ଆଜିର ରାଶିଫଳ, 24 ମେ 2021, ସୋମବାର, ମହାଦେବଙ୍କ ଆଶୀର୍ବାଦ ରହିବ ଏହି ୬ଟି ରାଶି ଉପରେ, ହେବ ଧନଲାଭ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ। ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୨୪ ମେ ୨୦୨୧ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି –

ଏହି ରାଶିର ଲୋକମାନେ ନିଜ ଜୀବନ ସାଥି ସହ ଭଲ ସମୟ ବିତାଇବେ । କିଛି ବି ନିସ୍ପତି ନେବା ଆଗରୁ ଆପଣ ନିଜର ଧର୍ମ ପତ୍ନୀ ଙ୍କୁ ଥରେ ପଚାରି ନିଅନ୍ତୁ । ସକାଳୁ ଉଠି ପ୍ରଭୁ ଶନି ଦେବଙ୍କର ପାର୍ଥନା କରନ୍ତୁ । ଆପଣଙ୍କ ଏହି ସମୟ ମଧ୍ୟରେ ସନ୍ତାନ ପ୍ରାପ୍ତିର ଖୁସି ଖବର ପାଇ ପାରନ୍ତି । ଯଦି ଆପଣ ବ୍ୟବସାୟ କରୁଛନ୍ତି ତେବେ ଆପଣ ନିଜର ଭାଗ୍ୟ ବଦଳାଇ ଦେବେ ଏତେ ଧନ ଆପଣଙ୍କ ପାଖକୁ ଆସିବ । ଆପଣ ଏହି ସମୟ ଭିତରେ ଭଗବାନ ଶନୀଙ୍କୁ ନିଜ ପୂଜା ଦ୍ଵାରା ପ୍ରସନ୍ନ କରି ପାରିବେ

ବୃଷ ରାଶି –

ଆପଣଙ୍କର ସ୍ଵାସ୍ଥ ଭଲ ରହିବ । ଆପଣଙ୍କର ଭାଗ୍ୟ ଆପଣଙ୍କ ସହ ରହିବ । ଏହା ପାଇଁ ଆପଣଙ୍କ ସମ୍ମାନରେ ବୃଦ୍ଧି ହେବ । ଆପଣ ଯାହା କରିବା ପାଇଁ ଚାହୁଁ ଛନ୍ତି ଆପଣ ତାହା କରି ପାରିବେ । ଆପଣ ନିଜ କାମ ବିଷୟରେ ନିଜ ବାପାଙ୍କ ସହ କଥା ହୋଇ ଆଗକୁ ନିଅନ୍ତୁ । ଯଦି ଆପଣ ଜଣେ ଛାତ୍ର ଅଟନ୍ତି ତେବେ ଆପଣଙ୍କ ପଢାରେ କିଛି ବିଘ୍ନ ଆସି ପାରେ । ଆପଣ ଦେଇଥିବା ପରୀକ୍ଷା ରେ ଆପଣ କୃତ କାର୍ଯ୍ୟ ହେବେନି ।

ମିଥୁନ ରାଶି –

ଆପଣ ନିଜ ପାଇଁ କିଛି ନୂଆ ଜାନ ବାହନ କିଣି ପାରିବେ ଆପଣ କିଛି ଜରୁରୀ କାମରେ ଅଟକି ଯାଇ ପାରନ୍ତି । ଆପଣଙ୍କ ଘରେ କିଛି ଅନୁଷ୍ଠାନ ହୋଇ ପାରେ । ଆପଣ ନିଜ ଜୀବନରେ ଚାହୁଁଥିବା ମଣିଷକୁ ନିଜ ଜୀବନରେ ଆଣିବା କୁ ଯଦି ଚାହୁଞ୍ଚନ୍ତି ତେବେ ଏହା ଭଲ ଦିନ ଅଟେ । ଆପଣ ନିଜ ପରିବାର ଲୋକଙ୍କ ସହ କଥା ହୋଇ ପାରନ୍ତି ଏହି ବିଷୟରେ । ଆପଣ ନିଜ କାମ ଭଳି ନିଜ ପରିବାରକୁ କୁ ସମୟ ଦିଅନ୍ତୁ । ଆପଣ ଆଜି କିଛି ଭଲ ଖାଦ୍ଯ ଖାଇ ପାରିବେ ।

