ଆଜିର ରାଶିଫଳ, 25 ଜୁନ 2020, ଗୁରୁବାର, ମା ଲକ୍ଷ୍ମୀଙ୍କ କୃପା ରହିବ ଏହି ୫ଟି ରାଶି ଉପରେ, ଆର୍ଥିକ କ୍ଷେତ୍ରରେ ହେବ ଉନ୍ନତି

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୨୫ ଜୁନ ୨୦୨୦ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ

ଆଜି ଘରେ ମିତ୍ରମାନଙ୍କ ଆଗମନ ହେବ । ଆପଣଙ୍କୁ କୌଣସି ବଡ ଅଫର ମିଳିପାରେ । ଆଜି ଆପଣ କିଛି ନୂତନ କରିବାକୁ ଚିନ୍ତା କରି ପାରନ୍ତି । ଏଥିରେ ଆପଣଙ୍କୁ ସଫଳତା ବି ମିଳିବ । ଅନୁଭବି ବ୍ୟକ୍ତିଙ୍କ ରାୟ ଆପଣଙ୍କୁ ଲାଭ ପହଞ୍ଚାଇବ । ବର୍ତ୍ତମାନ ଆପଣଙ୍କ ଆପଣଙ୍କ ଭାଗ୍ୟର ପୁରା ସାଥ ମିଳିବ । ଅଟକିଥିବା କାର୍ଯ୍ୟରେ ଗତି ଆସିବ । ଖରାପ ହୋଇ ପଡିଥିବା କାର୍ଯ୍ୟରେ ନୂତନ ଆସାର ନଜର ଆସିବ । ପରିଜନଙ୍କ ସହିତ ଆପଣଙ୍କ ସମ୍ପର୍କ ଖରାପ ହୋଇପାରେ ।

ବୃଷ

ଆଜି ପରିବାରରେ ଶୁଭ କାର୍ଯ୍ୟର ଆୟୋଜନ ହେବ । ବ୍ୟବସାୟ ସହ ଜଡିତ ଲୋକମାନଙ୍କୁ ଆକସ୍ମିକ ଧନ ଲାଭ ହେବ । ଯଦି କୌଣସି ଜରୁରୀ କାମକୁ ପୁରା କରିବା ପାଇଁ ଚିନ୍ତା କରୁଛନ୍ତି ତେବେ ତାହା ଆଜି ପୁରା ହୋଇଯିବ । ଏହି ସମୟରେ ଆପଣଙ୍କ ଏକାଗ୍ରତା ଭଙ୍ଗ ହୋଇପାରେ । କାମ କାର୍ଯ୍ୟରେ ଆପଣଙ୍କ ମନ ଲାଗିବ । ଏହି ସମୟରେ ଆପଣ ସୁସ୍ଥ ବି ରହିବେ । ସର୍ବଦା ସାବଧାନ ରୁହନ୍ତୁ । କୌଣସି ଆଇନ ମାମଲାରେ ଫସି ପାରନ୍ତି । ସମାଜରେ ମାନ ସମ୍ମାନ ବଢିବ ।

ମିଥୁନ

ଆଜି ଆପଣଙ୍କ ଆତ୍ମବିଶ୍ଵାସରେ ଉନ୍ନତି ହୋଇପାରେ । କରୋବାରରେ ଆପଣଙ୍କୁ ଧନଲାଭ ହୋଇପାରେ । ସାମାଜିକ କାର୍ଯ୍ୟରେ ଆପଣଙ୍କ ଉନ୍ନତି ହେବ । ପରିଶ୍ରମ ଆପଣଙ୍କୁ ସଫଳତା ଦେବ । କୌଣସି କଥାକୁ ଆପଣ ନିଜକୁ ଦାୟୀ କରି ପାରନ୍ତି । ଯାହା ଦ୍ଵାରା ଆପଣଙ୍କୁ ପଶ୍ଚାତାପ ବି ହୋଇପାରେ । ସ୍ୱାସ୍ଥ୍ୟ ପଛରେ ଟଙ୍କା ଖର୍ଚ ହୋଇପାରେ । ସମ୍ପର୍କରେ ପ୍ରେମ ବଢିବ । ଆଧ୍ୟାତ୍ମା ପ୍ରତି ଆପଣଙ୍କ ରୁଚି ରହିବ ।

