ଆଜିର ରାଶିଫଳ, 25 ଅକ୍ଟୋବର 2022, ମଙ୍ଗଳବାର, ବଜରଙ୍ଗବଲିଙ୍କ ଆଶୀର୍ବାଦ ରହିବ ଏହି ୬ ଟି ରାଶି ଉପରେ, ହେବ ଧନଲାଭ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୨୫ ଅକ୍ଟୋବର ୨୦୨୨ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : ଆଜି ଆପଣଙ୍କ ମଧ୍ୟରୁ କିଛି ଲୋକ ଙ୍କୁ ବିତ୍ତୀୟ ସ୍ଥିତି ରେ ମଜବୁତ ହେବାର ସମ୍ଭାବନା ମିଳିବ । ଆଜି ଭୁଲ ବୁଝାମଣା ଦୂର କରି ପାରନ୍ତି ଓ ନୂଆ ବଚନ ଆପଣ ଦେବେ । ମେହନତ ଓ ଅନୁଭବ ଦ୍ଵାରା ଆପଣ ନୂତନ ସ୍ଥିତି ବନାଇବେ । ଲାଭ ହେବ ଓ ପୁରୁଣା ତାଙ୍କ ମିଳିପାରେ । ଯାତ୍ରା ଆପଣଙ୍କୁ ଏକ ନୂଆ ଉଦ୍ୟମର ପ୍ରଗତି ଆଡକୁ ଅଗ୍ରସର କରାଇବ । ଆପଣଙ୍କର ଆତ୍ମବିଶ୍ଵାସ ବଢିବାରେ ଲାଗିବ । ଆପଣଙ୍କୁ ନିଜ ପ୍ରତି ଧ୍ୟାନ ଦେବାର ଜରୁରତ ଅଛି । ମାନସିକ ଚିନ୍ତା ବଢିପାରେ ।

ବୃଷ ରାଶି : ଆଜି ଘର ଲୋକଙ୍କ ଆଶା ରେ ଆପଣ ନିରାଶା କରିବେ ନାହି । ପରିବାର ରେ ସୁଖ ଶାନ୍ତି ରହିବ । ଆପଣ ନିଜ ବାଣୀ ଉପରେ କଠୋରତା କରି ପାରନ୍ତି । ପଢା କ୍ଷେତ୍ରରେ ଆପଣଙ୍କର ମେହନତର ପରିଣାମ ଭଲ ମିଳିବ । ସ୍ୱାସ୍ଥ୍ୟ ଓ ପ୍ରତିଷ୍ଠା ପ୍ରତି ସଚେt ରୁହନ୍ତୁ । ଆର୍ଥିକ ମାମଲାର ଲାଭ ଉଠାନ୍ତୁ । କାନୁନି ମାମଲା ଆଜି ସମାଧାନ ହୋଇପାରେ । ନିଜ ଜୀବନ ସାଥି ଓ ପରିବାର ସହ କିଛି ସମୟ ବ୍ଯତୀତ କରିବେ । ଆଜି ଆପଣଙ୍କ ପରାକ୍ରମ ଓ ସାହସ ଖୁବ ବଢିବ । ନୂଆ ସମାଜରେ ମାନ ସମାନ ମିଳିବ ।

ମିଥୁନ ରାଶି : ପରିବାର ରେ ସୁଖ ଶାନ୍ତି ରହିବ । ନିୟମିତ ବ୍ୟାୟମ କରିବା ଆପଣଙ୍କ ପାଇଁ ବହୁତ ଲାଭଦାୟକ ହେବ । ଗୃହ ଉପୋଯୋଗି ବସ୍ତୁ କ୍ରୟ କରିବେ । ଭାଗ୍ୟ ବସ ସୁଖଦ ସମାଚାର ମିଳିବ । ସାମାଜିକ ପ୍ରତିଷ୍ଠା ବଢିବ । ଆର୍ଥିକ ମାମଲାରେ ପ୍ରଗତି ହେବ । ଦାଂପତ୍ଯ ଜୀବନ ସୁଖମୟ ହେବ । ପାରିବାରିକ ସମ୍ପର୍କ ଓ ଆଲୋଚନା ଭଲ ରହିବ । ବ୍ୟର୍ଥ କଥାରେ ମୁଣ୍ଡ ପୁରାନ୍ତୁ ନାହି । ବୁଦ୍ଧି କୌଶଳ ଦ୍ଵାରା କରା ଯାଇଥିବା କାମ ରେ ସଫଳତା ମିଳିବ ।

