ଅସଲ ଦୋଷୀ ଏବେ ଆସିଲା ସାମ୍ନାକୁ, ଜେଲ ଯିବା ସୁନିଶ୍ଚିତ

ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟାକୁ ୧୦ ଦିନ ହୋଇ ଯାଇଛି ଏବଂ ସବୁଦିନ ଭଳି ଆଜି ବି ତାଙ୍କର ଆତ୍ମହତ୍ୟାକୁ ନେଇ କିଛି ରୋଚକପୂର୍ଣ ତଥ୍ୟ ସାମ୍ନାକୁ ଆସୁଛି । କହିବାକୁ ଗଲେ ବର୍ତ୍ତମାନ ସମୟରେ ଯେଉଁ ବଡ ଖବର ଆସୁଛି ତାହା ଅନୁସାରେ ସୁଶାନ୍ତଙ୍କ ଆତ୍ମହତ୍ୟା ପଛରେ ତାଙ୍କର ପ୍ରେମିକା ରିୟା ଚକ୍ରବତୀଙ୍କ ବଡ ହାତ ଅଛି । ରିୟା ଚକ୍ରବତୀ ହିଁ ସୁଶାନ୍ତଙ୍କ ଆତ୍ମହତ୍ୟାର ଷଡଯନ୍ତ୍ରକାରୀ ବୋଲି ବିହାରର ଜଣେ ଓକିଲ କହିଛନ୍ତି ଓ ସେ ମଧ୍ୟ ପ୍ରତିସ୍ତୁତି ଦେଇଛନ୍ତି କି ରିୟା ନିଶ୍ଚିତ ଜେଲ ଯିବେ ।

ଏଥିପାଇଁ ବି ସେ ରିୟାଙ୍କ ବିପକ୍ଷରେ ଥାନାରେ କେସ ଫାଇଲ କରିଛନ୍ତି । ଆପଣଙ୍କୁ କହିଦେଉଛୁ କି ପୋଲିସ ଷ୍ଟେସନରେ ରିୟାଙ୍କୁ ପାଖାପାଖି ୧୦ ଘଣ୍ଟା ଜେରା କରା ଯାଇଥିଲା । କିନ୍ତୁ ଏହି ସମୟରେ ରିୟା କିଛି ବି କହି ନ ଥିଲେ ଓ ସବୁକିଛି ଲୁଚାଇଛନ୍ତି । ଏହା ଛଡା ସବୁଠୁ ଆଶ୍ଚର୍ଯ୍ୟର କଥା ଏହା ଅଟେ କି ରିୟା ସୁଶାନ୍ତଙ୍କ ସହ ଯାହା ବି ଚାଟିଙ୍ଗ କରିଥିଲେ ସବୁକିଛି ସେ ଡିଲୀଟ କରି ଦେଇଛନ୍ତି ।

ଏହା ସହିତ ରିୟା ସୁଶାନ୍ତଙ୍କ ସହ ମିଶି ଯେଉଁ ସବୁ ଫଟୋ ଫେସବୁକ, ଇନଷ୍ଟାଗ୍ରାମରେ ଅପଲୋଡ କରିଥିଲେ ତାହା ସବୁକୁ ବି ସେ ଡିଲୀଟ କରି ଦେଇଥିଲେ । ଯାହାକି ସମସ୍ତଙ୍କ ମନରେ ସବୁଠୁ ବଡ ପ୍ରଶ୍ନବାଚୀ କରିଛି । ଅନ୍ୟ ପଟେ ସୁଶାନ୍ତ ସିଂହ ରାଜପୁତଙ୍କ ଶତ୍ରୁ ମହେଶ ଭଟ୍ଟ ଯିଏ ତାଙ୍କୁ ବ୍ୟାନ କରିଥିଲେ, କିନ୍ତୁ ତାଙ୍କ ସହ ରିୟା ଚକ୍ରବତୀଙ୍କ ଭଲ ସମ୍ପର୍କ ଥିଲା । ସୁଶାନ୍ତଙ୍କ ଚିକିତ୍ସା କରୁଥିବା ଡାକ୍ତର ପୋଲିସକୁ ବୟାନ ଦେଇଥିଲେ କି ସୁଶାନ୍ତ ରିୟାଙ୍କୁ ନେଇ ବହୁତ ଅଧିକ ଦୁଖିତ ରହୁଥିଲେ ।

କାରଣ ସୁଶାନ୍ତ ଅନୁଭବ କରୁଥିଲେ କି ରିୟା ଚକ୍ରବତୀ ତାଙ୍କୁ ଭଲ ପାଉ ନାହାନ୍ତି । କେବଳ ନିଜର ସ୍ଵାର୍ଥ ପାଇଁ ସୁଶାନ୍ତଙ୍କ ସହ ପ୍ରେମର ନାଟକ କରୁଛନ୍ତି । ବିହାରର ଯେଉଁ ଓକିଲ ଥାନାରେ ରିୟାଙ୍କ ବିରୁଦ୍ଧରେ କେସ କରିଛନ୍ତି ସେ ତାଙ୍କର ଟିପ୍ପଣୀରେ କହିଛନ୍ତି କି ରିୟା ଚକ୍ରବତୀ ହିଁ ବାଧ୍ୟ କରିଥିଲେ ସୁଶାନ୍ତଙ୍କୁ ଆତ୍ମହତ୍ୟା କରିବା ପାଇଁ । ଏହା ସହିତ ଶୁଣିବାକୁ ମିଳୁଛି କି ୨୪ ତାରିଖରେ ସୁଶାନ୍ତଙ୍କ କେସର ଶୁଣାଣୀ ହେବ ଏବଂ ପ୍ରମାଣ ଅନୁଯାୟୀ ରିୟାଙ୍କୁ ଜେଲ ହୋଇପାରେ ।

ଏହା ଛଡା ସମସ୍ତେ ଜାଣିଛନ୍ତି କି ଏହା ପୂର୍ବରୁ ସଲମାନ ଖାନ, ସଞ୍ଜୟ ଲୀଳା ଭଂସାଳୀ, ଏକତା କପୁର, କରଣ ଜୋହାର, ଆଦିତ୍ୟ ଚୋପଡାଙ୍କ ବିରୁଦ୍ଧରେ ମଧ୍ୟ ପୋଲିସ ଷ୍ଟେସନରେ ମଧ୍ୟ କେସ ଫାଇଲ କରା ଯାଇଛି ଏବଂ ଏହାର ଶୁଣାଣୀ ମଧ୍ୟ ଖୁବ ଜଲ୍ଦି ହେବ ବୋଲି ଶୁଣିବାକୁ ମିଳୁଛି ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।