କର୍କଟ

ସମ୍ପର୍କୀୟମାନଙ୍କ ଠାରୁ ଶୁଭ ସୂଚନା ଶୁଣି ଖୁସି ହେବେ । ବ୍ୟବସାୟ ପରିଚାଳନାରେ ସମସ୍ୟା ଆସିବ । ପ୍ରିୟ ବନ୍ଧୁ ଆର୍ଥିକ ସହାୟତାର ହାତ ବଢେଇବେ । ପରିବାରର ଆବଶ୍ୟକତା ପୂରଣ ଦିଗରେ ବହୁତ ଖର୍ଚ୍ଚାନ୍ତ ହେବେ । ଦୂର ଯାତ୍ରା କରିବା ଦ୍ଵାରା ଅସୁସ୍ଥତା ଅନୁଭବ କରିବେ । ଛାତ୍ରଛାତ୍ରୀ ମାନଙ୍କ ଖେଳରେ ଉନ୍ନତି ହେବ । ଦୂର ଯାତ୍ରା ହୋଇ ପାରିବ ନାହିଁ । ସ୍ଵାସ୍ଥ୍ୟରେ ଉନ୍ନତି ଆସିବ । ରଚନାତ୍ମକ କ୍ଷେତ୍ରରେ ସମ୍ମାନିତ ହେବେ ।

ସିଂହ

ଆପଣଙ୍କୁ କାମ କାର୍ଯ୍ୟରେ ସାବଧାନ ରହିବାକୁ ହେବ । ଏହା ସହିତ ଟଙ୍କା ନିବେଶ ମାମଲାରେ ସତର୍କ ରୁହନ୍ତୁ । ସ୍ୱାସ୍ଥ୍ୟ ସାମାନ୍ୟ ରହିବ । କିନ୍ତୁ ମାନସିକ ରୂପରେ ଆପଣ ବହୁତ ଅସ୍ଥିର ଅନୁଭବ କରିବେ । ବିଦ୍ୟା କ୍ଷେତ୍ରରେ ପ୍ରଶଂସିତ ହେବେ । ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ । ସନ୍ତାନମାନଙ୍କ ଉନ୍ନତି ହେବ । ସମସ୍ତ କାର୍ଯ୍ୟରେ ଶୁଭଫଳ ପ୍ରାପ୍ତି ହେବ । ଉଚ୍ଚ ଆଶାରେ ଆଗେଇବେ । ଚାକିରିରେ ପ୍ରଭାବ ବଢିବ । କିଛି ଶତ୍ରୁଙ୍କ ଠାରୁ ସାବଧାନ ରୁହନ୍ତୁ । ବୈବାହିକ ଜୀବନ ସୁଖମୟ ରହିବ । ତତ୍କାଳ ଲାଭ ମିଳିବ ନାହିଁ ।

କନ୍ୟା

ଅପମାନିତ ହୋଇ ପାରନ୍ତି । ରାଜନୀତି କ୍ଷେତ୍ରରେ ମାନସିକ ଦୁଶ୍ଚିନ୍ତା ଦୂର ହେବ । ଯଶମାନ ବୃଦ୍ଧି ହେବ । ସମୟକୁ ହାତ ଛଡ଼ା କରନ୍ତୁ ନାହିଁ । ସନ୍ତାନମାନଙ୍କ ଉନ୍ନତି ହେବ । ଋଣ ଭାର କଷ୍ଟ ଦେବ । ପରୀକ୍ଷା ପ୍ରତିଯୋଗିତା ଓ ସାକ୍ଷାତ୍କାରରେ ଉଚ୍ଚ ପ୍ରଶଂସିତ ହେବେ । ଆପଣ ଭଲ ବିଚ଼ାର ରଖନ୍ତୁ । ଅଧିକ ଭାବୁକ ହେବ । କୌଣସି କଥାରେ ଅସୁବିଧା ହୋଇପାରେ । ମା’ ଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ହୋଇପାରନ୍ତି । ବାହନ ଚଳାଇବା ସମୟରେ ସାବଧାନ ରୁହନ୍ତୁ ।