କର୍କଟ ରାଶି : ଆଜି ଉନ୍ନତି ର ମାର୍ଗ ଖୋଲିବ । ତରବର ବା ଅବହେଳା କରନ୍ତୁ ନାହି । ଥକାପଣ ଅନୁଭବ କରିବେ । ଆଜି ଆପଣଙ୍କୁ ନିଜ ଜୀବନରୁ ଭୟ ଦୂର କରିବାର ଅଛି । ଜୀବନ ସାଥି ଆପଣଙ୍କର ଭରପୁର ସହଯୋଗ କରିବେ । ଆର୍ଥିକ ଲାଭର ଅବସର ପାଇବେ । କିଛି ଲୋକଙ୍କୁ ପ୍ରେମରେ ସଫଳତା ମିଳିପାରେ । ଭଲ ଭାବେ ବିଛା କରି କରିଥିବା ନିସ୍ପତି ଆପଣଙ୍କୁ ସଫଳତା ଆଣି ଦେବ । ଯଦି ଆପଣ ନିଜର ଅଧୁରା ଇଚ୍ଛା ପୁରା କରିବାକୁ ଚାହୁଛନ୍ତି ତେବେ ନିଶ୍ଚୟ ହେବ ।

ସିଂହ ରାଶି : ଆଜି ନୂଆ ସମ୍ପର୍କ ଗଢିବା ପୂର୍ବରୁ ଭଲ ଭାବେ ବିଚାର କରନ୍ତୁ । ପୁରୁଣା କାମର ଆରମ୍ଭ ବୁଝି ବିଚାରୀ କରିଲେ ଲାଭବାନ ହେବେ । ଆଜି ଆପଣ ବେହତର ଅନୁଭବ କରିବେ । ସାମୁହିକ ଓ ସାମାଜିକ କାର୍ଯ୍ୟ ପାଇଁ ଦିନ ଭଲ ରହିବ । ଯାତ୍ରା ର କାର୍ଯ୍ୟ କ୍ରମ ହୋଇପାରେ । ପରିବାର ସହ ପ୍ରସନ୍ନତା ପୂର୍ବକ ବ୍ଯତୀତ ହେବ । ଆପଣଙ୍କୁ ପରିବାରର କିଛି କାମ କରିବାକୁ ପଡିପାରେ । ବନ୍ଧୁ ଙ୍କ ସହ ଭଲ ସମୟ ବ୍ଯତୀତ ହେବ । ବିତ୍ତୀୟ ସ୍ତର ରେ ସ୍ଥିତି ଭଲ ରହିବ ।

କନ୍ୟା ରାଶି : ଶାର୍ବଜାନିକ ଜୀବନରେ ଆପଣଙ୍କର ମାନ ପ୍ରତିଷ୍ଠା ବଢିବ । କ୍ରୋଧ ଓ ଆବେଶ ର ଅଧିକତା ମଧ୍ୟ ରହିବ । ଆପଣଙ୍କ ସ୍ଵଭାବ ଓ ବିଚାର ରେ ପଜେଟିଭ ପରିବର୍ତ୍ତନ ଆସିବାର ନଜର ଆସୁଛି । କିଛି ଦିନରୁ ଚାଲିଥିବା ନେଗେଟିଭ କଥା କୁ ଆପଣ ଭୁଲିଲେ ଶାନ୍ତି ରେ ରହି ପାରିବେ । ରୋଗ ଓ ଶତ୍ରୁ ପରାସ୍ତ ହେବେ । ଆପଣଙ୍କୁ ନୂଆ ପ୍ରକାରର କାର୍ଯ୍ୟ ରେ ଲାଭ ମିଳିବ । ପିତୃଆ ପକ୍ଷ ଙ୍କ ଠାରୁ ଆପଣଙ୍କୁ ଲାଭ ମିଳିପାରେ । କାମ କୁ ଆଗକୁ ବଢାଇବା ପାଇଁ ଲୋନ ପ୍ରାପ୍ତି ର ଯେଉଁ ଇଚ୍ଛା ରହିଥିଲା ତାହା ଜଲ୍ଦି ପୁରା ହେବ ।