କର୍କଟ ରାଶି –

ଏହି ରାଶିର ବ୍ୟକ୍ତି ମାନେ କିଛି ଜିନିଷ କିଣିବା ପାଇଁ ବାହାରକୁ ଯାଇ ପାରନ୍ତି । ପରିବାର ରେ ଶାନ୍ତି ପୂର୍ଣ ବାତାବରଣ ରହିବ । ଆପଣ ନିଜ କାମକୁ ନେଇ ଟିକେ ଚିନ୍ତାରେ ରହି ପାରନ୍ତି । ଆପଣଙ୍କ ଦିନ ଟି ଖୁବ ଭଲ ଜୀବ । ଆପଣ କିଛି ଲୋକଙ୍କୁ ସାହାଜ୍ଯ କରିବେ ଯାହା ପାଇନ ଲୋକମାନେ ଆପଣଙ୍କୁ ଖୁବ ଭଲ ପାଇବେ । ଆପଣ ନିଜ ଜୀବନର କିଛି ମହତ୍ଵ ପୂର୍ଣ ନିସ୍ପତି ନେବେ । ଆପଣ ଆଜି କିଛି ପାରା ମାନଙ୍କୁ ଖାଇବା ପାଇଁ ଦିଅନ୍ତୁ ଦେଖିବେ ଏହା ଆପଣଙ୍କୁ ଶୁଭ ଫଳ ଦେବ ।

ସିଂହ ରାଶି –

ଆପଣଙ୍କ ସହ କିଛି ଭଲ ଓ କିଛି ଖରାପ ସମୟ ବିତିବ ଏହି ଦିନ ଆପଣଙ୍କୁ ମିଶ୍ରିତ ଫଳ ଦେବ । କିଛି କ୍ଷତି ହେବାର ସମ୍ଭାବନା ଅଛି ଆପଣ ନିଜ ହିସାବକୁ ସଠିକ ଭାବେ ରଖନ୍ତୁ । ଆପଣ ନିଜ ସାଙ୍ଗ ମାନଙ୍କ ମଧ୍ୟରେ ଆକର୍ଷଣ ହୋଇ ପାରିବେ । ଯେଉଁ ମାନେ ନିଜ କୁ ଏକା ଅନୁଭବ କରୁଛନ୍ତି ସେମାନେ ନିଜ ପରିବାର କିମ୍ବା ବନ୍ଧୁଙ୍କ ସହ କଥା ହେବା ନିହାତି ଆବଶ୍ୟକ ଅଟେ । ଯଦି ଆପଣ ନିଜ ମନ କଥାକୁ କାହା ସହ ବାଣ୍ଟିବା ପାଇଁ ଚାହୁଁ ନାହାନ୍ତି ତେବେ କିଛି ସମୟ ପାଇଁ ମେଡିଟସନ କରନ୍ତୁ ।

କନ୍ୟା ରାଶି –

ଆପଣ କିଛି ମାଙ୍ଗଳିକ କାମରେ ଯୋଗ ଦେଇ ପାରିବେ । ଆପଣ ନିଜର ଅଧୁର ସ୍ଵପ୍ନ ପୁରା କରିବେ। ନିଜ ପାଇଁ କରି ବାକୁ ଯାଉଥିବା କାମ ଯାହା ଆପଣ କିଛି ଆର୍ଥିକ ପରିସ୍ଥିତରେ ଆସି କରି ନଥିବେ ତାହା କରି ପାରିବେ । ଆପଣ ଯଦି କିଛି ମିଥ୍ୟା କଥାରେ ଦୋଷୀ ବୋଲି ପ୍ରମାଣିତ ହୋଇ ଥିବେ ତାହା ଏବେ ସବୁଙ୍କ ସାମନା କୁ ଆସିବ । ଆପଣ ନିଜର ଓ ପରିବାର ର ବହୁତ ଭଲଭାବେ ଯତ୍ନ ନେବେ ।

ତୁଳା ରାଶି –

ଆପଣଙ୍କ ପରିବାରରେ ଖୁବ ଭଲ ସମୟ ରହିବ ସବୁ ଲୋକମାନେ ଭଲ ରହିବେ । ଆପଣଙ୍କୁ ଆମେ କହି ରଖିବାକୁ ଚାହୁଁ କି ଆପଣଙ୍କ କିଛି କାମ ଅଧାରେ ରହି ପାରେ । ଆପଣ ନିଜେ ନିଜ କାମ ପାଇଁ ଅସୁବିଧା କରିବେ । ଆପଣଙ୍କୁ ଧନ ପ୍ରାପ୍ତି ହେବ ଆର୍ଥିକ ସ୍ଥିତି ଭଲ ରହିବ । ଆପଣ ନିଜ କାମକୁ ନେଇ ଚିନ୍ତାରେ ରହିବେ । ଆପଣ ଯଦି ଚାହିଁ ବେ ନିଜ ସାନ ଭାଇ କିମ୍ବା ଅନ୍ୟ କାହା ପାଖରୁ ସାହାଜ୍ଯ ମାଗି ପାରିବେ ।