ତୁଳା

ନିବେଶ ଲାଭଦାୟକ ରହିବ । ପରିବାର ସାହାର୍ଯ୍ୟ ଦ୍ଵାରା ଆପଣ ଆର୍ଥିକ ଅସୁବିଧାରୁ ବାହାରକୁ ବାହାରି ଯିବେ । କିଛି ବ୍ୟକ୍ତିଙ୍କ ମନରେ ଆପଣଙ୍କୁ ନେଇ ଭଲ ଚିନ୍ତାଧାରା ଆସିପାରେ । ସନ୍ତାନମାନଙ୍କ ସମ୍ବନ୍ଧିତ କୌଣସି ସମସ୍ୟା ସାମ୍ନାକୁ ଆସିପାରେ । ଆର୍ଥିକ ସ୍ଥିତ ଭଲ ରହିବା କାରଣରୁ ଆପଣ କିଛି ଧାର ନେଇଥିବା ଟଙ୍କାକୁ ସୁଝିବେ । ଘରର ସମସ୍ୟା ଗୁଡିକ ଉପରେ ବିଚାର କରନ୍ତୁ । ଆଜି ଆପଣ କିଛି ଅଦ୍ଭୁତ ସ୍ଵପ୍ନ ଦେଖି ପାରନ୍ତି । ଆଜିର ଦିନ ନିରାଶାଜନକ ହୋଇପାରେ ।

ବିଚ୍ଛା

ଅଟକିଥିବା କାର୍ଯ୍ୟ ଶୀଘ୍ର ପୁରା ହୋଇଯିବ । ଆୟରେ ନୂତନ ସ୍ରୋତ ହାସଲ ହେବ । ମନୋରଞ୍ଜନରେ ସମୟ ବ୍ୟତୀତ ହେବ । କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କ ସମ୍ମାନ ବଢିବ । ଓକିଲଙ୍କ ସହ ବିବାଦ କରନ୍ତୁ ନାହିଁ । ଅଳ୍ପ ପ୍ରୟାସ କରିବେ ତ ଆଜିର ଦିନ ଆପଣଙ୍କ ବୈବାହିକ ଜୀବନରେ ସବୁଠୁ ବିଶେଷ ଦିନ ମଧ୍ୟରୁ ଗୋଟିଏ ହୋଇପାରେ । ଚାକିରିରେ ନୂତନ କାର୍ଯ୍ୟ କରିବେ । ଜୀବନ ସୁଖମୟ ରହିବ । ଶେୟାର ମାର୍କେଟରୁ ଲାଭ ମିଳିବ ।

ଧନୁ

ଆଜି ଆପଣଙ୍କ ମନ ବିଚଳିତ ରହିବ । ଆପଣଙ୍କୁ ନକାରାତ୍ମକତାରୁ ଧ୍ୟାନ ହଟାଇ ପଢାରେ ମନ ଦେବା ଉଚିତ । ଶାରୀରିକ – ମାନସିକ ସୁଖ ମିଳିବ । ସନ୍ତାନମାନଙ୍କ ତରଫରୁ ଶୁଭ ସମାଚାର ମିଳିବ । ଦାମ୍ପତ୍ୟ ଜୀବନରେ ଜୀବନସାଥୀ ପ୍ରତି ବିଶେଷ ଆକର୍ଷଣ ଅନୁଭବ କରିବେ । ଆଜି ଆପଣଙ୍କ ଘରେ କୌଣସି ସାମାଜିକ ଅନୁଷ୍ଠାନ ହୋଇପାରେ । ଆଜି ଆପଣଙ୍କୁ କୌଣସି ପରିବାର ଲୋକଙ୍କ ସହିତ ଜଡ଼ିତ ଶୁଭ ସମାଚ଼ାର ଆପଣଙ୍କୁ ବହୁତ ଖୁସି କରି ଦେବ ।