ତୁଳା ରାଶି : ମାଙ୍ଗଳିକ ପ୍ରସଙ୍ଗ ରେ ଉପସ୍ଥିତ ହେବେ । ସ୍ତ୍ରୀ ବନ୍ଧୁ ବା ଜୀବନ ସାଥି ଓ ସନ୍ତାନ ଙ୍କ ଠାରୁ ଲାଭ ପାଇବେ । ଆଜି ଯଦି ପିତା ଙ୍କ ସହ ବାଦ ବିବାଦ ହୁଏ ତେବେ ଆପଣ ଚୁପ ରହିଲେ ସମାଧାନ ହୋଇଯିବ । ଆଜି ଆପଣଙ୍କୁ ନିଜ ଶତ୍ରୁ ଠାରୁ ସତର୍କ ରହିବାର ଅଛି । ପରିବାରର ଜରୁରତ ଉପରେ ଧ୍ୟାନ ଦେବା ଅତ୍ୟନ୍ତ ମହତ୍ଵ ପୂର୍ଣ୍ଣ ଅଟେ । ପିଲାଙ୍କ ସହ ସମୟ ଭଲ ବ୍ଯତୀତ କରିବେ । ବିବାହ ଯୋଗ୍ୟ ଜାତକ ଙ୍କ ପାଇଁ ଉତ୍ତମ ପ୍ରସ୍ତାବ ଆସିପାରେ ।

ବିଛା ରାଶି : ଆଜି ଆପଣ ଦିନର କିଛି ସମୟ ଅନ୍ୟ ର ସେବାରେ ବ୍ଯତୀତ କରିବେ । ଅନ୍ୟ ସହ ଯେଉଁ ବିବାଦ ଥିଲା ତାହା ଆଜି ଦୂର ହୋଇପାରେ । ବିଦ୍ୟାର୍ଥୀ ଯଦି ଆଜି କୌଣସି ପ୍ରତିଯୋଗୀତା ରେ ଭାଗ ନେବେ ତେବେ ନିଶ୍ଚୟ ସଫଳତା ପାଇବେ । ସାମାଜିକ କ୍ଷେତ୍ର ରେ ଜଡିତ ଲୋକ ଙ୍କୁ ନୂଆ ଅବସର ପ୍ରାପ୍ତ ହେବ । କାର୍ଯ୍ୟ ରେ ସଫଳତା ଓ ଯାସ ମିଳିବାରୁ ଉଶ୍ଚାହ ବଢିବ । କୌଣସି ବନ୍ଧୁ ଙ୍କ ସହଯୋଗରେ ଚାକିରି ମିଳିବାର ଅବସର ପାଇବେ । ସାମାଜିକ କାର୍ଯ୍ୟ ରେ ସଫଳ ହେବେ ।

ଧନୁ ରାଶି : ଆଜି ଆପଣଙ୍କୁ କେହି ଭୁଲ ପରାମର୍ଶ ଦେଇପାରେ । ବ୍ୟର୍ଥ କାମରେ ନିଜର ଶକ୍ତି ଖର୍ଚ୍ଚ କରନ୍ତୁ ନାହି । ଅଧିକାରୀ ମାନଙ୍କ ସହ ସମ୍ପର୍କ ଭଲ ହେବ ଓ ନୂଆ ପ୍ରୋଜେକ୍ଟ ରେ କାମ କରିବାର ଅବସର ମିଳିବ । ସରକାରୀ ସଂସ୍ଥା ରୁ ଆପଣ ଲାଭ ର ପୃଷ୍ଠ ଭୂମି ତିଆରି କରିବେ । ନେଗେଟିଭ ବିୟଚର ରୁ ଦୂରେଇ ରୁହନ୍ତୁ । ପରିବାର ର ସ୍ୱାସ୍ଥ୍ୟ ର ଧ୍ୟାନ ରଖନ୍ତୁ । ସମ୍ପତି ନିବେଶ ନବିକରଣ ଉପରେ ଟଙ୍କା ଖର୍ଚ୍ଚ କରିବେ । ଆର୍ଥିକ ସ୍ଥିତି ଆପଣଙ୍କର ଠିକ ହେବାରେ ଲାଗିବ ।

