ଆଖି ଅଛି କିନ୍ତୁ ଅନ୍ଧ, ଗୋଡ ଅଛି କିନ୍ତୁ ଛୋଟା, ମୁହଁ ଅଛି କିନ୍ତୁ ମୂକ, କହିଲେ ଦେଖି ମୁଁ କିଏ ? (Odia GK & Dhaga Dhamali)

ଆଜିର ପ୍ରତିଯୋଗୀତା ମୂଳକ ଯୁଗରେ ଯୁବପିଢିଙ୍କ ମଧ୍ୟରେ ସାମାନ୍ଯ ଜ୍ଞାନ ରହିବା ଅତ୍ୟନ୍ତ ଜରୁରୀ । ଆଜିକାଲି ଯେକୌଣସି ସରକାରୀ ଓ ବେସରକାରୀ ଚାକିରି ପାଇବାକୁ ହେଲେ ସାଧାରଣ ଜ୍ଞାନ ଥିବା ନିହାତି ଜରୁରୀ । ଏପରିକି ବେପାର କରୁଥିବା ବ୍ୟକ୍ତିଙ୍କର ମଧ୍ୟ ସାଧାରଣ ଜ୍ଞାନ ଥିବା ଅତ୍ୟନ୍ତ ଜରୁରୀ ହୋଇଗଲାଣି । ଏଭଳି ସ୍ଥଳେ ଆପଣଙ୍କ ସାଧାରଣ ଜ୍ଞାନ ପରୀକ୍ଷା ପାଇଁ ଆଜି ଆମେ ଆପଣଙ୍କ ପାଇଁ କିଛି ମଜାଦାର ସାଧାରଣ ଜ୍ଞାନ ପ୍ରଶ୍ନ ଓ ଉତ୍ତର ନେଇ ଆସିଛୁ ।

1- ଏମିତି କେଉଁ ଜିନିଷ ଯାହାକୁ ଆପଣ ହାତରେ ନଧରି ମଧ୍ୟ ଅଟକାଇ ପାରିବେ ?

ଉ: ନିଃଶ୍ଵାସ ପ୍ରଶ୍ଵାସ ।

2- କେଉଁ ଦେଶକୁ ସୁନା ଏବଂ ହୀରାର ଦେଶ ବୋଲି କୁହାଯାଏ ?

ଉ: ଦକ୍ଷିଣ ଆଫ୍ରିକା ।

3- ଭାରତର ପ୍ରଥମ ହିନ୍ଦୁ ରାଜା କିଏ ଥିଲେ ?

ଉ: ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ।

4- ପାକିସ୍ତାନର ପ୍ରଥମ ରାଷ୍ଟ୍ରପତି କିଏ ଥିଲେ ?

ଉ: ଶୟଦ ଇସ୍କନ୍ଦର ଅଲ୍ଲୀ ମିର୍ଜା ।

5- ଅଲମ୍ପିକ ଖେଳରେ ପଦକ ଜିତିଥିବା ପ୍ରଥମ ଭାରତୀୟ ମହିଳା କିଏ ଥିଲେ ?

ଉ: କର୍ଣମ ମଲ୍ଲେଶ୍ଵରୀ ।

6- ରାଜସ୍ଥାନର ଚନ୍ଦ୍ରଶେଖର ଆଜାଡ କାହାକୁ କୁହାଯାଏ ?

ଉ: ଜୋରାବର ସିଂ ବାରହଠ ଙ୍କୁ ।

7- ଦୁନିଆ ର ସବୁଠୁ ମହଙ୍ଗା ମୁଦ୍ରା କେଉଁ ଦେଶ ପ୍ରଚଳନ କରେ ?

ଉ: କୁବେତ ର ମୁଦ୍ରା ସବୁଠୁ ମହଙ୍ଗା ।

8- କେଉଁ ରାଜପୁତ ରାଜା ଆକବରଙ୍କ ଅଧୀନତା ସ୍ଵୀକାର କରି ନଥିଲେ ?

ଉ: ରାଜା ମହାରଣା ପ୍ରତାପ ।

9- ରାଜସ୍ଥାନର କେଉଁ ଜିଲ୍ଲାକୁ “ପର୍ଯ୍ୟଟକଙ୍କ ସ୍ଵର୍ଗ” ବୋଲି କୁହାଯାଏ ?

ଉ: ଉଦୟପୁର କୁ କୁହାଯାଏ ।

10- କେଉଁ ଜୀବ ର ଜିଭ ର ଓଜନ ହାତୀ ର ଓଜନ ସହ ସମାନ ହୋଇଥାଏ ?

ଉ: ନୀଳ ତିମି ।

11- ଶେଷ ରାଜପୁତ ଶାସକ କିଏ ଥିଲେ ?

ଉ: ପୃଥ୍ବୀରାଜ ଚୌହାନ ।

12- ନାଗିନ ହ୍ରଦ ଭାରତର କେଉଁ ରାଜ୍ୟରେ ଅବସ୍ଥିତ ଅଟେ ?

ଉ: ଜାମ୍ମୁ କାଶ୍ମୀର ରେ ।

13- ଭାରତୀୟ ମୁଦ୍ରାର ନାମ ରୁପେୟା ବୋଲି କିଏ ରଖିଥିଲେ ?

ଉ: ଶେରଶାହ ସୂରୀ ।

14- ଚେସ ବୋର୍ଡରେ କେତେ ସଂଖ୍ୟକ ବର୍ଗାକାର ଚିତ୍ର ରହିଥାଏ ?

ଉ: 64 ଟି ।

15- ଭାରତର ପ୍ରଥମ ମହିଳା IPS ଅଫିସର କିଏ ଥିଲେ ?

ଉ: ଅନ୍ନା ରାଜମ ମଲହୋତ୍ରା ।

16- ଏମିତି କେଉଁ ଫୁଲ ଅଛି ଯାହା 36 ବର୍ଷରେ ଥରେ ଫୁଟିଥାଏ ?

ଉ: ନାଗପୁଷ୍ପ ଫୁଲ ।

17- ଦିଲ୍ଲୀ ର ପ୍ରାଚୀନ ନାମ କଣ ଥିଲା ?

ଉ: ଇନ୍ଦ୍ରପ୍ରସ୍ଥ ।

18- କ୍ରିକେଟର ଜଗତର କେଉଁ ଖେଳାଳି “ରାୱଲପିଣ୍ଡି ଏକ୍ସପ୍ରେସ” ନାମରେ ଜଣାଶୁଣା ?

ଉ: ସୋଏବ ଅଖତର ।

19- ଉତ୍ତର ପ୍ରଦେଶର ରାଜକୀୟ ଫଳ କଣ ?

ଉ: ଆମ୍ବ ।

20- ଆଖି ଅଛି କିନ୍ତୁ ଅନ୍ଧ, ଗୋଡ ଅଛି କିନ୍ତୁ ଛୋଟା, ମୁହଁ ଅଛି କିନ୍ତୁ ମୂକ, କହିଲେ ଦେଖି ମୁଁ କିଏ ?

ଉ: କଣ୍ଢେଇ ।

ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।