ମକର

ଆଜି ଆପଣଙ୍କୁ କିଛି ଅବସର ମିଳିବ । ସବୁ ଦୁଃଖ, ଚ଼ିନ୍ତା ଭୂଲି ନିଜ ପରିବାରର ଲୋକଙ୍କ ସହିତ ସମୟ ବ୍ୟତୀତ କରନ୍ତୁ । ଆପଣ ନିଜକୁ ସତେଜ ଅନୁଭବ କରିବେ । ଚିନ୍ତାର ସ୍ଵାସ୍ଥ୍ୟକୁ ହାନି ପହଁଞ୍ଚାଇ ପାରେ । ବାଦ – ବିବାଦରେ କାହା ସହିତ ସଂଘର୍ଷ ହୋଇପାରେ । ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ । କୋର୍ଟ – କଚେରୀ କାର୍ଯ୍ୟରେ ସାବଧାନ ପୂର୍ବକ ପଦକ୍ଷେପ ଉଠାନ୍ତୁ । ଆପଣଙ୍କ ପରିବାର ଲୋକମାନେ ଆଜି ଆପଣ ପାଇଁ ଖୁସି ଓ ଗର୍ବ ଅନୁଭବ କରିବେ ।

କୁମ୍ଭ

ନିଜ ପରିବାର ଲୋକଙ୍କ ସହିତ ସେମାନଙ୍କ ଖୁସିରେ ଆପଣ ସାମିଲ ହୁଅନ୍ତୁ । ଆଜି ଆପଣଙ୍କ କାର୍ଯ୍ୟ ସରଳତା ପୂର୍ବକ ସମ୍ପୂର୍ଣ୍ଣ ହେବ । ମାନ – ସମ୍ମାନରେ ବୃଦ୍ଧି ହେବ । ଅଫିସରେ ଉଚ୍ଚ ପଦାଧିକାରିମାନଙ୍କ ତରଫରୁ ପ୍ରୋତ୍ସାହନ ମିଳିବ । ଆପଣଙ୍କ ଆତ୍ମବିଶ୍ଵାସ ବଢ଼ିବ । ଦିନ ଆନନ୍ଦଦାୟକ ରହିବ । ଉପହାର ଏବଂ ଲାଭରେ ଖୁସି ମିଳିବ । କାର୍ଯ୍ୟ କ୍ଷେତ୍ରରେ ଅଧିକାରୀ ବର୍ଗଙ୍କ ନକାରାତ୍ମକ ବ୍ୟବହାର ଆପଣଙ୍କ ଭିତରେ ହତାଶା ସୃଷ୍ଟି କରିପାରେ ।

ମୀନ

ଉଚ୍ଚ ପଦାଧିକାରୀ ଖୁସି ରହିବାରୁ ପ୍ରମୋଶନର ସମ୍ଭାବନା ବଢ଼ିବ । ମହିଳା ମିତ୍ର ଲାଭଦାୟକ ପ୍ରମାଣିତ ହେବେ । ଆଜି ଆପଣ ପରିବାରର ଲୋକଙ୍କୁ ଏବଂ ବନ୍ଧୁ ମାନଙ୍କୁ ସେମାନଙ୍କ ସାହାଯ୍ୟ ପାଇଁ ପ୍ରଶଂସା କରିବେ । ସେମାନଙ୍କୁ ସେମାନଙ୍କ ସାହାଯ୍ୟ ପାଇଁ ଧନ୍ୟବାଦ ଅବଶ୍ୟ ଦିଅନ୍ତୁ । ଆଳସ୍ୟ ଏବଂ ଚିନ୍ତାରେ ଦ୍ଵାରା କାର୍ଯ୍ୟର ଉତ୍ସାହ କମ ହେବ । ସନ୍ତାନଙ୍କୁ ନେଇ ଚିନ୍ତିତ ହୋଇ ପାରନ୍ତି । ଆଜି ଆପଣଙ୍କୁ ନିଜର ବିଚ଼ାରକୁ ସ୍ପଷ୍ଟତାରେ ଅଭିବ୍ୟକ୍ତ କରିବା ପାଇଁ ଚ଼େଷ୍ଟା କରିବା ଉଚ଼ିତ । ଦୈନିକ ରାଶିଫଳ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।