ଆଜିର ରାଶିଫଳ, 25 ଫେବୃୟାରୀ 2023, ଶନିବାର, ଶନିଦେବଙ୍କ ଆଶୀର୍ବାଦ ରହିବ ଏହି 4ଟି ରାଶି ଉପରେ, ମିଳିବ କିଛି ବଡ ଖୁସି ଖବର

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୨୫ ଫେବୃୟାରୀ ୨୦୨୩ ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : ଜୀବନ ସାଥିଙ୍କ ସହଯୋଗ ବା ସାନିଧ୍ୟ ଆପଣଙ୍କୁ ଭରପୁର ମାତ୍ରା ରେ ମିଳିବାର ନଜର ଆସୁଛି । ଆପଣଙ୍କୁ ନିଜ ଭାଇ ଙ୍କ ଠାରୁ ସହଯୋଗ ମିଳିବ ଯାହା କାରଣରୁ ଆପଣଙ୍କ ସମ୍ପର୍କ ଗଭୀର ହେବ । କାହା କଥାରେ ଭରସା କରନ୍ତୁ ନାହି । ଆୟରେ ନିଶ୍ଚିନ୍ତତ ରହିବ । ଆଳସ୍ୟ ପ୍ରଭାବ ପକାଇବ । କାମ ଓ ଆରାମ ମଧ୍ୟରେ ସନ୍ତୁଳନ ସ୍ଥାପିତ କରିବାର ଜରୁରତ ଅଛି । କାମ କାର୍ଯ୍ୟ ହେଉ ବା ପାରିବାରିକ ସୁଖ ପାଇଁ ଆଜି ଦିନ ଭଲ ରହିବାର ଅଛି ।

ବୃଷ ରାଶି : ଆୟର ନୂଆ ସ୍ରୋତ ବିକଶିତ ହେବ । ଭୌତିକ ଐଶ୍ଚର୍ଜ୍ୟ ର ସାଧନାରେ ବୃଦ୍ଧି ହେବ । ଆଜି ଦିନ ରେ ଆପଣ ପ୍ରତେକ କାମ ବହୁତ ସହଜରେ ପୁରା କରିବେ । ଆଜି ବାଦ ବିବାଦ ରୁ ବଞ୍ଚିତ ରହିବାର ଅଛି । ମାତା ପିତା ଙ୍କ ସ୍ୱାସ୍ଥ୍ୟ ର ଧ୍ୟାନ ରଖନ୍ତୁ । ଛୋଟ ଛୋଟ କଥାକୁ ନଜର ଅନ୍ଦାଜ କରି ନିଜର ଲକ୍ଷ୍ୟ ଉପରେ କେନ୍ଦ୍ରିତ କରନ୍ତୁ । ପାରିବାରିକ ଜୀବନ ଖୁସି ପୂର୍ଣ୍ଣ ରହିବ । ଆଜି ଆଶା ନିରାଶା ର ମିଶ୍ରିତ ଭାବ ଆପଣଙ୍କ ମନରେ ରହିବ ।

ମିଥୁନ ରାଶି : ଆଜି ଭାଗ୍ଯର ଭରପୁର ସହଯୋଗ ମିଳିବ । ମାଙ୍ଗଳିକ କାର୍ଯ୍ୟ ରେ ଭାଗ ନେବାର ସୌଭାଗ୍ୟ ଆଜି ପ୍ରାପ୍ତ ହେବ । କୌଣସି ପରିଜନ ଙ୍କ ଠାରୁ ଶୁଭ ସୂଚନା ମିଳିବାରୁ ଖୁସି ଭରା ମାହୋଲ ରହିବ । ଆଜି ସ୍ଵାମୀ ସ୍ତ୍ରୀ ଙ୍କ ସମ୍ପର୍କ ରେ ଅଧିକ ଗଭୀରତା ଆସିବ । ଯେଉଁ ଲୋକ ସୋସିଆଲ ସାଇଟ ରେ କାମ କରୁଛନ୍ତି ସେମାନଙ୍କର ପରିଚୟ କିଛି ଏମିତି ବ୍ୟକ୍ତିଙ୍କ ସହ ହେବ ଯାହାଙ୍କ ଠାରୁ ବହୁତ ଲାଭ ମିଳିବ ।

କର୍କଟ ରାଶି : ଆପଣଙ୍କ ବାଣୀ ମଧୁର ହେବ ଯାହା କାରଣରୁ ଅନ୍ୟ ଙ୍କୁ ନିଜ ଆଡକୁ ଆକର୍ଷିତ କରିବେ । ଆପଣ ନିଜର ବୁଦ୍ଧି ଓ ଚାଲାକାପଣ ଦ୍ଵାରା କାର୍ଯ୍ୟ ରେ ସଫଳ ହେବ । ପୂର୍ବରୁ ବନାଇଥିବା ଯୋଜନା ପୁରା ହେବାର ଯୋଗ ଅଛି । ଲୋକଙ୍କ ସେବା କରିବାର ଅବସର ପ୍ରାପ୍ତ ହେବ । ଆଜି ଆପଣଙ୍କର ଆର୍ଥିକ ଜୀବନରେ ବଡ ଉପଲବ୍ଧି ହାସିଲ ହେବ । ଦିନକୁ ରୋମାଞ୍ଚକର ବନାଇବାରେ ନିକଟତର ବନ୍ଧୁ ଓ ଘର ଲୋକଙ୍କ ସହ ସମୟ ବିତାନ୍ତୁ ।