ମକର ରାଶି : ଆଜି ବ୍ୟାପାର ରେ ନିବେଶ ପାଇଁ ଦିନ ଉତ୍ତମ ରହିବ । ଧନ ସମ୍ପତି ରେ ବୃଦ୍ଧି ହେବ । ଦୁଷ୍ଟ ଜନ ଙ୍କ ଠାରୁ ସତର୍କ ରୁହନ୍ତୁ । ଧନ ଲାଭର ଅବସର ହାତକୁ ଆସିବ । ଘର ବାହାରେ ପ୍ରସନ୍ନତା ରହିବ । ପରିବାର ସହ ଯାତ୍ରା କୁ ଯିବାର ଯୋଗ ରହିଛି । ଲାଭ ଲାଇଫ ରେ ଆପଣଙ୍କର ସମ୍ମାନ ବଢିବ । ଶ୍ଵଶୁର ଘର ପରକ୍ଷା ରୁ ଆପଣଙ୍କର ସମ୍ପର୍କ ରେ ସୁଧାର ଆସିବ । ଆଜି ଦିନରେ ଗୁଡ ଦାନ କରନ୍ତୁ । ଆପଣଙ୍କର ସବୁ ସମସ୍ଯା ଦୂର ହେବ । କୌଣସି କଥାକୁ ନେଇ ବିଚଳିତ ହେବେ ।

କୁମ୍ଭ ରାଶି : ଆଜି ଆପଣଙ୍କୁ ନିଜ କାର୍ଯ୍ୟ ପାଇଁ ସାଥି ଓ ବନ୍ଧୁ ଙ୍କ ସାହାଜ୍ଯ ମିଳିବ । ଆଜି ଆପଣଙ୍କର ବଡ ଆର୍ଥିକ ସମସ୍ୟାର ଅନ୍ତ ହେବ । କାମ କାର୍ଯ୍ୟ ବିଷୟରେ କହିଲେ ଆଜି ଅଫିସରେ କାମର ଭାର ଅଧିକ ରହିପାରେ । ଆପଣଙ୍କର ସବୁ ଇଚ୍ଛା ପୂର୍ତ୍ତି ହେବ । ଆପଣ ବାହନ ପ୍ରାପ୍ତି ମଢ କରିବେ । ଆପଣ ସବୁ କାମ କରିବାରେ ସଫଳ ହେବେ । ନିଜର ଘର ର ଶାନ୍ତି ବଜାୟ ରହିବା ପାଇଁ ଛୋଟ ଛୋଟ କଥାକୁ ଅଣଦେଖା କରିବାକୁ ଚେଷ୍ଟା କରନ୍ତୁ ।

ମୀନ ରାଶି : ଆଜି କୌଣସି ଅନୁଭବି ଙ୍କ ରାଏ ବେହତର ସାବ୍ୟସ୍ତ ହେବ । ଉଶ୍ଚାହ ବା ପ୍ରସନ୍ନତା ପୂର୍ବକ କାମ କରିବେ । ଆଜି କାମ କାର୍ଯ୍ୟ ରେ ଅଧିକ ମନ ଲାଗିବ ନାହି । ମନରେ ଅନେକ ପ୍ରକାରର ଚିନ୍ତ ରହିବ । ବେହତର ହେବ ଆପଣ ଅଯଥା କଥା ଉପରତେ ଧ୍ୟାନ ଦେଇ ନିଜର ସମୟ ନଷ୍ଟ କରନ୍ତୁ ନାହି । ବିଜେନ୍ସ ବା ଚାକିରି ରେ କାମ ଅଧିକ ରହିବ । ନୂଆ ଲୋକଙ୍କ ସହ ଭେଟ ହୋଇପାରେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।