ବିଛା ରାଶି –

ଆପଣ ନିଜକୁ ଆଜି ଅନେକ ସମୟ ପରେ ଆନନ୍ଦରେ ରଖିବେ । ଆପଣ ନିଜ ଲୋକମାନଙ୍କୁ ଖୁସି ଦେବେ । ଆପଣ ନିଜ ଚାକିରିରେ ଉଚ୍ଚ ପଦରେ ଥିବା କର୍ମ ଚାରି ମାନଙ୍କୁ ନିଜ କାମ ଦ୍ଵାରା ଖୁସି କରେଇବାରେ ସାମର୍ଥ ହେବେ । ଆପଣ ନିଜର କାମରେ ଖୁବ ଭଲ ପ୍ରଦର୍ଶନ କରିବେ । ଆପଣ ଆଗକୁ ଯାଇ ନିଜ ପରିବାର ଲୋକଙ୍କ ନାମ କୁ ସମ୍ମାନିତ କରିବେ । ଆପଣ ଏଭଳି କିଛି କାମ କରିବେ ଯାହା ପାଇଁ ଆପଣଙ୍କ ଦେଶ ବାଶି ଆପଣଙ୍କ ଉପରେ ଗର୍ବ କରିବେ । ଆପଣ ଜଣେ ଭଲ ବ୍ୟକ୍ତି ର ମାନ୍ୟତା ପାଇବେ ସମାଜରେ । ପ୍ରତେକ ଲୋକ ଆପଣଙ୍କୁ ମହତ୍ଵ ଦେବ । ଆପଣ ଏସବୁ ନିଜର ପରିଶ୍ରମ ଦ୍ଵାରା ପାଇ ପାରିବେ ।

ଧନୁ ରାଶି –

ଆପଣଙ୍କ ଦିନ ଆଜି ଖୁବ ଭଲ ଜୀବ ଆପଣ ନିଜ ପରିବାର ଲୋକଙ୍କ ସହ ଆଜି ଟିକେ ଜଗି ରାଖୀ କାଥା ହୁଅନ୍ତୁ । ଆପଣ ନିଜ କାମରେ ନିଜକୁ ବ୍ୟସ୍ତ ରଖିଥିବାରୁ ହୁଏତ ପରିବାରରେ ସାମାନ୍ଯ ଅସାନ୍ତି ହୋଇ ପାରେ । ଯଦି ଆପଣ ଚାହିଁବେ ତାହେଲେ ଆପଣ ଏହାକୁ ଠିକ କରି ପାରିବେ ଆପଣ ନିଜେ କିଛି ଏଭଳି କରନ୍ତୁ ଯାହା ପାଇଁ ଆପଣଙ୍କ ପରିବାର ଲୋକମାନେ ଆପଣଙ୍କୁ ବୁଝିବା ପାଇଁ ଚେଷ୍ଟା କରିବେ । ଆଜି ଆପଣଙ୍କ ମନ ପ୍ରଫୁଲ ରହିବ । ଆପଣ ଆଜି ସକାଳୁ ନିଜର ସ୍ନାନ ସାରିଲା ପରେ ଭଗବାନ ସୂର୍ଯ୍ୟ ଙ୍କୁ ଜଳ ଦାନ କରନ୍ତୁ । ଆପଣ ନିଜ କୁ ସାନ୍ତ ରଖିଲେ ନିଜେ ଓ ଅନ୍ୟ ମାନଙ୍କୁ ଖୁସି ଦେଇ ପାଇବେ ।