ସିଂହ ରାଶି : ଯୁବକ ଙ୍କୁ କ୍ୟାରିୟାର ସହ ଜଡିତ ନୂଆ ସୂଚନା ମିଳିବ । ନିଜକୁ ନୂଆ ପରିବର୍ତ୍ତନ ପାଇଁ ପ୍ରସ୍ତୁତ ରଖନ୍ତୁ । ଯାହା ବି କୁହନ୍ତୁ ଭାବି ଚିନ୍ତି କରନ୍ତୁ । ଆଜି ଆପଣ ନିଜକୁ ସ୍ଥିତି ଅନୁଯାୟୀ ଖାପ ଖୁଆଇବାକୁ ଚେଷ୍ଟା କରନ୍ତୁ । ଏହି ସମୟ ଆପଣଙ୍କ ପାଇଁ ଊର୍ଜାଦାୟକ ରହିବ । ପରିବାରରେ କୌଣସି ମାମଲା ରେ ନିଜକୁ ଦାୟୀ କରନ୍ତୁ ନାହି । ବନ୍ଧୁ ଙ୍କ ସହଯୋଗ ବହୁତ ସହଜରେ ମିଳିଯିବ । ବ୍ୟାପାରରେ ନୂଆ ନୂଆ ଆଇଡିୟା ଆସିବ । ଖର୍ଚ୍ଚ କମ ହେବ ।

କନ୍ୟା ରାଶି : ଆଜି କୌଣସି ବଡ ଅବସର ହାତରୁ ଯିବାରୁ ଦିଅନ୍ତୁ ନାହି । ଇମାନନ୍ଦାରୀ ରେ ପ୍ରଭାବିତ ଜୀବନ ସାଥି ଙ୍କ ଠାରୁ ଆଜି ଆପଣଙ୍କୁ ଢେରା ସାରା ପ୍ରେମ ମିଳିବ । ଆଜି କିଛି ବନ୍ଧୁ ସମସ୍ୟାର ସମାଧାନ ପାଇଁ ଆପଣଙ୍କୁ ପରାମର୍ଶ ମାଗିବେ । ଆପଣ ବି ବନ୍ଧୁ ଭାବେ ଦାୟିତ୍ଵ ନିଭାଇବେ । କୌଣସି ଆଉଟ ଡୋର ଆକ୍ଟିଭୀତି ରେ ଭାଗ ନେବେ । କୌଣସି ନୂଆ ପ୍ରୋଜେକ୍ଟ ଉପରେ କାମ କରିଲେ ଆପଣଙ୍କୁ ବହୁତ କିଛି ଶିଖିବାକୁ ମିଳିବ । ଯୁବକ ଙ୍କ ପାଖରେ ଉଚ୍ଚ ଶିକ୍ଷା ପାଇଁ ଭଲ ଅବସର ମିଳିବ ।

ତୁଳା ରାଶି : ବରିଷ୍ଠ ଅଧିକାରୀ ବା ପରିବାରର କୌଣସି ବଡ ଗୁରୁଜନ ଆପଣଙ୍କୁ ବୈଚାରିକ ମତଭେଦ ବଢିପାରେ । ଆପଣ ନିଜର ପୁରୁଣା କରଜ ଚୁକ୍ତି କରିବେ । ଆପଣଙ୍କ ପାଇଁ ଆଜି ଦିନ ଟି ବହୁତ ରୋମାଞ୍ଚକ ସାବ୍ୟସ୍ତ ହେବ । ଆପଣଙ୍କ ପାଇଁ ସବୁ ଜିନିଷ ପଜେଟିଭ ରହିପାରେ । ଆଜି ନୂଆ କାମରେ ଆପଣଙ୍କର ରୁଚି ବଢିବ ଯାହା ଦ୍ଵାରା ଆପଣଙ୍କୁ କିଛି ନୂଆ ଶିଖିବାକୁ ମିଳିବ ।

ବିଛା ରାଶି : ଯଦି ଆଜି ଆପଣ ଅନାବଶ୍ୟକ ଖର୍ଚ୍ଚ କମ କରିବେ ତେବେ ଆପଣଙ୍କ ଭବିଷ୍ୟ ପାଇଁ ବେହତର ହେବ । ପ୍ରତେକ ଆପଣଙ୍କ କଥାକୁ ଧ୍ୟାନର ସହ ଶୁଣିବେ । ଘରର ବଡ ଗୁରୁଜନ ଙ୍କ ଆଶୀର୍ବାଦ ଓ ସ୍ନେହା ମିଳିବ । ଆଜି ଅନାବଶ୍ୟକ ଖର୍ଚ୍ଚ ଦ୍ଵାର ଆର୍ଥିକ ରୂପରେ ସମସ୍ଯା ଆସିପାରେ । ଆପଣ ଘର ପରିବାର ସହ ଖୁଶିର ସମୟ ବିତାଇବେ । ଏହି ରାଶିର ଲୋକ ଯେଉଁ ମାନେ ଅବିବାହିତ ଅଛନ୍ତି ଆଜି ବିବାହର ପ୍ରସ୍ତାବ ମିଳିପାରେ ।

