ଅଟେ । ଆର୍ଥିକ ଦ୍ରୁଷ୍ଟି କୌଣସି ନିସ୍ପତି ବିଚାର କରି ନିଅନ୍ତୁ । କାମ କାର୍ଯ୍ୟ ରେ ଦିନ ମଜବୁତ ରହିବ ।

ଧନୁ ରାଶି : ଆଜି ଆପଣଙ୍କର ଜ୍ଞାନ ରେ ବୃଦ୍ଧି ହେବ । ବିଦ୍ୟାର୍ଥୀ ଙ୍କୁ ଗୁରୁଙ୍କର ଆଶୀର୍ବାଦ ପ୍ରାପ୍ତ ହେବ । ଆପଣ ନିଜର ଗୁଣ ର ବ୍ୟବହାର କରି ଧନ କମାଇବାରେ ସଫଳା ହେବ । ଆପଣଙ୍କର ଇମେଜ ଭଲ ରହିବ । ଆଜି ଭାଗ୍ୟ ଆପଣଙ୍କର ସାଥ ଦେବ ଯାହା ସାହାଯ୍ୟରେ ଆପଣ କମ ମେହନତ କରି ସଫଳତା ହାସଲ କରିବାରେ ସଫଳ ହେବେ । କୌଣସି ଧାର୍ମିକ ଆୟୋଜନ ରେ ଭାଗ ନେବେ ପୂଣ୍ୟ ର କାମ କରିବେ । ଆର୍ଥିକ ସମସ୍ୟା ହୋଇପାରେ । ଆପଣଙ୍କର କୌଣସି ଖାସ ଯୋଜନା ସଫଳ ହେବ ।

ମକର ରାଶି : ପିତାଙ୍କ ସହ ସମ୍ପର୍କ ଭଲ ହେବ । କରଜଦାର ଙ୍କ ସହ ଆଲୋଚନା ହୋଇପାରେ । ଆଜି ଆପଣଙ୍କର ଅଟକିଥିବା କାମ ପୁରା ହେବ । ନିଜର କାର୍ଯ୍ୟ କ୍ଷେତ୍ରରେ ମନ ଲଗାଇ କାମ କରନ୍ତୁ । ନିଜର ମାଲିକ ଙ୍କୁ କମ ପ୍ରତି ପ୍ରଭାବିତ କରିବେ । ଯଦି ଚାକିରି ସନ୍ଧାନ ରେ ଅଚନ୍ତି ତେବେ ଆପଣଙ୍କୁ ସଫଳତା ମିଳିବ । ଜମି ନେବା ପାଇଁ ଭାବୁଥିଲେ ଏହି ସମୟ ଉଚିତ ନୁହେଁ । ଆଲୋ ମେହନତ କରିଲେ ଆପଣ ପରିବାର ସହ ଅଧିକ ସମୟ ବ୍ଯତୀତ କରିବେ । ଲୋକେ ଆପଣଙ୍କ କାମର ତାରିଫ କରିବେ ।

କୁମ୍ଭ ରାଶି : କରଜ ରୁ ମୁକ୍ତି ପାଇବାରେ ସଫଳ ହେବେ । ଆଜି ଆପଣଙ୍କର କୌଣସି ବଡ ସମସ୍ୟାର ସମାଧାନ ହେବ । ବ୍ୟାପାର ସହ ଜଡିତ ଲୋକେ ଆଜି କୌଣସି ବଡ ନିସ୍ପତି ନିଅନ୍ତୁ ନାହି । ଆପଣଙ୍କୁ ନିଜର ବରିଷ୍ଠ ଓ ସହ କର୍ମୀ ମାନଙ୍କ ସହଯୋଗ ମିଳିବ । କାର୍ଯ୍ୟ କ୍ଷେତ୍ର ରେ ବ୍ୟସ୍ତ ରେ ରହିବେ କିନ୍ତୁ ମେହନତର ଫଳ ଆପଣଙ୍କୁ ନିଶ୍ଚୟ ମିଳିବ । ଲୋକ ମାନଙ୍କର ସହଯୋଗା ପଣଙ୍କୁ ମିଳିବ । ଯଦି ଆପଣ ବିଦ୍ୟାର୍ଥୀ ତେବେ ନିଜର ପରୀକ୍ଷା ଉପରେ ଧ୍ୟାନ ଦିଅନ୍ତୁ । ଆପଣଙ୍କୁ ଜବରଦସ୍ତ ସଫଳତା ମିଳିବ ।

ମୀନ ରାଶି : ଆଜି ସମ୍ପର୍କୀୟ ଙ୍କ ସହ ସମ୍ପର୍କ ମଧୁର ରହିବ । ଆପଣଙ୍କର ସମସ୍ୟାର ଅନ୍ତ ଘଟିବ । ଶତ୍ରୁ ସକ୍ରିୟ ହୋଇ ପାରନ୍ତି । ଘରର ଗୁରୁଜନ ମାନଙ୍କର ସହଯୋଗ ପାଇବେ । କୌଣସି ଭଲ ଖବର ଶୁଣିବାକୁ ପାଇବେ । ମାତା ପିତା ଙ୍କ ସହ ସମ୍ପର୍କ ଭଲ ରହିବ । ଆପଣ ବଡ ମାନଙ୍କର କଥା କୁ ନଜର ଅନ୍ଦାଜ କରନ୍ତୁ ନାହି । ଜୀବନରେ କିଛି ଭଲ କରିବାକୁ ହେସତା କାନ୍ତୁ ନିଶ୍ଚୟ ସଫଳ ହେବେ । ମାନ ସାମନାରେ ବୃଦ୍ଧି ହେବ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।