ମକର ରାଶି –

ଛାତ୍ର ଓ ଛାତ୍ରୀ ମାନଙ୍କ ପାଇଁ ଏହି ଦିନ ଖୁବ ଭଲ ଅଟେ । ଆପଣ ନିଜ ମିଠା କଥାରେ କାହାକୁ ବି ଫସେଇ ପାରିବେ କିମ୍ବା ତା ପାଖରୁ ନିଜର କାମ କରେଇ ପାରିବେ । ଆପଣ ଆଜି ଯାହାବି ଅଛନ୍ତି ନିଜ ପରିଶ୍ରମ ପାଇଁ ଅଛନ୍ତି ଯଦି ଆପଣ ଅଧିକ ପରିଶ୍ରମ କରିବେ ତାହେଲେ ଆପଣ ଖୁବ ସଫଳତା ପାଇବେ । ଆପଣଙ୍କର କିଛି ପୁରୁଣା ରହସ୍ୟ ଆଜି ସବୁଙ୍କ ଆଗରେ ଆସିଯିବ ଯାହାକୁ ଜାଣି ଆପଣ ଖୁବ ଆଶ୍ଚର୍ଯ୍ୟ ହୋଇ ଯିବେ । ଆପଣ ଏହି ସମୟ ମଧ୍ୟରେ କିଛି ଆଇନ ଭାଗନ୍ତୁ ନାହିଁ କାରଣ ଏହା ପାଇଁ ଆପଣ ଦଣ୍ଡିତ ହୋଇ ପାରନ୍ତି ।

କୁମ୍ଭ ରାଶି –

ଆପଣଙ୍କ ଆର୍ଥିକ ପରିସ୍ଥିତି ଖୁବ ଭଲ ହୋଇଯିବ ଆପଣ ନିଜ ପରିବାର ସହ ଖୁବ ଭଲ ସମୟ ବିତାଇବେ । ଆପଣ ଙ୍କ ପାଇଁ ଥିବା ତାଙ୍କ ମାନରେ ଭଲ ପାଇବା ବଢିବ । ପରିବାରରେ ଆପଣଙ୍କ ଭାଇ ଓ ଭଉଣୀ ମଧ୍ୟରେ ଭାଇ ଚାରା ବଢିବ । ଆପଣ ନିଜ ଆର୍ଥିକ ବୃଦ୍ଧି କରିବାରେ ସକ୍ଷମ ହେବେ । ଆପଣ ଯାହା ବି କମେଇବେ ତା ଠାରୁ ଅଧିକ ଆପଣ ଖର୍ଚ୍ଚ କରି ଦେବେ ଆପଣ ଡେକହନ୍ତୁ କେଉଁ କେଉଁ କାମରେ ଆପଣ ପଇସା ବଞ୍ଚେଇ ପାରିବେ, ତାହା ର ସୁଛି କରି ତାକୁ କାମରେ ଲଗାନ୍ତୁ ।

ମୀନ ରାଶି –

ଆପଣ ଆଜି କିଛି କରିବା ଆଗରୁ ନିଜ ମନ କୁ ଶାନ୍ତ କରିବା ଆବଶ୍ୟକ ଅଟେ । ଆପଣ ଯଦି ଜଲ୍ଦି କାମ କରିବା ପାଇଁ ଚେଷ୍ଟା କରିବେ ତାହେଲେ ଆପଣ ନିଜ ହିଁ କ୍ଷତି କରିବେ । ଆପଣ ନିଜର ଘର କିଣି ପାରିବେ । ଯେଉଁ ମାନଙ୍କର ନିଜ ଘର ନାହିନ ସେମାନେ ନିଜ ଘର ପାଇବେ । ଆପଣ ନିଜ ଘରେ ଅଧିକ ଖର୍ଚ୍ଚ କରିବେ ଯାହା ପାଇଁ ଆପଣଙ୍କର ଘର ଖୁବ ସୁନ୍ଦର ଦେଖା ଜୀବ । ଆପଣ ଯଦି ଶୁକ୍ର ଗ୍ରହ ସମ୍ବନ୍ଧିତ ବ୍ୟାପାର କରୁଛନ୍ତି ତାହେଲେ ଆପଣ ଖୁବ ଭଲ ଲାଭ କରିବେ ନିଜ ବ୍ୟାପାରରୁ । ଆପଣଙ୍କ ଘରେ କିଛି ସମୟ ପାଇଁ ଟିକେ ଅସାନ୍ତି ଦେଖାଯିବ । ଆପଣ ନିଜ ବାପା ମା ଙ୍କ ପାଖରୁ ଖୁସି ପାଇବେ, ସେମାନଙ୍କ ଦେହ ପାଇଁ ଏହି ସମୟରେ ଆପଣ ଟିକେ ଯତ୍ନ ବାନ ହୁଅନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।