ଧନୁ ରାଶି : ଏହା ଦ୍ଵାରା ଆପଣଙ୍କ ମନୋବଳ ଓ ଆତ୍ମବିଶ୍ଵାସ ରେ ବୃଦ୍ଧି ହେବ । ଆଜି ଆସ୍ଥା ଓ ବିଶ୍ଵାସ ରେ କାମ ପୁରା କାରଣରୁ । ଲାଭର ଅବସର ହାତକୁ ଆସିବ । ରାଜକୀୟ ବାଧା ଦୂର ହେବ । ଚାକିରି ରେ ପ୍ରମୋଶନ ହେବାର ଯୋଗ ଅଛି । ଆପଣ ଭାବନ୍ତୁ ଏମିତି କଣ କରିଲେ ଆପଣଙ୍କୁ ଜୀବନରେ ଖୁସି ମିଳିବ । ସନ୍ଧ୍ୟା ସମୟରେ ସ୍ଵାଦିଷ୍ଟ ଭୋଜନ ର ଆନନ୍ଦ ନେବେ । ସ୍ଵାମୀ ସ୍ତ୍ରୀ ଙ୍କ ମଧ୍ୟରେ ସମ୍ପର୍କ ମଧୁରତା ହେବ ।

ମକର ରାଶି : ଆରମ୍ଭରୁ କିଛି ସମସ୍ଯା ହୋଇପାରେ କିନ୍ତୁ ଆପଣଙ୍କ ଭବିଷ୍ୟ ରେ ଲାଭକାରୀ ରହିବ । ପିତା ତଥା ଗୁରୁଜନ ଙ୍କ ଠାରୁ ଲାଭ ହେବ । ସାର୍ବଜନୀକ ମାନ ସାମନାରେ ବୃଦ୍ଧି ହେବ । ଗୃହସ୍ଥ ଜୀବନରେ ସୁଖ ଶାନ୍ତି ର ଅନୁଭବ ହେବ । ନିଜର ପ୍ରିୟଜନ ଙ୍କ ଠାରୁ ଦୂରେଇ ରହିବେ । ଆର୍ଥିକ ଲାଭ ଓ ପରିବାରରେ ଆନନ୍ଦ ଭାରି ରହିବ । ସରକାର ଙ୍କ ଠାରୁ ଲାଭ ହେବ ।

କୁମ୍ଭ ରାଶି : ଆଜୀବିକା ରେ ବୃଦ୍ଧି ହେବ । ଆଜି ଛୋଟ ବ୍ୟାପାରୀ ଅଧିକ ଫାଇଦା ପାଇବେ । ଆପଣଙ୍କ ଆୟରେ ବୃଦ୍ଧି ହୋଇପାରେ । ଯୁବକ ଙ୍କୁ କ୍ୟାରିୟର ରେ ଭଲ ବିକଳ୍ପ ମିଳିବ । ସ୍ୱାସ୍ଥ୍ୟ ଦୃଷ୍ଟିରୁ ଏସିଡିଟି ସମ୍ବଧିତ ସମସ୍ଯା ହୋଇପାରେ । ପରିଶ୍ରମ ଅଧିକ କରିବେ କିନ୍ତୁ ଫଳ କମ ମିଳିବ । ଚାକିରି ରେ ସତର୍କ ରୁହନ୍ତୁ । ଆପଣ ସବୁ ସାମାନ୍ଯ କାର୍ଯ୍ୟ ରେ ପୁରା ସଫଳ ହେବେ । ମେଡିକାଲ ସହ ଜଡିତ ବିଦ୍ୟାର୍ଥୀ ଙ୍କ ପାଇଁ ଦିନ ଭଲ ରହିବ ।

ମୀନ ରାଶି : ଆଜି ଆପଣ ଯେଉଁ କାମକୁ କରିବା ପାଇଁ ବାଛିବେ ସେଥିରୁ ଆପଣଙ୍କୁ ବହୁତ ଫାଇଦା ମିଳିବ । ଆପଣଙ୍କୁ ଅଚାନକ ଧନ ଲାଭ ହେବାରୁ  ଆର୍ଥିକ ସ୍ଥିତି ମଜବୁତ ହେବ । ଜାହ କାରଣରୁ ଆପଣ ନିଜର ଖର୍ଚ୍ଚ ରେ ବୃଦ୍ଧି କରିବେ । ସୁଖ ସୁବିଧା ଭଳି ଜିନିଷରେ ଧନ ଖର୍ଚ୍ଚ କରିବେ । ଆପଣଙ୍କ ମଧ୍ୟରୁ କିଛି ନିସ୍ପତି ନେବାରେ ଡେରି କରିବେ । କୌଣସି ପୁରୁଣା ସ୍ଵପ୍ନ ପୁରା ହୋଇପାରେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।